• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Epf Account

EPF account holders avoid these mistakes while checking pf balance
EPF ବାଲାନ୍ସ ଯାଞ୍ଚ କରୁଥିଲେ ଧ୍ୟାନ ଦିଅନ୍ତୁ; ନହେଲେ ଠକାମିର ଶିକାର ହୋଇପାରନ୍ତି

ଲୋକେ PF ଜମା ଯାଞ୍ଚ କରିବା ପାଇଁ ବିଭିନ୍ନ ପଦ୍ଧତି ଗ୍ରହଣ କରନ୍ତି। ବେଳେବେଳେ ସେମାନେ ମିସ୍ କଲ୍ କିମ୍ବା SMS ସେବା ମାଧ୍ୟମରେ PF ଆକାଉଣ୍ଟ୍ ବାଲାନ୍ସ ଯାଞ୍ଚ କରନ୍ତି। ତେବେ ଏ ସମୟରେ କେତେକ ଦିଗ ପ୍ରତି ସତର୍କ ରହିବା ଆବଶ୍ୟକ। ନଚେତ ଛୋଟ ଭୁଲ ବଡ କ୍ଷତିର କାରଣ ହୋଇପାରେ।

What is difference between ppf-epf-gpf plans
PPF, EPF, GPF ମଧ୍ୟରେ କ’ଣ ପାର୍ଥକ୍ୟ, କ’ଣ ଫାଇଦା

ବଜାରରେ ଉପଲବ୍ଧ ବିଭିନ୍ନ ଅବସର ଯୋଜନାକୁ ନେଇ ଆପଣ ଦ୍ୱନ୍ଦ୍ୱରେ ଅଛନ୍ତି କି? PPF, EPF, GPFର ମାନେ କ’ଣ, ଏଥିରେ କ’ଣ ରହିଛି ସୁବିଧା ଏସବୁ ବିଷୟରେ ଅଜଣା ଅଛନ୍ତି କି? ତେବେ ଆସନ୍ତୁ ଜାଣିବା।

Automatic Transfer Of EPF Accounts On Job Change
ପ୍ରାଇଭେଟ୍ କମ୍ପାନୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ଏଣିକି କମ୍ପାନୀ ବଦଳାଇଲେ ରହିବନି ଆଉ ଏହି ସମସ୍ୟା...

ଏଣିକି ପ୍ରାଇଭେଟ୍ କମ୍ପାନୀର କର୍ମଚାରୀ କମ୍ପାନୀ ବଦଳାଇଲେ EPF ଆକାଉଣ୍ଟ ଟ୍ରାନ୍ସଫର ପାଇଁ କୌଣସି ସମସ୍ୟା ରହିବ ନାହିଁ। ଏପରିକି ଆପଣଙ୍କୁ ଗୋଟିଏ କମ୍ପାନୀରୁ ଚାକିରି ଛାଡ଼ୁଛାଡ଼ୁ ଆଉ EPF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ପଡ଼ିବ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଖୁବ୍‌ଶୀଘ୍ର ବ୍ୟବସ୍ଥା ହେବାକୁ ଯାଉଛି।