ଶଶି ଥରୁରଙ୍କୁ ମାତ୍ର ୧୦୭୨ ଭୋଟ୍ ମିଳିଥିବା ସୂଚନା
NCB ଭିଜିଲାନ୍ସ ଟିମ୍ର ରିପୋର୍ଟରେ ଚାଞ୍ଚଲ୍ୟକର ଖୁଲାସା । ୮ NCB ଅଧିକାରୀ ଜାଣିଶୁଣି ଆର୍ୟନଙ୍କୁ ଫସାଇଥିଲେ ।
ସହଜ ହେଲା କ୍ୟାନସର୍ ପରୀକ୍ଷା , ଅଧିକ ଖର୍ଚ୍ଚାନ୍ତ ନହୋଇ ରୋଗ ହୋଇଛି ନା ନାହିଁ ଜାଣିହେବ ।
ପଞ୍ଜାବ ଲୁଧିଆନା ଖୁର୍ସିଦପୁର ଗାଁର ଅମାନବୀୟ ଘଟଣା । ଅଭିଯୁକ୍ତ ସ୍ୱାମୀ କୁଲଦୀପ ସିଂହଙ୍କୁ ଗିରଫ କଲା ପୋଲିସ ।
ଶଶି ଥରୁର୍ ନା ମଲ୍ଲିକାର୍ଜୁନ ଖଡଗେ ? କିଏ ହେବେ ସଭାପତି ? ଆଜି ଘୋଷଣା ହେବ କଂଗ୍ରେସର ନୂଆ ସଭାପତିଙ୍କ ନାଁ ।
ପ୍ରତିରକ୍ଷା ପ୍ରଦର୍ଶନୀରେ ତିନି ସେନାର ଯୁଦ୍ଧାସ୍ତ୍ର ପ୍ରଦର୍ଶନ କରାଯିବ ।
ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜେ ଜୟଲଳିତାଙ୍କ ମୃତ୍ୟୁ ପଛରେ ତାଙ୍କ ଘନିଷ୍ଠ ସହଯୋଗୀ ଭିକେ ଶଶିକଳାଙ୍କ ହାତ ଥିବା ସନ୍ଦେହ କରିଛି ଘଟଣାର ଯାଞ୍ଚ କରୁଥିବା ଗୋଟିଏ କମିଟି। ଏଥିପାଇଁ ଶଶିକଳା ଓ ପୂର୍ବତନ ସ୍ୱାସ୍ଥ୍ୟ ଅଧିକାରୀମାନଙ୍କ ବିରୋଧରେ ପୁଲିସ୍ ତଦନ୍ତ କରିବାକୁ କମିଟି ପକ୍ଷରୁ ସୁପାରିସ କରାଯାଇଛି।
ଦୀପାବଳି ପୂର୍ବରୁ ପୁଣି ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମ୍ଲା ହୋଇଛି। ସୋପିଆନ୍ ଜିଲ୍ଲାରେ ଶନିବାର ଆତଙ୍କବାଦୀଙ୍କ ଦ୍ୱାରା କାଶ୍ମୀର ପଣ୍ଡିତଙ୍କୁ ଗୁଳି କରି ହତ୍ୟା ପରେ ଏବେ ଜିଲ୍ଲାରେ ଆଉ ଦୁଇ ଜଣ ପ୍ରବସୀ ଶ୍ରମିକଙ୍କୁ ହତ୍ୟା କରାଯାଇଛି।
ଯଦି ଜଣେ ବ୍ୟକ୍ତି ହେଲମେଟ୍ ପିନ୍ଧି ମଦ କିଣିବା ପାଇଁ ଆସିବ ତେବେ ତାକୁ ମଦ ଦିଆଯିବ । ନଚେତ ଦୋକାନୀ ତାଙ୍କୁ ମଦ ବିକ୍ରି କରିପାରିବ ନାହିଁ ବୋଲି କଡ଼ା ନିୟମ କରାଯାଇଛି ।
ଭାରତ ଯୋଡୋ ଯାତ୍ରାରେ ଅଛନ୍ତି ରାହୁଲ ଗାନ୍ଧି। ସାରା ଭାରତ ବୁଲୁଛନ୍ତି। ତଥାପି ଚେହେରାର ଚମକ କମିନି। ତେବେ କେଉଁ ବ୍ରାଣ୍ଡର ସନସ୍କ୍ରିନ ଲୋଶନ ଲଗାଉଛନ୍ତି ରାହୁଲ ? ଆପଣ ଜାଣନ୍ତି ?
ଟାଟା ଗ୍ରୁପର ଚେୟାରମ୍ୟାନ ସାଇରସ ମିସ୍ତ୍ରୀଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିବା ପରେ ସରକାରଙ୍କ ମୁଣ୍ଡରେ ଚେତା ପଶିଲା। ସଡକ ଦୁର୍ଘଟଣା ଓ ମୃତ୍ୟୁ ହାର କମାଇବା ପାଇଁ ନେବାକୁ ଯାଉଛନ୍ତି ଏମିତି ନିଷ୍ପତ୍ତି।
ସ୍ଥିର ରହିଛି ସୁନାର ଦର । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ସୁନାର ମୂଲ୍ୟ ସ୍ଥିର ରହିଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।
ମିଳିତ ଜାତିସଂଘର ସଦ୍ୟତମ ରିପୋର୍ଟରେ ଅନୁସାରେ ୨୦୦୫-୦୬ରୁ ୨୦୧୯-୨୧ ମଧ୍ୟରେ ୪୧.୫ କୋଟି ଲୋକ ଦାରିଦ୍ର୍ୟକୁ ମାତ୍ ଦେଇଛନ୍ତି ।
ବିପଦ ଅତିର୍କିତ ଆସେ। ହଠାତ୍ ସାମ୍ନାରେ ବିପଦକୁ ଦେଖି ମଣିଷ ଡରିଯାଏ। ବିପଦବେଳେ ଏମିତି ଭୟ ବୁଦ୍ଧି ଭ୍ରଷ୍ଟ କରିଦିଏ। ଆଉ ଥରେ ବୁଦ୍ଧି ହଜିଗଲେ ବିପଦ ତୁମ ଉପରେ ମାଡିବସେ ।
କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।
ଅଣଗାନ୍ଧି ପରିବାରର ସଦସ୍ୟ ଆଗାମୀ ଦିନରେ ନୂଆ ସଭାପତି ହେବାକୁ ଯାଉଥିବା ବେଳେ ଥରୁରଙ୍କ ଟ୍ୱିଟ୍ ପରୋକ୍ଷରେ ସଭାପତି ପଦବୀକୁ ନେଇ ଉଠାଇଛି ପ୍ରଶ୍ନ
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଗତକାଲି ସିବିଆଇ ୯ ଘଣ୍ଟା ଧରି ଜେରା କରିବା ପରେ ସିସୋଦିଆ ଆଣିଛନ୍ତି ସାଂଘାତିକ ଅଭିଯୋଗ ।
ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହେବାକୁ ଯାଉଛନ୍ତି ଜଷ୍ଟିସ୍ ଡି.ଓ୍ୱାଇ. ଚନ୍ଦ୍ରଚୂଡ଼। ୫୦ ତମ ପ୍ରଧାନ ବିଚାରପତି ଭାବେ ସୋମବାର ତାଙ୍କୁ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରେପଦୀ ମୁର୍ମୁ।
ବିଏମ୍ଡବ୍ଲୁ ଗାଡ଼ି ରକେଟ୍ ବେଗରେ ଯାଉଥିଲା । କଣ୍ଟା ୩୦୦ ଟପୁଥିଲା । ଟିକିଏ ସ୍ପିଡ୍ କମି ୨୩୦କୁ ଖସିଲା ବେଳକୁ ପାଖରେ ବସିଥିବା ଜଣେ ବ୍ୟକ୍ତି ଡ୍ରାଇଭରଙ୍କୁ ଟିହାଉଛି, ଆଉ ଟିକେ ସ୍ପିଡ୍ ବଢ଼ା ।
ବିପଜ୍ଜନକ ପ୍ରଜାତିର କୁକୁର ରଖିଲେ ଦୁଇ ମାସ ଭିତରେ ପଞ୍ଜିକରଣ କରିବାକୁ ପଡ଼ିବ ।
ଅନ୍ଧ ବାପା-ମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁଥିବା ଶ୍ରବଣକୁମାରର ସଂଘର୍ଷକୁ କେହି ହୁଏତ ଆଜି ପରୀ ରାଇଜର କାହାଣୀ ବୋଲି କହିପାରନ୍ତି। ହେଲେ ଆଜି ଆମେ ଆପଣଙ୍କୁ ସେଇ ଶ୍ରବଣକୁମାରଙ୍କ ସହ ଭେଟ କରାଇବୁ। ଏଇ ଶ୍ରବଣକୁମାର ବାପାମା’ଙ୍କୁ ଝୁଲାରେ ବୋହି ବାଟ ଚାଲୁନି କାନ୍ଧରେ ବସାଇ ପାହାଡ଼ ଚଢୁଛି ।
ଆଜି ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଦେଖାଦେଇଛି । ଭାରତୀୟ ବଜାରରେ ପ୍ରତିଦିନ ସୁନା-ରୂପା ଦରରେ ପରିବର୍ତ୍ତନ ହୋଇଥାଏ । ଏହି କ୍ରମରେ ଆଜି ମଧ୍ୟ ମୂଲ୍ୟ ପରିବର୍ତ୍ତନ ହୋଇଛି । ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୦ ହଜାର ୪୦୦ ଟଙ୍କା ରହିଛି ।
ଚେନ୍ନାଇର ଜଣେ ବ୍ୟବସାୟୀ ତାଙ୍କର ଷ୍ଟାଫଙ୍କୁ ଏମିତି କିଛି ସର୍ପ୍ରାଇଜ୍ ଗିଫ୍ଟ ଦେଇଛନ୍ତି, ଯାହା ଜାଣିଲା ପରେ ଷ୍ଟାଫ୍ଙ୍କ ଆଖିରେ ଖୁସିର ଲୁହ ଦେଖିବାକୁ ମିଳିଛି। ସେ ତାଙ୍କର ଷ୍ଟାଫ୍ ଓ ସହଯୋଗୀଙ୍କୁ କାର୍ ଓ ବାଇକ୍ ଦେଇ ଏବେ ଚର୍ଚ୍ଚାରେ।
ଏ କାହାଣୀ ଜଣେ ଆଇପିଏସ୍ ଅଫିସର୍ଙ୍କର ,ପିଲାଦିନର କାହାଣୀ ସେ ନିଜ ବହିରେ ବଖାଣିଛନ୍ତି ।
ଆଜି ହେଉଛି ଏଆଇସିସି ସଭାପତି ପାଇଁ ନିର୍ବାଚନ । ଦୁଇ ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓ ଶଶି ଥରୁରଙ୍କ ମଧ୍ୟରେ ହେବ ଟକ୍କର। ୯ ହଜାର ପିସିସି ପ୍ରତିନିଧିଙ୍କ ଦ୍ୱାରା ଗଠିତ ଇଲେକ୍ଟୋରାଲ୍ କଲେଜ୍ ସିକ୍ରେଟ୍ ବାଲଟ ଜରିଆରେ ସଭାପତିଙ୍କୁ ବାଛିବେ ।