/odishatv-khabar/media/post_attachments/uploadimage/library/16_9/16_9_0/____1696391033.jpg)
New Vande Bharat Trains With Sleeper Coaches Rollout In 2024
ଖୁବ୍ଶୀଘ୍ର ଭାରତୀୟ ରେଲ୍ୱେ ଏକ କନ୍ସେପ୍ଟ ଟ୍ରେନ୍ ଆଣିବାକୁ ଯାଉଛି। ଏଣିକି ଅତ୍ୟାଧୁନିକ ସ୍ଲିପର କୋଚ୍ର ସୁବିଧା ‘ବନ୍ଦେ ଭାରତ’ ଏକ୍ସପ୍ରେସ୍ରେ ଯାତ୍ରୀଙ୍କୁ ମିଳିବ। ଏହି ସ୍ଲିପର କୋଚ୍ର ପ୍ରଥମ ଝଲକ ସାମ୍ନାକୁ ଆସିଛି।
କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସ୍ଲିପର କୋଚ୍ର କିଛି ଫଟୋ ସୋସିଆଲ ମିଡିଆ ଏକ୍ସରେ ଶେୟାର କରିଛନ୍ତି। ଖୁବ୍ଶୀଘ୍ର ବନ୍ଦେ ଭାରତ ଏକ୍ସପ୍ରେସ୍ର ଏହି ସ୍ଲିପର କୋଚ୍ ଆସିବାକୁ ଯାଉଛି। ଏହି ସ୍ଲିପର କୋଚ୍ ବଗିର ଡିଜାଇନ୍ ରାଜଧାନୀ ଏବଂ ଅନ୍ୟ ପ୍ରିମିୟମ ଟ୍ରେନ୍ର ଡିଜାଇନ ଠାରୁ ଭିନ୍ନ ରହିଛି।
Concept train - Vande Bharat (sleeper version)
Coming soon… early 2024 pic.twitter.com/OPuGzB4pAk
— Ashwini Vaishnaw (@AshwiniVaishnaw) October 3, 2023
ଆସନ୍ତା ୨୦୨୪ରେ ହିଁ ବନ୍ଦେ ଭାରତ ଏକ୍ସପ୍ରେସ୍ର ସ୍ଲିପର କୋଚ୍ ଆସିବ ବୋଲି ଅଶ୍ୱିନୀ ବୈଷ୍ଣବ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ ଏକ୍ସରେ ସୂଚନା ଦେଇଛନ୍ତି। ଏହି ସ୍ଲିପର କୋଚ୍ରେ ୨ ଏବଂ ୩ ଟାୟାର ବିକଳ୍ପ ରହିଥିବା ଫଟୋରେ ଦେଖିବାକୁ ମିଳିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)