ଏହାର ଦୈର୍ଘ୍ୟ ପ୍ରାୟ ୩ କିଲୋମିଟର ରହିଛି । ଯାହାର ନାଁ ‘ଫିଲିଙ୍ଗ୍ସଡଲଷ୍ଟନଲେନ ଟନେଲ’ ବୋଲି ରଖାଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଲୋଭାସ୍ତକନ୍ ପାହାଡ଼କୁ କଟାଯାଇ ଏହି ଟନେଲ୍କୁ ନିର୍ମାଣ କରାଯାଇଛି ।