ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ୟ ସରକାର ଗର୍ଭ ପରୀକ୍ଷା କରି ମହିଳାଙ୍କୁ ଅପମାନିତ କରିଥିବା କହିଛି କଂଗ୍ରେସ ।
ଦିନେ ଅଭାବ ଅନଟନ ପାଇଁ ବିବାହ କରିପାରୁ ନଥିଲେ । ହେଲେ ଆଜି ସାମୁହିକ ଭାବେ ବିବାହ କରୁଛନ୍ତି ଏଇ ଯୁବକ ଯୁବତୀ ମାନେ…
ବାହାଘର...ଆଜିକା ସମୟରେ କେତେ ଟଙ୍କା ଯେ ଖର୍ଚ୍ଚ ହେଉଛି ତାହାର କୌଣସି ହିସାବ ନାହିଁ। ହେଲେ ଏଇ ବାହାଘର ବିନା ଯୌତୁକରେ ହେଉଛି। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ପୂରା ସତ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏଇ ବାହାଘରରେ ରାଷ୍ଟ୍ରପତିଙ୍କ ଗାଁର ଝିଅ ବି ସାମିଲ ହୋଇଥିଲେ। କନିଆଁ ଲିଲିମତୀ ଆଉ ଭୁବନେଶ୍ବର ସାଲିହା ସାହିର ଗୋବିନ୍ଦଙ୍କ ମଧ୍ୟରେ ପଡିଥିଲା ହାତଗଣ୍ଠି ।
ବାହାଘରର ସମସ୍ତ ଖର୍ଚ୍ଚ ବହନ କଲେ। ଭୋଜିଭାତ ଦେଲେ। ଶେଷରେ ଘରକରଣା ସାମଗ୍ରୀ ଓ ଉପହାର ଦେଇ ଝିଅକୁ ପଠାଇଲେ ଶାଶୁଘର। ଦେଖନ୍ତୁ ଏହି ନିଆରା ବିବାହ ଉତ୍ସବ...
ବାହାଘରର ସମସ୍ତ ଖର୍ଚ୍ଚ ବହନ କଲେ। ଭୋଜିଭାତ ଦେଲେ। ଶେଷରେ ଘରକରଣା ସାମଗ୍ରୀ ଓ ଉପହାର ଦେଇ ଝିଅକୁ ପଠାଇଲେ ଶାଶୁଘର। ଦେଖନ୍ତୁ ଏହି ନିଆରା ବିବାହ ଉତ୍ସବ...