ଆରମ୍ଭ ହେଉଛି ପ୍ରୋଜେକ୍ଟ ଉଦଭବ । ଭାରତର ପ୍ରାଚୀନ ଗ୍ରନ୍ଥ ଓ ପୁରାଣ ପଢ଼ିବେ ସେନା ଅଧିକାରୀ ।
ଅକ୍ଟୋବର ୧ ରୁ ଏହି ନୂଆ ନିୟମ ଲାଗୁ କରାଯିବ । ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଦିଲ୍ଲୀ କଣ୍ଟ୍ ଷ୍ଟେସନ୍ରେ ଏହାର ଶୁଭାରମ୍ଭ ହେବ ।
ପୋଲିସ ଅଭିଯୁକ୍ତମାନଙ୍କୁ ଧରିବାକୁ ପ୍ରାୟ ୫ହଜାର ମୋବାଇଲ୍ ନମ୍ବରରୁ ସେମାନଙ୍କ ନମ୍ବର ଖୋଜିଥିଲା । ତା’ପରେ ସେମାନଙ୍କ ନମ୍ବର ଖୋଜିବା ସହ ତା’କୁ ଟ୍ରାକ୍ କରି ସେମାନଙ୍କ ନିକଟରେ ପହଞ୍ଚିଥିଲା ।
ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ ବି କରାଯାଇଥିଲା ।
ଏହି ହେଲିକପ୍ଟରଗୁଡ଼ିକ ଦୁନିଆର ସବୁଠାରୁ ଖରାପ ପାଣିପାଗସ୍ଥିତିରେ ଏହାକୁ ପରୀକ୍ଷା କରାଯାଇଛି । ସଫଳ ପରୀକ୍ଷଣ ପରେ ଭାରତୀୟ ବାୟୁସେନା ଓ ଭାରତୀୟ ସେନା ଗତ ୧୫ ମାସ ମଧ୍ୟରେ ୧୫ଟି ହେଲିକପ୍ଟରକୁ ଆଣିସାରିଛନ୍ତି ।
ଅଡି କାର୍ରେ ଆସି ପରିବା ବିକ୍ରି କରୁଛନ୍ତି ଚାଷୀ। ଏମିତି ଜଣେ ଚାଷୀଙ୍କୁ ନେଇ ସୋସିଆଲ୍ ମିଡିଆରେ ବେଶ୍ ଚର୍ଚ୍ଚା। ଭିଡିଓ ମଧ୍ୟ ଭାଇରାଲ୍ ହେବାରେ ଲାଗିଛି।
ପୂର୍ବରୁ ଆମର ଅନେକ ପ୍ରତ୍ୟର୍ପଣ ଅନୁରୋଧ କାନାଡା ପ୍ରତ୍ୟାଖ୍ୟାନ କରିଛି । ହରଦୀପ ନିଜ୍ଜର ହତ୍ୟା ଓ କାନାଡାର ଅଭିଯୋଗକୁ ନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର।
ଦୁର୍ଘଟଣାରେ ଚାଲିଗଲା ଜୀବନ । ଡାକ୍ତର କହିଲେ ଦାନ କରିଦିଅ ସବୁ ଅଙ୍ଗପ୍ରତ୍ୟଙ୍ଗ...ରାଜି ହେଲେ ପରିବାର ଲୋକ । ସାମିଲ ହେଲେ ମୁଖ୍ୟମନ୍ତ୍ରୀ..ଯୋଗାଇ ଦେଲେ ଦୁଇ ହେଲିକପ୍ଟର, କରିଦେଲେ ଗ୍ରୀନ କରିଡର । ସାଏଁ ସାଏଁ ମାଡିଚାଲିଥିଲା ଗାଡ଼ି, ବଞ୍ଚିଗଲା ୫ ଜଣଙ୍କ ଜୀବନ
ତାମିଲନାଡୁ ଓ କର୍ଣ୍ଣାଟକ ମଧ୍ୟରେ ବିବାଦ.. କଣ ରହିଛି ରାଜନୈତିକ ଓ ନ୍ୟାୟିକ ବିକଳ୍ପ
ଧ୍ୟାନ ଦିଅନ୍ତୁ ଆପଣ...କାଲିଠୁ ଆଉ କେଉଁଠି ବି ଚଳିବନି ୨ ହଜାର ଟଙ୍କିଆ ନୋଟ୍ । ବ୍ୟାଙ୍କରେ ଫେରସ୍ତ କରିବାର ସମୟ ଥିଲା ସେପ୍ଟମ୍ବର ୩୦
ଗତବର୍ଷ ୧୨୧ ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୧୨୭ଟି ବାଘଙ୍କ ମୃତ୍ୟୁ ହୋଇଥିଲା ।
ରାଷ୍ଟ୍ରପତିଙ୍କ ମଞ୍ଜୁରି ପରେ ଆଇନ୍ରେ ପରିଣତ ହୋଇଛି ଏହି ବିଲ୍। ଏହି ବିଲ ଆଇନରେ ପରିଣତ ହେବା ପରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ।
ମେନକା ଗାନ୍ଧିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଇସ୍କନ୍ ଗାଈମାନଙ୍କୁ କଂସେଇଙ୍କୁ ବିକ୍ରି କରୁଥିବା ଭଳି ସଂଗୀନ ଅଭିଯୋଗ କରିଥିଲେ । ଭିଡିଓରେ ସେ କହିଥିଲେ କି ଏବେ ଦେଶର ସବୁଠୁ ବଡ଼ ଠକ ସଂସ୍ଥା ହେଉଛି ଇସ୍କନ୍ । ଗୋ ଶାଳ ପ୍ରତିଷ୍ଠା କରିଥାଏ ଇସ୍କନ୍ ।
ବିମାନ ବନ୍ଦରରେ ବିକ୍ଷୋଭ ଓ ଅନ୍ୟ ଗାଡ଼ି ମଟର ଚଳାଚଳ ଉପରେ କଟକଣା ଲାଗିଥିବାରୁ ଏୟାରପୋର୍ଟକୁ ପହଞ୍ଚି ପାରୁନାହାନ୍ତି ଯାତ୍ରୀ ।
୮ ସ୍ୱର୍ଣ୍ଣ, ୧୧ ରୌପ୍ୟ, ୧୧ ବ୍ରୋଞ୍ଜ ସହ ଭାରତକୁ ୩୦ ପଦକ । ୩୦ ପଦକ ସହ ତାଲିକାର ଚତୁର୍ଥ ସ୍ଥାନରେ ଭାରତ ।
କମ୍ ବୟସରେ କାହିଁକି ହୃଦଘାତ ? ସୁରତର ଏକ ଘରୋଇ ସ୍କୁଲର ଅଘଟଣ ।
ଏସୀୟ କ୍ରୀଡ଼ା ସୁଟିଂରେ ପୁଣି ଭାରତକୁ ସ୍ୱର୍ଣ୍ଣ ପଦକ । ପୁରୁଷ ୧୦ ମିଟର ଏୟାର ପିସ୍ତଲ ଟିମ୍ ଇଭେଣ୍ଟରେ ସ୍ୱର୍ଣ୍ଣ ।
ସବୁପ୍ରସଙ୍ଗରେ ଆନ୍ନମଲାଇଙ୍କ ସ୍ପଷ୍ଟବାଦିତା ଭୋଟରଙ୍କୁ ପସନ୍ଦ ଆସୁଛି।
ଖବର ପାଇ ପୋଲିସ ଯେତେବେଳେ ଉକ୍ତ ନାବାଳିକାକୁ ଉଦ୍ଧାର କଲା, ସେତେବେଳେ ପୁରା ଘଟଣା ସାମ୍ନାକୁ ଆସିଲା ।
ମାତା ଶାରଦାଙ୍କୁ ଅନୁରୋଧ କରୁଛି କି, କୁହୁଙ୍କୁ ଭଲ ବୁଦ୍ଧି ଓ ଜ୍ଞାନ ପ୍ରଦାନ କରନ୍ତୁ । ତାଙ୍କୁ ବିଶ୍ୱର ମାନବ କଲ୍ୟାଣ ପାଇଁ ସେ କାମ କରନ୍ତୁ ।
ଗୁଗୁଲ ଦୁଇ ପ୍ରକାର ଆଲର୍ଟ କରିଥାଏ । ଗୋଟିଏ ହେଲା, ସାବାଧାନ ରୁହ ଓ ଅନ୍ୟଟି ଆକ୍ସନ ନିଅ ।
ମିଳିଥିବା ସୂଚନା ଅନୁସାରେ ଏହି ଜାହାଜ ଭାରତ ମହାସାଗରର ମଧ୍ୟ ଭାଗରେ ୯୦ ଡିଗ୍ରୀ ପୂର୍ବ ଦ୍ରାଘିମା ଉପରେ ଅଛି ଏବଂ ଲଗାତର ଭାବେ ଏହା ଶ୍ରୀଲଙ୍କା ଆଡ଼କୁ ଗତି କରୁଛି । ୨୦୧୯ରୁ ପ୍ରାୟ ୪୮ ଚୀନ୍ ବୈଜ୍ଞାନିକ ଏକ ଗୁପ୍ତଚର ଜାହାଜ ଭାରତ ମହାସାଗରରେ ନିୟୋଜିତ ହୋଇଛି ।
ଏଭଳି ଘଟଣା ସୁପ୍ରିମ୍କୋର୍ଟ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି । ଦେଶର ଇତିହାସରେ ପ୍ରଥମଥର ପାଇଁ ଏପରି ଘଟଣା ଘଟିଛି।
ସ୍ପିଡ୍ରେ ଆସି ହଠାତ୍ ପ୍ଲାଟ୍ଫର୍ମରେ ଚଢ଼ିଗଲା ଟ୍ରେନ୍। ଏହାଦେଖି ଉପସ୍ଥିତ ଯାତ୍ରୀ ଜୀବନ ବଞ୍ଚାଇବା ପାଇଁ ଏଣେତେଣେ ଦୌଡ଼ି ପଳାଇବା ସହ ଭୟରେ ଚିତ୍କାର କରିଥିଲେ।
ଖଲିସ୍ଥାନ ପ୍ରସଙ୍ଗରେ ସାଲିସ କରିବନି ଭାରତ ...ବାଣିଜ୍ୟଠୁ ପ୍ରତିରକ୍ଷା, ସବୁରି କେନ୍ଦ୍ରରେ ଭାରତ