• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Rahul Gandhi
ସାଂସଦ ପଦ ଫେରି ପାଇଲେ ରାହୁଲ; ‘INDIA’ ମେଣ୍ଟରେ ଖୁସିର ଲହରି

'ମୋଦି ସରନେମ୍' ମାନହାନୀ ମାମଲାରେ ସୁରତ କୋର୍ଟ ଶୁଣାଇଥିବା ୨ ବର୍ଷ ଜେଲ୍ ଦଣ୍ଡାଦେଶକୁ ସୁପ୍ରିମକୋର୍ଟ ସ୍ଥଗିତ ରଖିବା ପରେ, ୱାଏନାଡ୍ ସାଂସଦ ପଦ ଫେରିପାଇଛନ୍ତି ରାହୁଲ।

Kidney Transplantation
‘ମାଆ ମତେ ଜନ୍ମ ଦେଇଛି, ହେଲେ ମୋ ଶାଶୂ ମତେ ନୂଆ ଜୀବନ ଦେଇଛନ୍ତି’

ଶାଶୂ-ବୋହୂର ସଂପର୍କକୁ ନେଇ ସବୁବେଳେ ଚର୍ଚ୍ଚାରେ ରହେ । କାରଣ ଏମାନଙ୍କ ମଧ୍ୟରେ କଳି-ଝଗଡା ହେବା ଏକ ନିତିଦିନିଆ କଥା...ହେଲେ ଏମିତି ଘଟଣା ଏବେ ଚର୍ଚ୍ଚାକୁ ଆସିଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଏ ଶାଶୂ ଜଣକ ନିଜ ଜୀବନକୁ ବିପଦରେ ପକାଇ ବୋହୂକୁ ଦେଇଦେଇଛନ୍ତି କିଡନୀ । ଆଉ ଶାଶୂଙ୍କ ମହାନତାକୁ ନେଇ ଏବେ ସବୁଠୁ ଛୁଟୁଛି ପ୍ରଶଂସା...

Data Protection Bill
ବିରୋଧୀଙ୍କ ହୋ-ହଲ୍ଲା ମଧ୍ୟରେ ସଂସଦରେ ପାରିତ ହେଲା DPDP 2023

ଏହା ପରେ ବିରୋଧୀ ସାଂସଦମାନେ ଏହି ବିଲକୁ ବିରୋଧ କରି ଏହାକୁ ସଂସଦୀୟ କମିଟି ନିକଟକୁ ପଠାଇବାକୁ ଦାବି କରିଥିଲେ।

Minor Girl Rescue
ସେଲଫି ଉଠାଇବା ବାହାନାରେ ନାବାଳିକାକୁ ବ୍ରିଜ୍‌ରୁ ଠେଲିଦେଲା ମାଆର ପ୍ରେମିକ

ବୁଲାଇ ନେବା ବାହାନାରେ ମୃତ୍ୟୁର ଷଡ଼ଯନ୍ତ୍ର ରଚିଥିଲା ମାଆର ପ୍ରେମିକ । ସେଲଫି ଉଠାଇବାକୁ କହି ବ୍ରିଜରୁ ଠେଲିଦେଲା, ତା’ପରେ..

Errors in marriage certificates
ବିବାହ ପ୍ରମାଣପତ୍ରରେ ସାଂଘାତିକ ତ୍ରୁଟି; ପୁଣି ଥରେ କୋର୍ଟରେ ବାହାହେବେ ୧୫ ଦମ୍ପତି

କରୋନା ସମୟରେ ୮,୦୦୦ରୁ ଅଧିକ ବିବାହ ହୋଇଥିଲା । ବିବାହ ସମୟର ପ୍ରମାଣପତ୍ରରେ ବିବାହ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟରେ କିଛି ଅସଙ୍ଗତି ଦେଖିବାକୁ ମିଳିଛି ।

ISRO Recruitment 2023
ISROରେ ମିଳିବ ନିଯୁକ୍ତି ସୁଯୋଗ; ଆରମ୍ଭ ହୋଇସାରିଛି ଆବେଦନ ପ୍ରକ୍ରିୟା, ଜାଣନ୍ତୁ ଶେଷ ତାରିଖ

ଆଶାୟୀ ପ୍ରାର୍ଥୀମାନେ ୨୦୨୩ ଅଗଷ୍ଟ ୧ ତାରିଖରୁ ୨୦୨୩ ଅଗଷ୍ଟ ୨୧ ତାରିଖ ଯାଏଁ ଆବେଦନ କରିପାରିବେ ବୋଲି କୁହାଯାଇଛି । ଇଚ୍ଛୁକ ପ୍ରାର୍ଥୀମାନେ ଅନ୍‌ଲାଇନ୍‌ ଯୋଗେ ଅଫିସିଆଲ୍ ୱେବସାଇଟ୍‌ www.isro.gov.inରେ ଆବେଦନ କରିପାରିବେ ।

Giant 400kg lock made for Ram temple in Ayodhya
୪୦୦ କିଲୋଗ୍ରାମ ଓଜନ, ୪ ଫୁଟର ଚାବି: ରାମ ମନ୍ଦିର ପାଇଁ ତାଲା ତିଆରି କଲେ ବୃଦ୍ଧ ଦମ୍ପତି

ମଣିଷ ଉଚ୍ଚତା ଠାରୁ ବଡ଼ ତାଲା.. ଭଗବାନ ଶ୍ରୀରାମଙ୍କ ପାଇଁ ବିଶାଳକାୟ ତାଲା ତିଆରି କଲେ ଭକ୍ତ ।

Fire breaks out at AIIMS
BREAKING : ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ, ଉଦ୍ଧାର କାର୍ଯ୍ୟ ଜାରି

ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା । ନିଆଁକୁ ଆୟତ୍ତ ପାଇଁ ଲାଗିଛି ୬ଟି ଅଗ୍ନିଶମ ଗାଡ଼ି ।

81 pregnant women found HIV positive
ବଢ଼ୁଛନ୍ତି HIV ଆକ୍ରାନ୍ତ; ୮୧ ଗର୍ଭବତୀ ପଜିଟିଭ ଚିହ୍ନଟ

ସ୍ୱାସ୍ଥ୍ୟ ବିଭାଗ ଚିନ୍ତାରେ ରହିଥିବାବେଳେ ସତର୍କତା ମଧ୍ୟ ଜାରି କରିଛି । ଘଟଣାକୁ ନେଇ CDMO ପ୍ରତିକ୍ରିୟା ରଖିବା ସହ ସ୍ଥିତି ଉପରେ ନଜର ରଖାଯାଇଥିବା କହିଛନ୍ତି ।

Rahul Gandhi
ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି, ଫେରିପାଇଲେ ସାଂସଦ ପଦ

ସଂସଦକୁ ଫେରିଲେ ରାହୁଲ ଗାନ୍ଧୀ। ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।

Moon First image
ସଫଳତା ଦିଗରେ ଚନ୍ଦ୍ରୟାନ-୩; ସାମ୍‌ନାକୁ ଆସିଲା ଚନ୍ଦ୍ରପୃଷ୍ଠର ଚମତ୍କାର ଭିଡିଓ

ଚନ୍ଦ୍ରୟାନ ଚନ୍ଦ୍ରପୃଷ୍ଠର ଚମତ୍କାର ଭିଡିଓ ମଧ୍ୟ ପଠାଇଛି ଚନ୍ଦ୍ରାୟନ-୩। ଚନ୍ଦ୍ରୟାନର ଲ୍ୟାଣ୍ଡରରେ ଲାଗିଥିବା କ୍ୟାମେରା ଦ୍ୱାରା ଏହି ଭିଡିଓ ଉତ୍ତୋଳନ କରାଯାଇଛି। ଏହାକୁ ଟ୍ୱିଟ୍ କରି ସାର୍ବଜନୀନ କରିଛି ଇସ୍ରୋ ।

Manipur violence
ଓଡ଼ିଶାରେ ମଣିପୁରରେ ହିଂସା ଇଫେକ୍ଟ

ଓଡ଼ିଶାରେ ମଣିପୁରରେ ହିଂସା ଇଫେକ୍ଟ । ଇଣ୍ଟରନେଟ୍ କଟକଣା ଯୋଗୁଁ ଅଭିଭାବକ ଟଙ୍କା ପଠାଇ ପାରୁନଥିବାରୁ ଫି ଦାଖଲ କରିପାରୁ ନାହାନ୍ତି ମଣିପୁରୀ ଛାତ୍ରଛାତ୍ରୀ । ସହାୟତା ପାଇଁ ଉଚ୍ଚଶିକ୍ଷା ବିଭାଗକୁ ଗୁହାରୀ ପରେ ପ୍ରସ୍ତୁତି ଆରମ୍ଭ

  • Sunday, 06 August 2023
PM Modi
ବିଶ୍ୱସ୍ତରୀୟ ହେବ ଭାରତୀୟ ରେଳ ଷ୍ଟେସନ; ଖର୍ଚ୍ଚ ହେବ ପ୍ରାୟ ୨୫ ହଜାର କୋଟି ଟଙ୍କା

ବିଶ୍ୱସ୍ତରୀୟ ହେବ ଭାରତୀୟ ରେଳ ଷ୍ଟେସନ । ପ୍ରଥମ ପର୍ଯ୍ୟାୟରେ ପୁନର୍ବିକାଶ ହେବ ୫୦୮ ଷ୍ଟେସନ ।

Pakistan Woman Virtually Marries Jodhpur Man After Failing To Get Indian Visa
ଭାରତ ବରକୁ ପାକିସ୍ତାନ କନିଆଁ; ମିଳିଲାନି ଭିସା, ଭିଡିଓକଲିଂରେ ହେଲା ବାହାଘର

କରାଚିର ଅମେନା ତାଙ୍କ ବିବାହ ପାଇଁ ଭିସା ଆବେଦନ କରିଥିଲେ । ହେଲେ ତାଙ୍କୁ ଭିସା ମିଳିନଥିଲା । ଫଳରେ ସେ ତାଙ୍କ ପ୍ରେମିକ ଅରବାଜ ଖାନଙ୍କ ସହ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଉଭୟଙ୍କ ବିବାହ ବୁଧବାର ଦିନ ଅନ୍‌ଲାନ୍‌ରେ ହୋଇଥିଲା ।

  • Sunday, 06 August 2023
Narendra Modi
ଭାରତୀୟ ରେଳ ଇତିହାସରେ ନୂଆ ଅଧ୍ୟାୟର ସୃଷ୍ଟି: ମୋଦି

ଉଦଘାଟନୀ କାର୍ଯ୍ୟକ୍ରମରେ ବିରୋଧୀଙ୍କୁ ତେରଛା ବାଣ । ‘ଏବେ ବି ବିରୋଧୀ ପୁରଣା ଚିନ୍ତାଧାରାରେ ଅଛନ୍ତି’ ।

Nuh Violence
ନୁହରେ ଯେଉଁ ହୋଟେଲରୁ ପଥର ଫିଙ୍ଗିଥିଲେ ଉପଦ୍ରବକାରୀ, ସେଠାରେ ଚାଲିଲା ବୁଲଡୋଜର

ହିଂସାକାଣ୍ଡ ପରେ ନୁହରେ ସ୍ୱାଭାବିକ ସ୍ଥିତି ଫେରାଇ ଆଣିବା ଲାଗି ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। କୌଣସି ପ୍ରକାରର ହିଂସା ଏଡ଼ାଇବା ଲାଗି ନୁହରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି।

  • Sunday, 06 August 2023
India vs West Indies
ଆଜି ଭାରତ- ୱେଷ୍ଟଇଣ୍ଡିଜ ଦ୍ୱିତୀୟ ଟି-୨୦ ମ୍ୟାଚ୍

ଆଜିର ମ୍ୟାଚ୍ ଜିତି ସିରିଜ ବରାବର କରିବାକୁ ଚେଷ୍ଟା କରିବ ଟିମ୍ ଇଣ୍ଡିଆ । ପ୍ରଥମ ଟି-୨୦ରେ ଭାରତ ପ୍ରଥମ ୧୫ ଓଭରରେ ୪ ୱିକେଟ୍ ହରାଇ ୧୧୩ ରନ୍ କରିଥିଲା ।

PM Modi to Launch ₹24,470 Crore Revamp of 508 Railway Stations under Amrit Bharat Scheme
ଆଜି ୫୦୮ ଷ୍ଟେସନର ପୁନର୍ବିକାଶ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ

ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରୁ ୨୫ଟି ଷ୍ଟେସନର ମଧ୍ୟ ପୁନର୍ବିକାଶ ହେବାର ଯୋଜନା ରହିଛି ।

Chandrayaan-3
ଜହ୍ନ ରାଇଜ ଆଉ ଅଳପ ଦୂର; ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରୟାନ-୩

ଗତ ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଚନ୍ଦ୍ରୟାନ-୩କୁ ଉତକ୍ଷେପଣ କରାଯାଇଥିଲା । ତାପରେ ଏହା ପୃଥିବୀକୁ ଦୀର୍ଘ ୨ ସପ୍ତାହ ଧରି ପରିକ୍ରମା କରିଥିଲା ଏବଂ ଗତ ୧ ତାରିଖରେ ଚନ୍ଦ୍ରୟାନକୁ ଚନ୍ଦ୍ରର କକ୍ଷପଥ ଆଡ଼କୁ ପଠାଇଥିଲା ଇସ୍ରୋ ।

Chandrayaan-3
ଆଉ ବେଶୀ ଦୂର ନୁହେଁ ଜହ୍ନ ରାଇଜ, ଚନ୍ଦ୍ର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩

ସନ୍ଧ୍ୟା ୭ଟା ବେଳେ ଏହି ପ୍ରକ୍ରିୟାରେ ସଫଳ ହୋଇଛି ଇସ୍ରୋ । ଜୁଲାଇ ୧୪ରେ ଉତକ୍ଷେପଣ ହୋଇଥିଲା ଚନ୍ଦ୍ରୟାନ-୩ । ୨ ସପ୍ତାହ ପୃଥିବୀ ପରିକ୍ରମା ପରେ ଅଗଷ୍ଟ ୧ରେ ଚନ୍ଦ୍ର ଆଡ଼କୁ ଯାଇଥିଲା ।

Uttarakhand Temple
Viral Video; ମନ୍ଦିରରେ ଭେଟ ହୋଇଗଲେ ମୋଦି ଓ ଯୋଗୀଙ୍କ ଭଉଣୀ, କେମିତି ଥିଲା ଉଭୟଙ୍କ ସମ୍ପର୍କ ?

ବାସନ୍ତୀ ବେନ୍‌ ତାଙ୍କ ସ୍ୱାମୀଙ୍କ ସହିତ ନୀଳକଣ୍ଡ ମହାଦେବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯିବା ସମୟରେ ଏହି ସାକ୍ଷାତ ହୋଇଥିଲା । ଶ୍ରାବଣ ମାସ ଚାଲୁଥିବାରୁ ଦୁହେଁ ନୀଳକଣ୍ଠ ମହାଦେବଙ୍କ ମନ୍ଦିରକୁ ଆସିଥିଲେ ।

Government considering new way to live TV on phones without mobile-data
ବିନା ଇଣ୍ଟରନେଟ୍‌ରେ ଫୋନ୍‌ରେ ଚାଲିବ LIVE ଟିଭି !

ବିନା ଇଣ୍ଟରନେଟ୍‌ରେ ମୋବାଇଲ୍‌ ଫୋନ୍‌ରେ ଦେଖିପାରିବେ ଲାଇଭ୍‌ ଟିଭି। ଫୋନ୍‌ରେ ସିଧାସଳଖ କିପରି ଲାଇଭ୍‌ ଟିଭି ଦେଖିହେବ, ତା’ବି ପୁଣି ବିନା ଇଣ୍ଟରନେଟ୍‌ରେ।

  • Saturday, 05 August 2023
NCC cadet
NCC କ୍ୟାଡେଟଙ୍କୁ ମାଡ଼ ମାରିବା ଘଟଣା; ଅଭିଯୁକ୍ତକୁ ଉଠାଇନେଲା ପୋଲିସ

ଅଭିଯୁକ୍ତର ବୟସ ୨୦ ବର୍ଷ । ସେ କାହିଁକି ଓ କେଉଁ କାରଣରୁ ପିଲାମାନଙ୍କୁ ମାଡ଼ ମାରୁଥିଲା ସେନେଇ ପୋଲିସ ପଚରାଉଚରା କରୁଛି ।

Bombay High Court Judge Announces Resignation In Open Court
ଖୋଲା ଅଦାଲତରେ ଇସ୍ତଫା ଘୋଷଣା କଲେ ବିଚାରପତି, କହିଲେ- ‘ମୋତେ କ୍ଷମା କରିଦେବେ’...

ବମ୍ବେ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ରୋହିତ ଦେଓ ଶୁକ୍ରବାର ଦିନ ଖୋଲା ଅଦାଲତରେ ନିଜ ପଦରୁ ଇସ୍ତଫା ଘୋଷଣା କରିଛନ୍ତି।