ମୁମ୍ବାଇର ୭ଟି ସ୍ଥାନକୁ ମିଳିମିଳା ହଟ୍ସ୍ପଟ୍ କୁହାଯାଉଥିବା ବେଳେ, ଆକ୍ରାନ୍ତ ସଂଖ୍ୟା ୨୩୩କୁ ବଢ଼ିଛି । ଆଖପାଖ ମାଲେଗା, ଥାନେ, ନାସିକ ଆଦି ଅଞ୍ଚଳରେ ମଧ୍ୟ ବ୍ୟାପୁଛି ସଂକ୍ରମଣ ।
କେବଳ ମୁମ୍ବାଇ ନୁହେଁ, ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମରେ ମଧ୍ୟ ଛୋଟ ପିଲାଙ୍କ ଶରୀରରେ ମିଳିମିଳା ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି।