• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Two Son  Carry 87-Year-Old Mother On Shoulder
ତୋ କୋଳରେ ମୁଁ ଜହ୍ନ ଦେଖୁଥିଲି, ମୋ କାନ୍ଧରେ ତୁ ଫୁଲ ଦେଖିବୁ...

ଅନ୍ଧ ବାପା-ମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁଥିବା ଶ୍ରବଣକୁମାରର ସଂଘର୍ଷକୁ କେହି ହୁଏତ ଆଜି ପରୀ ରାଇଜର କାହାଣୀ ବୋଲି କହିପାରନ୍ତି। ହେଲେ ଆଜି ଆମେ ଆପଣଙ୍କୁ ସେଇ ଶ୍ରବଣକୁମାରଙ୍କ ସହ ଭେଟ କରାଇବୁ। ଏଇ ଶ୍ରବଣକୁମାର ବାପାମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁନି କାନ୍ଧରେ ବସାଇ ପାହାଡ଼ ଚଢୁଛି ।

gold price today
Today Gold Price- 17th Oct : ବଢିଲା ସୁନା ଓ ରୁପାର ମୂଲ୍ୟ, ଦୋକାନକୁ ଯିବା ଆଗରୁ ଜାଣି ନିଅନ୍ତୁ ଦାମ୍

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।

Employees Get Cars, Bikes As Diwali Gift
ଦୀପାବଳି ଗିଫ୍ଟ: କର୍ମଚାରୀଙ୍କୁ ମିଳିଲା କାର୍‌, ବାଇକ୍‌

ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କର ଷ୍ଟାଫଙ୍କୁ ଏମିତି କିଛି ସର୍‌ପ୍ରାଇଜ୍‌ ଗିଫ୍ଟ ଦେଇଛନ୍ତି, ଯାହା ଜାଣିଲା ପରେ ଷ୍ଟାଫ୍‌ଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି। ସେ ତାଙ୍କର ଷ୍ଟାଫ୍‌ ଓ ସହଯୋଗୀଙ୍କୁ କାର୍‌ ଓ ବାଇକ୍‌ ଦେଇ ଏବେ ଚର୍ଚ୍ଚାରେ।

IPS officer Shivdeep Lande
ଆଜି ତାଙ୍କ ନାଁ ଶୁଣିଲେ ଥରହର ହେଉଛନ୍ତି ଅପରାଧୀ, ଦିନେ ସେ ନିଜ ବାପାଙ୍କୁ ହତ୍ୟା କରିବାକୁ ଚାହୁଁଥିଲେ

ଏ କାହାଣୀ ଜଣେ ଆଇପିଏସ୍‌ ଅଫିସର୍‌ଙ୍କର ,ପିଲାଦିନର କାହାଣୀ ସେ ନିଜ ବହିରେ ବଖାଣିଛନ୍ତି ।

Congress President Poll today
୨୫ ବର୍ଷ ପରେ କଂଗ୍ରେସ ମୁଖିଆ ହେବେ ଅଣଗାନ୍ଧି ନେତା

ଆଜି ହେଉଛି ଏଆଇସିସି ସଭାପତି ପାଇଁ ନିର୍ବାଚନ । ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହେବ ଟକ୍କର। ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ଜରିଆରେ ସଭାପତିଙ୍କୁ ବାଛିବେ ।

President Droupadi Murmu undergoes cataract surgery at Army hospital
ମୋତିଆବିନ୍ଦୁ ଅସ୍ତ୍ରୋପଚାର କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

 ବ୍ରିଗେଡିୟର ସଂଜୟ ମିଶ୍ରଙ୍କ ନେତୃତ୍ୱରେ ଦିଲ୍ଲୀ ସ୍ଥିତ ସେନା ହସପିଟାଲରେ ରାଷ୍ଟ୍ରପତିଙ୍କ ଅସ୍ତ୍ରୋପଚାର କରାଯାଇଥିଲା। 

PSU insurance staff to get 12% pay hike
ସରକାରଙ୍କ ଦୀପାବଳି ଭେଟି, ବଢ଼ିଲା ଏହି ସରକାରୀ କର୍ମଚାରୀଙ୍କ ଦରମା...

ସରକାରୀ ସେକ୍ଟରର ୪ଟି ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନୀର କର୍ମଚାରୀଙ୍କୁ ମୋଦି ସରକାରଙ୍କ ଦୀପାବଳି ଭେଟି। ଏହିସବୁ ଇନ୍‌ସ୍ୟୁରାନ୍ସ କମ୍ପାନୀର କର୍ମଚାରୀ ଓ ଅଧିକାରୀଙ୍କ ଦରମା ସରକାର ୧୨% ବୃଦ୍ଧି ନେଇ ଘୋଷଣା କରିଛନ୍ତି।

4 Congress Workers Electrocuted During Bharat Jodo Yatra In Karnataka
‘ଭାରତ ଯୋଡୋ ଯାତ୍ରା’ ବେଳେ ଅଘଟଣ, କରେଣ୍ଟ ଲାଗି ୪ କଂଗ୍ରେସ କର୍ମୀ ଗୁରୁତର

କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ବେଳେ ଅଘଟଣ। ଏଥିରେ ସାମିଲ ଦଳର ୪ ଜଣ କାର୍ଯ୍ୟକର୍ତ୍ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିବା ଯୋଗୁ ଗୁରୁତର ହୋଇପଡ଼ିଛନ୍ତି।

Terrorism
ଆତଙ୍କବାଦର ହେବ ମୂଳୋତ୍ପାଟନ : ଆତଙ୍କୀକୁ କଡ଼ା ଚେକ୍ ଦେବାକୁ ବୈଠକ, ନେତୃତ୍ୱ ନେଉଛି ଭାରତ

ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ଚଳିତ ମାସ ୨୮ ଏବଂ ୨୯ରେ ଅନୁଷ୍ଠିତ ହେବ ମିଳିତ ଜାତିସଂଘର ଆତଙ୍କବାଦୀ ବିରୋଧୀ ସମିତିର ସ୍ୱତନ୍ତ୍ର ବୈଠ

Digital Banking Units
ମୋଦି ସରକାରଙ୍କ ବଡ଼ ଯୋଜନା : ଦେଶର ୭୫ ଜିଲ୍ଲାରେ ଖୋଲିବ ଡିଜିଟାଲ ବ୍ୟାଙ୍କିଂ ୟୁନିଟ୍

ଡିଜିଟାଲ ଇଣ୍ଡିଆ ସହ ଗ୍ରାମାଞ୍ଚଳକୁ ଯୋଡ଼ିବାକୁ ପ୍ରୟାସ

9 People Died In An Accident In Karnataka
ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିଲେ, ବାଟରେ ଘଟିଲା ଭୟଙ୍କର ଦୁର୍ଘଟଣା; ୯ ମୃତ

ଗତକାଲି ରାତି ୧୧ଟାରେ କର୍ଣ୍ଣାଟକର ହାସନ ଜିଲ୍ଲାରେ ଏହି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଟୋ ଓ କ୍ଷୀର ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି। 

Terrrorist Attack
ପୁଣି ଜଣେ କାଶ୍ମୀର ପଣ୍ତିତଙ୍କୁ ଗୁଳିକରି ହତ୍ୟା

ପୁଣିଥରେ ଜମ୍ମୁ-କଶ୍ମୀରରେ ସଂଖ୍ୟାଲଘୁ କଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ। ଆଜି ଆତଙ୍କବାଦୀମାନେ ଶୋପିଆନରେ ଜଣେ କଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

Ram Rahim Singh gets 40-day parole
୪୦ ଦିନ ପାଇଁ ଜେଲ୍‌ରୁ ବାହାରିଲେ ଆତ୍ମଘୋଷିତ ଗୁରୁ ରାମ ରହିମ୍‌

୪୦ ଦିିନିଆ ପାରୋଲରେ ଜେଲରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁମିତ ରାମ ରହିମ୍। ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ ହେବାକୁ ଥିବା ଆଦମପୁର ବିଧାନସଭା ଉପ ନିର୍ବାଚନ ପୂର୍ବରୁ ସେ ଜେଲରୁ ପାରୋଲରେ ଛାଡ଼ ପାଇଛନ୍ତି।

woman doing last rituals of his husband
କାନ୍ଧ ଦେଲେନି ପଡୋଶୀ; ଏକା ଏକା କଲେ ସ୍ୱାମୀଙ୍କର ଶେଷକୃତ୍ୟ

ଏ ଦୃଶ୍ୟ ଯେତିକି ହୃଦୟଥରା, ସେତିକି ଅମାନବୀୟ ଆଉ ସାମାଜିକ ପ୍ରଥା ପ୍ରତି ଏକ ଶକ୍ତ ଧକ୍କା। ଏମିତି ଏକ ଅମାନବୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକ ବଡ଼ ନଈ ଗାଁରେ । ସ୍ୱାମୀ ହିଁ ଥିଲେ ତାଙ୍କର ଏକମାତ୍ର ସାହାଭରସା। ହେଲେ ଅଜଣା ରୋଗ ତାଙ୍କଠାରୁ ତାଙ୍କ ସ୍ୱାମୀଙ୍କୁ ଛଡେଇ ନେଇଥିଲା।

gold price today
Today Gold Price- 15th Oct : କମିଲା ସୁନା ଦର: ଆଜି ହିଁ କିଣି ଆଣନ୍ତୁ, ରହିଛି ମନଲୋଭା ଅଫର

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୩ କ୍ୟାରେଟ୍ ସୁନା ଦର ୪୯ ହଜାର ୮୦୦ ଟଙ୍କା ରହିଛି ।

APJ Abdul Kalam
ମନେ ପଡ଼େ କଲାମଙ୍କ କଥା, ‘ସ୍ୱପ୍ନ ତାହା, ଯାହା ଶୋଇବାକୁ ଦିଏ ନାହିଁ’

ସମାଜର ସମସ୍ତ ବର୍ଗ ବିଶେଷକରି ଯୁବକମାନଙ୍କର ପ୍ରେରଣା ଥିଲେ ଡକ୍ଟର କଲାମ । ଆଜି ବି ଭାରତବାସୀଙ୍କ ହୃଦୟରେ ତାଙ୍କ ପାଇଁ ରହିଛି ଏକ ସ୍ୱତନ୍ତ୍ର ସ୍ଥାନ।

Seat Belt
ନଭେମ୍ବର ୧ରୁ କଡ଼ାକଡ଼ି ନିୟମ, ପଛରେ ସିଟ୍ ବେଲ୍ଟ ନପିନ୍ଧିଲେ ଲାଗିବ ଜୋରିମାନା

ଯିଏ ସିଟ୍ ବେଲ୍ଟ ପିନ୍ଧିନଥିବେ ତାଙ୍କୁ ଜରିମାନା ଦେବାକୁ ପଡ଼ିବ ।  ମୋର ଭେହିକିଲ ଆକ୍ଟ ୨୦୧୯ ଅନୁସାରେ ଏହି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତି ମଧ୍ୟ ହୋଇଛି । 

5 yr child flying plane
ଆଶ୍ଚର୍ଯ୍ୟ! ୫ ବର୍ଷର ଶିଶୁ ଉଡ଼ାଉଛି ବିମାନ; ଭିଡିଓ ଭାଇରାଲ..

୫ ବର୍ଷର ଶିଶୁ ହାତରେ ବିମାନର ଷ୍ଟେରିଂ । ଏହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Himachal Pradesh
ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ

କଂଗ୍ରେସ ଓ ବିଜେପି ମଧ୍ୟରେ ସିଧାସଳଖ ପ୍ରତିନ୍ଦ୍ୱନ୍ଦିତା ହେବ ।

tips for mental health of children
ପିଲାଙ୍କ ମାନସିକ ସ୍ୱାସ୍ଥ୍ୟର ଯତ୍ନ କିପରି ନେବେ ? ଜାଣନ୍ତୁ ୪ଟି ଟିପ୍ସ

ପିଲାର ସବୁ ଦାୟିତ୍ୱ ବାପା-ମା’ଙ୍କର। ଖାଇବା, ପିନ୍ଧିବାଠାରୁ ଆରମ୍ଭ କରି କିପରି ଶରୀର ସୁସ୍ଥ ରହିବ ସେ କଥା ପରିବାର ଲୋକେ ହିଁ ବୁଝିଥାନ୍ତି । ଏସବୁ ସହିତ ଅଭିଭାବକ ମାନସିକ ସୁସ୍ଥତାକୁ ବି ଗୁରୁତ୍ୱ ଦେବା ଉଚିତ।

Military Dog Zoom
ସେନା ଅପରେସନ୍‌ରେ ସହିଦ ହୋଇଥିବା କୁକୁର ଜୁମକୁ ଶ୍ରଦ୍ଧାଞ୍ଜଳି

ସବୁଦିନ ପାଇଁ ହୃଦୟରେ ରହିବ ଜୁମ୍‌ । ଆଜି ତାକୁ ଶେଷ ସମ୍ମାନ ପ୍ରଦାନ କରାଯାଇଛି ।

Doctor Removing 23 Contact Lenses From Patient's Eye
Shocking Video: ମହିଳାଙ୍କ ଆଖିରୁ ବାହାରିଲା ୨୩ କଣ୍ଟାକ୍ଟ ଲେନ୍ସ, ଭିଡିଓ ଦେଖିଲେ ଆପଣ ହୋଇଯିବେ ବିଚଳିତ...

ଜଣେ ମହିଳାଙ୍କ ଆଖିରୁ ଡାକ୍ତର ଗୋଟିଏ ନୁହେଁ ଦୁଇଟି ନୁହେଁ ଏକାବେଳେ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିଛନ୍ତି। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏବେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି।

BSF shooting a pakistani drone from ground
ପାକିସ୍ତାନୀ ଡ୍ରୋନକୁ ଗୁଳି କରି ଖସାଇ ଦେଲେ ବିଏସଏଫ ଯବାନ

ଯେତେ ହଟହଟା ହେଲେ ବି ପ୍ରକୃତି ଛାଡ଼ୁନି ପାକିସ୍ତାନ। ଭାରତ ସହ କଣ୍ଟା ବାଡରେ ଲୁଗା ପକାଇ କଳି କରିବାର ଆଭିମୁଖ୍ୟ ପୁଣି ଥରେ ପଦାରେ ପଡ଼ିଛି। ତେବେ ପାକିସ୍ତାନର ଏହି ଭାରତ ବିରୋଧୀ ପଦକ୍ଷେପକୁ ଭଣ୍ଡୁର କରି ଦେଇଛନ୍ତି ବିଏସଏଫ ଯବାନ।

sashi tharoor
କଂଗ୍ରେସ ସଭାପତି ନିର୍ବାଚନ ପୂର୍ବରୁ ଶଶି ଥରୁର ଆଣିଲେ ଏମିତି ଅଭିଯୋଗ

କଂଗ୍ରେସ ସଭାପତି ପାଇଁ ନିର୍ବାଚନ ଲଢ଼ୁଥିବା ଭେଟେରାନ୍ ଶଶି ଥରୁରଙ୍କୁ ବିଭିନ୍ନ ପିସିସିରୁ ମିଳୁନି ସମର୍ଥନ। ଏନେଇ ଖୋଲାଖୋଲି ନିଜେ କହିଛନ୍ତି ଖୋଦ୍ ଶଶି। ବିଭିନ୍ନ ରାଜ୍ୟର ପ୍ରଦେଶ କଂଗ୍ରେସ କମିଟି ମଲ୍ଲିକାର୍ଜୁନ ଖାଡଗେଙ୍କୁ ନିମନ୍ତ୍ରଣ କରୁଛନ୍ତି। 

Twist in Kerala traffic rules
ଟ୍ରାଫିକ ନିୟମ କଡ଼ାକଡ଼ି, ହେଲା ବଡ଼ ପରିବର୍ତ୍ତନ...ଜାଣନ୍ତୁ କ’ଣ

କେରଳରେ ନୂଆ ଟ୍ରାଫିକ ନିୟମ ଅନୁସାରେ, ଯଦି କୌଣସି ଡ୍ରାଇଭର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସମ୍ପୃକ୍ତ ଥିବା ଜଣାପଡ଼ନ୍ତି କିମ୍ବା ମଦ୍ୟପାନ କରି ଗାଡ଼ି ଚଲାଇ ଦୁର୍ଘଟଣା ଘଟାଇଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।