• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Chandrayaan 3
ଚନ୍ଦ୍ରପୃଷ୍ଠରେ କ’ଣ କରିବ ଚନ୍ଦ୍ରଯାନ ?

ଚନ୍ଦ୍ରର ଭୂଚଳନ, ଆଭ୍ୟନ୍ତରୀଣର ଗଠନ ସଂପର୍କରେ ତଥ୍ୟ ସଂଗ୍ରହ । ପ୍ଲାଜମାର ସାନ୍ଦ୍ରତା, ତାପମାତ୍ରା ମାପିବ ପ୍ରଜ୍ଞାନ ।

Dwarka Expressway
ଆଧୁନିକ ଇଞ୍ଜିନିୟରିଂର ଚମତ୍କାରିତା,ଖୁବଶୀଘ୍ର ଲୋକାର୍ପିତ ହେବ ଦ୍ୱାରକା ଏକ୍ସପ୍ରେସ ୱେ

ଭାରତର ପ୍ରଥମ ଏଲିଭେଟେଡ୍ ଏକ୍ସପ୍ରେସ ୱେ । ୪ସ୍ତରୀୟ ଏକ୍ସପ୍ରେସ ୱେ, କ୍ଲୋଭରଲିଫ୍ ଇଣ୍ଟରଚେଞ୍ଜ ।

Gold Rs 21 Lakh Concealed With Rhodium Coated Hair Clip Seized At Hyderabad Airport
ମାନିବାକୁ ପଡ଼ିବ ଏମିତି ବୁଦ୍ଧି ! ହେୟାର କ୍ଲିପ୍‌ରେ ଲୁଚାଇ ନେଉଥିଲେ ସୁନା, ଏୟାରପୋର୍ଟରେ ଧରାପଡ଼ିଲେ...

ହେୟାର କ୍ଲିପ୍‌କୁ ରୋଡିୟମ୍‌ କୋଟିଂ କରି ସୁନା ଲୁଚାଇ ନେବାବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଏହାବ୍ୟତୀତ ତାଙ୍କ ଲଗେଜ୍‌ରୁ ଅନ୍ୟାନ୍ୟ ଅଳଙ୍କାର ଯଥା ମୁଦି, ଚୁଡ଼ି ମଧ୍ୟ ମିଳିଛି।

Minor Girl Rape Case
ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ

ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ । ସ୍ନେହ, ଶ୍ରଦ୍ଧା, ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଯାହା ଘଟିଯାଇଛି, କେହି ସ୍ୱପ୍ନରେ ଭାବିନଥିବେ..

Chandrayaan-3
ବୁଧବାର ସଂଜରେ 'ଚନ୍ଦ୍ରୟାନ' ମୁହୂର୍ତ୍ତ, ସାରା ଦେଶରେ ଉତ୍କଣ୍ଠା

ସାରା ଦେଶର ଅପେକ୍ଷା ବୁଧବାର ସନ୍ଧ୍ୟାକୁ । ଅଗଷ୍ଟ ୨୩ ସନ୍ଧ୍ୟା ୫ଟା ୪୫ରେ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ । ସାରା ଦେଶରେ ବଢୁଛି ଉତ୍କଣ୍ଠା..

Minor Girl Rape Case
ଅଙ୍କଲ୍‌ ପାଲଟିଲା ରାକ୍ଷାସ; ଲଗାତାର ୩ ବର୍ଷ କରୁଥିଲା ଦୁଷ୍କର୍ମ

ରାଜଧାନୀ ଦିଲ୍ଲୀରେ ଲୋମଟାଙ୍କୁରା କାଣ୍ଡ..ସ୍ନେହ, ଶ୍ରଦ୍ଧା ଆଉ ବିଶ୍ୱାସରେ ଅଙ୍କଲ୍ ଡାକୁଥିବା ଝିଅ ସହ ଆଜି ଯାହା ଘଟିଯାଇଛି, ନା କେହି କଳନା କରିଥିବେ ନା କେହି ସ୍ୱପ୍ନରେ ଭାବିଥିବେ ।

Chandrayaan-3
ଦିନକ ପରେ ଭାରତର 'ଚନ୍ଦ୍ରୟାନ' ମୁହୂର୍ତ୍ତ; ନୂଆ ସାଥୀ ସାଜିଲା 'ଚନ୍ଦ୍ରୟାନ-୨'ର ଅର୍ବିଟର

ଉତ୍ସାହ..ଉତ୍କଣ୍ଠା..ଉତ୍ସୁକତା..ସାରା ଦେଶର ଅପେକ୍ଷା ବୁଧବାର ସନ୍ଧ୍ୟା ୬ଟା ୪ ବେଳର ଚନ୍ଦ୍ରୟାନ ମୁହୂର୍ତ୍ତକୁ । ତେଣେ ଜହ୍ନ ରାଇଜରେ ବି ଦକ୍ଷିଣ ମେରୁ ବିଜୟ ପାଇଁ ପାଗ ଭିଡ଼ି ସାରିଲାଣି ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର୍ ।

Man takes loan of rs 2-7 lakh to fill potholes in the road
ଆଖି ବୁଝିଦେଲେ ସରକାର: ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ ଯୁବକ

ସରକାରଙ୍କୁ ବାରମ୍ବାର ଅନୁରୋଧ ପରେ ବି ହେଲାନି ରାସ୍ତା କାମ। ରାସ୍ତାରେ ହୋଇଥିବା ଖାଲ ଅନେକ ଜୀବନକୁ ବିପଦରେ ପକେଇଲା। ଅତିଷ୍ଠ ହୋଇ ଯୁବକ ରାସ୍ତା ମରାମତି କରିବାକୁ ୨.୭ ଲକ୍ଷ ଟଙ୍କା ଋଣ କଲେ।

Bihar Story
ସରିଥିଲା ଝିଅର ଶବସତ୍କାର; ହଠାତ୍‌ ଆସିଲା କଲ୍‌...ବାପା ମୁଁ ବଞ୍ଚିଛି, ଶାଶୂଘରେ ଅଛି

ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଚିହ୍ନଟ କରିବା ସହ ଶବଟିକୁ ସତ୍କାର କରିଥିଲେ । ହେଲେ ପରେ ପରେ ଶୁଦ୍ଧକ୍ରିୟା ସମୟରେ ଜୀବିତ ଥିବା ଝିଅର କଲ୍‌ ଆସିଥିଲା ।

German Embassy India
ରାସ୍ତାକଡ଼ରୁ ପରିବା କିଣି UPIରେ ପେମେଣ୍ଟ କଲେ ଜର୍ମାନୀ ମନ୍ତ୍ରୀ, ଭାରତର ଡିଜିଟାଲ ଭିତ୍ତିଭୂମି ଦେଖି ପ୍ରଶଂସାରେ ଶତମୁଖ

ପରିବା କିଣିଲେ ଜର୍ମାନୀ ମନ୍ତ୍ରୀ ଭଲକର୍ ଉଇସିଂ । ୟୁପିଆଇରେ ଦେଲେ ଟଙ୍କା । ବ୍ୟବସ୍ଥାର ପ୍ରଶଂସା କଲେ । କହିଲେ, ଭାରତର ସଫଳତାର କାହାଣୀ..

  • Monday, 21 August 2023
  • UPI
Chhattisgarh CM Bhupesh Baghel
ଚାଲିଥିଲା ପ୍ରେସ୍‌ କନ୍‌ଫରେନ୍ସ; ମୁଖ୍ୟମନ୍ତ୍ରୀଙ୍କ ପାଦ ତଳେ ପଶିଗଲା ସାପ

ଗତ ରବିବାର ଦିନ ଘଟିଥିବା ଏହି ଦୁର୍ଘଟଣାକୁ ନେଇ ସୁରକ୍ଷା ଉପରେ ପ୍ରଶ୍ନ ଉଠିଥିଲା । ହେଲେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଘଟଣାକୁ ଅତି ସାଧାରଣ ଭାବେ ନେବା ସହିତ ସେହି ସମୟରେ ଖୁବ୍‌ ହସିଛନ୍ତି ।

Uttarakhand bus accident
ଗଭୀର ଖାଇକୁ ଖସିଲା ବସ୍; ୮ ମୃତ, ୨୭ ଆହତ

ଆହତଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସଟିରେ ଗୁଜରାଟର ଯାତ୍ରୀମାନେ ଥିବା ସୂଚନା ମିଳିଛି । ବସରେ ପ୍ରାୟ ୩୫ ଜଣ ଯାତ୍ରୀ ଥିଲେ ।

Chandrayaan-3
କାଉଣ୍ଟଡାଉନ୍ ଆରମ୍ଭ; ଆସନ୍ତା ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରୟାନ

ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ୪ ମିନିଟ୍ । ଚନ୍ଦ୍ରୟାନ-ଥ୍ରୀ ମିଶନ୍ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ବୁଧବାର ସନ୍ଧ୍ୟା ଠିକ୍ ୬ଟା ୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରୟାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ପାଦ ଥାପି, ଇତିହାସ ରଚିବ ଭାରତ ।

Chandrayaan-3
କାଉଣ୍ଟଡାଉନ୍ ଆରମ୍ଭ; ଆସନ୍ତା ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇବ ଚନ୍ଦ୍ରୟାନ

ଅଗଷ୍ଟ ୨୩, ସନ୍ଧ୍ୟା ୬ଟା ୪ ମିନିଟ୍ । ଚନ୍ଦ୍ରୟାନ-ଥ୍ରୀ ମିଶନ୍ ପାଇଁ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ । ବୁଧବାର ସନ୍ଧ୍ୟା ଠିକ୍ ୬ଟା ୪ରେ ଚନ୍ଦ୍ରପୃଷ୍ଠକୁ ଛୁଇଁବ ଚନ୍ଦ୍ରୟାନ । ଚନ୍ଦ୍ରର ଦକ୍ଷିଣ ମେରୁରେ ପ୍ରଥମ ଦେଶ ଭାବେ ପାଦ ଥାପି, ଇତିହାସ ରଚିବ ଭାରତ ।

Vande Bharat
ଝଟକୁଛି ବନ୍ଦେ ଭାରତ ଏକ୍ସପ୍ରେସ୍‌ ! ନୂଆ ରୂପକୁ ପସନ୍ଦ କରୁଛନ୍ତି ଦର୍ଶକ

ପୂର୍ବରୁ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଧଳାରଙ୍ଗରେ ଦେଖିବାକୁ ମିଳୁଥିଲା । ଧଳା ରଙ୍ଗ ସହ ସବୁଜ ରଙ୍ଗରେ ନଜର ଆସୁଥିଲା ବନ୍ଦେ ଭାରତ । ହେଲେ ବର୍ତ୍ତମାନ ଏହାର ରଙ୍ଗରେ ପରିବର୍ତ୍ତନ କରାଯାଇଛି ।

 Chandrayaan-3
ଚନ୍ଦ୍ର ପାଖାପାଖି ଚନ୍ଦ୍ରଯାନ-୩, ଆସନ୍ତା ୨୩ ତାରିଖ ଏହି ସମୟରେ ଲ୍ୟାଣ୍ଡିଂ

ଅପରାହ୍ମ ୫ଟା ୪୫ରୁ ଅବତରଣ ପ୍ରକ୍ରିୟା ଆରମ୍ଭ । ସଫଳ ହେଲା ଚନ୍ଦ୍ରଯାନ-୩ ର ଦ୍ୱିତୀୟ ଡିବୁଷ୍ଟିଂ ।

Delhi Officer Raped Friend Teen Daughter
ମାସ ମାସ ଧରି ନାବାଳିକାକୁ ଦୁଷ୍କର୍ମ କରୁଥିଲେ ଏହି ଅଫିସର, ସାଥ୍‌ ଦେଉଥିଲେ ପତ୍ନୀ...

ଜଣେ ସରକାରୀ ଅଧିକାରୀ ନିଜ ସାଙ୍ଗଙ୍କ ୧୪ ବର୍ଷୀୟା ଝିଅକୁ ମାସ ମାସ ଧରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଖାଲି ଏତିକି ନୁହେଁ ନାବାଳିକା ଜଣକ ଯେତେବେଳେ ଗର୍ଭବତୀ ହୋଇଥିଲେ, ଏହି ସମୟରେ ସମ୍ପୃକ୍ତ ଅଫିସରଙ୍କ ପତ୍ନୀ ମେଡିସିନ୍‌ ଦେଇ ନାବାଳିକାଙ୍କ ଗର୍ଭପାତ କରାଇଥିଲେ।

Pradhan Mantri Sangrahalaya
ଆସ ବୁଲିଯିବା ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ,ଏକାଠି ହୋଇଛି ଗଣତନ୍ତ୍ରର ଐତିହ୍ୟ ଓ ଆଧୁନିକତା

ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ସହ ସମ୍ବିଧାନ କିପରି ପ୍ରଣୟନ ହୋଇଥିଲା ତା ମଧ୍ୟ ଲିପିବଦ୍ଧ ହୋଇଛି ଏଠାରେ ।

  • Sunday, 20 August 2023
Rahul Gandhi
ଲଦାଖରେ ଚୀନର ସୀମା ଅତିକ୍ରମଣ ପ୍ରସଙ୍ଗ : କେନ୍ଦ୍ର ସରକାରଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ୍

ରାହୁଲ ସୀମା ନେଇ ମନ୍ତବ୍ୟ ଦେବା ପରେ ଏହାକୁ ନାପସନ୍ଦ କରିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ

Vikram lander completes final deboosting, all eyes on Aug 23 landing
ଜହ୍ନଠୁ ୨୫ କି.ମି. ଦୂରରେ ଚନ୍ଦ୍ରୟାନ-୩, ଅଗଷ୍ଟ ୨୩ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଲାଣ୍ଡର...

ଇସ୍ରୋର ମୁନ୍ ମିଶନରେ ଆଉ ପାଦେ ଆଗେଇଲା ଚନ୍ଦ୍ରୟାନ-୩। ଚନ୍ଦ୍ରର ଆହୁରି ନିକଟତର ହୋଇଛି ଲାଣ୍ଡର।

SC ON SM
ସାବଧାନ ସୋସିଆଲ ମିଡ଼ିଆ ୟୁଜର୍ସ ! ଭୁଲରେ ବି ଯଦି ଏମିତି ହୁଏ କାଟିବାକୁ ପଡିବ କୋର୍ଟର ଚକ୍କର

ବର୍ତ୍ତମାନ ସମୟରେ ଯୁବପିଢ଼ି ସୋସିଆଲ ମିଡିଆରେ ନିଜକୁ ଏମିତି ହଜେଇ ଦେଉଛନ୍ତି ଯେ ଭୁଲ୍‌ ଠିକ୍‌ର ବିଚାର କରିପାରୁନାହାନ୍ତି ।

Army vehicle falls into gorge
ଗଭୀର ଖାଲରେ ଗଳିପଡ଼ିଲା ସେନାର ଗାଡ଼ି, ୯ ଯବାନ ସହିଦ

ଦୁର୍ଘଟଣାରେ ୯ ଜଣ ଯବାନ ସହିଦ୍ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। 

Govt imposes 40% export duty on onion to devlop local supplies
ପିଆଜ ରପ୍ତାନୀରେ ରୋକ୍ ଲଗାଇବାକୁ ବ୍ୟବସ୍ଥା କଲେ ସରକାର

ବଜାରରେ ଏବେ ପିଆଜ କିଲୋ ପ୍ରତି ୩୦ରୁ ୩୫ ଟଙ୍କାରେ ବିକ୍ରି ହେଉଥିବା ବେଳେ ସେପ୍ଟେମ୍ବରରେ ତାହା ଦୁଇ ଗୁଣା ଅର୍ଥାତ୍ ୫୫ରୁ ୬୦ ଟଙ୍କାରେ ବିକ୍ରି ହେବା ଆଶଙ୍କା ରହିଛି।

Surgery
ଜୋର୍‌ରେ ପେଟ କାଟିଲା, ରକ୍ତ ବାନ୍ତି ହେଲା; ପେଟରୁ ବାହାରିଲା ବ୍ଲେଡ୍‌, ସେଫ୍ଟି ପିନ୍‌ ଓ କ୍ଲିପ୍‌

୨୦ ବର୍ଷର ଯୁବକଙ୍କ ପେଟରେ ରହିଥିଲା ବ୍ଲେଡ୍‌, ସେଫ୍ଟି ପିନ୍‌ ଓ କ୍ଲିପ୍‌ । ପେଟରେ ଭିଷଣ ଯନ୍ତ୍ରଣା ହେବାରୁ ଡାକ୍ତର କହିଲେ ତୁରନ୍ତ ଅପରେସନ୍‌ ଦରକାର । ତା’ପରେ..

India's First Long-Range Revolver
ଭାରତର ପ୍ରଥମ ଦୂର ବାଟକୁ ଭେଦ କରୁଥିବା ରିଭଲବର୍‌ 'ପ୍ରବଳ'

'ପ୍ରବଳ' ହେଉଛି ପ୍ରଥମ ରିଭଲବର୍‌ ଯାହା ସାଇଡ୍‌ ସୁଇଙ୍ଗ୍‌ ସିଲିଣ୍ଡର, ଯାହା ଦ୍ୱାରା ଟ୍ରିଗର୍‌କୁ ମାରିବା ପାଇଁ ସହଜ ହୋଇଥାଏ।