Advertisment

କିଛିଦିନର ନିରବତା ପରେ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ସାମ୍ବା ସେକ୍ଟରର ରାମଗଡ଼ ଓ ଆର୍ନିଆ ଉପରେ ରାତି ଅଧରେ ପ୍ରବଳ ଗୁଳି ଗୋଳା ମାଡ଼ କରିଛି ପାକ୍ ସେନା।

author-image
Kausik Mohapatra
ଅଦ୍ୟତନ ହୋଇଛି
Pakisthan

Pakisthan

ପାକିସ୍ତାନର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ। ଜାମ୍ମୁ କାଶ୍ମୀର ସାମ୍ବା ସେକ୍ଟରର ରାମଗଡ଼ ଓ ଆର୍ନିଆ ଉପରେ ରାତି ଅଧରେ ପ୍ରବଳ ଗୁଳି ଗୋଳା ମାଡ଼ କରିଛି ପାକ୍ ସେନା। ବିଳମ୍ବିତ ରାତି ପ୍ରାୟ ୨ଟାରୁ ୩ଟା ମଧ୍ୟରେ ଏଭଳି ଗୁଳିମାଡ ହୋଇଥଲା।

Advertisment

ପ୍ରାୟ ୪-୫ ବର୍ଷ ପରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇ ଗୁଳିମାଡ ହୋଇଥିବା ସ୍ଥାନୀୟ ଲୋକମାନେ କହିଛନ୍ତି । ଗୁଳିମାଡରେ ଜଣେ BSF ଯବାନ ଆହତ ହୋଇଥିବା ସୂଚନା ମିଳିଛି ।

ଆହତ ଯବାନଙ୍କୁ ପ୍ରଥମେ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ମିଲିଟାରୀ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।

Advertisment
BSF
Advertisment
Advertisment