• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

National Updates

Mukesh Ambani
Ayodhya Ram Mandir: ମୁକେଶଙ୍କ ବଡ଼ ଘୋଷଣା...ଏହି ଦିନ ବନ୍ଦ ରହିବ ରିଲାଏନ୍ସର ସବୁ ଅଫିସ୍

ଜାନୁଆରୀ ୨୨ ରେ ଛୁଟି ରହିବ ରିଲାଏନ୍ସ ଇଣ୍ତଷ୍ଟ୍ରୀ । ପୁରା ଭାରତରେ ଥିବା ରିଲାଏନ୍ସର ସମସ୍ତ ଶାଖା ଆସନ୍ତା ୨୨ ରେ ପ୍ରାଣ ପ୍ରତିଷ୍ଠା ଅବସରରେ ଛୁଟି ରହିବ । ଏନେଇ ଘୋଷଣା କରିଛନ୍ତି ମୁକେଶ ଅମ୍ୱାନୀ ।

Ram Lalla
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପୂର୍ବରୁ କେମିତି ହେଲା ଫଟୋ ଭାଇରାଲ, ଅସନ୍ତୋଷ ଝାଡ଼ିଲେ ମୁଖ୍ୟ ପୁରୋହିତ

ପ୍ରାଣ ପ୍ରତିଷ୍ଠା ପୂର୍ବରୁ ଫଟୋ କେମିତି ଅନଲାଇନରେ ଆସିଲା .. ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ଖେଳି ଯାଇଛି । ଅନ୍ୟପଟେ ଫଟୋ ଭାଇରାଲ ପରେ ଅସନ୍ତୋଷ ଝାଡ଼ିଛନ୍ତି ମୁଖ୍ୟ ପୂଜକ ।

Ram Prasad
ଭକ୍ତର ଭାବାବେଗକୁ ଆଘାତ...ରାମମନ୍ଦିର ପ୍ରସାଦ ନାଁରେ ଅନଲାଇନରେ ମିଳୁଛି ପେଡ଼ା

ଆମାଜନରେ ରାମ ମନ୍ଦିରର ପ୍ରସାଦ ନାଁରେ ମିଳୁଛି ମିଠା । ଏପରି ଅଭିଯୋଗ ଆସିବା ପରେ ଇ-କମର୍ସ କମ୍ପାନୀ ଏହି ପ୍ରସାଦ ବିକ୍ରି ଉପରେ କଟକଣା ଲଗାଇଛି ।

Free Delivery
ରାମ ମନ୍ଦିର ଉଦଘାଟନ ସମାରୋହ ସ୍ପେଶାଲ ଅଫର୍: ଏତେ ଦିନ ଯାଏଁ ଫ୍ରି ଡେଲିଭରୀ ସୁବିଧା

କର୍ଣ୍ଣାଟକର ବିଜୟପୁର ଜିଲ୍ଲାରେ ଥିବା ଏକ ଘରୋଇ ହସ୍ପିଟାଲ ପ୍ରାଣ ପ୍ରତିଷ୍ଠା ସମାରୋହରେ ଜାନୁଆରୀ ୧୮ ରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ମାଗଣାରେ ପ୍ରସବ କରିବାକୁ ଘୋଷଣା କରିଛି ।

Arun Yogiraj
ରାମ ମୂର୍ତ୍ତିକାରଙ୍କୁ ସ୍ୱତନ୍ତ୍ର ଉପହାର; ମିଳିଲା ମିଠାରେ ପ୍ରସ୍ତୁତ ରାମ ମନ୍ଦିର

ଯୋଗୀରାଜଙ୍କୁ ଏବେ ସାରା ଦେଶରୁ ଛୁଟିଛି ପ୍ରଶଂସାର ସୁଅ । ତାଙ୍କ ତିଆରି ମୂର୍ତ୍ତିକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ତାଙ୍କ ନିକଟକୁ ଅନେକ ଉପହାର ମଧ୍ୟ ଆସି ପହଞ୍ଚିଛି ।

Ayodhya Ram Mandir
ଏମିତି ଦିଶୁଛନ୍ତି ପ୍ରଭୁ ଶ୍ରୀରାମ; ସାମ୍ନାକୁ ଆସିଲା ସ୍ପଷ୍ଟ ଫଟୋ..

ଆସନ୍ତା ୨୨ରେ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୁଖରିତ ହେଲାଣି ଅଯୋଧ୍ୟା ନଗରୀ । ପୂଜାପାଠ ପରେ ଆସ୍ଥାନ ଭିତରେ ବହୁମୂଲ୍ୟ ରତ୍ନ ରଖାଯିବା ପରେ ରାମଲାଲାଙ୍କ ବିଗ୍ରହ ଗର୍ଭଗୃହରେ ସ୍ଥାପନ କରାଯାଇଛି ।

Medicine Prescription
ଆଣ୍ଟିବାୟୋଟିକ୍ କାହିଁକି ଲେଖୁଛନ୍ତି ଡାକ୍ତର...ଏଣିକି କାରଣ ଲେଖିବାକୁ ନିର୍ଦ୍ଦେଶ

ଔଷଧର ଅପବ୍ୟବହାରକୁ ରୋକିବା ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶ । ବର୍ତ୍ତମାନ ଡାକ୍ତରମାନେ ଯେକୌଣସି ଆଣ୍ଟିବାୟୋଟିକ୍ ଲେଖିବା ବେଳେ ତାହା କେଉଁଥି ପାଇଁ ବ୍ୟବହାରଯୋଗ୍ୟ ତାହା ମଧ୍ୟ ଲେଖିବେ ବୋଲି ଜଣା ପଡ଼ିଛି ।

Vadodara boat accident
ହାଏରେ ବିଧାତା .. ଲକ୍ଷେ ଶିବ ପୂଜି ପାଇଥିଲେ ପୁଅ, ଛଡ଼ାଇ ନେଲା ଯମ

ବିବାହର ୧୭ ବର୍ଷ ପରେ ଖୁସି ଫେରିଥିଲା ଘରକୁ । କୁଳନନ୍ଦନକୁ ଦେଖି ସବୁ ଦୁଃଖ କଷ୍ଟ ଭୁଲି ଯାଉଥିଲେ । କିନ୍ତୁ କାଳର କରାଳ ନଜର ଯେମିତି ହସଖୁସିର ପରିବାର ଉପରେ ପଡ଼ିଗଲା । କୋଳକୁ ଆସିଥିବା ଦୁଇଟି କୁନି କୁନି ଛୁଆକୁ ଛଡ଼ାଇ ନେଲା ଦଇବ .. ପୂର୍ଣ୍ଣ କୋଳକୁ ଶୂନ୍ୟ କରି ଦେଇଗଲା ..

Narendra Modi
୧୨ ତାରିଖରୁ ଚଟାଣରେ ଶୋଉଛନ୍ତି, ଖାଲି ପଇଡ଼ ପାଣି ପିଉଛନ୍ତି ମୋଦି !

ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଭଳି ଏକ ଐତିହାସିକ ଓ ପବିତ୍ର କାର୍ଯ୍ୟକ୍ରମର ସେ ସାକ୍ଷୀ ହେବାକୁ ଯାଉଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି ।

Boat Capsize
ହ୍ରଦରେ ଡଙ୍ଗା ଓଲଟି ୧୫ ମୃତ ! ୧୩ ଶିଶୁ, ୨ ଶିକ୍ଷକଙ୍କ ଜୀବନ ଗଲା

ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଲେଖାଏଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

Ayodhya Ram Mandir
ଓଡ଼ିଶା ଭୂଇଁରେ ଶ୍ରୀରାମଙ୍କ କାହାଣୀ ! ଘଞ୍ଚ ଜଙ୍ଗଲର କିଛି ଦିବ୍ୟସ୍ଥଳରେ ତ୍ରେତୟା ଯୁଗର ଛାପ

ମାତା ଜାନକୀଙ୍କ ସହ ରହିଛି ଗଭୀର ସଂପର୍କ । ମାଲକାନଗିରର ସୀତାକୁଣ୍ଡ ଓ କେନ୍ଦୁଞ୍ଜରର ସୀତାବିଞ୍ଜର କଥା ।

Ayodhya Ram Mandir
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପୂର୍ବରୁ ରାମମୟ ଅଯୋଧ୍ୟା

ଗର୍ଭଗୃହରେ ବିଗ୍ରହ ସ୍ଥାପନ ପରେ ଅଗ୍ରପୂଜ୍ୟଙ୍କ ପୂଜାର୍ଚ୍ଚନା ।

NPS
ବଦଳିଲା NPS ନିୟମ; ଏହି ଫେବ୍ରୁଆରୀ ପହିଲାରୁ ହେବ ଲାଗୁ

ଦିଆଯାଇଥିବା ସୂଚନା ଅନୁସାରେ ନିବେଶ ଅବଧି ମଧ୍ୟରେ NPS ଗ୍ରାହକମାନେ କେବଳ ତିନିଥର ପ୍ରତ୍ୟାହାର କରିପାରିବେ । ଯଦି ଆଂଶିକ ପ୍ରତ୍ୟାହାର କରୁଛନ୍ତି, NPSଧାରୀମାନେ ଏଥିରେ ଅତି କମରେ ତିନି ବର୍ଷ ପାଇଁ ବିନିଯୋଗ ହେବା ଉଚିତ୍ ।

Coaching Centre
କେନ୍ଦ୍ରର କଡ଼ା ନିର୍ଦେଶ ! ୧୬ ବର୍ଷରୁ କମ ବୟସ ପିଲାଙ୍କୁ କୋଚିଂ ସେଣ୍ଟର ମନା...

କେବଳ ସେତିକି ନୁହେଁ, କୋଚିଂ ସେଣ୍ଟର ମାନେ, ଭଲ ରାଙ୍କ କିମ୍ବା ମାର୍କ ନେଇ ପିଲାଙ୍କୁ କୌଣସି ଲୋଭନୀୟ ପ୍ରତିଶ୍ରୁତି ଦେଇପାରିବେନି।

Bengaluru likely to face scheduled power cuts on Jan 18, 19
ଦୁଇଦିନ ହେବ ବିଦ୍ୟୁତ୍‌ କାଟ୍‌; ସକାଳ ୧୦ରୁ ସଂଧ୍ୟା ୫ଟା ଯାଏଁ କଟିବ ଲାଇନ୍‌

ବିଦ୍ୟୁତ୍‌ କାଟ୍‌ ସମୟରେ ବିଦ୍ୟୁତ୍‌ ଉପକରଣ ଗୁଡ଼ିକର ନବୀକରଣ, ଆଧୁନିକୀକରଣ, ଲାଇନ ରକ୍ଷଣାବେକ୍ଷଣ, ଓ ପୋଲ ସ୍ଥାନାନ୍ତର ଭଳି ଅନେକ କିଛି କାର୍ଯ୍ୟ କରାଯିବ ।

Daniel George
ଯୁବକଙ୍କ ପାଖରେ ପ୍ରବଳ ଟଙ୍କା; ଛାଡ଼ିଦେଲେ ଚାକିରି, ପାଉଥିଲେ ୨ କୋଟି

ରିଟାୟର୍ଡମେଣ୍ଟ ସାଧାରଣତଃ ପ୍ରୌଢ଼ତାର ପ୍ରଥମ ଅଧ୍ୟାୟରେ ନିଆ ଯାଇଥାଏ । ମାତ୍ର ଖେଳାଳିମାନେ ଆଉ ଟିକେ ଶୀଘ୍ର ଅବସର ନେଇ ଥାଆନ୍ତି । କିନ୍ତୁ ଯଦି ଆପଣଙ୍କୁ କୁହାଯିବ ମାତ୍ର ୨୯ ବର୍ଷ ବୟସରେ ଅବସର ନେବାକୁ

Soldier Dies After Stepping On Old Landmine Near Line Of Control
ଲ୍ୟାଣ୍ଡମାଇନ୍‌ ଉପରେ ପଡ଼ିଗଲା ଯବାନଙ୍କ ପାଦ; ଜଣେ ଯବାନ ସହିଦ, ୨ ଗୁରୁତର

ସୀମା ସୁରକ୍ଷା କାର୍ଯ୍ୟ କରୁଥିବା ସମୟରେ ଜଣେ ଯବାନଙ୍କ ପାଦ ଲ୍ୟାଣ୍ଡମାଇନ୍‌ ଉପରେ ପଡ଼ିଯାଇଥିଲା । ଫଳରେ ସେଠାରେ ଲ୍ୟାଣ୍ଡମାଇନ୍‌ଟି ବିସ୍ଫୋରଣ ହୋଇଥିଲା ।

Ram Pran Pratistha
ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା; କେନ୍ଦ୍ର ସରକାର କଲେ ଛୁଟି ଘୋଷଣା

ଛୁଟି ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ସାରା ଦେଶରେ ଅଧା ଦିନ ପାଇଁ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି ।

Free fire Game
Free fire ଗେମ୍‌କୁ ନେଇ ବଚସା; ପରେ ନାବାଳିକାକୁ ହତ୍ୟା

ପରିବାରର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ଘଟଣାକୁ ଗୁରୁତର ଭାବେ ନେଇ ଖୋଜାଖୋଜି କରିଥିଲା ପୋଲିସ ।

Ayodhya Ram Mandir
ଗର୍ଭଗୃହକୁ କେମିତି ଗଲେ ରାମଲାଲା ? ଦେଖନ୍ତୁ ସେହି ଦିବ୍ୟ ମୁହୂର୍ତ୍ତର ଭିଡିଓ

ରାମଲାଲାଙ୍କ ମୂର୍ତ୍ତି ଗଢ଼ିଥିବା ଶିଳ୍ପୀ ଅରୁଣ ଯୋଗୀରାଜ ପାଖରେ ଛିଡ଼ା ହୋଇ କାର୍ଯ୍ୟକୁ ତଦାରଖ କରିଥିବା ଦେଖିବାକୁ ମିଳୁଛି । ବିଗ୍ରହ ସ୍ଥାପନର କିଛି ସମୟ ପୂର୍ବର ଯେତେବେଳେ ଗର୍ଭଗୃହରେ ସ୍ୱତନ୍ତ୍ର ପୂଜାପାଠ କରିଥିଲେ ସାଧୁ ସନ୍ଥ ମାନେ ।

Ram Mandir Prasad
ଅନଲାଇନରେ ମିଳିବନି ରାମଲାଲାଙ୍କ ପ୍ରସାଦ, ହୋମ ଡେଲିଭରୀକୁ ମନ୍ଦିର ପକ୍ଷରୁ ନା

ଅନଲାଇନରେ ମିଳୁନି ଶ୍ରୀରାମଙ୍କ ପ୍ରସାଦ । ଗତ କିଛିଦିନ ତଳେ ଅନଲାଇନରେ ରାମଙ୍କ ପ୍ରସାଦ ଉପଲବ୍ଧ ହେବ ବୋଲି ଖବର ପ୍ରକାଶ ପାଇଥିଲା । କିନ୍ତୁ ଏହାକୁ ଖଣ୍ତନ କରିଛନ୍ତି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ।

Indigo
ମହଙ୍ଗା ପଡ଼ିଲା ରନୱେରେ ଯାତ୍ରୀଙ୍କ ରାତ୍ରିଭୋଜନ, ଇଣ୍ଡିଗୋକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍

ଜାନୁଆରୀ ୧୪ ତାରିଖର ଏହି ଘଟଣା ପାଇଁ ଇଣ୍ଡିଗୋ ଏୟାରଲାଇନ୍ସକୁ ୧ କୋଟି ୨୦ ଲକ୍ଷ ଟଙ୍କା ଫାଇନ୍ କରିଛି ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ।

Lord Ram Idol
ଗର୍ଭଗୃହରେ ସ୍ଥାପନ ହେଲା ରାମଲାଲାଙ୍କ ବିଗ୍ରହ, ଜୟ ଶ୍ରୀରାମ ନାରାରେ କମ୍ପିଲା ସାରା ଅଯୋଧ୍ୟା

ଏକ ବଡ଼ କ୍ରେନ୍‌ ସହାୟତାରେ ରାମଲାଲାଙ୍କ ବିଗ୍ରହକୁ ଗର୍ଭଗୃହକୁ ନିଆଯାଇଛି ।

Fastag
ଗାଡ଼ିରେ ଏକାଧିକ ଫାସ୍‌ଟ୍ୟାଗ୍ ଲାଗିଥିଲେ ସାବଧାନ !

ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।

Fastag
ଅକାମୀ ହୋଇଯିବ Fastag, ତୁରନ୍ତ ପୁରଣ କରନ୍ତୁ KYC

ଟୋଲ ପ୍ଲାଜାରେ ନିରବଚ୍ଛନ୍ନ ଯାତାୟାତ ସହ ଇଲେକ୍ଟ୍ରୋନିକ୍ ଟୋଲ୍ ପ୍ଲାଜାର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ NHAI ଏମିତି ପଦକ୍ଷେପ ନେଇଥିବା କହିଛି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ।