• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

National Capital inundated
୨୫ ହଜାରରୁ ଅଧିକ ବିପନ୍ନଙ୍କ ସହ ଉଦ୍ଧାର ହେଲା କୋଟିଏ ଟଙ୍କିଆ ଷଣ୍ଢ

ଯମୁନା ୪୫ ବର୍ଷର ରେକର୍ଡ ଭାଙ୍ଗି ଏବେବି ବିପଦ ସଂକେତ ଠାରୁ ୨ ମିଟର ଉପରେ ପ୍ରବାହିତ ହେଉଥିବା ବେଳେ, ରାଜଧାନୀ ଦିଲ୍ଲୀର ବନ୍ୟା ସ୍ଥିତିରେ ସେଭଳି ବିଶେଷ ସୁଧାର ଆସିନି। ତଳିଆ ଅଞ୍ଚଳରୁ ଭିଆଇପି ଏରିଆ ଯାଏଁ, ସବୁଆଡ଼େ ଜଳବନ୍ଦୀ ସ୍ଥିତି। ଆଗକୁ ବି କିଛି ଦିନ ବର୍ଷା ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। NDRF ସହିତ ସ୍ଥଳସେନା ଓ ନୌସେନାଙ୍କୁ ନିୟୋଜିତ କରାଯାଇଛି ଦିଲ୍ଲୀ ଜଳଦୁର୍ଦ୍ଦଶାର ପ୍ରଶମନ ପାଇଁ। ଏଭିତରେ ୨୫ହଜାରରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ, ୩ଟି ଜୀବନ ଯାଇଥିବା ସୂଚନା ମିଳିଛି।

National Capital inundated
୨୫ ହଜାରରୁ ଅଧିକ ବିପନ୍ନଙ୍କ ସହ ଉଦ୍ଧାର ହେଲା କୋଟିଏ ଟଙ୍କିଆ ଷଣ୍ଢ

ନଦୀର ଭ୍ରମ ସୃଷ୍ଟି କରୁଛି ରାଜଧାନୀର ରାଜରାସ୍ତା। ଦିଲ୍ଲୀରୁ ଯଥାଶୀଘ୍ର ଜଳନିଷ୍କାସନ ଲାଗି କସରତ ଚଳାଇଛନ୍ତି ଆର୍ମି ଓ ନେଭି। 

doctors remove two inch nail from mans head
ଚାଲିଲା ଦୀର୍ଘ ୬ ଘଣ୍ଟାର ଅପରେସନ; ଯୁବକଙ୍କ ମୁଣ୍ଡରୁ ବାହାରିଲା ଲୁହା କଣ୍ଟା

ଯୁବକ ଜଣକ ଜଣେ ସହକର୍ମୀଙ୍କ ସହ କାମ କରୁଥିଲେ । କାମ କରିବା ସମୟରେ କୌଣସି ଏକ ଜିନିଷକୁ ଲୁହା କଣ୍ଟାରେ ଆଘାତ କରୁଥିଲେ । ହେଲେ କଣ୍ଟାଟି ହଠାତ୍‌ ପଲଟିପଡ଼ି ତାଙ୍କ ମୁଣ୍ଡରେ ପଶିଯାଇଥିଲା ।

Leopard, Viral Video
କି ସାହସ ! ବାଘର ଗୋଡ଼ ବାନ୍ଧି ବାଇକ୍‌ ପଛରେ ଝୁଲେଇଲେ...

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Tomato Price Hike
ବାପ୍‌ରେ ବାପ୍‌ ! ଟମାଟୋ ବିକି ଏତେ ଲାଭ...ଜାଣିଲେ ଆପଣ ତାଜୁବ୍ ହେବେ...

ଏପରି ସ୍ଥିତିରେ ଗ୍ରାହକ ସିନା କାନ୍ଦୁଛି ହେଲେ ବେପାରୀ କିନ୍ତୁ ମାଲେମାଲ। ଟମାଟୋ ବିକି ଶହେ କି ହଜାରେ ନୁହେଁ, ଏକାଥରକେ ଦେଢ଼ କୋଟି ଟଙ୍କା ରୋଜଗାର କରିଛନ୍ତି ଜଣେ ଚାଷୀ ।

couple reunites
ଘରଛାଡ଼ି ଚାଲିଯାଇଥିଲେ ପତ୍ନୀ; ଅଧକିଲୋ ଟମାଟୋ ଦେଇ ମନେଇଦେଲେ ସ୍ୱାମୀ

ସ୍ତ୍ରୀ ଚାଲିଯିବା ପରେ ସ୍ୱାମୀ ତାଙ୍କ ଭୁଲ ବୁଝିପାରି ବଜାରରୁ ସେହି ଟମାଟୋ କିଣି ସ୍ତ୍ରୀଙ୍କୁ ଦେଇ ନିଜ ପାଖକୁ ଫେରାଇ ଆଣିଛନ୍ତି । ଏପରି ଏକ ଖବର ବର୍ତ୍ତମାନ ସମାଜିକ ଗଣମାଧ୍ୟମରେ ଖୁବ୍‌ ଭାଇରାଲ ହେବାର ଲାଗିଛି ।

Teen Talaq
ଯୌତୁକରେ କାର ଦେଲେନି, ବାହା ମଣ୍ଡପରେ ହିଁ ୩ ତଲାକ୍ ଦେଲା ପୁଅ !

ବାହାଘର ପରେ ଗୌରୀଙ୍କୁ ଧରି ତାଙ୍କ ଶ୍ୱଶୁର ଘର ଲୋକେ ଚାଲି ଯାଇଥିଲେ। କିନ୍ତୁ ଡଲିଙ୍କ ବର ମହମ୍ମଦ ଆସିଫ ଯୌତୁକକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ।

Journalist Reporting In Neck Deep Water Using Of NDRF Equipments
Viral Video: ବେକେ ପାଣିରେ ପଶି ରିପୋର୍ଟିଂ କଲେ ମହିଳା ସାମ୍ବାଦିକା, ଫଟୋ ଉଠାଇଲେ NDRF କର୍ମଚାରୀ...

ବେକେ ପାଣିରେ ପଶି ରିପୋର୍ଟିଂ। ଜଣେ ମହିଳା ସାମ୍ବାଦିକା ବନ୍ୟା ପାଣିରେ ପଶି ଏନ୍‌ଡିଆର୍‌ଏଫ୍‌ ଉପକରଣ ବ୍ୟବହାର କରି ରିପୋର୍ଟିଂ କରୁଥିବା ଦୃଶ୍ୟ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି।

  • Saturday, 15 July 2023
Modi France Visit
ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଚନ୍ଦନ କାଠର ସୀତାର୍ ଦେଲେ ମୋଦି

ଫ୍ରାନ୍ସ ଗସ୍ତ ସାରି ୟୁଏଇ ଅଭିମୁଖେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱତନ୍ତ୍ର ଏବଂ ସ୍ମରଣୀୟ ହୋଇ ରହିବ ଏଥରର ଫ୍ରାନ୍ସ ଗସ୍ତ କହିଲେ ।

Chandrayaan-3
୧୫ ବର୍ଷର ପରିଶ୍ରମ; ଲ୍ୟାଣ୍ଡିଂ ସଫଳ ହେଲେ ଏଲିଟ୍ କ୍ଲବରେ ସାମିଲ ହେବ ଭାରତ

ପ୍ରଥମ ଅଭିଯାନରେ ଚନ୍ଦ୍ରର ମେରୁ ଅଂଚଳରେ ଜଳର ସନ୍ଧାନ ମିଳିଥିଲା । ଶେଷ ମୂହୁର୍ତ୍ତରେ ଦ୍ୱିତୀୟ ଅଭିଯାନ ବିଫଳ ହୋଇଥିଲେ ବି ଚନ୍ଦ୍ରକୁ ତୃତୀୟ ଯାତ୍ରା ପାଇଁ ବୈଜ୍ଞାନିକଙ୍କୁ ମିଳିଥିଲା ଗୁରୁତ୍ବପୂର୍ଣ୍ଣ ଶିକ୍ଷା ।

Chandrayaan-3
ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେଲା ଚନ୍ଦ୍ରୟାନ-୩

ସଫଳ ହେଲା ଚନ୍ଦ୍ରୟାନ-୩ର ପ୍ରଥମ ପର୍ଯ୍ୟାୟ। ତୃତୀୟ ଚନ୍ଦ୍ରୟାନକୁ ପୃଥିବୀ ପୃଷ୍ଠରୁ ନେଇ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ କଲା ଇସ୍ରୋର ଭରସାଯୋଗ୍ୟ ସର୍ବବୃହତ ରକେଟ୍ LVM3-M4।

  • Friday, 14 July 2023
  • ISRO
Indian soldiers march with French troops
ଫ୍ରାନ୍ସ ଜାତୀୟ ଦିବସ ସମାରୋହରେ ‘ସାରେ ଜାହାଁ ସେ’ ଧୁନ୍

୪ଟି ରାଫେଲ ଫାଇଟର ଜେଟ୍ ସହିତ ସି-17 ଗ୍ଲୋବମାଷ୍ଟର ଫ୍ଳାଏପାଷ୍ଟରେ ସାମିଲ ହୋଇଥିଲା । ଭାରତର ସର୍ବପୁରାତନ ରେଜିମେଣ୍ଟ ପଂଜାବ ରେଜିମେଣ୍ଟ ସହ ଭାରତର ନୌସେନା, ବାୟୁସେନା ପରେଡରେ ଅଂଶଗ୍ରହଣ କରିଥିଲେ ।

  • Friday, 14 July 2023
Flood In Delhi Yamuna Water Level River Flowing Above Dange
ଯନ୍ତ୍ରଣା ଦେଉଛି ଯମୁନା ଜଳ; ବାହ୍ୟଜଗତରୁ ବିଚ୍ଛିନ୍ନ ଦିଲ୍ଲୀର ବହୁ ଇଲାକା

ଖସିଛି ଯମୁନା ନଦୀର ଜଳସ୍ତର... ହେଲେ ଥମୁନି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା । ଏବେ ବି ଅଣ୍ଟାଏ ଉଚ୍ଚରେ ପାଣି, ଥଳକୂଳ ପାଇ ହେଉନି ରାସ୍ତାର... ଚାରିଆଡ଼େ ଜଳବନ୍ଦୀ ଜୀବନ... ଶାନ୍ତିପଥରୁ ଆଇଟିଓକୁ ସଂଯୋଗ କରୁଥିବା ରାସ୍ତା ତ ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।

Chandrayaan-3
୧୫ ବର୍ଷର ପରିଶ୍ରମ; ଲ୍ୟାଣ୍ଡିଂ ସଫଳ ହେଲେ ଏଲିଟ୍ କ୍ଲବରେ ସାମିଲ ହେବ ଭାରତ

ସାରା ବିଶ୍ୱର ନଜର ଅଟକି ରହିଛି ଭାରତର ଏହି ଚନ୍ଦ୍ର ଅଭିଯାନ ଉପରେ ।

Delhi Flood
ବନ୍ୟାରେ ଭାସୁଛି ଦିଲ୍ଲୀ, ରାସ୍ତାରେ ଚାଲୁଛି ଆଣ୍ଠୁଏ ଉଚ୍ଚର ପାଣି

ଦିଲ୍ଲୀକୁ ଭସାଇଲା ଯମୁନା ନଦୀ ପାଣି । ଆଇଟିଓ, ରାଜଘାଟ, ଯମୁନା ବଜାର, ୱାଜିରାବାଦ ଭଳି ସ୍ଥାନରେ ସ୍ଥିତି ସଙ୍ଗୀନ। ଏବେ ବି ରାସ୍ତା ଉପରେ ଚାଲିଛି ପାଣିର ପ୍ରଖର ସ୍ରୋତ।

Akhilesh Yadav
STF କୁ ‘ସ୍ପେଶାଲ ଟମାଟୋ ଫୋର୍ସ’ କହିଲେ ଅଖିଲେଶ, ହେଲେ କାହିଁକି ?

ସାରା ଦେଶରେ ଟମାଟୋର ଦର ବୃଦ୍ଧି ନେଇ ବିରୋଧି ସରକାରଙ୍କୁ ଟାର୍ଗେଟ କରୁଥିବା ବେଳେ ସମାଜବାଦୀ ପାର୍ଟିର ଅଧ୍ୟକ୍ଷ ଅଖିଲେଶ ଯାଦବ ମଧ୍ୟ ପଛରେ ପଡ଼ିନାହାନ୍ତି ।

Robbers kill farmer who made lakhs selling tomatoes
ଚାଷୀଙ୍କ ଜୀବନ ନେଲେ ଦୁର୍ବୃତ୍ତ, ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥିଲେ...

ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥିଲେ, ହେଲେ ପରେ ଦୁର୍ବୃତ୍ତମାନେ ଚାଷୀଙ୍କ ଜୀବନ ନେଇଗଲେ।

Chandrayaan 3
ଲଞ୍ଚ ହେଲା ଚନ୍ଦ୍ରୟାନ-୩, ଶ୍ରୀହରିକୋଟାରୁ ହେଲା ସଫଳ ଉତ୍‌କ୍ଷେପଣ

୧୮୦ କିମି ଉଚ୍ଚତାରେ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହେବ । ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ଚନ୍ଦ୍ରଯାନ ୩ ।

AI Anchor Lisa On Chandrayaan 3
AI ଆଙ୍କର ଲିସା ଦେଲା ତଥ୍ୟ- କେମିତି ଭାରତର ଚନ୍ଦ୍ର ଅଭିଯାନ ଆରମ୍ଭ ହେଲା ? ଚନ୍ଦ୍ରୟାନ-୩ରେ କ’ଣ କ’ଣ ରହିଛି ?

କେମିତି ଆରମ୍ଭ ହେଲା ଭାରତର ଚନ୍ଦ୍ର ଅଭିଯାନ ? ଚନ୍ଦ୍ରୟାନ-୩ରେ କ’ଣ କ’ଣ ରହିଛି ? ଏହାର ଆୟୁଷ କେତେ ଦିନ ? ଏସମ୍ପର୍କରେ AI ଆଙ୍କର ଲିସା ତଥ୍ୟ ଦେଇଛନ୍ତି। ‌

Crime Against Women
ବୀଭତ୍ସ କାଣ୍ତ; ଯୁବତୀଙ୍କୁ ଅପହରଣ ପରେ ଏସିଡ୍‌ ପକାଇ ହତ୍ୟା

ରାଜସ୍ଥାନ କରୌଲି ଜିଲ୍ଲାରେ ମହିଳାଙ୍କୁ ପ୍ରଥମେ ଅପହରଣ କରାଯାଇ ଏସିଡ୍‌ ପକାଇ ହତ୍ୟା କରାଯାଇଛି ।

Delhi Yamuna River
ବୁଡ଼ିଗଲାଣି ଅଧା ଦିଲ୍ଲୀ, ଆହୁରି ବିଗିଡ଼ୁଛି ସ୍ଥିତି

ଯମୁନା ନଦୀର କୂଳ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ, ଏପରିକି ଦିଲ୍ଲୀର ଅନେକ ଭିଭିଆଇପି ଅଞ୍ଚଳରେ ବି ବନ୍ୟା ପାଣି ପହଞ୍ଚିଛି ।

Modi Modi Chants Erupt In Paris
‘ମୋଦି..ମୋଦି’, ‘ଭାରତ ମାତା କୀ ଜୟ’ ଧ୍ୱନିରେ କମ୍ପିଲା ପ୍ୟାରିସ

‘ମୋଦି..ମୋଦି’ ଏବଂ ‘ଭାରତ ମାତା କୀ ଜୟ’ ଧ୍ୱନିରେ ପ୍ରକମ୍ପିତ ହେଲା ପ୍ୟାରିସ ସହର। ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଭାରତୀୟଙ୍କୁ ସମ୍ବୋଧନ ବେଳେ ପ୍ରବାସୀ ଭାରତୀୟଙ୍କ ଠାରେ ଅଦ୍ଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳିଥିଲା।

ISRO to launch their historic third lunar mission Chandrayaan 3 today
ଭାରତ ପାଇଁ ଗର୍ବ ଓ ଗୌରବର ଦିନ: ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩

ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ି ହେବ ନୂଆ ଅଧ୍ୟାୟ। ଆଉ ଏକ ଇତିହାସ ରଚିବ ଭାରତ। ଦିନ ୨ଟା ୩୫ ମିନିଟରେ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିବ ଚନ୍ଦ୍ରୟାନ-୩।

Chandrayaan-3
ଜହ୍ନର ରହସ୍ୟ ଭେଦ ପାଇଁ ପୁଣି ତୟାର୍ ଚନ୍ଦ୍ରୟାନ-୩

ଆରମ୍ଭ ହୋଇସାରିଛି କାଉଣ୍ଟଡାଉନ୍। ସରିଛି ରିହର୍ସାଲ୍, ମିଳିଛି ଗ୍ରୀନ୍ ସିଗ୍ନାଲ୍। ଲଞ୍ଚପ୍ୟାଡରେ ତୟାର୍ ଇସ୍ରୋର 'ବାହୁବଳୀ'। ଅପେକ୍ଷା.. ଆସନ୍ତାକାଲିର 'ଚନ୍ଦ୍ରୟାନ' ମୁହୂର୍ତ୍ତକୁ।

Delhi floods
ଯମୁନା ବନ୍ୟାରେ ଉବୁଟୁବୁ ନୂଆଦିଲ୍ଲୀ; ଘରଠୁ ସଚିବାଳୟ ଯାଏଁ ସବୁଠି ପାଣି

ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି ଥୋଇ ଲୋକେ ଆଶ୍ରୟ ନେଇଛନ୍ତି ।

  • Thursday, 13 July 2023