• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

vande bharat express
ଆସନ୍ତା ୧୫ରୁ ଗଡ଼ିପାରେ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସର ୯ଟି ରହଣି ଷ୍ଟେସନ୍ ରହିପାରେ । ସୂଚନା ମୁତାବକ ହାୱଡ଼ା, ହଳଦିଆ, ବାଲେଶ୍ୱର, ଭଦ୍ରକ, ଯାଜପୁର କେନ୍ଦୁଝର ରୋଡ, ଖୋର୍ଦ୍ଧା ରୋଡ ଜଙ୍କସନ, କଟକ, ଭୁବନେଶ୍ୱର ଏବଂ ପୁରୀ ରହିବ ବୋଲି ଅନୁମାନ କରାଯାଉଛି ।

Delhi high Court On Teen Age Love
କିଶୋର ଅବସ୍ଥାରେ ପ୍ରେମ କରି ଭୁଲ୍ କଲେ, ପରିସ୍ଥିତି ଦେଖି ରାୟ ଶୁଣାଇବେ କୋର୍ଟ: ଦିଲ୍ଲୀ ହାଇକୋର୍ଟ

ଏମିତିକି ମାମଲାର ଶୀଘ୍ର ସମାଧାନ କିଭଳି ହେବ ସେଥିପ୍ରତି ମଧ୍ୟ କୋର୍ଟ ଗୁରୁତ୍ୱ ଦେବା ଉଚିତ ବୋଲି ଦିଲ୍ଲୀ ହାଇକୋର୍ଟ କହିଥିଲେ ।

girl dies by suicide after father scolds her for using phone
ବାପା କହିଲେ- ‘ମୋବାଇଲ୍‌ ବନ୍ଦ’...ଟେରାସ୍‌ରୁ ଡେଇଁ ଆତ୍ମହତ୍ୟା କଲା ଝିଅ

ପାଠପଢ଼ା ଛାଡ଼ି ଅଧିକାଂଶ ସମୟ ମୋବାଇଲ୍‌ ବ୍ୟବହାର କରୁଥିଲା ଝିଅ। ଶେଷରେ ବାପା ଗାଳି ଦେବାରୁ ଝିଅ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲା।

Gold Price Today
Gold Price Today 11th May 2023: ଉପର ମୁହାଁ ସୁନା ଦର, ଜାଣନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନା ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୨,୧୩୦ ଟଙ୍କା ହୋଇଛି।

drones deliver blood bags
ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି

ଡ୍ରୋନ୍ କରିବ ବ୍ଲଡ୍ ଡେଲିଭରି । ଚିକିତ୍ସା କ୍ଷେତ୍ରରେ ଏହି ଡ୍ରୋନ୍‌ ଟେକ୍ନୋଲୋଜି ସଫଳ ପ୍ରୟୋଗ ହୋଇଛି। ଦିଲ୍ଲୀରେ ପ୍ରଥମ ଥର ପାଇଁ ଡ୍ରୋନ୍‌ ମାଧ୍ୟମରେ ICMR ଏଭଳି ରକ୍ତ ପ୍ରେରଣ ପରୀକ୍ଷଣ କରିଛି।

  • Thursday, 11 May 2023
  • Drone
Samajwadi MLA Thrashes BJP Leader's Husband
ଥାନା ଭିତରେ ବିଜେପି ନେତ୍ରୀଙ୍କ ସ୍ୱାମୀଙ୍କୁ ପ୍ରବଳ ପିଟିଲେ SP ବିଧାୟକ

ବିଧାୟକ ଓ ତାଙ୍କ ସମର୍ଥକମାନେ ପୁଲିସ୍‌ ଉପସ୍ଥିତିରେ ହିଁ ଦୀପକଙ୍କୁ ଚାପୁଡ଼ା, ବିଧା ଓ ମୁଥ ମାରିଥିଲେ। ଘଟଣାସ୍ଥଳରେ ପୁଲିସ ଉପସ୍ଥିତ ଥିଲେ ମଧ୍ୟ ଦୀପକଙ୍କୁ ଆକ୍ରମଣରୁ ରକ୍ଷା କରିବା ପାଇଁ ବେଶ୍ ନାକେଦମ ହେବାକୁ ପଡ଼ିଥିଲା।

Karnatak Exit Polls
ଭୋଟ ଦେବା ପରେ କ’ଣ କହୁଛନ୍ତି କର୍ଣ୍ଣାଟକ ଭୋଟର ? ଜାଣନ୍ତୁ ଏକ୍‌ଜିଟ୍ ପୋଲ..

କର୍ଣ୍ଣାଟକରେ ଏଥର ବିଜେପି କଂଗ୍ରେସ ଓ ଜେଡିଏସ ମଧ୍ୟରେ ତ୍ରିମୁଖୀ ଲଢେଇ ହେଉଛି । ଆସନ୍ତା ୧୩ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।

Cyber Crime
ଗୋଟିଏ ଲାଇକ୍‌ କରନ୍ତୁ ୫୦ ଟଙ୍କା ପାଆନ୍ତୁ ! ଏମିତି ଜାଲରେ ପଡ଼ି ୩୯ ଲକ୍ଷ ହରାଇଲେ DGM

ଉଚ୍ଚଶିକ୍ଷିତ ହେବା ସହ ମୋଟା ଅଙ୍କର ରୋଜଗାର କରିଥାନ୍ତି ଏହି ଡିଜିଏମ୍ । ହେଲେ ମାତ୍ର ୫୦ଟଙ୍କା ଲୋଭରେ ହରାଇଛନ୍ତି ୩୯ ଲକ୍ଷ ଟଙ୍କା ।

Patient Killed Doctor In kerla
ଡରିଲେଣି ଡାକ୍ତର ! ରୋଗୀଙ୍କୁ ଚିକିତ୍ସା କରୁଥିଲେ ହାଉସ ସର୍ଜନ, ରାଗିଗଲା ରୋଗୀ...ଭୁଶିଦେଲା କଇଁଚି

ଦୁର୍ଭାଗ୍ୟବଶତଃ ଯେଉଁ ରୋଗୀକୁ ଡାକ୍ତର ନୂଆ ଜୀବନ ଦେଉଥିଲେ, ସେହି ରୋଗୀ ହିଁ ନେଇଗଲା ତାଙ୍କର ଜୀବନ ।

Woman Killed Mother-In-Law, Husband Saw Her Entering Flat In CCTV: Cops
ଶାଶୁର ସେବା କରି ଅତିଷ୍ଟ ହୋଇପଡ଼ିଥିଲା ବୋହୂ ! ତାୱାରେ ପିଟିପିଟି ମାରିଦେଲା...

ଦିଲ୍ଲୀରେ ତାଙ୍କର 1BHK ଫ୍ଲାଟ୍‌ରେ ମାଆଙ୍କୁ ଆଣି ରଖିଲେ । ମାଆଙ୍କୁ ପାଖରେ ରଖି ତାଙ୍କର ଦେଖାଶୁଣା କରିବେ ବୋଲି ସେ ଆଣିଥିଲେ ।

Drunk man rides bull at night video goes viral
ଅଧ ରାତିରେ ଯୁବକଙ୍କ ଉତ୍ପାତ: ଏମିତି ମଦ ନିଶା ଯେ, ଷଣ୍ଢ ପିଠିରେ ବସି ଦୌଡ଼ିଲେ...

ମଦ ନିଶାରେ ପୁରା ଟଳମଳ ଯୁବକ। ଏମିତି ନିଶା ଯେ, ଷଣ୍ଢ ପିଠିରେ ବସି ରାସ୍ତାରେ ଦୌଡ଼ିଲେ। ଏଭଳି ଅବସ୍ଥାରେ ଯୁବକଙ୍କୁ ଯେକେହିବି ଦେଖୁଥିଲେ ଭୟଭୀତ ହୋଇ ଯାଉଥିଲେ।

mothers murder Case
କୋର୍ଟରେ ପିଶାଚ ବାପାର କାହାଣୀ କହିଲା ଝିଅ; କେମିତି ମା’କୁ କଲବଲ କରି କରିଥିଲା ହତ୍ୟା

୯ ବର୍ଷିୟ ନାବାଳିକା ଜଣକ ତାଙ୍କ ମା'ର ହତ୍ୟାକାଣ୍ଡର ସାକ୍ଷୀ ଥିଲେ । ତାଙ୍କ ମା’ଙ୍କୁ ତାଙ୍କ ବାପା ହତ୍ୟା କରିଥିବା ସେ କୋର୍ଟରେ ସାକ୍ଷୀ ଦେଇଛନ୍ତି ।

Salman Khan
ଏଥର ଗ୍ୟାଙ୍ଗଷ୍ଟର ନୁହେଁ, ଡାକ୍ତରୀ ଛାତ୍ର ଦେଲେ ସଲମାନଙ୍କୁ ହତ୍ୟା ଧମକ

ମୁମ୍ବାଇ ପୋଲିସ ଛାତ୍ରଙ୍କ ବିରୋଧରେ LOC ଜାରି କରିଥିବା ଜଣେ ଅଧିକାରୀ କହିଛନ୍ତି ।

Tajmahal
୮୯ ବର୍ଷ ଧରି କାହିଁକି ବନ୍ଦ ରହିଛି ତାଜମହଲର ୨୨ କୋଠରି ? ଜାଣନ୍ତୁ କାରଣ...

ଜାଣନ୍ତି କି ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ତାଜମହଲ ଅନ୍ୟତମ ବୋଲି କୁହାଯାଏ । ତାଜମହଲ ହେଉଛି ଆମ ଦେଶର ଗୌରବ । ତାଜମହଲକୁ ନେଇ ଅନେକ ଆଶ୍ଚର୍ଯ୍ୟକର କଥା ରହିଥିବାବେଳେ ୮୯ ବର୍ଷ ଧରି କାହିଁକି ତାଜମହଲର ୨୨ କୋଠରି ଖୋଲାଯାଏ ନାହିଁ ବୋଲି ସବୁବେଳେ ଚର୍ଚ୍ଚା ହୋଇଆସିଛି ।

Karnataka Election
କାହାର ହେବ କର୍ଣ୍ଣାଟକ ? ୟେଦୁରପ୍ପା କହିଲେ, ବିଜେପି ଜିତିବ ୧୩୦ରୁ ୧୩୫ ଆସନ

ଏହି ଲଢ଼େଇରେ ମଇଦାନରେ ୨ ହଜାର ୬୧୫ଜଣ ପ୍ରାର୍ଥୀ ରହିଛନ୍ତି । ଏଥର ଶାସନାଧିନ ବିଜେପିକୁ କଡ଼ା ଟକ୍କର ଦେଉଛି କଂଗ୍ରେସ । ତା’ସହ ଦେବଗୌଡ଼ାଙ୍କ ଜେଡିଏସ୍ ବି ଏଥର ଉଭୟ ଦଳକୁ ଫାଇଟ୍ ଦେଇଛି ।

Atiq Ahmed's fugitive wife Shaista Parveen is now officially a mafioso in police records
ଅତିକ୍‌ ଅପରାଧ ସାମ୍ରାଜ୍ୟକୁ ସମ୍ଭାଳୁଛନ୍ତି ମୋଷ୍ଟ ୱାଣ୍ଟେଡ୍ ପତ୍ନୀ ସାଇସ୍ତା ପରବିନ୍...

ସ୍ୱାମୀ ଅତିକ ଅହମ୍ମଦର ଅପରାଧ ସାମ୍ରାଜ୍ୟକୁ ଏବେ ଚଳାଉଛନ୍ତି ପତ୍ନୀ ସାଇସ୍ତା । ଆଉ ପୋଲିସ ପାଇଁ ପାଲଟଛନ୍ତି ମୋଷ୍ଟ ୱାଣ୍ଟେଡ୍‌ କ୍ରିମିନାଲ ।

  • Tuesday, 09 May 2023
Crime, Semi Porn Horror Film
ମଣିଷ ନା ପିଶାଚ ! ୩୦ କୁନି ପିଲାଙ୍କୁ ଦୁଷ୍ମର୍ମ ପରେ ହତ୍ୟା...

ଏଭିଳି ଏକ ଘଟଣା ସାମ୍ନାକୁ ଆସିଛି ଦେଶର ରାଜଧାନୀ ଦିଲ୍ଲୀରୁ ।

Bihar News
ଦେଖନ୍ତୁ ଭିଡିଓ: ଡ୍ରେନ୍‌ରୁ ବାହାରିଲା ପୁଳାପୁଳା ନୋଟ୍‌, ଛାଣିନେଲେ ଲୋକେ

ଟଙ୍କା ନେବାକୁ ଲୋକଙ୍କ ମଧ୍ୟରେ ଲାଗିଲା ପ୍ରତିଯୋଗିତା । ଭିଡିଓଟି ସୋସିଆଲ୍‌ ମିଡିଆରେ ଖୁବ୍‌ ମାତ୍ରାରେ ଭାଇରାଲ ହେବା ପରେ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଥିଲା ।

World's Most Expensive Mangoes
ଜାଣିଛନ୍ତି କି ? ଦୁନିଆର ସବୁଠୁ ମହଙ୍ଗା ଆମ୍ବ, ଗୋଟାକୁ ୧୯ହଜାର ଟଙ୍କା

୨୦୧୧ ମସିହାରୁ ଜାପାନର ଉତ୍ତରତମ ଦ୍ୱୀପପୁଞ୍ଜର ତୁଷାର ଟୋକାଚି ଅଞ୍ଚଳରେ ଜଣେ ଚାଷୀ ନାକାଗାୱା ଆମ୍ବ ଚାଷ କରିଆସୁଛନ୍ତି । ଆମ୍ୱଚାଷରୁ ଭଲ ଉତ୍ପାଦନ ହେବା ସହ ଭଲ ବ୍ୟବସାୟ ମଧ୍ୟ ହେଉଛି ।

  • Tuesday, 09 May 2023
Rajnath Singh
ରାଜନାଥଙ୍କ ଫୋକସରେ 'ନାରୀଶକ୍ତି' : LOCରେ ମୁତୟନ ହେବେ ମହିଳା

ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ନିଯୁକ୍ତି ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମଞ୍ଜୁରୀ ।

Guddu Muslim
ବରଗଡ଼ରେ ବୁଲୁଥିଲା ଗୁଡ୍ଡୁ ମୁସଲିମ...ସାମ୍‌ନାକୁ ଆସିଲା ଆଉ ଏକ ଭିଡିଓ

ବରଗଡ଼ ଜିଲ୍ଲା ଭଟଲି ଛକରେ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା ବେଳେ ଗୁଡ୍ଡୁ ମୁସଲିମ୍‌ର ଲିଙ୍କ୍‌ ଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । ପୂର୍ବରୁ ଏହି ଘଟଣାରେ ରାଜା ଖାନ୍‌ଙ୍କ ସହ ଗୁଡ୍ଡୁ ମୁସଲିମ୍‌ର ଡ୍ରାଇଭର ଲିଙ୍କରେ ଥିବା ସୂଚନା ପାଇ ଜେରା ହୋଇଛି ।

Delhi Family Hostage
ମୁଣ୍ଡରେ ବନ୍ଧୁକ ଲଗାଇ ନଜରବନ୍ଦୀ, ଲୁଟିନେଲେ କୋଟିଏ ୩୦ ଲକ୍ଷ ଓ ୨କେଜି ସୁନା

ପରିବାରର ସଦସ୍ୟଙ୍କୁ ସୁନା ଓ ଟଙ୍କା କେଉଁଠାରେ ରହିଛି ବୋଲି ଡକାୟତମାନେ ପଚାରିବା ସହ ଲୁଟ୍‌ କରିଥିଲେ । ଲୁଟ୍‌ କରିବା ସମୟରେ ୩ଜଣ ଲୁଟେରା ଘରର ସଦସ୍ୟମାନଙ୍କୁ ଭୟଭୀତ କରାଇ ଜଗି ରହିଥିଲେ । ଅନ୍ୟ ଦୁଇଜଣ ଲୁଟେରା ଘରର ସମସ୍ତ ସ୍ଥାନ ଯାଞ୍ଚ କରିବା ସହିତ ଲୁଟ୍‌ କରିଥିଲେ ।

  • Tuesday, 09 May 2023
special story
କି ଯୁଗ ହେଲା ! ରାମକଥା ଆୟୋଜନ କରିଥିବା ବ୍ୟକ୍ତିଙ୍କ ସ୍ତ୍ରୀକୁ ଧରି ପ୍ରବଚକ ଛୁ...

ସ୍ୱାମୀ ଆୟୋଜନ କରିଥିଲେ ରାମକଥା . . . ହେଲେ ରାମକଥା ଆୟୋଜନ କରିବା ତାଙ୍କ ପାଇଁ ମହଙ୍ଗା ପଡ଼ିଲା । ପ୍ରବଚକ ସହ ଫେରାର ହୋଇଗଲେ ବିବାହିତା ମହିଳା ।

Gold Price Today
Gold Price Today 9th May 2023: ବଢିଲା ସୁନା ଦର, ନଜର ପକାନ୍ତୁ ଆଜି କେତେ ରହିଛି ଦାମ୍

ଅନ୍ତର୍ଜାତୀୟ ବଜାରରେ ସୁନାର ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୬୧,୮୫୦ ଟଙ୍କା ହୋଇଛି।

only licensed manufacturer of national flags in India
କେଉଁଠି ତିଆରି ହୁଏ BIS ହଲମାର୍କ ସ୍ୱୀକୃତ ତ୍ରିରଙ୍ଗା ?

କର୍ଣ୍ଣାଟକ ଖଦି ଗ୍ରାମଉଦ୍ୟୋଗ ସଂଯୁକ୍ତ ସଂଘର ଏହି ୟୁନିଟ୍ ହୁବୁଳିରେ ରହିଛି ।