• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

The Ministry of External Affairs has issued an advisory
'କାନାଡାରେ ଥିବା ଭାରତୀୟ ସତର୍କ ରୁହ'

କାନାଡା ବୁଲିବାକୁ ଓ ସେଠାରେ ପାଠପଢ଼ିବାକୁ ଯାଉଥିବା ଭାରତୀୟଙ୍କୁ ମଧ୍ୟ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି।

google introduced new feature
ଗୁଗୁଲ୍‌ରୁ ପର୍ସନାଲ ଡାଟା ରିମୁଭ କରିବା ପାଇଁ ଆସିଲା ନୂଆ ଟୁଲ୍‌

ଗୁଗୁଲ୍‌ ତା’ର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍‌ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି। ଏହି ଟୁଲ୍‌ର ନାଁ ‘ରେଜଲ୍ଟ ଆବାଉଟ ୟୁ’। ଏହି ନୂଆ ପ୍ରାଇଭେସି ଫିଚର ଦ୍ୱାରା ୟୁଜର୍ସ ସେମାନଙ୍କର ପର୍ସନାଲ ସର୍ଚ୍ଚ କଣ୍ଟେଣ୍ଟକୁ ରିମୁଭ କରିବା ପାଇଁ ଅନୁରୋଧ କରିପାରିବେ।

No Gandhi family member should be next Congress chief says Rahul Gandhi
‘ଗାନ୍ଧି ପରିବାରର କୌଣସି ସଦସ୍ୟ ପରବର୍ତ୍ତୀ କଂଗ୍ରେସ ଅଧ୍ୟକ୍ଷ ହେବେନି’

ରାହୁଲ ଓ ସୋନିଆ ଗାନ୍ଧି କଂଗ୍ରେସ ସଭାପତି ନିର୍ବାଚନ ଲଢ଼ିବାକୁ ମନା କରିବା ପରେ ଏବେ ନିର୍ବାଚନ ଲଢ଼ିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ରାଜି ହୋଇଛନ୍ତି। ସେ କଂଗ୍ରେସର ସଭାପତି ନିର୍ବାଚନ ଲଢ଼ିବେ।

gold price today
Today Gold Price - 23rd Sept : ବଢିଲା ସୁନା ଓ ରୁପାର ଦାମ୍, ଜାଣନ୍ତୁ କେତେ ରହିଛି ଦର

ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ରହିଛି ୫୦ ହଜାର ୩୦ ଟଙ୍କା ରହିଛି ।

Flipkart Sale: Discount On iPhone 11
ଧମାକାଦାର ଅଫର୍‌: ଅଧା ଦାମ୍‌ରେ ମିଳୁଛି iPhone

 ଇ-କମର୍ସର ସମସ୍ତ ଡିଲ୍‌ସ୍‌କୁ Flipkart ପ୍ଲସ୍‌ ମେମ୍ବର୍ସ ଆକ୍ସେସ୍‌ କରିପାରିବେ। ତେବେ ଅନ୍ୟ ୟୁଜର୍ସ ମଧ୍ୟ ଆଜି ରାତି ୧୨ଟାରୁ ଏହି ସେଲ୍‌ର ଫାଇଦା ଉଠାଇପାରିବେ।

Sachin Pilot- Gehlot
ଗେହଲଟ ଧରିପାରନ୍ତି କଂଗ୍ରେସ ମଙ୍ଗ, ଛାଡ଼ିବେ ମୁଖ୍ୟମନ୍ତ୍ରୀ ପଦ; ପାଇଲଟ ହେବେ କି ମୁଖ୍ୟମନ୍ତ୍ରୀ ?

ବିରୋଧୀ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ ନ କରିବାକୁ ଗେହଲଟ ମସୁଧା ଆରମ୍ଭ କରିଛନ୍ତି । ବାଚସ୍ପତି ସିପି ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଗେହଲଟଙ୍କ ଗୋଟି ଚାଳନା କରୁଥିବା କୁହାଯାଉଛି ।

Mohan Bhagwat , Imam Umer Ahmed
ମୋହନ ଭାଗବତଙ୍କୁ ‘ରାଷ୍ଟ୍ରପିତା’ କହିଲେ ବରିଷ୍ଠ ମୁସଲିମ୍‌ ଧର୍ମଗୁରୁ ଉମର ଅହମ୍ମଦ ଇଲୟାସୀ

ଅଲ ଇଣ୍ଡିଆ ଇମାମ ଅର୍ଗାନାଇଜେସନ ମୁଖ୍ୟ ଉମର ଅହମ୍ମଦ ଇଲୟାସୀ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତଙ୍କୁ ରାଷ୍ଟ୍ରପିତା କହିଛନ୍ତି। ପିଲାଟି ବେଳୁ ସମସ୍ତେ ଜାଣିଛନ୍ତି ଯେ ଦେଶର ପିତା ତଥା ଜାତିର ଜନକ ହେଉଛନ୍ତି ମହାତ୍ମା ଗାନ୍ଧି। ହେଲେ ଆଜି ମୌଲବୀ ଇଲୟାସୀଙ୍କ ଭାଗବତଙ୍କ ପ୍ରତି ଏପରି ଉକ୍ତି ଚର୍ଚ୍ଚାର ବିଷୟ ପାଲଟିଛି।

Panic Button - Tracking Device
ସରକାରଙ୍କ ଆଉ ଏକ ନୂଆ ନିୟମ ! ସବୁ ଗାଡ଼ିରେ ଲାଗିବ ଟ୍ରାକିଂ ସିଷ୍ଟମ, ପାନିକ୍‌ ବଟନ୍‌

ଯଦି ଟ୍ରାକିଂ ସିଷ୍ଟମ ଗାଡ଼ିରେ ଲାଗି ନଥିବ ତେବେ ଚୋରି ପରେ ଥାନାରେ ଅଭିଯୋଗ କଲେ ବି ତାକୁ ଗୁରୁତ୍ୱର ସହ ନିଆଯିବନି ବୋଲି ସୂଚନା ରହିଛି । ତେଣୁ ସମସ୍ତେ ସମସ୍ତଙ୍କ ଗାଡ଼ିରେ ଏହି ଦୁଇଟି ଯାକ ଡିଭାଇସ୍‌ ଲଗାଇବା ବାଧ୍ୟତା ମୂଳକ ।

Yogi Adityanath
ବିଶାଳକାୟ ବୀଣା ! ଲତା ମଙ୍ଗେସ୍କରଙ୍କ ସ୍ମୃତିରେ ଯୋଗୀଙ୍କ ନିଆରା ଉପହାର..

ଆସନ୍ତା ୨୮ ତାରିଖରେ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଉଦଘାଟନ କରିବେ ।

Digitally Literacy
ଡିଜିଟାଲ ସାକ୍ଷରତାରେ ଦେଶର ସବୁଠୁ ଆଗରେ ଏହି ପଞ୍ଚାୟତ, ଶସ୍ତାରେ ମିଳିବ ନେଟ୍ ସେବା

ଜଣେ ନାଗରିକ, ଦୁନିଆର କୌଣସି ବି କୋଣରୁ ତଥ୍ୟ ବା ଜ୍ଞାନ ଆହରଣ କରିପାରିବ ଓ ତାର ଫାଇଦା ଉଠାଇପାରିବ ।

Passport
ଘରେ ବସି କେମିତି କରିବେ ପାସ୍‌ପୋର୍ଟ ଆବେଦନ ? ଜାଣନ୍ତୁ ସରଳ ଉପାୟ..

‘ପାସପୋର୍ଟ ସେବା’ ମାଧ୍ୟମରେ ପାସପୋର୍ଟ ଆବେଦନ କରିବା ସହ ଆନୁଷଙ୍ଗିକ ସେବା ଖୁବ୍‌ ସହଜରେ ମିଳିପାରୁଛି ।

Today Gold Price
Today Gold Price - 22nd Sept: ପାର୍ବଣ ବେଳେ ମହଙ୍ଗା ହେଲା ସୁନା

ଆଜି ସୁନା ଦାମ୍‌ ପୁଣି ୫୦ ହଜାର ଟଙ୍କା ପାର୍‌ କରିଛି। ପାର୍ବଣ ସମୟରେ ସୁନାର ଚାହିଦାକୁ ଦୃଷ୍ଟିରେ ରଖି ଦର ମହଙ୍ଗା ହୋଇଥିବା କୁହାଯାଉଛି। 

Special story
ଟଙ୍କାଟିଏ ଖର୍ଚ୍ଚ କଲେ ମିଳିବ ସ୍ୱାସ୍ଥ୍ୟସେବା, ଜାଣନ୍ତୁ କେଉଁଠି...

ସେବା ପାଇଁ ସମର୍ପିତ ହସ୍ପିଟାଲ । ଟଙ୍କାଟିଏ ଦେଲେ ଚିକିତ୍ସା କରୁଛନ୍ତି ଡାକ୍ତର ।

Company Announces 11-Day Break For Employees
କର୍ମଚାରୀଙ୍କୁ ପୂଜା ଭେଟି: ମିଳିବ ୧୧ ଦିନର ଛୁଟି

କମ୍ପାନୀ ପକ୍ଷରୁ ଏହାର କର୍ମଚାରୀଙ୍କୁ ୧୧ ଦିନ ପାଇଁ ‘ରିସେଟ୍‌ ଓ ରିଚାର୍ଜ ବ୍ରେକ୍‌(Reset and Recharge break)’ ଦେବା ଲାଗି ନିଷ୍ପତ୍ତି ନିଆଯାଇଛି। ଏନେଇ କମ୍ପାନୀ ପକ୍ଷରୁ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

Uttrakhand Land Slide
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା, ଭୂସ୍ଖଳନ ପାଇଁ ଚାରିଧାମ ଯାତ୍ରା ବନ୍ଦ

ରୁଦ୍ରପ୍ରୟାଗ ଜିଲ୍ଲା ତରସାଲି ଗାଁରେ ଧସିଲା ପାହାଡ଼ । ଜାତୀୟ ରାଜପଥ ବନ୍ଦ ହୋଇ ରହିଛି  ।

UP Assembly
ମହିଳାଙ୍କ ଦିନ ! ବିଧାନସଭାରେ କେବଳ ମହିଳା ହିଁ ପ୍ରଶ୍ନ କରିବେ ମତ ରଖିବେ, ଆଉ ସବୁ ଚୁପ୍‌

ସବୁ ମହିଳା ବିଧାୟକମାନଙ୍କୁ କହିବାର ସୁଯୋଗ ମିଳିବ  । ଉତ୍ତରପ୍ରଦେଶ ବିଧାନସଭାରେ ୪୭ ମହିଳା ବିଧାୟକ ଅଛନ୍ତି  ।

Special story
ବିଚ୍‌ ରାସ୍ତାରେ ଜୋରଦାର୍‌ ମାରପିଟ୍ : ପଛରୁ ଆସି ଗାଡ଼ି ଧକ୍କା ଦେଲା ପରେ ବି ଥମିଲାନି ଗଣ୍ଡଗୋଳ

ଦ୍ରୁତ ଗତିରେ ଆସି ଗାଡ଼ି ଧକ୍କା ଦେଲା । ତଥାପି ଦୁଇ ଛାତ୍ରଗୋଷ୍ଠୀଙ୍କ ମାଡ଼ଧର ବନ୍ଦ ହେଲାନି ।

Jaipur student rewarded with Rs 38 Lakh bounty for finding bug in Instagram
୫ ମିନିଟ୍‌ରେ ଭୁଲ ଖୋଜିଲେ, ୩୮ ଲକ୍ଷ ଜିତିଲେ

ମାତ୍ର ୫ ମିନିଟ୍‌ରେ ଜମିଗଲା ଖେଳ। ଇନଷ୍ଟାଗ୍ରାମରୁ ଭୁଲ ବାଛିବା ପରେ କମ୍ପାନୀ ପକ୍ଷରୁ ମିଳିଲା ୩୮ ଲକ୍ଷର ପୁରସ୍କାର ...

nia
୧୦ ରାଜ୍ୟ, ୧୦୦ ଗିରଫଦାରୀ : PFI ନେତାଙ୍କ ବିରୋଧରେ ବଡ଼ ଆକ୍ସନ୍‌

୧୦ଟି ରାଜ୍ୟର ବିଭିନ୍ନ ସ୍ଥାନରେ ରେଡ୍ ବେଳେ ଗିରଫ କଲା NIA ଓ ED

Free Air Ticket Offer
ଏୟାର ଏସିଆର ବମ୍ପର ଅଫର୍‌, ୫୦ ଲକ୍ଷ ଟିକେଟ୍‌ ଫ୍ରୀ

ବିମାନ ଯାତ୍ରୀଙ୍କ ପାଇଁ ବଡ଼ ଖବର। ୫୦ ଲକ୍ଷ ଫ୍ରୀ ଟିକେଟ୍‌ ଘୋଷଣା କଲା ଏୟାର ଏସିଆ...ଏହି ସବୁ ଦେଶକୁ ଗଲେ ଦେବାକୁ ପଡ଼ିବନି ଟଙ୍କା।

Special story
ଲଟେରୀ ଜିତିବା ଆଶାରେ ଟିକେଟ୍‌ କିଣି ଖର୍ଚ୍ଚ କରିଦେଲେ ୩.୫ କୋଟି

ଲଟେରୀ ଟିକେଟ୍‌ କିଣି କିଣ ସର୍ବସ୍ୱାନ୍ତ ହୋଇପଡ଼ିଲେଣି, ତଥାପି ନିଶା ଛାଡ଼ୁନି ।

Goodbye Comedy King
ଅଲବିଦା କମେଡି କିଙ୍ଗ୍, ଆଜି ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ

ଆଜି ହେବ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବଙ୍କ ଶେଷକୃତ୍ୟ, ସକାଳ ସାଢ଼େ ୯ଟାରେ ଦିଲ୍ଲୀର ନିଗମବୋଧ ଘାଟରେ ହେବ ଅନ୍ତ୍ୟେଷ୍ଟି ।

Raju Srivastav
ମନେପଡିବେ କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ

ଆରପାରିରେ ରାଜୁ। ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଆଜି ଆଖି ବୁଜିଛନ୍ତି । ଭାରତୀୟ ଦର୍ଶକ ମାନଙ୍କୁ ହସରେ ଭିଜାଇଥିବା କମେଡି କିଙ୍ଗ୍ ରାଜୁ ଶ୍ରୀବାସ୍ତବ ମନେପଡିବେ

Laxman Singh
ଚାଲିଲେ ଦେଶ ବୁଲିବା ହୁଏ, କେହି ପ୍ରଧାନମନ୍ତ୍ରୀ ହୁଅନ୍ତି ନାହିଁ: କଂଗ୍ରେସ ନେତା ଲକ୍ଷ୍ମଣ ସିଂହ

କେବଳ ଦେଶ ବୁଲିବା ନୁହେଁ ବରଂ ପ୍ରତ୍ୟେକ ଲୋକଙ୍କ ସହ ମିଶିବା ପାଇଁ ରାହୁଲ ଯୋଜନା କରୁଥିବା କୁହାଯାଉଛି ।

Special story
ଚିତାଙ୍କୁ ଜଗିବେ ସିଦ୍ଧାର୍ଥ ଓ ଲକ୍ଷ୍ମୀ : ଦୁଇ ହାତୀଙ୍କ ଉପରେ ସୁରକ୍ଷା ଭାର

କେବଳ ସୁରକ୍ଷାକର୍ମୀ ନୁହଁନ୍ତି, ଚିତାଙ୍କୁ ଜଗିବା ପାଇଁ ଆସିଛନ୍ତି ୨ଟି ହାତୀ