/odishatv-khabar/media/post_attachments/uploadimage/library/16_9/16_9_0/IMAGE_1696425891.jpg)
Ranbir Kapoor
ଅଭିନେତା ରଣବୀର କପୁରଙ୍କୁ ଇଡିରୁ ସମନ । ଅକ୍ଟୋବର ୬ରେ ପଚରାଉଚରା ପାଇଁ ତାଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଛି। ଅନଲାଇନ ବେଟିଂ ଆପ୍ ମାମଲାରେ ତାଙ୍କୁ ସମନ୍ ଜାରି କରାଯାଇଥିବା ଜଣାପଡିଛି । କୋଲକାତା, ଭୋପାଳ, ମୁମ୍ବାଇ ସମେତ ୩୯ଟି ସହରରେ ଏକ ଅନଲାଇନ୍ ଆପ୍ ‘ମହାଦେବ’ ସହ ଲିଙ୍କ୍ ହୋଇଥିବା ମନି ଲଣ୍ଡରିଂ ନେଟୱାର୍କ ମାମଲାରେ ଇଡି ଏହି ପଦକ୍ଷେପ ନେଇଛି ।
Advertisment
#ରଣବୀର_କପୁର୍ଙ୍କୁ_ସମନ
-ବଲିଉଡ୍ ଅଭିନେତା ରଣବୀର କପୁର୍ଙ୍କୁ ସମନ ଜାରି କଲା ଇଡି
-ବେଟିଂ ଆପ୍ ସ୍କାମ୍ ମାମଲାରେ ଆସନ୍ତା ୬ରେ ହାଜର ପାଇଁ ସମନ#RanbirKapoor#EDpic.twitter.com/yUc6tvCUyx— ଓଟିଭି (@otvkhabar) October 4, 2023
ଇଡି ଅନୁସନ୍ଧାନରୁ ଏହା ମଧ୍ୟ ଜଣାପଡିଛି ଶେୟାର ବଜାରରେ ବେଟିଂ ଟଙ୍କା ବ୍ୟବହାର କରାଯାଇଥିଲା । ଏହି ଅନଲାଇନ ବେଟିଂ ଆପ୍ ଯୋଗୁଁ, ଆହୁରି ମଧ୍ୟ ଅନେକ ବଲିଉଡ୍ ତାରକା ଇଡି ରାଡାରରେ ଥିବା ଜଣାପଡିଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)