କୋରାପୁଟ ଜିଲ୍ଲାରେ ମାଣ୍ଡିଆ ସଂଗ୍ରହ ନେଇ କୃଷି ବିଭାଗ ବିବାଦ ଘେରରେ ରହିଛି। କାରଣ ଜାନୁୟାରୀ ମାସରୁ ମଣ୍ଡି ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଯାଏ ଟାର୍ଗେଟର ୫୦ ପ୍ରତିଶତ ମଧ୍ୟ ସଂଗ୍ରହ ହୋଇ ପାରିନାହିଁ।
ଶୀତଦିନରେ ଅନେକ ଶାରୀରିକ ସମସ୍ୟା ଦେଖାଯାଏ। ଏଥିରୁ ମୁକ୍ତି ପାଇବା ପାଇଁ ଜୀବନଶୈଳୀକୁ ମଧ୍ୟ ପରିବର୍ତ୍ତନ କରିବାକୁ ପଡେ। ଶୀତଦିନେ ବାଜରା ରୁଟି ସ୍ୱାସ୍ଥ୍ୟ ପାଇଁ ବହୁ ଉପକାରୀ।
ନରେନ୍ଦ୍ର ମୋଦି ଏବଂ ଭାରତୀୟ-ଆମେରିକୀୟ ଗାୟକ ଫାଲୁଙ୍କ ଦ୍ୱାରା ରଚନା କରାଯାଇଥିବା ବାଜରାର ଲାଭକୁ ପରିଚିତ କରେଇବା ନେଇ ସ୍ୱତନ୍ତ୍ର ଗୀତ 'ଆବ୍ୟୁଡେନ୍ସ୍ ଇନ୍ ମିଲେଟ୍ସ୍' ଗ୍ରେମୀ ପୁରସ୍କାର ପାଇଁ ମନୋନୀତ ହୋଇଛି। ଏହି ଗୀତକୁ ସର୍ବଶ୍ରେଷ୍ଠ ଗ୍ଲୋବାଲ୍ ମ୍ୟୁଜିକ୍ ପ୍ରଦର୍ଶନ ବର୍ଗରେ ମନୋନୀତ କରାଯାଇଛି। ଅଧିକାରୀମାନେ ଶୁକ୍ରବାର ଏହି ସୂଚନା ଦେଇଛନ୍ତି।
ଦିନେ ଗରିବଙ୍କ ଭୋକ ମେଣ୍ଟାଉଥିବା ମିଲେଟ୍ ଏବେ ଧନୀଙ୍କ ସଉକ୍। ପିଜା, ମୋମୋଠୁ ଆରମ୍ଭ କରି ଦହିବରା ଏବଂ ସୁପ। ଏବେ ସବୁଠି ମାଣ୍ଡିଆର ରାଜ୍। ମୂଲ୍ୟ ନଥିବାରୁ ୯୦ ଦଶକରେ ମାଣ୍ଡିଆ ଚାଷରୁ ମୁହଁ ମୋଡ଼ି ଦେଇଥିଲେ ଚାଷୀ, ହେଲେ ଏବେ ଏହା ସେମାନଙ୍କର ଅର୍ଥକାରୀ ଫସଲ।
ଦିନେ ଗରିବ ଲୋକଙ୍କ ଖାଦ୍ୟ କହି ହସୁଥିବା ସୁଆ, କାଙ୍ଗୁ ଓ ମାଣ୍ଡିଆ ଖାଉଛନ୍ତି ଧନୀକ ବର୍ଗ । ଆଉ ଏହା ଚାଷୀଙ୍କ ପାଇଁ ହୋଇଛି ବରଦାନ । ଏସବୁ ଚାଷ କରି ଭଲ ଦି’ ପଇସା ପାଉଛି ।
ଆଉ କେବଳ ଜାଉ, ହାଲୁଆ କି କ୍ଷୀରିରେ ସୀମିତ ନାହିଁ.. ମାଣ୍ଡିଆ ମିଠା ଆଉ ଚକୋଲେଟ୍ ଥରେ ଖାଆନ୍ତୁ.. ଆପଣ ବି ମାଣ୍ଡିଆପ୍ରେମୀ ହୋଇଯିବେ.
ସଂସଦରେ ମିଲେଟ ମିଲ୍ର ସ୍ୱାଦ ଚାଖିଲେ ସାଂସଦ । ସାଂସଦ ଖାଇଲେ ମାଣ୍ଡିଆ ଓ ବାଜରା ପ୍ରସ୍ତୁତ ଖାଦ୍ୟ ।