• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Karnataka Cm

Siddaramaiah
କର୍ଣ୍ଣାଟକରେ ଆଜିଠୁ ଚାଲିଲା ସିଦ୍ଦ ରାଜ୍

କର୍ଣ୍ଣାଟକରେ ଆଜିଠୁ ଚାଲିଲା ସିଦ୍ଦ ରାଜ୍ । ଦ୍ବିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ସିଦ୍ଧରମୈୟା, ଡି.କେ.ଶିବକୁମାର ମିଳିଲା ଉପମୁଖ୍ୟମନ୍ତ୍ରୀ ପଦ । ଶପଥ ଗ୍ରହଣ ଉତ୍ସବରେ ମୋଦି ବିରୋଧୀଙ୍କୁ ନେଇ କଂଗ୍ରେସର ଶକ୍ତି ପ୍ରଦର୍ଶନ

Siddaramaiah
ଭେଟେରାନ୍ ସିଦ୍ଦରମୈୟା ହେବେ ମୁଖ୍ୟମନ୍ତ୍ରୀ

ସ୍ପଷ୍ଟ ହୋଇଛି କର୍ଣ୍ଣାଟକ ଚିତ୍ର। ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ୍ ଭେଟରାନ୍ ସିଦ୍ଦରମେୟା । ବହୁମତ ହାସଲ ପରେ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଡିକେ ଶିବକୁମାର ଓ ସିଦ୍ଦରମେୟାଙ୍କ ଭିତରେ ଲାଗି ରହିଥିବା ଛକାପଞ୍ଝାର ଅବସାନ ଘଟିଛି ।

Siddaramaiah
କର୍ଣ୍ଣାଟକ ସିଂହାସନରେ ବସିବେ ସିଦ୍ଦରମୈୟା : ଉପ-ମୁଖ୍ୟମନ୍ତ୍ରୀ ପଦରେ ସନ୍ତୁଷ୍ଟ ରହିବେ ଶିବକୁମାର

୫ ଦିନର ଘମାଘୋଟ କସରତ ଆଉ ୨୦ରୁ ଅଧିକ ବୈଠକ । ବେଙ୍ଗାଲୁରୁ ଦିଲ୍ଲୀ ଯାଏଁ ହଟଚମଟ । ଏସବୁର ଅବସାନ ଘଟାଇ ଶେଷରେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିଛି କଂଗ୍ରେସ।

Siddaramaiah
କର୍ଣ୍ଣାଟକ CM ମୁକୁଟ ପିନ୍ଧିବେ ସିଦ୍ଦରମୈୟା

ସାଢ଼େ ୬ କୋଟି କର୍ଣ୍ଣାଟକବାସୀଙ୍କ ମୁଖିଆ ସାଜିବେ ସିଦ୍ଦରମୈୟା ।

Karnnataka CM Race
କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ସିଦ୍ଦରମୈୟା

ସିଂହଭାଗ କଂଗ୍ରେସ ବିଧାୟକଙ୍କର ସମର୍ଥନ ସିଦ୍ଦରମୈୟାଙ୍କ ପ୍ରତି ରହିିବା ସହ ରାହୁଲ ଗାନ୍ଧିଙ୍କ ପାଖ ଲୋକ ଭାବେ ଜଣାଶୁଣା। 

yedi -1
ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା

ବେଙ୍ଗାଲୁରୁ : ଫେଲ୍ ମାରିଲା ୟେଦିଙ୍କ ସବୁ ଦମ୍ଭ, ଦୃଢ଼ୋକ୍ତି। ବିନା ଯୁଦ୍ଧରେ ଆତ୍ମସମର୍ପଣ କଲେ ଅଢ଼େଇ ଦିନର ରାଜା। ଆସ୍ଥା ହରାଇବା ଭୟରେ ଫ୍ଲୋର ଟେଷ୍ଟକୁ ସାମ୍ନା କରିବା ପୂର୍ବରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ବି.ଏସ୍. ୟେଦ୍ୟୁରପ୍ପା। ଗୁରୁବାର ସକାଳ ୯ଟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ। ଆଉ ଆଜିକୁ ଗାଦି ନାହିଁ। କର୍ଣ୍ଣାଟକ ମହାନାଟକର ଆଜି ଇଏ ଥିଲା ଅନ୍ତିମ ଅଙ୍କ। ଗୃହରେ ଇସ୍ତଫା ଘୋଷଣା କରି କଂଗ୍ରେସର ତୀବ୍ର ସମାଲୋଚନା କଲେ […]