କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିନ୍ଦ୍ୱନ୍ଦିତା ହେବ ।
ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର। ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି । ଏସବୁ ସହିତ ଅଭିଭାବକ ମାନସିକ ସୁସ୍ଥତାକୁ ବି ଗୁରୁତ୍ୱ ଦେବା ଉଚିତ।
ସବୁଦିନ ପାଇଁ ହୃଦୟରେ ରହିବ ଜୁମ୍ । ଆଜି ତାକୁ ଶେଷ ସମ୍ମାନ ପ୍ରଦାନ କରାଯାଇଛି ।
ଜଣେ ମହିଳାଙ୍କ ଆଖିରୁ ଡାକ୍ତର ଗୋଟିଏ ନୁହେଁ ଦୁଇଟି ନୁହେଁ ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିଛନ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି।
ଯେତେ ହଟହଟା ହେଲେ ବି ପ୍ରକୃତି ଛାଡ଼ୁନି ପାକିସ୍ତାନ। ଭାରତ ସହ କଣ୍ଟା ବାଡରେ ଲୁଗା ପକାଇ କଳି କରିବାର ଆଭିମୁଖ୍ୟ ପୁଣି ଥରେ ପଦାରେ ପଡ଼ିଛି। ତେବେ ପାକିସ୍ତାନର ଏହି ଭାରତ ବିରୋଧୀ ପଦକ୍ଷେପକୁ ଭଣ୍ଡୁର କରି ଦେଇଛନ୍ତି ବିଏସଏଫ ଯବାନ।
କଂଗ୍ରେସ ସଭାପତି ପାଇଁ ନିର୍ବାଚନ ଲଢ଼ୁଥିବା ଭେଟେରାନ୍ ଶଶି ଥରୁରଙ୍କୁ ବିଭିନ୍ନ ପିସିସିରୁ ମିଳୁନି ସମର୍ଥନ। ଏନେଇ ଖୋଲାଖୋଲି ନିଜେ କହିଛନ୍ତି ଖୋଦ୍ ଶଶି। ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ମଲ୍ଲିକାର୍ଜୁନ ଖାଡଗେଙ୍କୁ ନିମନ୍ତ୍ରଣ କରୁଛନ୍ତି।
କେରଳରେ ନୂଆ ଟ୍ରାଫିକ ନିୟମ ଅନୁସାରେ, ଯଦି କୌଣସି ଡ୍ରାଇଭର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ନ୍ତି କିମ୍ବା ମଦ୍ୟପାନ କରି ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୮୫୦ ଟଙ୍କା ରହିଛି ।
ୟୁକ୍ରେନ ଫେରନ୍ତା ଛାତ୍ରଙ୍କ ପାଇଁ ଆସିଛି ଖୁସି ଖବର। ୟକ୍ରେନରେ ଭାରତର ପ୍ରାୟ ୨୦୦୦ରୁ ଅଧିକ ପିଲା ମେଡିକାଲ ପଢୁଥିଲେ। କୋର୍ସ ସାରିବା ପାଇଁ ଭାରତର ସମସ୍ତ ଛାତ୍ରଛାତ୍ରୀଙ୍କୁ ଏହି ଦେଶର ବିଶ୍ୱବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ ।
ବିଳମ୍ବିତ ରାତି ପ୍ରାୟ ୩ଟା ୨୦ରେ ବିମାନଟି ଦିଲ୍ଲୀ ଏୟାରପୋର୍ଟରେ ଳ୍ୟାଣ୍ଡ୍ କରିଥିଲା। ଏହାପରେ ସମସ୍ତ ଯାତ୍ରୀ ଓ କ୍ରୁ ମେମ୍ବର୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ବିମାନକୁ ଯାଞ୍ଚ କରାଯାଇଥିଲା।
ଏମିତି ଏକ କାହାଣୀ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ଜଣେ ମାଛ ବିକାଳି ମାତ୍ର କିଛି ଘଣ୍ଟା ମଧ୍ୟରେ ସାଜିଛନ୍ତି ଲକ୍ଷପତି । ଯେତେବେଳେ ତାଙ୍କ ଘର ନିଲାମ ହେବାକୁ ବସିଥିଲା, ବ୍ୟାଙ୍କରୁ ନୋଟିସ ବି ଆସିଥିଲା ।
ଅନନ୍ତନାଗରେ ଅପରେସନରେ ବେଳେ ଆହତ ହୋଇଥିଲା ହୀରୋ ଜୁମ୍ ।
କୌଣସି କାମ ଏ ଦୁନିଆରେ ଅସମ୍ଭବ ନୁହେଁ। କୌଣସି ଲକ୍ଷ୍ୟ ମଣିଷ ପାଇଁ ଅପହଞ୍ଚ ନୁହେଁ। ଆଜିର ପିଅନଟି କାଲି ଅଫିସର ବି ହୋଇପାରେ। ଏଥିପାଇଁ କେବଳ ଲୋଡା କଠୋର ନିଷ୍ଠା ଆଉ ଦୃଢ ମନବଳ। ଏହି କଥାକୁ ସତ୍ୟ ପ୍ରମାଣିତ କରି ଦେଖାଇଛନ୍ତି କମଲ କିଶୋର ମଣ୍ଡଳ।
ଶିକ୍ଷାନୁଷ୍ଠାନରେ ହିଜାବ ପିନ୍ଧିବା ଉପରେ ବ୍ୟାନ୍ କରିବାକୁ ନେଇ ରାୟ ଦେଇଥିଲେ କର୍ଣ୍ଣାଟକ ହାଇକୋର୍ଟ।
ଆଧାର କାର୍ଡ ଅପ୍ଡେଟ୍ରେ ଅନେକ ଅସୁବିଧା ହୋଇଥାଏ । ଜାଣନ୍ତୁ ଏହାର ସରଳ ସୂତ୍ର।
ସମ୍ପତ୍ତି ଲାଭ ଆଶାରେ ଦୁଇ ମହିଳାଙ୍କୁ ଅତି ନୃଶଂସ ଭାବେ ହତ୍ୟା । ନରବଳି ପରେ ମାଂସ ରାନ୍ଧି ଖାଇଛନ୍ତି ଅନ୍ଧବିଶ୍ୱାସୀ ଦଂପତ୍ତି ।
ଶୋଭା ପାଉଛି ୨ ଶହରୁ ଅଧିକ ଦେବାଦେବୀଙ୍କ ମୂର୍ତ୍ତି,ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବ ୨ କିଲୋମିଟରର ରୋପ୍ ୱେ
SDM ସ୍ୱାତୀ ଶୁକ୍ଳା ହାରଦୋଇର ଏକ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଡାକ୍ତର ନିଜ ଚେୟାରରୁ ଉଠି ଛିଡା ହେଲେନି କି ତାଙ୍କୁ ବସିବା ପାଇଁ ନିଜ ଚେୟାର ବି ଅଫର କଲେନି। ଏହି ଘଟଣାରେ ଦେଖି ଖୁବ ରାଗି ଯାଇଥିଲେ ଶୁକ୍ଳା ଯାହାର ଭିଡିଓ ଟୁଇଟରରେ ଭାଇରାଲ ହୋଇଛି।
ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ସାଜିଦ ଖାନ୍ଙ୍କୁ ଶୋ’ରୁ ବାହାର କରିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।
ଦୀପାବଳି ପୂର୍ବରୁ ରେଳବାଇ କର୍ମଚାରୀଙ୍କୁ ବଡ଼ ଭେଟି ଦେଇଛନ୍ତି କେନ୍ଦ୍ର ସରକାର
ଡାକ୍ତରଙ୍କୁ ଭଗବାନ୍ ଭାବି ଭରସା କରିଥିଲେ, ହେଲେ ସେ ଆଖି ତାଡ଼ି ନେଇଗଲେ । ଏବେ ହାତରେ କାଚ ଗୁଲି ଧରି ଘରୁ ଡାକ୍ତରଖାନା, ଆଉ ସେଠାରୁ ଥାନା ଦୌଡ଼ି ଦୌଡ଼ି ନୟାନ୍ତ ହୋଇଗଲେଣି ବୃଦ୍ଧ ।
ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଜୁମ୍କୁ ନିରୀକ୍ଷଣରେ ରଖାଯାଇଛି।
ଦୁର୍ଘଟଣା ପରେ ସର୍ଚ୍ଚ ଓ ରେସ୍କ୍ୟୁ ଅପରେସନ୍ ଜାରି ରହିଛି। ଏହାସହ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ନୌସେନା ପକ୍ଷରୁ ସୂଚନା ଦିଆଯାଇଛି। ବିମାନଟି ବେସ୍କୁ ଫେରୁଥିବା ବେଳେ ଗୋଆରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।
କମିଲା ସୁନା ଦର । ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୮୦୦ ଟଙ୍କା ରହିଛି ।
ପାଥନଥିଟ୍ଟାର ଇଲାନଥୁରରେ ଥିବା ଦମ୍ପତିଙ୍କ ଘରେ ଦୁଇଟି ଭିନ୍ନ ସମୟରେ ଦୁଇ ଜଣ ମହିଳାଙ୍କୁ ହତ୍ୟା କରାଯାଇଥିଲା।