ଆପଣ ଯଦି NTPCରେ ଚାକିରି କରିବାକୁ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଏଥିପାଇଁ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।
NTPCରେ ଚାକିରି ପାଇଁ ଅନେକ ଆଶାୟୀ ଥାଆନ୍ତି। ଆପଣ ଯଦି NTPCରେ ଚାକିରି କରିବା ପାଇଁ ଇଛୁକ ତେବେ ଏହି ଖବର ଆପଣଙ୍କ ପାଇଁ। ଏନେଇ NTPC ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
କେନ୍ଦ୍ର ସରକାର ଅଧିନରେ ଥିବା ସଂସ୍ଥା ଗୁଡିକ ମଧ୍ୟରେ ନ୍ୟାସ୍ନାଲ୍ ଥର୍ମାଲ୍ ପାୱାର୍ କର୍ପୋରେସନ୍ ଲିମିଟେଡ୍ (NTPC) ଏକ ନାମକରା ସଂସ୍ଥା। NTPCରେ ଚାକିରି ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ଏନେଇ NTPC ଏକ ବିଜ୍ଞପ୍ତି ପ୍ରକାଶ କରିଛି।
ନେସ୍ନାଲ୍ ଥର୍ମାଲ୍ ପାୱାର୍ ଲିମୋଇଟେଡ୍(NTPC)ରେ ବାହାରିଛି ନିଯୁକ୍ତି। NTPC E4 ସ୍ତରରେ ପ୍ରକଳ୍ପ ନିର୍ମାଣ/ନିର୍ମାଣ କ୍ଷେତ୍ରରେ ଡେପୁଟି ମ୍ୟାନେଜର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ୍ ୧୧୦ ପଦବୀ ପୂରଣ ହେବ।
ଭାରତ ସରକାର ଅଧିନରେ ଥିବା NTPC ଲିମିଟେଡ୍ରେ ଚାକିରି କରିବାକୁ ସୁଯୋଗ ଆସିଛି। ଏନେଇ NTPC ଲିମିଟେଡ୍ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁସାରେ ସହକାରୀ କାର୍ଯ୍ୟନିର୍ବାହୀ ପଦବୀ ପୂରଣ ହେବ।
NTPC ମାଇନିଂ ଲିମିଟେଡ୍ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରୁୟାରେ ମାଇନିଂ ଓଭର୍ମ୍ୟାନ୍, ମାଗାଜିନ୍ ଇନ୍-ଚାର୍ଜ, ମେକାନିକାଲ୍ ସୁପରଭାଇଜର ସହିତ ଅନ୍ୟାନ୍ୟ ପଦବୀ ପୂରଣ ହେବ। ନିଯୁକ୍ତି ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି
ସମସ୍ତ ପଦବୀ ପାଇଁ ଏପ୍ରିଲ ୧୯ ତାରିଖରୁ ଆବେଦନ ଆରମ୍ଭ ହୋଇସାରିଛି । ତେଣୁ ଏବେଠୁ ଆପଣ ଆବେଦନ କରିପାରିବେ ।
ଆପଣ NTPCରେ ଚାକିରୀ କରିବାକୁ ଚାହୁଁଛନ୍ତି କି ?NTPC ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ଏନଟିପିସି ଅଧିନରେ ବିଭିନ୍ନ ପ୍ରାଜେକ୍ଟ ପାଇଁ ୬୦ଟି ପଦବୀ ଖାଲି ପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ମାନେ ଏ ନେଇ ଆବେଦନ କରିପାରିବେ ।