କିଏ ବା ଜାଣିଥିଲା ଦଇବର ବିଚିତ୍ର ଲୀଳାକୁ । କିଏ ବା ଭାବିଥିଲା ଆଲୋକର ପର୍ବ ଦୀପାବଳି ପାଇଁ ଖୁସିରେ ଘରକୁ ଫେରୁଥିବା ମଣିଷଙ୍କ ସହ ଘଟିଯିବ ଏଭଳି ଅଘଟଣ ।
ବସଟି କୋଲକାତାର ବାବୁଘାଟ ବସଷ୍ଟାଣ୍ଡରୁ ଆସୁଥିଲା । ତେବେ ଖଡ଼ଗପୁର ଅଞ୍ଚଳରେ ବସରେ ହଠାତ୍ ନିଆଁ ଲାଗିଯାଇଥିବା କୁହାଯାଉଛି ।