Advertisment

ଗ୍ରୀନ କ୍ରାକରକୁ କେମିତି ଚିହ୍ନିବେ ?

ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ୍। କେହି ପ୍ରଦୂଷଣକାରୀ ବାଣ ଫୁଟାଇ ପାରିବେନି। ବାଣ ଫୁଟାଲେ ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥାଏ । ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇଥାଏ । ସେଥିପାଇଁ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । କେବଳ ଗ୍ରୀନ୍ କ୍ରାକରକୁ ମିଳିଛି ଅନୁମତି।

author-image
Kausik Mohapatra
ଅଦ୍ୟତନ ହୋଇଛି
How To Identify Green Crackers

Green Crackers

ବାଣ ଫୁଟାଇବାକୁ ନେଇ ସୁପ୍ରିମକୋର୍ଟଙ୍କ ତାଗିଦ୍। କେହି ପ୍ରଦୂଷଣକାରୀ ବାଣ ଫୁଟାଇ ପାରିବେନି। ବାଣ ଫୁଟାଲେ ଅତ୍ୟଧିକ ବାୟୁ ପ୍ରଦୂଷଣ ହୋଇଥାଏ । ଶବ୍ଦ ପ୍ରଦୂଷଣ ମଧ୍ୟ ହୋଇଥାଏ । ସେଥିପାଇଁ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । କେବଳ ଗ୍ରୀନ୍ କ୍ରାକରକୁ ମିଳିଛି ଅନୁମତି।

Advertisment

ଗ୍ରୀନ କ୍ରାକରକୁ କେମିତି ଚିହ୍ନବେ ?

ଜାଣନ୍ତୁ କ’ଣ ଗ୍ରୀନ୍ କ୍ରାକର ?

  • ଗ୍ରୀନ୍ କ୍ରାକରରେ ଏପରି ବାଣରେ ସ୍ୱଳ୍ପ ପ୍ରଦୂଷଣ ହୋଇଥାଏ
  • ଗ୍ରୀନ୍ କ୍ରାକରରେ ଆର୍ସେନିକ, ଲିଥିୟମ, ବେରିୟମ୍ ନ ଥାଏ
  • କ୍ଷତିକାରକ କେମିକାଲ ମଧ୍ୟ ନ ଥାଏ
  • ଗ୍ରୀନ୍ କ୍ରାକରରେ ଆଲୁମିନିୟମ, ଲିଡ୍ ଓ କାର୍ବନ ଥାଏ
  • ତେଣୁ ବାଣ ଫୁଟିବା ପରେ ଅଳ୍ପ ଅଙ୍ଗାରକାମ୍ଳ ବାହାରେ
  • ଗ୍ରୀନ୍ କ୍ରାକରରେ କମ୍ ଶବ୍ଦ ହୁଏ
  • ସାଧାରଣ ବାଣରେ ୧୬୦ ଡେସିବେଲର ଶବ୍ଦ ହୁଏ
  • ଗ୍ରୀନ୍ କ୍ରାକରରେ ୧୧୦ରୁ ୧୨୫ ଡେସିବେଲ ଶବ୍ଦ ହୁଏ
  • ଗ୍ରୀନ୍ କ୍ରାକର ପ୍ୟାକେଟରେ CSIR ସାର୍ଟିଫାଏଡ୍ ଗ୍ରୀନ୍ ଲୋଗୋ ଥିବ

ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିର୍ଦ୍ଦେଶ

  • ୧୨୫ ଡେସିବେଲରୁ ଅଧିକ ଶବ୍ଦର ବାଣ ଉପରେ କଟକଣା
  • ରାତି ୧୦ଟାରୁ ସକାଳ ୬ଟା ଯାଏଁ ବାଣ ଫୁଟା ଯାଇପାରିବନି
  • ଡାକ୍ତରଖାନା, ସ୍କୁଲ, କଲେଜ, କୋର୍ଟ ନିକଟରେ ବାଣ ଫୁଟା ବନ୍ଦ
  • ଧାର୍ମିକ ସ୍ଥଳର ୧୦୦ ମିଟର ପରିସୀମାରେ ବି ବାଣ ବନ୍ଦ
Advertisment
Green Cracker
Advertisment
Advertisment