• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Asteroid
ପୃଥିବୀ ସହ ଘଷି ହୋଇ ଯିବ 'ଆଷ୍ଟ୍ରଏଡ୍ ଆପୋଫିସ୍', ଧ୍ୱଂସ ହୋଇପାରେ ଗୋଟିଏ ମହାଦେଶ

ସତର୍କ କଲେ ଇସ୍ରୋ ମୁଖ୍ୟ ଏସ୍. ସୋମନାଥ । କଣ୍ଟିନେଣ୍ଟାଲ୍ ସ୍କେଲ୍ ଡିଭାଷ୍ଟେସନ୍ ରିସ୍କ ଥିବା କହିଲେ ।

Mamata Banerjee Offers To Resign
ଆଲୋଚନାକୁ ଆସିଲେନି ଜୁନିଅର ଡାକ୍ତର, ମମତା କହିଲେ ଇସ୍ତଫା ଦେବାକୁ ପ୍ରସ୍ତୁତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ଘୋଷଣା । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ପ୍ରସ୍ତୁତ କହିଲେ ମମତା ।

Veteran CPM leader Sitaram Yechury passes away
ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ।

Health Insurance Scheme
ଆପଣଙ୍କ ବୟସ ୭୦ରୁ ଅଧିକ; କେମିତି ପାଇବେ ସ୍ୱାସ୍ଥ୍ୟ ବୀମା ଯୋଜନାର ଲାଭ ? ଜାଣନ୍ତୁ...

୭୦ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ଆୟୁଷ୍ମାନ ଭାରତ ଯୋଜନାର (AB PM-JAY) ଲାଭ । ତେବେ ଏହି ଯୋଜନା କଣ ? କେମିତି ପାଇବେ ଲାଭ ? ଆସନ୍ତୁ ଜାଣିବା...

Indore Shock
ଇନ୍ଦୋରରେ ଲଜ୍ଜା...ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍‌,ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ

ମଧ୍ୟପ୍ରଦେଶ ଇନ୍ଦୋରରେ ଲଜ୍ଜା। ଦୁଇ ଟ୍ରେନି ଆର୍ମି ଅଫିସରଙ୍କୁ ଲୁଟ୍‌ପାଟ୍ ପରେ ସେମାନଙ୍କ ବାନ୍ଧବୀଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ। ଏଭଳି ଘଟଣା ଘଟିଛି ଇନ୍ଦୋର ଜାମଗେଟ୍ ଅଞ୍ଚଳରେ ।

PresVu eye drop
ବାତିଲ ହେଲା ‘ପ୍ରେସଭ୍ୟୁ’ ଆଇ ଡ୍ରପ୍ ଲାଇସେନ୍ସ; କଂପାନିର ଦାବି ଥିଲା ଆଉ ପିନ୍ଧିବାକୁ ପଡ଼ିବନି ଚଷମା...

ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏହାର ଉତ୍ପାଦନ ଏବଂ ବିତରଣ ଲାଇସେନ୍ସକୁ ବାତିଲ କରିଛି ଡିସିଜିଆଇ। 

Gold Price Today
Gold Price Today 12th September 2024: ବଢିଲା ସୁନା ଦର, ଜାଣନ୍ତୁ କେତେ ଅଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ ବୃଦ୍ଧି ପାଇଛି । ଜାଣନ୍ତୁ କେତେ...

Kolkata Doctor Rape and Murder
ଡାକ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଜୋରଦାର ହେଉଛି ଜୁନିଅର ଡାକ୍ତରଙ୍କ ପ୍ରତିବାଦ...

ଆରଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥମୁନି ପ୍ରତିବାଦର ନିଆଁ । ସ୍ବାସ୍ଥ୍ୟ ଭବନ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଜୁନିଅର ଡାକ୍ତର।

Ashwini Vaishanw
୭୦ ବର୍ଷରୁ ଅଧିକ ସମସ୍ତଙ୍କୁ ମିଳିବ ‘ଆୟୁଷ୍ମାନ ଭାରତ’

ଦେଶର ସାଢେ ୪ କୋଟି ପରିବାର ଏବଂ ୬ କୋଟିରୁ ଅଧିକ ଲୋକ ସାମିଲ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

  • Wednesday, 11 September 2024
Home Minister
‘୫ ବର୍ଷରେ ପ୍ରସ୍ତୁତ ହେବେ ୫ ହଜାର ସାଇବର କମାଣ୍ଡୋ, କରିବେ ଫ୍ରଡ୍‌ର ମୁକାବିଲା’

ସାଇବର ସୁରକ୍ଷା ବିନା କୌଣସି ଦେଶର ବିକାଶ ଅସମ୍ଭବ । ୫ ବର୍ଷରେ ପାଖାପାଖି ୫ ହଜାର ସାଇବର କମାଣ୍ଡୋ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସାଇବର୍ ଫ୍ରଡ୍‌କୁ ନେଇ ଏଭଳି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।

Semicon India -2024
ଆଜି ସେମିକନ୍ ଇଣ୍ଡିଆ-୨୦୨୪କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ଚଳିତ ବର୍ଷର ବିଷୟବସ୍ତୁ ‘ସାପିଂ ଦ ସେମିକଣ୍ଡକ୍ଟର୍ ଫ୍ୟୁଚର୍ ’କୁ ନେଇ ସେପ୍ଟେମ୍ବର ୧୩ ଯାଏ ତିନି ଦିନିଆ ସମ୍ମିଳନୀ ଆୟୋଜିତ ହେବ ।

Heavy Flood
ଆମକୁ ଉଦ୍ଧାର କର: ଅଥଳଥଳ ପାଣି ଭିତରେ ଜୀବନ ଖୋଜୁଛନ୍ତି ଦମ୍ପତି

ଯେଉଁ ଆଡ଼େ ଚାହିଁବେ ପାଣି... ଆଉ ପାଣି । ଅଥଳଥଳ ପାଣି ଭିତରେ ଜୀବନ ଖୋଜୁଛନ୍ତି ଏହି ଦମ୍ପତି । କେତେବେଳେ କ’ଣ ଯେ ଘଟିବ କହାକୁ ବି ଜଣାନାହିଁ । ମୃତ୍ୟୁ ଯେମିତି ଏମାନଙ୍କ ପାଦକୁ ଭିଡ଼ି କରି ରଖିଛି ।

Gold Price Today
Gold Price Today 10th September 2024: ସୁନା ଦରରେ ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆଜି ସୁନା ଦରରେ ପରିବର୍ତ୍ତନ । ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସାମାନ୍ୟ କମିଛି । ଜାଣନ୍ତୁ କେତେ...

Cancer
କ୍ୟାନସର ପାଇଁ ଔଷଧ ଉପରେ କମିଲା GST !

ପରିଷଦର ଆସନ୍ତା ଅକ୍ଟୋବରରେ ରିପୋର୍ଟ ଦେବା ପରେ ଏହା ଉପରେ ବିଚାର କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

Ganesh idol
ଗୁଡ଼ରେ ତିଆରି ହୋଇଛି ୭୫ ଫୁଟର ଗଣେଶ, ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼

ବିଶାଖାପାଟଣା ସହରରେ କେବେ ଚାଉଳରେ, କେବେ ଚୁଡ଼ିରେ, କେବେ ନଡ଼ିଆରେ ସୁଉଚ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ସହରର ଗାଜୁୱାକା ନିକଟରେ ଲମ୍ବୋଦର ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ନିର୍ମାଣ ହୋଇଛି ୭୫ ଫୁଟର ଗଣେଶ । ଯାହା ଖାଇବା ଗୁଡରେ ତିଆରି ହୋଇଛି।

Man dies after putting cobra's head in his mouth
ପାଟିରେ ରଖିଥିଲେ ନାଗ ସାପ ମୁଣ୍ଡ, ଚାଲିଗଲା ଜୀବନ; ଆଶ୍ଚର୍ଯ୍ୟ କରିବ କାରଣ

ଦୁଃସାହସିକ ରିଲ୍ସ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ୨୦ ବର୍ଷୀୟ ଯୁବକ । ରିଲ୍ସ ଭିଡିଓ ପାଇଁ ନାଗ ସାପକୁ ପାଟିରେ ଭର୍ତ୍ତି କରିଥିଲେ ।

Doctor Protest
କୋଲକାତା ଲଜ୍ଜା: ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଡେଡ୍‌ଲାଇନ୍‌, କାଲି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ

ଆସନ୍ତାକାଲି ସନ୍ଧ୍ୟା ୫ଟା ସୁଦ୍ଧା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଡାକ୍ତରଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି ସୁପ୍ରିମକୋର୍ଟ ।

Officer Removes Union Minister's Shoes
ମନ୍ତ୍ରୀଙ୍କ ଜୋତା କାଢ଼ିଲେ, ପାଇଜାମା ସଜାଡ଼ିଲେ ଅଫିସର, ଭିଡିଓ ଭାଇରାଲ

ଭାରତ କୋକିଂ କୋଲ୍ ଲିମିଟେଡର ଜଣେ ଜେନେରାଲ ମ୍ୟାନେଜର, କେନ୍ଦ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେଙ୍କ ଜୋତା ଖୋଲିଛନ୍ତି । ଏହାକୁ ନେଇ ନୂଆ ବିବାଦ ଦେଖାଦେଇଛି ।

LPG Cylinder in train track
ରେଳ ଦୁର୍ଘଟଣା ପାଇଁ ବଡ଼ ଷଡ଼ଯନ୍ତ୍ର, ଟ୍ରାକ୍‌ରେ ରଖା ଯାଇଥିଲା ଗ୍ୟାସ୍‌ ସିଲିଣ୍ଡର ଓ ପେଟ୍ରୋଲ ବୋମା

କାନପୁର ମୁଡେରି ଗାଁ ନିକଟରେ ରେଳ ଲାଇନ ଉପରେ ରଖା ଯାଇଥିଲା ଏକ ଗ୍ୟାସ ସିଲିଣ୍ଡର ।

Protest
କୋଲକାତା ଲଜ୍ଜା: ନ୍ୟାୟ ପାଇଁ ୨୫ ଦେଶରେ ବିକ୍ଷୋଭ ପ୍ରଦର୍ଶନ

୨୫ଟି ଦେଶର ପ୍ରାୟ ୧୩୦ରୁ ଅଧିକ ସହରରେ ଏହି ବିରୋଧ ଦେଖିବାକୁ ମିଳିଛି ।

Encounter
LoC ନିକଟରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ; ଏନକାଉଣ୍ଟରରେ ଟଳିଲେ ୨ଆତଙ୍କୀ

ପୁଣି ପାକିସ୍ତାନ ପଟୁ ଅନୁପ୍ରବେଶ। ଜାମ୍ମୁକଶ୍ମୀର LOC ନିକଟରେ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ପଣ୍ଡ କରିଛି ସୁରକ୍ଷାବାହିନୀ। ଯବାନଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି।

Gold Price Today
Gold Price Today 9th September 2024: ଆଜି ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆଜି ସ୍ଥିର ରହିଛି ସୁନା ଦର। ଗତକାଲି ଓ ଆଜି କଟକ ଓ ଭୁବନେଶ୍ୱରରେ ସୁନା ଦର ସ୍ଥିର ରହିଥିବା ଦେଖିବାକୁ ମିଳିଛି । ଜାଣନ୍ତୁ କେତେ...

Kolkata Ahaya
ଅଭୟା କାଣ୍ଡକୁ ମାସେ; ମାନବ ଶୃଙ୍ଖଳ କରି ନ୍ୟାୟ ମାଗିଲେ ଲୋକେ...

କୋଲକାତା ଅଭୟା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ପୁରିଲା ମାସେ। ଅଭୟାଙ୍କ ପାଇଁ ମାନବ ଶୃଙ୍ଖଳ ଗଠନ କରି ନ୍ୟାୟ ମାଗିଛନ୍ତି ଲୋକେ । ଅପରାଧୀମାନଙ୍କୁ ଯଥାଶୀଘ୍ର ଫାଶୀ ଦିଆଯାଉ ବୋଲି ଲୋକେ ଦାବି କରୁଛନ୍ତି।

Andhra Pradesh Flood
ବନ୍ୟା ସ୍ଥିତିରେ ଆସିନି ସୁଧାର, ଅବପାତ ପ୍ରଭାବରେ ଆନ୍ଧ୍ରରେ ପୁଣି ପ୍ରବଳ ବର୍ଷା

ଆନ୍ଧ୍ର ପ୍ରଦେଶରେ ଡିପ୍ରେସନ ପ୍ରଭାବରେ ପ୍ରବଳ ବର୍ଷା । ୪୮ ଘଣ୍ଟା ପାଇଁ ୱାର୍ଣ୍ଣିଂ ଜାରି । ତଳିଆ ଅଞ୍ଚଳର ଲୋକେ ସତର୍କ ରହିବାକୁ ପରାମର୍ଶ ।

Kargil War
କାର୍ଗିଲ ଯୁଦ୍ଧ: ୨୫ ବର୍ଷ ପରେ ସତ ମାନିଲା ପାକିସ୍ତାନ, ନିଜ ଦେଶ ସୈନିକଙ୍କ ମୃତ୍ୟୁର କଲା ସ୍ବୀକାର

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଅସୀମ ମୁନିର ପ୍ରତିରକ୍ଷା ଦିବସ ପାଳନ ଅବସରରେ କାର୍ଗିଲ ଯୁଦ୍ଧରେ ସୈନିକଙ୍କ ମୃତ୍ୟୁ ହୋଇଥିବା ମାନିଛନ୍ତି ।