• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Green Cracker

Green Crackers
ଗ୍ରୀନ କ୍ରାକରକୁ କେମିତି ଚିହ୍ନିବେ ?

ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ୍। କେହି ପ୍ରଦୂଷଣକାରୀ ବାଣ ଫୁଟାଇ ପାରିବେନି। ବାଣ ଫୁଟାଲେ ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥାଏ । ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇଥାଏ । ସେଥିପାଇଁ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । କେବଳ ଗ୍ରୀନ୍ କ୍ରାକରକୁ ମିଳିଛି ଅନୁମତି।

Green Cracker Permission
ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ

ଦୀପାବଳିରେ ବାଣ ଫୁଟିବ ନା ନାହିଁ, ଏନେଇ ସସପେନ୍ସ ଲାଗି ରହିଥିଲା। କରୋନା ସଂକ୍ରମଣ ଓ ପ୍ରଦୂଷଣକୁ ରୋକିବା ଲାଗି ପୂର୍ବରୁ ରାଜ୍ୟ ସରକାର ବାଣ ବିକ୍ରି ଓ ଫୁଟା ଉପରେ ନିଷେଧାଦେଶ ଜାରି କରିଥିଲେ। ତେବେ ରାଜ୍ୟରେ ସବୁଜ ବାଣ ବିକ୍ରିକୁ ଅନୁମତି ଦେବା ଲାଗି ହାଇକୋର୍ଟ ଯାଇଥିଲା ବାଣ ବ୍ୟବସାୟୀ ସଂଘ।