ଚେୟାରରେ ବସିଥିଲେ, ହଠାତ୍ ସାର୍ଟ ପକେଟ୍ରେ ଥିବା ଫୋନ୍ ଫାଟି ଜଳି ଯାଇଥିଲା। ଭଗବାନଙ୍କ କୃପାରୁ ବ୍ୟକ୍ତି ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।
ଅନେକ ସମୟରେ ମୋବାଇଲ୍ ଫୋନ୍ ବ୍ୟବହାର କରିବା ବେଳେ ବେପରୁଆ ନୀତି ବିନାଶକାରୀ ହୋଇପାରେ। ମୋବାଇଲ୍ ଫୋନକୁ ଅଧିକ ଗରମ କରିବା ଦ୍ୱାରା ବ୍ୟାଟେରୀ ବିସ୍ଫୋରଣ ହୋଇପାରେ। ତେବେ ଏହାକୁ କିପରି ରୋକିବେ ଆସନ୍ତୁ ଜାଣିବା।
ଫ୍ରି ଫାୟାର୍ ଗେମ୍ ଖେଳୁଥିଲେ ସାବଧାନ୍ !