ଏମାନେ ରିଏଲ ଲାଇଫ୍ରେ ପୁରୁଷ କିନ୍ତୁ ରିଲ୍ରେ କିନ୍ନର। ନିଜର ଜବରଦସ୍ତ ଆକ୍ଟିଂରେ କିଣି ନେଇଛନ୍ତି ଦର୍ଶକଙ୍କ ମନ... ଟିଭିର ତାଳିମାଡ଼ଠାରୁ ସିନେମା ହଲରେ ହେଉଥିଲା ଅଧିକ ତାଳିମାଡ଼... ଦେଖନ୍ତୁ, କେଉଁମାନେ କିନ୍ନର ଆକ୍ଟିଂରେ ଦେଖାଇଛନ୍ତି ନିଜର ଜଲଓ୍ୱା...
ବୟସ ଦେଖେନି ପ୍ରେମ। ବୁଢା ବୟସରେ ବି କମିନି ପ୍ରେମ... ବୁଢୀ ମାଉସୀକୁ ନଦେଖି କହିଲେ ସେ କୁଆଡ଼େ ଗଲା? ତା’କୁ କାହିଁକି ଆଣିଲନି... ମୁଁ ରାତିରେ ଏକା କେମିତି ରହିବି? ଦେଖନ୍ତୁ, ଆଉ କ’ଣ କହୁଛନ୍ତି ମଉସା...
ଗାଁ ମଶାଣୀକୁ ପାର୍କ କରିବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଖାଲି ଶ୍ମଶାନ ନୁହେଁ, ସ୍କୁଲ ନାଁରେ ବି ଖାଇ ଦେଇଛନ୍ତି ଟଙ୍କା... ଯେତେ ଖୋଳିଲେ ସେତେ ବାହାରୁଛି ଦୁର୍ନୀତିର ଚେର…
Airtel ରୁ BSNL କରିବାକୁ ଯାଇଥିଲେ ଦୋକାନ। OTP ଦିଅନ୍ତୁ ବୋଲି କମ୍ପାନୀରୁ ଆସିଲା ଫୋନ କଲ। ନମ୍ବର ପୋର୍ଟାବିଲିଟି ହେବ କ’ଣ? ଆକାଉଣ୍ଟରୁ କଟିଚାଲିଲା ଲକ୍ଷାଧିକ ଟଙ୍କା...
ଚାଳ ନାହିଁ କି ଛପର ନାହିଁ। ଦିନରେ ସୂର୍ଯ୍ୟ ତ ରାତିରେ ଦିଶୁଛି ଚନ୍ଦ୍ର...ନୂଆଁଣିଆ ଭଙ୍ଗା ଚାଳଘରେ ବିତୁଛି ଜୀବନ। ଛପର କରିବାକୁ ଟଙ୍କା ନାହିଁ...ରୋଷେଇ କରୁ କରୁ ଅଧାବେଳେ କୁକୁର ନେଉଛି ଟାଣି। ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ଘର ଖଣ୍ଡିଏ ବି ମିଳିଲାନି…
ଘର କିଣି ବିଲ୍ଡର-ବ୍ୟାଙ୍କ ବିବାଦରେ ଫସିଛନ୍ତି କି? ଆଉ ଟେନ୍ସନ୍ ନିଅନ୍ତୁ ନାହିଁ । କାରଣ ବ୍ୟାଙ୍କ-ବିଲ୍ଡର ବିବାଦରେ ବାସଗୃହ କ୍ରେତାଙ୍କୁ ମିଳିବ ପ୍ରାଥମିକତା। ରେରା ନିଷ୍ପତ୍ତି ହେବ ସର୍ବୋପରି। ଏମିତି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଏହାପରେ ଘର କିଣିବାକୁ ଆଗ୍ରହୀ କ୍ରେତାଙ୍କ ମଧ୍ୟରେ ଖେଳିଛି ଖୁସିର ଲହରି। ଏପଟେ ବ୍ୟାଙ୍କ ଗୁଡ଼ିକୁ ଘାରିଲାଣି ରିଅଲ୍ ଇଷ୍ଟେଟ୍ କ୍ଷେତ୍ର
ଯେଉଁ ଅଞ୍ଚଳରେ ଏହି ବିରାଟକାୟ ଦନ୍ତା ଚଳପ୍ରଚଳ କରୁଛି, ସେହି ଇଲାକାରେ ଜୀବନକୁ ପାଣି ଛଡ଼ାଇ ଡ୍ୟୁଟି କରୁଛନ୍ତି ଏହି ବନକର୍ମଚାରୀ । ଯିଏ ଏବେ ବେସ୍ ଚର୍ଚ୍ଚାରେ ରହିଛନ୍ତି ।
ଏବେ ଦେଖିବା ବନବିଭାଗର ଜଣେ ବାହାଦୂର ଫରେଷ୍ଟ ଗାର୍ଡଙ୍କ ଚମତ୍କାର କାହାଣୀ । ହାତୀ-ମଣିଷର ଲଢ଼େଇକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱ ଭିତରେ ନିନ୍ଦିତ ହେଉଥିବା ବନ ବିଭାଗର ସେ ଜଣେ ଦୁଃସାହସିକ କର୍ମଚାରୀ, ଯିଏ ଦନ୍ତାହାତୀକୁ ନିର୍ଭୟରେ ସାମ୍ନା କରନ୍ତି ।
ଓଡ଼ିଶା ପୋଲିସର DSP ପଦରେ ଯୋଗ ଦେଲେ ବୀରେନ୍ଦ୍ର ଲାକ୍ରା । ଟୋକିଓ ଅଲିମ୍ପିକ୍ସ ହକିରେ ବ୍ରୋଞ୍ଜ ପଦକ ଜିତିଥିଲେ ବୀରେନ୍ଦ୍ର । ରାଜ୍ୟ ସରକାର ଅର୍ଥ ପୁରସ୍କାର ସହ DSP ପଦରେ ନିଯୁକ୍ତି ଦେବେ କହିଥିଲେ
୧୯ରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ରାଷ୍ଟ୍ରପତିଙ୍କ ପୁରୀ ଗ୍ରସ୍ତକୁ ନେଇ ବଦଳିଲା ରାଷ୍ଟ୍ରପତିଙ୍କର ରହଣି ସ୍ଥଳ । ଗଭର୍ଣ୍ଣର ହାଉସ ବଦଳରେ ଏକ ଘରୋଇ ହୋଟେଲ୍ରେ ଅବସ୍ଥାନ କରିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଭବନରୁ ସୂଚନା ମିଳିଥିବା କହିଲେ ପୁରୀ ଜିଲ୍ଲାପାଳ ।
ନଳକୂପ ଅଚଳ ଥିବାରୁ କେଉଁଠି ଝରଣାର ଚୁଆ ପାଣି ଭରସା, ତ କେଉଁଠି ଗାଁ କୂଅ। ସକାଳୁ ସକାଳୁ ପାଣି ପାଇଁ ଗାଁ କୂଅ ଆଗରେ ଲାଗୁଛି ଲମ୍ବା ଲାଇନ୍। ଅପରିଷ୍କାର ପାଣି ପିଇ ଅନେକ ସମୟରେ ଲୋକେ ନାନା ରୋଗରେ ବି ଆକ୍ରାନ୍ତ ମଧ୍ୟ ହେଉଛନ୍ତି।
ହ୍ୱାଟ୍ଆପ୍ ତ ସମସ୍ତେ ବ୍ୟବହାର କରନ୍ତି । ହେଲେ ଆପଣ ଜାଣନ୍ତି କି ଆମେ ବ୍ୟବହାର କରୁଥିବା ହ୍ୱାଟ୍ଆପ୍ ପଡିପାରେ ମହଙ୍ଗା । ଏମିତିକି ହ୍ୱାଟ୍ଆପ୍ ପାଇଁ ଆପଙ୍କୁ ଦେବାକୁ ପଡିପାରେ ଭାରିଭରକମ୍ ଜୋରିମାନ । କେବଳ ଏତିକି ନୁହେଁ ଏହା ବ୍ୟତୀତ ଆପଣଙ୍କୁ ଜେଲ୍ ମଧ୍ୟ ହୋଇପାରେ ।
ଓଭରବ୍ରିଜ୍ ଉପରେ ଯୁବକ ଜଣକ ଯାଉ ଥିବାବେଳେ କୌଣସି କାରଣରୁ ଭାରସାମ୍ୟ ହରାଇ ବ୍ରିଜ୍ ତଳକୁ ଖସି ପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ବନ ବିଭାଗରେ ଏମିତି ବି କର୍ମଚାରୀ ଅଛନ୍ତି, ଯେଉଁମାନଙ୍କ ସାହସିକତା ଯୋଗୁ ଅନେକ ଧନଜୀବନ ବଂଚି ଯାଇଥାଏ। ଏହିପରି ସଚ୍ଚୋଟ ଓ ନିର୍ଭୀକ ବନ କର୍ମଚାରୀ ନିଜ ଜୀବନକୁ ବାଜି ଲଗେଇ ଗାଁ ଗହଳିରେ ଉଭୟ ହାତୀ ଓ ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରିଥାନ୍ତି।
ଫେଲ୍ ମାରିଲା ଆନ୍ଧ୍ରର ସ୍ୱାସ୍ଥ୍ୟ ସେବା ଚାଲ୍। ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଆସିଥିଲେ ଆନ୍ଧ୍ରର ସ୍ୱାସ୍ଥ୍ୟକର୍ମୀ, ହେଲେ ଲୋକମାନେ ସେମାନଙ୍କ ନିକଟକୁ ଯାଇନଥିଲେ। ଶେଷରେ ଆନ୍ଧ୍ର ଆମ୍ବୁଲାନ୍ସ ଫେରି ଯାଇଥିଲା।
ଶ୍ୟାମ ପ୍ରକାଶଙ୍କ ଅନନ୍ୟ ପ୍ରତିଭା ମିନି ସଂଗ୍ରହାଳୟକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ପୁରୀ ବଳଗଣ୍ଡିସ୍ଥିତ ଶ୍ୟାମପ୍ରକାଶ ସେନାପତି ନିଜ ବାସ ଭବନରେ ମିନି ମ୍ୟୁଜିୟମ ତିଆରି କରିଛନ୍ତି ।
ଭୁବନେଶ୍ୱର ବିଜୁ ପଟ୍ଟନାୟକ ସୁଇମିଂ ପୁଲରେ ଭାରତୀୟ ଓ୍ୱାଟର ପୋଲୋ ପ୍ରଶିକ୍ଷଣ ଶିବିର ଚାଲିଛି । ଏହି ଶିବିରରେ ପ୍ରଶିକ୍ଷାର୍ଥୀଙ୍କୁ ଓ୍ୱାଟର ପୋଲୋର ନୂଆ ନୂଆ ଟେକନିକ୍ ଦିଆଯାଉଛି ।
ସାରା ବିଶ୍ୱକୁ କବଳିତ କରି ସାରିଛି କରୋନା ଭାଇରସ୍। ଅନେକ ଲୋକଙ୍କ ପ୍ରାଣ ନେଇଛି ଅନେକକୁ କଲବଲ କରିଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଏ ଦୁନିଆରେ ବି ଏମିତି ଯାଗା ଅଛି ଯେଉଁଠି ପଡି ନାହିଁ କରୋନାର ଛାଇ। ଆସନ୍ତୁ ଜାଣିବା…
ଦ୍ୱିତୀୟ ପର୍ଯ୍ୟାୟରେ ୬୨ ଲକ୍ଷ ୧୦ ହଜାର ଭୋଟର୍ ମତଦାନ କରିବେ।
ଯେଉଁଥିରେ ସାଇତା ହୋଇ ରହିଛି ୩୦ବର୍ଷର ସ୍ମୃତି ଓ ଅନୁଭୂତି ।
ପୁଅ ଚାଲିଯିବା ପରେ ବିଧବା ବୋହୂର ଦ୍ୱିତୀୟ ବିବାହ କରିଦେଲେ ଶାଶୂ। କହିଲେ, ବୋହୂ ନୁହେଁ ଝିଅ ଥିଲା ସେ ମୋର...ଏତେ ପାଠ ପଢେଇ ଚାକିରି କଲି। କନ୍ୟାଦାନ କରି ମହାପୂଣ୍ୟ କଲି...ଶାଶୂଙ୍କୁ ଚାରିଆଡ଼େ କରାଗଲା ପ୍ରଶଂସା…
ଏମିତି ଜଣେ ମଣିଷ ଯିଏ ଜୀବନକୁ ଭଲ ପାଆନ୍ତି, ସଂସ୍କୃତିକୁ ଭଲ ପାଆନ୍ତି । ନାଁ କମେଇଛନ୍ତି ଜଣେ କଲଚୁରାଲ ଆମ୍ୱାସଡର ଭାବେ । ଘରେ ତିଆରି କରିଛନ୍ତି ଏକ ମ୍ୟୁଜିୟମ । ଏଥିରେ ସାଇତିଛନ୍ତି ସ୍ମୃତି ଓ ଅନୁଭୂତି । ଭେଟନ୍ତୁ, ଏଇ ନିଆରା ମଣିଷଙ୍କୁ ।
ଆରେ ଆରେ...ସେ ଝିଅକୁ ବୟସ ୧୬...ତା’ପାଖରେ ଢାଳିଳେ କ’ଣ ହେବ? ସେ କ’ଣ ତୁମକୁ ଭୋଟ୍ ଦେବ?
ଇଲୋ ହେଇଲୋ...ଗୀତା ଭାଉଜ ଆଉ ଭାଗବତ ଭାଈ ଏଇଠି କ’ଣ କରୁଛ? ମୋ ପାନ ଥରେ ଖାଇଲେ ପାଗଳା ହୋଇଯିବେ ପାନୁଆ...ବେଶି ଦେଢ ଚାଲାଖିଆ କଥାବାର୍ତ୍ତା କରନି କହୁଛି...
ଏହି ସବୁ ଗଣଦୁଷ୍କର୍ମ ମାମଲାକୁ ନେଇ ଦୋହଲିଯାଇଥିଲା ରାଜ୍ୟ ଶାସନଗାଦି। ଉଠିଥିଲା ପଡ଼ିଥିଲା ସାରା ଓଡ଼ିଶା...ବିରୋଧୀଙ୍କ ଗର୍ଜନରେ ବଳି ପଡ଼ିଯାଇଥିଲେ ମନ୍ତ୍ରୀ...୯୯ ମସିହାରେ ସରକାର ବି ଭାଙ୍ଗିଯାଇଥିଲା..