Advertisment

ଭେଟେରାନ୍ ସିଦ୍ଦରମୈୟା ହେବେ ମୁଖ୍ୟମନ୍ତ୍ରୀ

ସ୍ପଷ୍ଟ ହୋଇଛି କର୍ଣ୍ଣାଟକ ଚିତ୍ର। ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ୍ ଭେଟରାନ୍ ସିଦ୍ଦରମେୟା । ବହୁମତ ହାସଲ ପରେ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଡିକେ ଶିବକୁମାର ଓ ସିଦ୍ଦରମେୟାଙ୍କ ଭିତରେ ଲାଗି ରହିଥିବା ଛକାପଞ୍ଝାର ଅବସାନ ଘଟିଛି ।

author-image
Manoranjan Behera

ସ୍ପଷ୍ଟ ହୋଇଛି କର୍ଣ୍ଣାଟକ ଚିତ୍ର। ନୂଆ ମୁଖ୍ୟମନ୍ତ୍ରୀ ହେବେ କଂଗ୍ରେସ୍ ଭେଟରାନ୍ ସିଦ୍ଦରମେୟା । ବହୁମତ ହାସଲ ପରେ ମୁଖ୍ୟମନ୍ତ୍ରୀ ହେବାକୁ ନେଇ ଡିକେ ଶିବକୁମାର ଓ ସିଦ୍ଦରମେୟାଙ୍କ ଭିତରେ ଲାଗି ରହିଥିବା ଛକାପଞ୍ଝାର ଅବସାନ ଘଟିଛି । 

Advertisment
Siddaramaiah Karnataka CM
Advertisment
Advertisment