• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Odisha sees highest single-day spike in Covid19 cases
ଦେଶରେ ୧୫ ଶହ ଟପିଲା କୋଭିଡ୍‌ ସଂକ୍ରମଣ

ଦେଶରେ କୋଭିଡ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ପାଇଛି ।

Aadhaar, Ration card
ବଢ଼ିଲା ଆଧାର-ରାସନ କାର୍ଡ ଲିଙ୍କ ଅବଧି; ଜାଣନ୍ତୁ କେମିତି କରିବେ ସଂଯୋଗ

ପୂର୍ବରୁ ଏନେଇ କୁହାଯାଇଥିବା ବେଳେ ଆଧାର ଓ ରାସନକାର୍ଡ ସଂଯୋଗ ପାଇଁ ଶେଷ ତାରିଖ ମଧ୍ୟ ଧାର୍ଯ୍ୟ କରାଯାଇଥିଲା । ଯାହାର ସମୟସୀମା ଏବେ ସରକାର ବୃଦ୍ଧି କରିଛନ୍ତି ।

BJP MP Ravi Shankar Prasad
ରାହୁଲଙ୍କ ପ୍ରେସମିଟକୁ ନେଇ ବିଜେପିର କଡ଼ା ସମାଲୋଚନା

କଂଗ୍ରେସ ପାଖରେ ବଡ଼ ବଡ଼ ଓକିଲ ରହିଛନ୍ତି, କାହିଁକି ସୁପ୍ରିମକୋର୍ଟର ଏହି ମାମଲାରେ ରହିତାଦେଶ ଆଣିଲେନି ବୋଲି ପ୍ରଶ୍ନ କରିଛନ୍ତି ରବିଶଙ୍କର । ଖାଲି ରାହୁଲ ନୁହଁନ୍ତି ଦେଶର ୩୨ ଜଣ ଅନ୍ୟ ନେତାଙ୍କ ପଦ ବି ଏଭଳି ରଦ୍ଦ ହୋଇଛି ।

double murder
ଏପରି ମା’କୁ ଧିକ୍‌ ! ଅବୈଧ ପ୍ରେମ ପାଇଁ ଦୁଇ ପିଲାଙ୍କୁ ମାରି ନାଳରେ ଫିଙ୍ଗିଦେଲା

ନିଜର ଦୁଇ ପିଲା ଅନୈତିକ ସମ୍ପର୍କରେ କଣ୍ଟା ସାଜିଲେ । ପ୍ରେମିକ ସହ ମିଶି ଦୁଇ ଜଣକୁ ହତ୍ୟା କଲା ମା’ ।

Rahul Gandhi
‘ଡରାଇ ଧମକାଇ ମୋ ମୁହଁ କେହି ବନ୍ଦ କରିପାରିବେ ନାହିଁ’

ପଦ ହରାଇବା ପରେ ରାଗରେ ନିଆଁବାଣ ରାହୁଲ୍

Salary Hike
ଖୁସି ଖବର ! କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କ ବଢ଼ିଲା ଦରମା...

ବର୍ତ୍ତମାନ କେନ୍ଦ୍ରୀୟ କର୍ମଚାରୀମାନେ ୩୮% ମହଙ୍ଗା ଭତ୍ତା ପାଉଥିଲେ । ବର୍ଦ୍ଧିତ ନିଷ୍ପତ୍ତି ପରେ ଏହା ୪୨% ଛୁଇଁବ ।

Rahul Gandhi
କ’ଣ କଲେ ପୁଣି ପଦ ଫେରିପାଇବେ ରାହୁଲ ? ଜାଣନ୍ତୁ..

ନଜର ପକାନ୍ତୁ, କିଛି ସମ୍ଭାବ୍ୟ ବିକଳ୍ପ ଉପରେ, ଯାହାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି ।

Rahul Gandhi
କଂଗ୍ରେସର ଅକଲ ଗୁଡୁମ; ପାର୍ଲିଆମେଣ୍ଟ ଭିତରକୁ ପଶିପାରିବେନି ରାହୁଲ

ରାହୁଲ ଗାନ୍ଧି ଲୋକସଭାରୁ ଡିସକ୍ୱାଲିଫାଏ । ସାଂସଦ ପଦ ରଦ୍ଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ରାହୁଲ ଗାନ୍ଧୀଙ୍କୁ ସାଂସଦ ପଦରୁ ଅଯୋଗ୍ୟ ଘୋଷଣା ପରେ ଦେଶବ୍ୟାପୀ କଂଗ୍ରେସ ଶିବିରରେ ସୃଷ୍ଟି ହୋଇଛି କଂପନ ।

Inter-Caste Couple Will Get Rs 10 Lakhs As Marriage Incentive
ଇଣ୍ଟର-କାଷ୍ଟ ମ୍ୟାରେଜ୍‌ କଲେ ମିଳିବ ୧୦ ଲକ୍ଷ ଟଙ୍କାର ପ୍ରୋତ୍ସାହନ !

ଜାତିପ୍ରଥା ଓ କିଛି ଅନ୍ଧ ବିଶ୍ୱାସକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି । ଲୋକଙ୍କ ମନରୁ ଏହା ଦୂରକରିବାକୁ ଏକ ଭିନ୍ନ ପ୍ରୟାସ କରିଛନ୍ତି ରାଜସ୍ଥାନ ସରକାର । ଯଦି ଜଣେ ବ୍ୟକ୍ତି ଅନ୍ୟ ଏକ ଜାତିରେ ବିବାହ କରେ ତେବେ ସେଥିପାଇଁ ସରକାର ପ୍ରୋତ୍ସାହନ ରାଶି ଘୋଷଣା କରିଛନ୍ତି ।

Amitabh Bachchan
ସେଟ୍‌କୁ ଫେରିବେ ବିଗ୍‌ବି ଅମିତାଭ୍‌ ; ଖୁବ୍‌ଶୀଘ୍ର ‘ପ୍ରୋଜେକ୍ଟ କେ’ର ହେବ ସୁଟିଂ

ଗତ ମାର୍ଚ୍ଚ ୬ ତାରିଖରେ ସୁଟି ସମୟରେ ଆହତ ହୋଇଥିଲେ ବିଗ୍‌ବି । ଫିଲ୍ମ ‘ପ୍ରୋଜେକ୍ଟ କେ’ର ଆକ୍ସନ ସୁଟିଂ ବେଳେ ତାଙ୍କର ମାଂସପେଶୀ ଉପରେ ଆଘାତ ଲାଗିଥିଲା ।

Jharkhand woman
ଜନ୍ମଦେବାର କିଛି ମିନିଟ୍‌ ପରେ ସାଢ଼େ ୪ ଲକ୍ଷରେ ଛୁଆକୁ ବିକିଦେଲା ମାଆ !

ଶିଶୁଟିକୁ ଜନ୍ମ ଦେବାର ମାତ୍ର କିଛି ମିନିଟ୍‌ ପରେ ୪ଲକ୍ଷ ୫୦ ହଜାର ଟଙ୍କାରେ ବିକ୍ରି କରିଛି ଜନ୍ମକଲା ମା’ । ଝାଡ଼ଖଣ୍ଡରୁ ଏପରି ଏକ ଘଟଣା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମା’କୁ ପୋଲିସ ଗିରଫ କରିଛି ।

Congress party's Rahul Gandhi disqualified as a Member of Lok Sabha
କଂଗ୍ରେସକୁ ବଡ଼ ଝଟ୍‌କା: ସାଂସଦ ପଦ ହରାଇଲେ ରାହୁଲ ଗାନ୍ଧି

ସାଂସଦ ପଦ ହରାଇଲେ କଂଗ୍ରେସ ନେତା ରାହୁଲ ଗାନ୍ଧି। ସୁରତ କୋର୍ଟ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ପରେ ସଙ୍କଟରେ ଥିଲା ରାହୁଲଙ୍କ ସାଂସଦ ପଦ ।

acid attack
ସ୍ୱାମୀର ଏତେ ରାଗ କାହିଁକି ? ପତ୍ନୀଙ୍କୁ କୋର୍ଟ ପରିସରରେ ACID ମାଡ଼ କଲା...

କାହିଁକି ଜଣେ ସ୍ୱାମୀ ନିଜ ପତ୍ନୀଙ୍କୁ ମାଡ଼ କଲା ଏସିଡ୍‌ ? ତାହା ପୁଣି କୋର୍ଟ ପରିସରରେ । କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।

Tattoo help police arrest criminal run for 15 years
୧୫ ବର୍ଷ ହେଲା ପୋଲିସ୍‌ ଆଖିରେ ଧୂଳି ଦେଇ ଫେରାର ଥିଲେ, ଧରା ପକାଇ ଦେଲା ଟାଟୁ...

ଗତ ୧୫ ବର୍ଷ ହେବ ପୋଲିସ୍‌କୁ ଚକ୍‌ମା ଦେଇ ଫେରାର ଥିଲେ। କେହି କେହି ତ ଭାବି ନେଇଥିଲେ, ସେ ଆଉ ଏ ଦୁନିଆରେ ନାହାନ୍ତି। ତାଙ୍କର ମୃତ୍ୟୁ ହୋଇଛି। ହେଲେ ହାତରେ କରିଥିବା ଟାଟୁ ପାଇଁ ସେ ପୋଲିସ୍‌ ହାତରେ ଧରାପଡ଼ି ଯାଇଥିଲେ।

  • Friday, 24 March 2023
Rahul Gandhi
୮ ବର୍ଷ ଯାଏଁ ନିର୍ବାଚନ ଲଢ଼ିପାରିବେନି କି ରାହୁଲ ? ଜାଣନ୍ତୁ କ’ଣ ରହିଛି ନିୟମ...

୪ ବର୍ଷ ପୁରୁଣା ମାମଲାରେ ରାହୁଲ ଗାନ୍ଧିଙ୍କୁ ୨ ବର୍ଷ ସଜା ହେବା ପରେ, ତାଙ୍କ ପାଇଁ ଆହୁରି ଅନେକ ଅଡ଼ୁଆ ବଢ଼ିବାକୁ ଯାଉଛି ବୋଲି ଆଶଙ୍କା କରୁଛନ୍ତି ସମ୍ବିଧାନ ବିଶାରଦ  ।

High way, Free Way, Express Way
ହାଇୱେ - ଏକ୍ସପ୍ରେସ୍‌ୱେ - ଫ୍ରିୱେ...କ’ଣ ରହିଛି ଏହା ମଧ୍ୟରେ ଫରକ ? ଜାଣନ୍ତୁ...

ରାସ୍ତା ତ ରାସ୍ତା, ଏହା ମଧ୍ୟରେ ଫରକ କ’ଣ ? କାହିଁକି ଏହାକୁ ଏଭଳି ବିଭିନ୍ନ ପ୍ରକାର ନାଁରେ ପାର୍ଥକ୍ୟ ସୃଷ୍ଟି କରାଯାଇଛି ।

  • Friday, 24 March 2023
Rahul Gandhi
ମହଙ୍ଗା ପଡ଼ିଲା ମୋଦି ସାଙ୍ଗିଆ ମନ୍ତବ୍ୟ; ରାହୁଲଙ୍କ ମୁଣ୍ଡ ଉପରେ ଝୁଲିଲା ‘ଜେଲ୍‌’ ଖଣ୍ଡା

ଆଜି ଏହି ଫୈସଲା ଶୁଣାଣି ବେଳେ ସୁରତ କୋର୍ଟରେ ଉପସ୍ଥିତ ଥିଲେ ନିଜେ ରାହୁଲ ଗାନ୍ଧି । ତାଙ୍କୁ ୩୦ ଦିନର ଜାମିନ ସାମାନ୍ୟ ଆଶ୍ୱସ୍ତି ଦେଇଥିଲେ ବି, ଏ ଅଡ଼ୁଆ ଏତେ ଶୀଘ୍ର ତୁଟିବାର ନୁହେଁ ବୋଲି ଆଶଙ୍କା କରାଯାଉଛି ।

Antarctica and Greenland
ବୈଜ୍ଞାନିକଙ୍କ ଚେତାବନୀ; ଶୁଖିଯିବ ଦେଶର ବଡ଼ ବଡ଼ ନଦୀ !

ବୈଜ୍ଞାନିକଙ୍କ କହିବା ଅନୁସାରେ ଆଉ ମାତ୍ର ୨୭ ବର୍ଷ ପରେ ଏହାର ପ୍ରଭାବ ଦେଖାଦେବ । ୨୦୫୦ ବର୍ଷ ବେଳକୁ ଏହି ସବୁ ନଦୀ ଶୁଖିଯିବ ବୋଲି କୁହାଯାଇଛି ।

UPI payment
ଏଣିକି ବିନା ପିନ୍‌ରେ କରିପାରିବେ ଟଙ୍କା କାରବାର; ଜାଣନ୍ତୁ ଏହି ସୁଯୋଗ ଦେଉଛି କେଉଁ ବ୍ୟାଙ୍କ

ବର୍ତ୍ତମାନ ବିନା ପିନ୍‌ରେ ଟଙ୍କା ନେଣଦେଣକୁ ନେଇ ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି । କିଛି ବ୍ୟଙ୍କ ପକ୍ଷରୁ ଏହି ବ୍ୟବସ୍ଥା କରାଯାଉଥିବା କୁହାଯାଉଛି ।

Engagement
୬୦ ବର୍ଷ ପରେ ପ୍ରେମକୁ ମିଳିଲା ସ୍ୱୀକୃତି; ବୟସର ଅପରାହ୍ନରେ ହେଲା ବିବାହ

ଉଭୟ ୬୦ ବର୍ଷ ପୂର୍ବରୁ ପ୍ରେମରେ ପଡ଼ିଥିଲେ । ନବ ବିବାହିତ ଲେନ୍‌ ଅଲବ୍ରାଇଟ୍ସଙ୍କ ବର୍ତ୍ତମାନ ବୟସ ହେଉଛି ୭୯ ବର୍ଷ ଆଉ ତାଙ୍କ ପତ୍ନୀ ଜାନେଟ୍‌ ଷ୍ଟିରଙ୍କ ବୟସ ହେଉଛି ୭୮ ବର୍ଷ । ୧୯୬୩ ମସିହାରେ ଉଭୟ ପଠପଢ଼ିବା ସମୟରେ ସେମାନଙ୍କର ପ୍ରେମ ଆରମ୍ଭ ହୋଇଥିଲା ।

After Adani Hindenburg Ready To Expose Another Big Report
ଖୁବ୍‌ଶୀଘ୍ର ହେବ ବଡ଼ ଖୁଲାସା ! ଆଦାନୀ ଗ୍ରୁପ୍‌ ପରେ ଏଥର କାହା ପାଳି ? ଚିନ୍ତାରେ ବଡ଼ ବଡ଼ କମ୍ପାନୀ ମାଲିକ...

ଆମେରିକା ରିସର୍ଚ୍ଚ ଫାର୍ମ ହିଣ୍ଡେନ୍‌ବର୍ଗର ନାଁ ୨୦୨୩ ପ୍ରାରମ୍ଭରୁ ଚର୍ଚ୍ଚାରେ ରହି ଆସିଛି। ଗତ ଜାନୁଆରୀ ୨୪ରେ ଆଦାନୀ ଗ୍ରୁପ୍‌କୁ ନେଇ ଯେଉଁ ରିପୋର୍ଟ ସାମ୍ନାକୁ ଆସିଥିଲା, ସେଥିରେ ଗୌତମ ଆଦାନୀଙ୍କ ସାମ୍ରାଜ୍ୟକୁ ଏକ ଶକ୍ତ ଧକ୍କା ଲାଗିଥିଲା।

Jail For Congress Leader Rahul Gandhi In Modi Surname Case Gets Bail Soon After Court Hearing
ସେପଟେ ମିଳିଲା ଜେଲ୍‌ ଦଣ୍ଡାଦେଶ, ଏପଟେ ପାଇଗଲେ ବେଲ୍‌...

ରାହୁଲ ଗାନ୍ଧିଙ୍କୁ ଦଣ୍ଡାଦେଶ ମିଳିବାର ମାତ୍ର କିଛି ସମୟ ମଧ୍ୟରେ ତାଙ୍କୁ ୩୦ ଦିନ ପର୍ଯ୍ୟନ୍ତ ଜାମିନ୍‌ ମିଳିଛି। ଏହି ସମୟ ମଧ୍ୟରେ ଉପର କୋର୍ଟରେ ଆବେଦନ କରିବା ପାଇଁ କୋର୍ଟ ରାହୁଲଙ୍କୁ ସମୟ ଦେଇଛନ୍ତି।

Amritpal Singh
‘ମୁଁ କେବଳ ଉପଭୋଗ କରିବାକୁ ଚାହୁଁଛି’ : ଅମ୍ରିତପାଲ୍‌ର ଇନଷ୍ଟା ଚାର୍ଟରେ . .

ଭିଡିଓ କଲ୍‌ କରି ଯୁବତୀଙ୍କୁ ବ୍ଲାକମେଲ୍ କରୁଥିଲା ଅମ୍ରିତପାଲ(Amritpal Singh)

RJD Chief Lalu Yadav Son Tej Pratap Saw Lord Shri Krishna In His Dream
ସ୍ୱପ୍ନରେ ଶ୍ରୀକୃଷ୍ଣଙ୍କ ବିଶ୍ୱରୂପ ଦେଖିଲେ ଲାଲୁଙ୍କ ପୁଅ ! ଶେୟାର କଲେ LIVE ଭିଡିଓ...

ଲାଲୁ ପ୍ରସାଦ ଯାଦବଙ୍କ ପୁଅ ଜେଜ ପ୍ରତାପଙ୍କୁ କେତେବେଳେ ଭଗବାନ ଶ୍ରୀକୃଷ୍ଣଙ୍କ ବେଶରେ ଦେଖିବାକୁ ମିଳିଛି ତ ଆଉ କେତେବେଳେ ସାଇକେଲ ଚଲାଇ ନିଜ କାର୍ଯ୍ୟାଳୟରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

 Rahul Gandhi
ଦୋଷୀ ସାବ୍ୟସ୍ତ ହେଲେ ରାହୁଲ ଗାନ୍ଧୀ : ‘ମୋଦି ସରନେମ୍‌’ ନେଇ ଦେଇଥିଲେ ଆପତ୍ତିଜନକ ମନ୍ତବ୍ୟ

ଦାଏର ହୋଇଥିବା ମାନହାନୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ରାହୁଲ ଗାନ୍ଧୀ ।