• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Narendra Modi
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷୀ ବାନ୍ଧିଲେ କୁନି କୁନି ପିଲା

ଭଉଣୀର ସୁଖରେ ସୁଖୀ ଓ ଦୁଃଖରେ ଦୁଃଖୀ ହୁଏ ଭାଇ। ଏ ଏମିତିକା ସମ୍ପର୍କ ଯାହା ଦୁନିଆର ସବୁଠୁ ପବିତ୍ର, ଅତୁଟ ଏବଂ ସୁରକ୍ଷିତ।

Sun Mission, Aditya L1
Sun Mission: ଆସିଲା ରକେଟ୍ ଫଟୋ, ଏହି ରକେଟ୍‌ରେ ସୂର୍ଯ୍ୟକୁ ଯିବ ଆଦିତ୍ୟ L1

ଚନ୍ଦ୍ରୟାନ-ଥ୍ରୀ ଠାରୁ ଏହା ୪ ଗୁଣା ଅଧିକ ଦୂରତା ଅତିକ୍ରମ କରିବ। ତେଣୁ ଏହି ମିଶନରେ ଚ୍ୟାଲେଞ୍ଜ ଯେତିକି ଉତ୍କଣ୍ଠା ବି ସେତିକି ରହିଛି।

Fire Mishap In Pune
କି ଦୁଖଃ ! ହାର୍ଡଓୟାର ଦୋକାନରେ ଲାଗିଲା ନିଆଁ, ପାଖରେ ରହୁଥିବା ପରିବାର ଜୀବନ୍ତ ଦଗ୍ଧ

ପୂର୍ଣ୍ଣନଗର ଅଞ୍ଚଳରେ ଏକ ଇଲେକ୍ଟ୍ରିକ ହାର୍ଡଓୟାର ଦୋକାନକୁ ଲାଗି ଚିନାରାମଙ୍କ ପରିବାର ଲୋକେ ରହୁଥିଲେ ।

Pragyan Rover clicked an image of Vikram Lander
ଚନ୍ଦ୍ରପୃଷ୍ଠରୁ ଆସିଲା ‘ବିକ୍ରମ’ ଫଟୋ, ପ୍ରଥମଥର ଲ୍ୟାଣ୍ଡର ଫଟୋ ପଠାଇଲା ରୋଭର...

ଚନ୍ଦ୍ରପୃଷ୍ଠରେ ପ୍ରଥମଥର ପାଇଁ ଲ୍ୟାଣ୍ଡରର ଫଟୋ ଉଠାଇଛି ରୋଭର। ଅବତରଣ ପରେ ପ୍ରତିଥର ରୋଭର ପ୍ରଜ୍ଞାନର ଚିତ୍ର ଲ୍ୟାଣ୍ଡର ପଠାଉଥିବାବେଳେ ଏଥର କିନ୍ତୁ ଲ୍ୟାଣ୍ଡରର ଫଟୋ ପଠାଇଛି ରୋଭର।

7 Killed In Road Accident In Bihar
ଡ୍ରାଇଭରଙ୍କ ଆଖି ଲାଗିଯିବାରୁ ଭୟଙ୍କର ଦୁର୍ଘଟଣା, ଗୋଟିଏ ପରିବାରର ଚାଲିଗଲା ୭ ଜୀବନ

ଭାରସାମ୍ୟ ହରାଇ କଣ୍ଟେନର ସହ ଧକ୍କା ହୋଇ ଗାଡ଼ି ତଳେ ଚାପି ହୋଇଗଲା ସ୍କର୍ପିଓ। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି।

LPG Gas Cylinder Prices Slashed By Rs 200
ଜନତାଙ୍କୁ ବଡ଼ ଆଶ୍ୱସ୍ତି: ୨୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର ଦର, ଆଜିଠୁ ନୂଆ ଦର ଲାଗୁ...

ଘରୋଇ LPG ଗ୍ୟାସ୍‌ ସିଲିଣ୍ଡର ଦର ୨୦୦ ଟଙ୍କା ହ୍ରାସ କରିଛନ୍ତି କେନ୍ଦ୍ର ସରକାର। ଆଜିଠାରୁ ଏହି ନୂତନ ପରିବର୍ତ୍ତିତ ଦର ଲାଗୁ ହେବ।

LPG Gas Cylinder
କମିଲା ଗ୍ୟାସ୍‌ ଦର ! ଘରୋଇ LPG ସିଲିଣ୍ଡର ପିଛା ୨୦୦ ଟଙ୍କା

ଉଜ୍ବଳା ଯୋଜନାରେ ଯୋଡ଼ି ହେବେ ୭୫ ଲକ୍ଷ ନୂଆ ଉପଭୋକ୍ତା । କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଗୃହିଣୀ ଖୁସ୍ ।

Chandrayaan 3
ବଡ଼ ତଥ୍ୟ ଦେଇଛି ରୋଭର, ଚନ୍ଦ୍ରରେ ରହିଛି ଆଲୁମିନିୟମ୍-କ୍ୟାଲସିୟମ୍

ଇଟାନିୟମ୍, ମାଙ୍ଗାନିଜ୍ ଥିବା ସ୍ପଷ୍ଟ କଲା ରୋଭର୍‌ ।

Rajasthan Student Suicide
ବର୍ଷକରେ ୨୩ ଜଣଙ୍କ ଆତ୍ମହତ୍ୟା, ଗତ ୨୪ ଘଣ୍ଟାରେ ୨ ଜଣ ହାରିଲେଣି ଜୀବନ

ଆଗାମୀ ଦୁଇ ମାସ ଯାଏଁ କୋଚିଂ କେନ୍ଦ୍ରରେ କୌଣସି ଟେଷ୍ଟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

CHINA MAP
ପୁଣୀ ଚୀନ୍‌ର ଔଦ୍ଧତ୍ୟ ! ଭାରତର ଅରୁଣାଚଳକୁ କହିଲା ଚୀନ୍‌ ଦେଶର...

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ମିଳନୀରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଚୀନ ପୁଣି ଥରେ ନୂଆ ବିବାଦ ସୃଷ୍ଟି କରିଛି ।

Ethanol Used Vehicle
ଭାରତରେ ଲଞ୍ଚ ହେଲା ପ୍ରଥମ ଇଥାନଲ୍‌ ଚାଳିତ ଗାଡ଼ି, ଜାଣନ୍ତୁ ପୂରା ତଥ୍ୟ..

ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ସଡ଼କ ପରବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଇଥାନଲ୍‌ରେ ଚାଳିତ ଗାଡ଼ି ଲଞ୍ଚ କରିଛନ୍ତି ।

LPG gas cylinder
ରାକ୍ଷୀପୂର୍ଣ୍ଣିମା ଭେଟି : ସମସ୍ତ ଘରୋଇ ଗ୍ୟାସ୍ ସିଲିଣ୍ଡର ଉପରେ ୨୦୦ ଟଙ୍କା ସବସିଡି

ଉଜ୍ଜ୍ବଳା ଯୋଜନା ଉପଭୋକ୍ତାକୁ ମିଳିବ ମୋଟ ୪ଶହ ଟଙ୍କା ସବ୍ ସିଡି। ପୂର୍ବରୁ ମିଳୁଥିବା ୨୦୦ ଏବଂ ଏବେର ୨୦୦ ମିଶାଇ ମୋଟ ୪୦୦ ଟଙ୍କା ସବସିଡି ନେଇ କେନ୍ଦ୍ର କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି।

Mamata Banerjee
ଇନ୍ଦିରା ଗାନ୍ଧୀଙ୍କୁ ଚନ୍ଦ୍ରକୁ ପଠାଇଲେ ଦିଦି, ମମତାଙ୍କ ଆଉ ଏକ ଭିଡିଓ ଭାଇରାଲ

ପ୍ରଥମେ ରାକେଶ ରୋଶନ, ଆଉ ଏବେ ଇନ୍ଦିରା ଗାନ୍ଧୀଙ୍କୁ ଚନ୍ଦ୍ରକୁ ପଠାଇଲେ ମମତା

Jio AirFiber To Launch On Ganesh Chaturthi
ଗଣେଶ ପୂଜାରେ ଲଞ୍ଚ୍‌ ହେବ ଜିଓ ଏୟାରଫାଇବର

ସେପ୍ଟମ୍ବର ୧୯ ତାରିଖ ଅର୍ଥାତ୍‌ ଗଣେଶ ପୂଜା ଦିନ ଜିଓ ଏୟାରଫାଇବର ଲଞ୍ଚ୍‌ ହେବ। ଏନେଇ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି ଘୋଷଣା କରିଛନ୍ତି।

  • Tuesday, 29 August 2023
  • Jio
Bihar woman sells daughter
ଝିଅକୁ ବିକ୍ରିକଲା, ପୁଅକୁ ହଷ୍ଟେଲରେ ଛାଡ଼ିଲା, ପରେ ପ୍ରେମିକ ସହ ଫେରାର ମାରିଲା ମା’

ମହିଳା ଜଣକ ଅନ୍ୟ ଜଣେ ପୁରୁଷଙ୍କ ସହ ସମ୍ପର୍କ ରଖିଥିଲେ । ହେଲେ ପୁରୁଷ ଜଣକ ମହିଳାଙ୍କ ପିଲା ଦୁଇଟିକୁ ଗ୍ରହଣ କରିବାକୁ ମନା କରିଥିଲେ ।

  • Tuesday, 29 August 2023
  • Lover
NCERT
NCERT ସପ୍ତମ ଶ୍ରେଣୀ ଇଂରାଜୀ ବହିରେ ଜାତୀୟ ଯୁଦ୍ଧ ସ୍ମାରକୀ ସ୍ଥଳ

ଯେଉଁଥିରୁ ସ୍ୱାଧିନତା ପରେ ଭାରତୀୟ ସେନା ବୀର ଓ ସାହସୀ ଯୋଦ୍ଧାଙ୍କ ବଳିଦାନ ସମ୍ପର୍କରେ ପିଲାଏ ଅବଗତ ହୋଇପାରିବେ।

  • Monday, 28 August 2023
  • NCERT
AIIMS DOCTOR
ଫ୍ଲାଇଟ୍‌ରେ ବନ୍ଦ ହୋଇଗଲା କୁନି ଝିଅର ହାର୍ଟ, ଜୀବନ ବଞ୍ଚାଇଦେଲେ ଡାକ୍ତର ଯାତ୍ରୀ

୫ ଜଣ ଡାକ୍ତରଙ୍କ ମଧ୍ୟରେ ଥିଲେ ଡାକ୍ତର ଦାମନଦୀପ୍ ସିଂ ଏବଂ ଡାକ୍ତର ଅଭିଚଲା ତକ୍ଷକ। ଉଭୟେ ଦିଲ୍ଲୀ ଏମ୍ସର ହୃଦରୋଗ ବିଭାଗର ଜଣେ ଜଣେ ରେଡିଓଲୋଜିଷ୍ଟ।

Niraj Chopra
ଭାରତୀୟ କ୍ରୀଡ଼ାରେ ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ, ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପରେ ସ୍ୱର୍ଣ୍ଣପଦକ

​​​​​​​ୱାର୍ଲଡ ଚାମ୍ପିୟନ୍ସର ଜାଭଲିନ୍ ଥ୍ରୋରେ ନୀରଜଙ୍କୁ ଐତିହାସିକ ସଫଳତା । ୪୦ ବର୍ଷର ରେକର୍ଡ ଭାଙ୍ଗିଲେ ଗୋଲଡେନ୍ ବୟ ନୀରଜ ଚୋପ୍ରା ।

Sun Mission
ଚନ୍ଦ୍ର ପରେ ସୂର୍ଯ୍ୟ ମୁହାଁ ଇସ୍ରୋ, ପୃଥିବୀଠୁ ୧୫ ଲକ୍ଷ କିମି ଦୂର ହାଲୋ ଅର୍ବିଟକୁ ଯିବ ଆଦିତ୍ୟ-L1

ଆସନ୍ତା ଶନିବାର ଆଦିତ୍ୟ-L1ର ହେବ ଉତକ୍ଷେପଣ । ମିଶନ୍ 'ଆଦିତ୍ୟ' ପାଇଁ ଆରମ୍ଭ ହେଲା କାଉଣ୍ଟଡାଉନ୍ ।

Rover Pragyan
ସବୁ ଜାଣିପାରୁଛି ପ୍ରଜ୍ଞାନ୍ ! ନିଜ ପାଇଁ ନିଜେ ତିଆରି କରୁଛି ସୁରକ୍ଷିତ ରାସ୍ତା

ଆଗକୁ ଭାରତ ହାତରେ ଲାଗିବ ଆହୁରି ଅନେକ ବୈଜ୍ଞାନିକ ତଥ୍ୟ, ଯାହାକି ଅନ୍ୟ କୌଣସି ଦେଶ ପାଖରେ ନାହିଁ ।

Rape-Accused Jumps 40-Foot Wall To Escape Karnataka Jail
ପୋଲିସ ଆଖିରେ ଧୂଳି ଦେଲା ! ୪୦ ଫୁଟ୍‌ ପାଚେରିରୁ ଡେଇଁ ଚମ୍ପଟ ମାରିଲା କଏଦୀ

ଜଣେ କଏଦୀ ୪୦ ଫୁଟ୍‌ର ଜେଲ୍‌ ପାଚେରି ଡେଇଁ ଖସିଯିବାକୁ ଚେଷ୍ଟା କରିଛି । ଆଉ ଖସିଯିବାରେ ସଫଳ ମଧ୍ୟ ହୋଇଛି । ପରେ ପରେ ଅଭିଯୁକ୍ତକୁ ପୋଲିସ ଧରିବା ସହ ଖୁବ୍‌ ଉତ୍ତମ ମଧ୍ୟମ ବି ଦେଇଛି ।

Aditya-L1
ସୂର୍ଯ୍ୟ ମିଶନକୁ ନେଇ ଇସ୍ରୋର ବଡ଼ ଘୋଷଣା; ଶନିବାର ଏହି ସମୟରେ ଲଞ୍ଚ ହେବ 'ଆଦିତ୍ୟ- L1'

ଅଗଷ୍ଟ ୨୬ ତାରିଖ ଦିନ ସେପ୍ଟେମ୍ବର ୨ରେ ସୂର୍ଯ୍ୟ ମିଶନ ଆଦିତ୍ୟ L-1 ଲଞ୍ଚ୍‌ ହେବାନେଇ ଘୋଷଣା କରାଯାଇଥିଲା । ହେଲେ ସମୟ ଧାର୍ଯ୍ୟ କରିନଥିଲା ଇସ୍ରୋ ।

  • Monday, 28 August 2023
  • ISRO
2 students die
ପରୀକ୍ଷା ଦେବାର କିଛି ମିନିଟ୍‌ ପରେ କୋଚିଂ ସେଣ୍ଟର ଛାତରୁ ଡେଇଁ ପଡ଼ିଲେ ଦୁଇ ଛାତ୍ର

ଉଭୟ ମୃତ ଦୁଇ ଛାତ୍ରଙ୍କ ବୟସ ୧୮ ବର୍ଷ । ମୃତଛାତ୍ରଙ୍କ ମଧ୍ୟରୁ ଜଣଙ୍କ ନାଁ ଅଭିଷ୍କର କାସଲେ ହୋଇଥିବାବେଳେ ଅନ୍ୟ ଜଣଙ୍କ ନାଁ ଆଦର୍ଶ ରାଜ୍‌ ବୋଲି ଜଣାପଡ଼ିଛି ।

  • Monday, 28 August 2023
Rozgar Mela Today
୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ; ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସରେ ନିଯୁକ୍ତି

କନଷ୍ଟେବଳ, ସବ୍-ଇନସପେକ୍ଟର ଭଳି ପଦବୀ ପୂରଣ ହେବ । ରୋଜଗାର ମେଳାର ଅଷ୍ଟମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ମିଟିଂ ମାଧ୍ୟମରେ ଉଦବୋଧନ ଦେବା ସହ ଆପଏଣ୍ଟମେଣ୍ଟ ଲେଟର ଦେଇଛନ୍ତି ।

harassing parents
ସରକାରଙ୍କ ବଡ଼ ନିଷ୍ପତ୍ତି; ଏଣିକି ବାପା-ମା’ଙ୍କ ଯତ୍ନ ନନେଲେ ଆଉ ମିଳିବନି ସମ୍ପତ୍ତି

ଏବେ ବାପା-ମା’ଙ୍କ ସେବା ନକଲେ ମିଳିବନି ସମ୍ପତ୍ତି । ଯଦି କୌଣସି ସନ୍ତାନ ତାଙ୍କ ପିତାମାତାଙ୍କୁ ହଇରାଣ କରନ୍ତି ତେବେ ସେମାନଙ୍କୁ ସମ୍ପତ୍ତି ହରାଇବାକୁ ପଡ଼ିବ ।

  • Monday, 28 August 2023