ଜହ୍ଲାଦ ପ୍ରେମିକ ତଥା ଅଭିଯୁକ୍ତ ଅଫତାବ୍ ପୁନାୱାଲା ଗୋଟିଏ ପରେ ଗୋଟିଏ ସତ ଓଗାଳୁଛି। ଶ୍ରଦ୍ଧାଙ୍କୁ କେମିତି ହତ୍ୟା କରିଥିଲା, ହତ୍ୟା ପରେ ମୃତଦେହକୁ ଖଣ୍ଡ ଖଣ୍ଡ କରି କେଉଁଠି ଫିଙ୍ଗିଥିଲା...ସବୁକିଛି ଗୋଟି ଗୋଟି କରି ଅଫତାବ୍ ପୋଲିସ୍ ଆଗରେ କହିଛି।
ଗୁଜରାଟରେ ଆଗକୁ ବିଧାନସଭା ନିର୍ବାଚନ ହେବ। ହେଲେ ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସରେ ଝଡ଼ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ତାଙ୍କର ପୂର୍ବତନ ଡେପୁଟି ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଆଜି ବିସ୍ଫୋରକ ରୂପ ନେଇଛି।
ମହାରାଷ୍ଟ୍ର, ଗୁଜରାଟ, ବିହାର, ଝାଡ଼ଖଣ୍ଡ, ହରିୟାଣା ଓ କେରଳ ଆଦି ୬ଟି ରାଜ୍ୟରେ ମାତିଛି ମିଳିମିଳା । ତେବେ ମୁଣ୍ଡବିନ୍ଧାର କାରଣ ସାଜିଛି ମୁମ୍ବାଇ । ଛୋଟ ଛୁଆଙ୍କ ଜୀବନ ନେଉଛି ମିଳିମିଳା ।
ମୁମ୍ବାଇର ୭ଟି ସ୍ଥାନକୁ ମିଳିମିଳା ହଟ୍ସ୍ପଟ୍ କୁହାଯାଉଥିବା ବେଳେ, ଆକ୍ରାନ୍ତ ସଂଖ୍ୟା ୨୩୩କୁ ବଢ଼ିଛି । ଆଖପାଖ ମାଲେଗା, ଥାନେ, ନାସିକ ଆଦି ଅଞ୍ଚଳରେ ମଧ୍ୟ ବ୍ୟାପୁଛି ସଂକ୍ରମଣ ।
ଦିଲ୍ଲୀର ଉପରାଜ୍ୟପାଳ ଇମାମ ସହି ଅହମ୍ମଦ ବୁଖାରୀଙ୍କ ସହ ଆଲୋଚନା କରି ଏହି ନିର୍ଦ୍ଦେଶ ହଟାଇବାକୁ ଅନୁରୋଧ କରିଥିଲେ ।
ଥୋଡ଼ାନୁର ଉପଜିଳ୍ଳା କୋଝିକୋଡ଼େରେ ପକ୍ଷରୁ ଆୟୋଜିତ ହୋଇଥିଲା କଳା ପ୍ରତିଯୋଗୀତା । ଏଠାରେ କୋରାନ ପାଠ ପ୍ରତିଯୋଗୀତା କରାଯାଇଥିଲା ।
ଭାରତୀୟ ସେନାକୁ ଇଙ୍ଗିତ କରି କ୍ଷମା ମାଗିଲେ ଅଭିନେତ୍ରୀ ।
ଏହାର ଟେଷ୍ଟ ମଧ୍ୟ ଅବିକଳ ଚିକେନ୍ ସୌରମା ଭଳି ରହିବ ।
କେବଳ ମୁମ୍ବାଇ ନୁହେଁ, ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମରେ ମଧ୍ୟ ଛୋଟ ପିଲାଙ୍କ ଶରୀରରେ ମିଳିମିଳା ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି।
ଗରିବଙ୍କ ପାଇଁ ଖୋଲିଲା ୱାରେନ୍ ବଫେଟଙ୍କ ଖଜାନା ।
ଅଭିନେତା ସୁଶାନ୍ତ ସିଂ ରାଜପୁତ୍ଙ୍କ ପୂର୍ବ ମ୍ୟାନେଜର ଦିଶା ସାଲିଆନ୍ଙ୍କ ମୃତ୍ୟୁ ରହସ୍ୟ ଉପରୁ ଶେଷରେ ପରଦା ହଟିଛି। ଦିଶାଙ୍କୁ ହତ୍ୟା କରାଯାଇଥିବା ନେଇ ଚର୍ଚ୍ଚା ହେଉଥିଲା।
୬୦ ଲକ୍ଷ ଟଙ୍କାର ଡ୍ରଗ୍ସ ଖାଇଗଲା ମୂଷା ! କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏପରି କିଛି ଘଟିଥିବା ଏକ ରିପୋର୍ଟରେ ପୋଲିସ୍ କହିଛି।
ପ୍ରେମିକା ପାଇଁ ସ୍ତ୍ରୀକୁ ହତ୍ୟା । ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍ ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୬୯୦ ଟଙ୍କା ରହିଛି ।
ସ୍ତ୍ରୀକୁ ମାରି ମୃତଦେହକୁ ଖଣ୍ଡ ଖଣ୍ଡ କରି ବାହାରେ ଫିଙ୍ଗିଲା ସ୍ୱାମୀ। ଦିଲ୍ଲୀରେ ଶ୍ରଦ୍ଧା ୱାକର୍ ମର୍ଡର କେସ୍ ମନରୁ ନଲିଭୁଣୁ ସମାନ ଘଟଣା ଏବେ ସାମ୍ନାକୁ ଆସିଛି।
ସରିନଙ୍କ କହିବା କଥା ଆମେରିକାର ନାଗରିକ ହେଲେ ବି ଭାରତ ମୋ ଜନ୍ମମାଟି।
ଏହା କେବଳ ପରିବା ନୁହେଁ, ଏଥିରେ ଅନେକ ଔଷଧୀୟ ଗୁଣ ଭରି ରହିଛି।
ଜଣେ ତାନ୍ତ୍ରିକକୁ ବିନା କାରଣରେ ବଦ୍ନାମ କରିଥିଲେ ପରକ୍ରିୟା ପ୍ରେମରେ ଲିପ୍ତ ଥିବା ଦୁଇ ପ୍ରେମୀ ଯୁଗଳ । ଆଉ ତାହାର ପ୍ରତିଶୋଧ ନେଲା ତାନ୍ତ୍ରିକ ।
ପୋଲିସ ତାର ରୁମ୍ରେ ରେଡ୍ କରିବା ପରେ ତାର ଲାପ୍ଟପ୍ ମଧ୍ୟ ଜବତ କରିଛି । ଯେଉଁଥିରେ ସେ ଅନେକ ଅଶ୍ଲିଳ ଭିଡିଓ ରଖିଥିଲା ।
ଲୋକେ PF ଜମା ଯାଞ୍ଚ କରିବା ପାଇଁ ବିଭିନ୍ନ ପଦ୍ଧତି ଗ୍ରହଣ କରନ୍ତି। ବେଳେବେଳେ ସେମାନେ ମିସ୍ କଲ୍ କିମ୍ବା SMS ସେବା ମାଧ୍ୟମରେ PF ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରନ୍ତି। ତେବେ ଏ ସମୟରେ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ। ନଚେତ ଛୋଟ ଭୁଲ ବଡ କ୍ଷତିର କାରଣ ହୋଇପାରେ।
ଗୁଜରାଟୀ ଭାଷାରେ ବଖାଣିଲା ବିଜେପି ସରକାରର ସଫଳତା
୨୦୨୦ରେ ଶ୍ରଦ୍ଧାଙ୍କୁ ହତ୍ୟା ପାଇଁ ଅଫତାବ୍ ଧମକ ଦେଇଥିଲା। ଅଫତାବ୍ ତାଙ୍କୁ ଜୀବନରୁ ମାରିଦେବ ବୋଲି ଶ୍ରଦ୍ଧା ଆଶଙ୍କା କରି ୨୦୨୦ ମସିହା ନଭେମ୍ବର ୨୩ରେ ପୋଲିସ୍ରେ ଅଭିଯୋଗ କରିଥିଲେ।
ସାନିଟାରୀ ପ୍ୟାଡରେ କେମିକାଲ ବ୍ୟବହାର ଯୋଗୁଁ ମହିଳାଙ୍କ ଠାରେ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ହେଉଥିବା ସୂଚନା ।
ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୨,୨୬୦ ଟଙ୍କା ରହିଛି ।
ଶ୍ରଦ୍ଧାଙ୍କ ମୃତ୍ୟୁ ପୂର୍ବର ଶେଷ ଚାଟ୍ ସାମ୍ନାକୁ ଆସିଛି। ଏହା ମେ’ ୧୮ ତାରିଖର ଅର୍ଥାତ୍ ଶ୍ରଦ୍ଧାଙ୍କ ମୃତ୍ୟୁର କିଛି ଘଣ୍ଟା ପୂର୍ବର ହୋଇଥିବା ଜଣାପଡ଼ିଛି।