• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Today Gold Price
Today Gold Price 9th Jan 2023: ଜାଣି ନିଅନ୍ତୁ ଆଜି କେତେ ରହିଛି ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୬,୧୦୦ ଟଙ୍କା ରହିଛି ।

Viral Video: Passenger Goes Shirtless To Fight With Co-Passenger On Flight
Viral Video: ଏମିତି କ’ଣ ହେଲା ଯେ, ବିମାନରେ ଡ୍ରେସ୍‌ ଖୋଲି ଦେଲେ ଏହି ଯାତ୍ରୀ...

ନିକଟରେ ସୋସିଆଲ୍‌ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି, ଯେଉଁଠି ଜଣେ ଯାତ୍ରୀ ଅନ୍ୟ ଜଣେ ସହଯାତ୍ରୀଙ୍କ ସହ ଝଗଡ଼ା କରୁଛନ୍ତି। ପରେ ଝଗଡ଼ା ଏତେ ବଢ଼ି ଯାଇଥିଲା, ଯାତ୍ରୀ ଜଣକ ନିଜ ସାର୍ଟ ଖୋଲି ସମ୍ପୃକ୍ତ ସହଯାତ୍ରୀଙ୍କୁ ମାଡ଼ ମାରିଥିଲେ। 

Joshimath Tragedy
ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ

ରସାତଳଗାମୀ ହେବ କି ଉତ୍ତରାଖଣ୍ଡର ଯୋଶୀମଠ। ବିପଦସଂକୁଳ ୬ଶହରୁ ଅଧିକ ଘର, ସହର ଛାଡ଼ିଲେଣି ୭୦ ପରିବାର... ଭୂସ୍ଖଳନ ବିପତ୍ତିରୁ ବର୍ତ୍ତିଲେନି ନିଜେ ଭୋଳାନାଥ। ମୁଖ୍ୟମନ୍ତ୍ରୀ ଧାମିଙ୍କ ସହ କଥା ହେଲେ ମୋଦି, ତେଣେ ପିଏମ୍ଓରେ ଉଚ୍ଚସ୍ତରୀୟ ବୈଠକ।

Delhi private schools asked to remain closed till Jan 15 over cold wave
ଜାତୀୟ ରାଜଧାନୀରେ ୧୫ ଯାଏଁ ବନ୍ଦ ରହିବ ସମସ୍ତ ଘରୋଇ ସ୍କୁଲ

ଆହୁରି ୨ ଦିନ ଏଭଳି ସ୍ଥିତି ଲାଗି ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି।

 Joshimath crisis
ଯୋଶୀମଠ ପାଇଁ ପିଏମ୍ଓର ସମୀକ୍ଷା : ଯୋଗଦେବେ କେନ୍ଦ୍ର କ୍ୟାବିନେଟ ସେକ୍ରେଟାରୀ, ବରିଷ୍ଠ ଅଧିକାରୀ, NDMA

କିଛି ଦିନ ହେଲା ଉତ୍ତରାଖଣ୍ଡର ଆଧ୍ୟାତ୍ମିକ ସହର ଯୋଶୀମଠ ଦବିବାରେ ଲାଗିଛି

Judge In Texas
ଭାରତରେ ଦିନ ମଜୁରିଆ ଥିଲେ, ସ୍କୁଲ ପଢ଼ା ଅଧାରୁ ଛାଡ଼ିଥିଲେ ! ଏବେ ଟେକ୍ସାସରେ ଜଜ୍‌

ଟେକ୍ସାସ୍‌ ଭଳି ଅଗ୍ରଣୀ ସହରରେ ଜଜ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।

Gurugram female fashion journalist abuses lady police officer after not paying parlour bill
ସାମ୍ବାଦିକାଙ୍କ ଟେମ୍ପର୍.. କହିଲେ ମୁଁ ଦେଶର ପ୍ରଧାନମନ୍ତ୍ରୀ..

ମହିଳା ପୋଲିସଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ କେମିତି ଧମକ୍ ଦେଉଛନ୍ତି ଶୁଣନ୍ତୁ.. ଭିଡିଓ ଭାଇରାଲ ହେବା ପରେ ସମସ୍ତେ କହିଲେ ଛି.. ଛି..

Woman kills her dog drowns to death while disposing body in lake
କୁକୁରକୁ ମାରି ପ୍ରତିଶୋଧ ନେଲେ; ଫିଙ୍ଗିବାକୁ ଯାଇଥିଲେ, ଘଟିଲା ଏମିତି କିଛି...

ପୋଷା କୁକୁର କାମୁଡ଼ି ଦେବାରୁ ମହିଳା ଜଣକ ରାଗି କୁକୁରକୁ ହତ୍ୟା କରିବା ସହ ଏହାକୁ ଫିଙ୍ଗିବା ପାଇଁ ହ୍ରଦକୁ ଯାଇଥିଲେ। ହେଲେ ପାଣିରେ ବୁଡ଼ି ମହିଳାଙ୍କ ମୃତ୍ୟୁ ହୋଇଛି। 

Viral Video
ଏମିତି କ’ଣ ଜିଦ୍‌ କଲେ ଯେ, ମହିଳାଙ୍କୁ ଘୋଷାଡ଼ି ଘୋଷାଡ଼ି ମନ୍ଦିରରୁ ବାହାର କଲେ... ଦେଖନ୍ତୁ ଭିଡିଓ

ଭିଡିଓ ଦେଖିଲେ ପ୍ରଥମେ ନିଜ ଆଖିକୁ ବି ଖରାପ ଲାଗିପାରେ ।

Joshimath
କେଉଁ କାରଣରୁ ନିଶ୍ଚିହ୍ନ ହେବା ଅବସ୍ଥାରେ ଉତ୍ତରାଖଣ୍ଡର ଯୋଶୀମଠ ?

ବିପଦ ସଂକୁଳ ଅବସ୍ଥାରେ ୫ଶହରୁ ଅଧିକ ପରିବାର

death
ମାଙ୍କଡ଼ ନେଇଗଲା ଚପଲ, ଆଣିବାକୁ ଯାଇ ଯୁବକ ଜୀବନ୍ତ ଦଗ୍ଧ, ହୁ ହୁ ଜଳିଲା ଶରୀର...

ମହିଳାଙ୍କ ଚପଲ ଆଣିବାକୁ ଟ୍ରେନ୍‌କୁ ଚଢ଼ିଥିଲେ ଯୁବକ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜୀବନ ଚାଲିଗଲା ।

5G
ଜିଓ-ଏୟାରଟେଲ୍‌ ୟୁଜର କେମିତି ପାଇବେ 5G ସେବା ? ଜାଣନ୍ତୁ...

ଆପଣଙ୍କ ସିମ୍‌ 4G ରୁ 5G ହୋଇଯିବ ।

Man Missing For 3 Days Found Dead In Car
୩ ଦିନ ହେଲା ନିଖୋଜ ଥିଲେ, ଛାନ୍‌ଭିନ୍‌ ପରେ କାର୍‌ ଭିତରୁ ମିଳିଲା ମୃତଦେହ

ନିଖୋଜର ୩ ଦିନ ପରେ କାର୍‌ ଭିତରୁ ମିଳିଲା ମୃତଦେହ। ଲକ୍‌ କାର୍‌ ଭିତରୁ ୩୭ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି।

Man who urinated on woman on plane arrested from Bengaluru
ବିମାନ ଭିତରେ ମହିଳାଙ୍କ ଉପରେ ପରିସ୍ରା କରିବା ମହଙ୍ଗା ପଡ଼ିଲା: ଗିରଫ ହେଲେ, ଚାକିରି ବି ଚାଲିଗଲା...

ଏୟାର ଇଣ୍ଡିଆ ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

Woman Orders Biryani Online, Dies After Eating It
ଅନ୍‌ଲାଇନ୍‌ରେ ବିରିୟାନୀ ଅର୍ଡର କଲେ ଯୁବତୀ, ଖାଇବାର କିଛି ଘଣ୍ଟା ପରେ ଚାଲିଗଲା ଜୀବନ...

ଅନ୍‌ଲାଇନ୍‌ରେ ବିରିୟାନୀ ଅର୍ଡର କରିଥିଲେ, ହେଲେ ଏହାକୁ ଖାଇବାର ମାତ୍ର କିଛି ଘଣ୍ଟା ପରେ ଚାଲିଗଲା ଜୀବନ। ବିଷାକ୍ତ ଖାଦ୍ୟ ଯୋଗୁ ୨୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି।

Gold Price
Today Gold Price 7th Jan 2023: ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନା ଦର

ଆନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟ ସ୍ଥିର ଦେଖାଦେଇଛି । ଆନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୫୫,୯୦୦ ଟଙ୍କା ରହିଛି ।

Mobile Blast While A Youth Talking On Phone
କଥା ହେଉ ହେଉ ଫାଟିଗଲା ମୋବାଇଲ୍‌, ୪ ମାସ ପୂର୍ବେ କିଣିଥିଲେ ଫୋନ୍‌...

ଚାର୍ଜିଂ ବେଳେ ଫୋନ୍‌ରୁ ଅତ୍ୟଧିକ ହିଟ୍‌ ବାହାରିଥାଏ। ତେଣୁ ଏହି ସମୟରେ ଫୋନ୍‌ ବ୍ୟବହାର କରିବା ଦ୍ୱାରା ଓଭର ହିଟ୍‌ ଯୋଗୁ ଜୀବନ ମଧ୍ୟ ଚାଲି ଯିବାର ସମ୍ଭାବନା ରହିଛି।

Man Hits Woman For Refusing To Ride With On His Bike
Video: ବାଇକ୍‌ରେ ଯିବା ପାଇଁ ମନା କଲେ ଯୁବତୀ, ରାସ୍ତା ଉପରେ ହେଲ୍‌ମେଟ୍‌ରେ ପିଟିଲେ ଯୁବକ...

ବାଇକ୍‌ରେ ଯିବା ପାଇଁ ଯୁବତୀଙ୍କୁ ଡାକିଲେ, ହେଲେ ରୋକ୍‌ଠୋକ୍‌ ମନା କରିଦେଲେ ଯୁବତୀ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜଣେ ବ୍ୟକ୍ତି ରାଗରେ ସମ୍ପୃକ୍ତ ଯୁବତୀଙ୍କୁ ହେଲ୍‌ମେଟ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

Joshimath sinking? Panic grips Uttarakhand town
ଯୋଶୀମଠ ଅଞ୍ଚଳରେ ଦବି ଯାଉଛି ମାଟି, ଆତଙ୍କିତ ସହରବାସୀ

ଅନେକ ଲୋକ ଭୟରେ ଘରଦ୍ୱାର ଛାଡ଼ି ଚାଲିଗଲେଣି।

  • Friday, 06 January 2023
High drama in Delhi civic centre ahead of Mayoral elections
ହୋଇପାରିଲାନି ଦିଲ୍ଲୀ ମେୟର୍ ନିର୍ବାଚନ: ଆପ୍‌ର ପ୍ରବଳ ବିରୋଧରୁ ବିଜେପି ସହ ମୁହାଁମୁହିଁ

ବିଜେପି ପଚାରିଛି ଯେ, ସଂଖ୍ୟା ଯଦି ଆପ୍ ସପକ୍ଷରେ ଅଛି, ତେବେ ସେମାନେ ଭୟଭୀତ କାହିଁକି?

  • Friday, 06 January 2023
  • BJP
Today Gold Price
Gold Price Today: ନୂଆବର୍ଷରୁ ଲଗାତାର ଭାବେ ବଢ଼ି ଚାଲିଛି ସୁନା ଦର, ଆଜି ବି ମହଙ୍ଗା...

ନୂଆବର୍ଷରୁ ସୁନା-ରୂପା ଦର ଲଗାତାର ଭାବେ ବୃଦ୍ଧି ପାଇବାରେ ଲାଗିଛି। MCXରେ ସୁନା ଦର କେତେବେଳେ ହ୍ରାସ ପାଉଛି ତ ଆଉ କେତେବେଳେ ବୃଦ୍ଧି ପାଉଛି।

Now WhatsApp Users Can Chat Without Internet
ବିନା ଇଣ୍ଟରନେଟ୍‌ରେ ବି WhatsAppରେ ଚାଟ୍‌ କରିପାରିବେ; ଜାଣନ୍ତୁ, କେମିତି କରିବେ ଏହାର ବ୍ୟବହାର...

ଏଣିକି ବିନା ଇଣ୍ଟରନେଟ୍‌ରେ ମଧ୍ୟ ଆପଣ ହ୍ୱାଟ୍ସଆପ୍‌ ଅପରେଟ୍‌ କରିପାରିବେ। ଅର୍ଥାତ୍‌ ହ୍ୱାଟ୍ସଆପ୍‌ରେ ମେସେଜ୍‌ ପଠାଇବା ସହ ମେସେଜ୍‌ ରିସିଭ୍‌ ମଧ୍ୟ କରିପାରିବେ।

Mid Day Meal
ନିର୍ବାଚନ ଆଗରୁ ମମତାଙ୍କ ନୂଆ ଚାଲ୍ ! ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ଦିଆଯିବ ଚିକେନ୍ ଆଉ ଫଳ

ଜାନୁଆରୀରୁ ଆରମ୍ଭ ହୋଇ ଚାରି ମାସ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ ୨୩ରୁ ଏପ୍ରିଲ୍‌ ୨୩ ପର୍ଯ୍ୟନ୍ତ ଏହି ଯୋଜନା ଲାଗୁ ହେବ ।

Biker Comes Under Truck Video Goes Viral
Viral Video: କାର୍‌ ଡୋର୍‌ରେ ପିଟି ହୋଇ ଟ୍ରକ୍‌ ଚକା ତଳେ ଫସିଗଲେ ଯୁବକ, ହେଲା ଏମିତି ଚମତ୍କାର...

କାର୍‌ ଡୋର୍‌ରେ ବାଇକ୍‌ ଚାଳକ ପିଟି ହେବା ଯୋଗୁ ଟ୍ରକ୍‌ ଚକା ତଳେ ଫସି ଯାଇଥିଲେ। ଯାହାକି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।