ସୁନା ଦରରେ ଗତ କିଛି ମାସ ହେବ ବ୍ରେକ୍ ଲାଗିଥିବା ବେଳେ ପୁଣି ଥରେ ସୁନା ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି କେତେ ରହିଛି ସୁନା ଦର ।
ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ । ଦିଲ୍ଲୀ ବିମାନ ବନ୍ଦରରେ ବଢ଼ିଲା କଡ଼ା ସୁରକ୍ଷା ବ୍ୟବସ୍ଥା । ଯାତ୍ରୀ ଓ କ୍ରିଉ ମେମ୍ବର ସୁରକ୍ଷିତ ଥିବା ସୂଚନା ।
ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।
ଦେଶର ରାଜଧାନୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ସନ୍ଦେହ ଘଟଣାରେ ମାମଲା ରୁଜୁ। ସରାଇ କାଲେ ଖାନ୍ ଅଞ୍ଚଳରୁ ଅସହାୟ ଅବସ୍ଥାରେ ୨ ଦିନ ତଳେ ବିଳମ୍ବିତ ରାତିରେ ଉଦ୍ଧାର ହୋଇଥିଲେ ଯୁବତୀ ।
ସଲମାନ ଖାନଙ୍କ ସହ ବନ୍ଧୁତା ପାଇଁ ଗଲା କି ବାବା ସିଦ୍ଦିକିଙ୍କ ଜୀବନ? କାରଣ, ସିଦ୍ଦିକିଙ୍କ ହତ୍ୟା ପାଇଁ ନିଜକୁ ଦାୟୀ କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ । ଏଥିସହ ସଲମାନଙ୍କୁ ପୁଣି ଦେଇଛି ଧମକ ।
ଓଡ଼ିଶାର ମହିଳାଙ୍କୁ ରାଜଧାନୀ ଦିଲ୍ଲୀରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ ।
ଜେରା ବେଳେ ଅଭିଯୁକ୍ତ ମାନେ ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି। ଆଉ ଜଣେ ଫେରାର୍ ଅଭିଯୁକ୍ତକୁ ଧରିବାକୁ ତନାଘନା ତଦନ୍ତ ଚାଲିଛି।
ହତ୍ୟା ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ଶନିବାର ଜୁଲାନା ପୋଲିସ ତାକୁ ଗିରଫ କରିଛି ।
ମୁମ୍ବାଇ ପୋଲିସ ସୂତ୍ରରୁ ପ୍ରକାଶ ଯେ ଛାତିରେ ଗୁଳି ବାଜିବା କାରଣରୁ ବାବା ସିଦ୍ଦିକିଙ୍କର ମୃତ୍ୟୁ ଘଟିଛି।
ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରେ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା କରିଥିଲେ।
ଏହା ପୂର୍ବରୁ ସଲମାନଙ୍କୁ ହତ୍ୟା ଧମକ ଘଟଣା ବି ସାମ୍ନାକୁ ଆସିଥିଲା । ସଲମାନ୍ ଖାନଙ୍କ ନିକଟତର ବାବାଙ୍କୁ କରାଯାଇନି ତ ଟାର୍ଗେଟ ?
ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ।
ଆରମ୍ଭ ହୋଇଛି PM ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ପଞ୍ଜୀକରଣ ପ୍ରକ୍ରିୟା। ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀମାନେ PM ଇଣ୍ଟର୍ନସିପ୍ ସ୍କିମ୍ର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଏହି ଘଟଣାରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି । କୁହାଯାଇଛି- ବିମାନ କ୍ରୁ ପକ୍ଷରୁ କୌଣସି ଏମର୍ଜେନ୍ସି ଘୋଷଣା କରାଯାଇନଥିଲା ।
ଟାଟା ଟ୍ରଷ୍ଟସ୍ ର ଗୁରୁଦାୟିତ୍ୱ ହାତକୁ ଆସିବା ପରେ, ନୋଏଲ 'ଟାଟା ଗ୍ରୁପ୍' ଭଳି ବିଶାଳ ସାମ୍ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣରେ ବି ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । କାରଣ ଟାଟା ଗ୍ରୁପ୍ ର ହୋଲ୍ଡିଂ କଂପାନୀ ଟାଟା ସନ୍ସର ୬୬ ପ୍ରତିଶତ ଅଂଶଧନ, ଟାଟା ଟ୍ରଷ୍ଟସ୍ ପାଖରେ ରହିଛି ।
କେତେବେଳେ ବି ଏହା ତ୍ରିଚି ଏୟାରପୋର୍ଟରେ ଏମର୍ଜେନ୍ସିଂ ଲ୍ୟାଣ୍ଡିଂ କରିପାରେ । ଇନ୍ଧନ କମ୍ କରିବାକୁ ଆକାଶରେ ବାରମ୍ବାର ଚକ୍କର କାଟୁଛି ବିମାନ ।
ଟାଟା ଟ୍ରଷ୍ଟସ୍ ର ଗୁରୁଦାୟିତ୍ୱ ହାତକୁ ଆସିବା ପରେ, ନୋଏଲ 'ଟାଟା ଗ୍ରୁପ୍' ଭଳି ବିଶାଳ ସାମ୍ରାଜ୍ୟର ଭବିଷ୍ୟତ ନିର୍ଦ୍ଧାରଣରେ ବି ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କୁହାଯାଉଛି । କାରଣ ଟାଟା ଗ୍ରୁପ୍ ର ହୋଲ୍ଡିଂ କଂପାନୀ ଟାଟା ସନ୍ସର ୬୬ ପ୍ରତିଶତ ଅଂଶଧନ, ଟାଟା ଟ୍ରଷ୍ଟସ୍ ପାଖରେ ରହିଛି ।
ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ହେଲେ ନୋଏଲ ଟାଟା। ରତନ ଟାଟାଙ୍କ ମୃତ୍ୟୁ ପରେ ନୋଏଲଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। ରତନ ଟାଟାଙ୍କର ସମ୍ଭାବ୍ୟ ଉତ୍ତରାଧିକାରୀମାନଙ୍କ ମଧ୍ୟରେ ନୋଏଲ ଟାଟା ଆଗରେ ରହିଥିଲେ।
ମହାଦେବ ବେଟିଂ ଆପ୍ ମାମଲାରେ ମାଷ୍ଟରମାଇଣ୍ଡ ସୌରଭ ଚନ୍ଦ୍ରାକରଙ୍କୁ ଗିରଫ କରାଯାଇଛି। ଏବେ ତାଙ୍କୁ ଭାରତ ଆଣିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଇଡିର ଅନୁରୋଧ କ୍ରମେ ଜାରି କରାଯାଇଥିବା ଇଣ୍ଟରପୋଲ ରେଡ କର୍ଣ୍ଣର ନୋଟିସ ଆଧାରରେ ଏହି ଗିରଫ କରାଯାଇଥିଲା।
ଟାଟା ସ୍ପୋର୍ଟ୍ସ କମ୍ପ୍ଲେସ ବ୍ୟତୀତ ଭାରତୀୟ ଅଲିମ୍ପିକ୍ ଆସୋସିଏସନ ସହ ମଧ୍ୟ ଟାଟା ପରିବାରର ମଧ୍ୟ ବିଶେଷ ନିବିଡ଼ତା ରହିଛି । ଭାରତୀୟ ଆଥଲେଟଙ୍କୁ ସାହାଯ୍ୟ ଓ ସହାୟତା ପାଇଁ ସଦା ସର୍ବଦା ଆଗେଇ ଆସିଛି ଟାଟା ଗ୍ରୁପ ।
କଳିଙ୍ଗ ନଗରର ମେଗା ଷ୍ଟିଲ୍ ପ୍ଳାଣ୍ଟରୁ ଆରମ୍ଭ କରି ଭୁବନେଶ୍ୱରରେ TCS କଳିଙ୍ଗ ପାର୍କ ହେଉ କି ବସ୍ତିବାସିନ୍ଦାଙ୍କ ପାଇଁ ଜାଗା ମିଶନ ପ୍ରତିଷ୍ଠାରେ ବଢ଼ାଇଥିଲେ ସହଯୋଗର ହାତ ।
ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯିବା ପରେ କରାଯାଇଥିଲା ଅନ୍ତିମ ସଂସ୍କାର।
"ଅନ୍ୟମାନଙ୍କ ସହିତ ବ୍ୟବହାରରେ, କଥାରେ ଦୟା, ସହାନୁଭୂତି ଏବଂ କରୁଣାର ଶକ୍ତିକୁ କଦାପି ଅବମୂଲ୍ୟାୟନ କରନି ।" ହଁ ଏମିତି ହିଁ ରତନ ଟାଟା ।
ଛୋଟ ଗାଡ଼ି, ଛୋଟ ଘର, ଛୋଟ୍ ଅଫିସ । ମଣିଷ, କିନ୍ତୁ ବିଶାଳ ହୃଦୟର । ଏ ମ୍ୟାନ୍ ଉଇଥ୍ ଗୋଲଡେନ୍ ହାର୍ଟ ।
ପଞ୍ଚଭୂତରେ ବିଲୀନ ଶିଳ୍ପ ଜଗତର ଅମୂଲ୍ୟ ରତ୍ନ ରତନ ଟାଟା । ମୁମ୍ବାଇ ୱର୍ଲିରେ ଅନ୍ତିମ ବିଦାୟ ଜଣାଇବାକୁ ଜନସମୁଦ୍ର ।