ଅତି ପ୍ରତିକୂଳ ପରିସ୍ଥତିରେ ଧୈର୍ଯ୍ୟ ଓ ସାହାସ ସହ କିଛି ଚମତ୍କାର ବି ଘଟେ। ଦିଲ୍ଲୀର ବୁରାରି ଅଞ୍ଚଳରେ ଏକ ବହୁତଳ କୋଠା ଭୁଶୁଡ଼ିବା ପରେ ଏମିତି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମନାକୁ ଆସିଛି। ଗୋଟିଏ ପରିବାରର ୪ଜଣଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ଆଉ ସେମାନଙ୍କ ଜୀବନ ବଞ୍ଚିବାର କାହଣୀ ଆପଣଙ୍କୁ ବି ଚକିତ କରିଦେବ।
କେବେ ଦେଖିଛନ୍ତି କି ଗୋଟିଏ ଗଛରେ ଆଳୁ ଓ ଟମାଟୋ ଫଳିବା ? ନାହିଁ ନା ? ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟିଏ ଗଛରେ ଫଳିଛି ଆଳୁ ଓ ଟମାଟୋ ।
ଟମାଟୋ ବିକ୍ରି କରି ଲକ୍ଷାଧିକ ଟଙ୍କା କମାଇଥିଲେ, ହେଲେ ପରେ ଦୁର୍ବୃତ୍ତମାନେ ଚାଷୀଙ୍କ ଜୀବନ ନେଇଗଲେ।
ଉପରମୁହାଁ ବଜାର ଦର ଖାଦ୍ୟ ସାମଗ୍ରୀ ସମେତ ଅତ୍ୟାବଶକୀୟ ଜିନିଷର ଦରଦାମ୍ ବଢିଛି । ହାତ ମାରିବାକୁ ବି ଡର ଲାଗୁଛି । ଟମାଟୋ କିଲୋ ପିଛା ଶହେ, ଚିକେନ୍ ପାଖାପାଖି ୩ ଶହ ଆକାଶଛୁଆଁ ଦରକୁ ଦେଖି ମୁଣ୍ଡରେ ହାତ ଦେଲେଣି ଖାଉଟି । ଚାହିଦା ତୁଳନାରେ ଉତ୍ପାଦନ ନଥିବାରୁ ଦର ବଢିଥିବା କହିଛନ୍ତି ବ୍ୟବସାୟୀ ।