ଆମେ ରିପୋର୍ଟ ଦେବୁ, ତୁମେ ସଂଦେହ କରିବ? ଅଫିସ୍ରେ ଯାହା ହୁଏ ସବୁ ସତ...ମିଛର ପ୍ରଶ୍ନ ଉଠିଲା କେଉଁଠି?
ଦେହରେ ପୁରୁଣା ମଇଳା କପଡା। ହାତରେ ଧରିଛନ୍ତି ଦାସକାଠିଆ। ମୁହଁରୁ ବାହାରୁଛି ‘ଅବ୍ କି ସାବନ ମେଁ’ ଗୀତ। ଯାହାକି ବେଶ୍ ଭାଇରାଲ୍ ହେଉଛି। ଏବେ ଶୁଣନ୍ତୁ ସେହି ମନମୁଗ୍ଧକର ଗୀତ...
ମାଙ୍କଡ଼ ଛୁଆର ମଣିଷ ମାଆ। କୋଳରେ ଶୋଉଛି, ପପୁ ବୋତଲରେ କ୍ଷୀର ପିଉଛି। ଖଟରେ ଶୋଇବା ପରେ ଚେଁ ଚେଁ ହୋଇ ମାଆକୁ ଖାଇବାକୁ ବି ମାଗୁଛି...ନଶୁଣିଲେ କେତେବେଳେ ହାତ ମାରି ଉଠାଇ ଦେଉଛି ତ ଆଉ କେତେବେଳେ ନିଜର ଭାଷାରେ ପାଟିକରୁଛି...ଦେଖନ୍ତୁ ସ୍ନେହ, ମମତାର ଏହି ହୃଦୟସ୍ପର୍ଶୀ...
ମୋର ଡ୍ୟାନ୍ସ କେବେ ହେବ ବୋଲି ରେଖା ମାଡମ୍ ପଚାରିଥିଲେ। ଗିଫ୍ଟ ଆକାରରେ ଦେଇଥିବା ବ୍ରେସଲେଟ୍କୁ ମୁଁ କାନ୍ଥରେ ଟଙ୍ଗାଇ ରଖିଛି...ଶୁଣନ୍ତୁ ଜାତୀୟ ସ୍ତରରେ ଡ୍ୟାନ୍ସର ଭାବରେ ସଫଳତା ପାଇଥିବା ଅରୁନ୍ଧତୀ କଣ କହୁଛନ୍ତି?
ହୋଲି...ଆଜି ମୋ ଚିକିଣି ଗାଡ଼ି ନେଇ ଆସିଲେ ତୁମେ ରଖିବ ତ? ପୂରା ଧଳା ଗାଡ଼ିକୁ ନାଲି କରିଦେବ...ମୋର ଏସନ ଏଇ ଗାଡ଼ି ଚଢିବି। ତୁମେ ମାନେ ଯେତେ ହୋଲି ମାରିଲେ ବି ଫରକ ପଡ଼ିବନି...ଦେଖନ୍ତୁ ସୁର ଭାଇଙ୍କ ନୂଆ ଗାଡ଼ି
ଭାରି ସୁଆଦିଆ ଭାକୁର ମାଛ ଦହି ବେସର। ପଖାଳ ହେଉ କି ଗରମ, ଗରମ ଗରମ ଝୋଳ ଦେଖି ଦେଲେ ପାଟିରୁ ଗଳିପଡ଼ିବ ଲାଲ...ଜମା ଡେରି ନକରି ଏବେ ଶିଖନ୍ତୁ କେମିତି ତିଆରି ହୁଏ ଭାକୁର ମାଛ ଦହି ବେସର
ମୋ ବୟସ ଦୋଷ, ମୁଁ କିରିବି କିସ? ରିଲ୍ ଲାଇଫ୍ରେ ଯେମିତି ରିଏଲ ଲାଇଫ୍ରେ ବି ସେ ସେମିତି। ଦେଖନ୍ତୁ କେମିତି ବୁଲୁଛନ୍ତି ଆଉ ଗୀତ ଗାଉଛନ୍ତି ଏହି ନାୟିକା
ଋଷ ଟାର୍ଗେଟ୍ରେ ୨୩ ମହାରଥୀ। ଏମାନଙ୍କ ମୁଣ୍ଡ ଗଡ଼ାଇବାକୁ ଉଡ଼ାଣ ଭରିଲେଣି ଋଷ ସୈନ୍ୟ...ଲିଷ୍ଟର ପ୍ରଥମ ନାଁରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି, ଜାଣନ୍ତୁ ଆଉ କାହାର ରହିଛି ନାଁ?
ବଉଳ ଫୁଲର ବାସ, ଚହଟଇ ଚଉପାସ। ପେନ୍ଥା ପେନ୍ଥା ଗଛ ଭର୍ତ୍ତି ଆମ୍ବ ବଉଳ, ଝରି ପଡ଼ୁଥିବା ଅଜସ୍ର କାଗେଜି ଫୁଲ। ଧୁ ଧୁ ଖରାବେଳେ ଭୁରୁଭୁରୁ ବାସ୍ନା, କେଉଁ ଏକ ଆମ୍ବ ଡାଳରେ କୋଇଲି ଗାଉଛି ବିରହର ଗୀତ। ଏବେ ଯଦି କୋରାପୁଟ ଯିବେ ସ୍ୱାଗତ କରିବ ଋତୁରାଜ ବସନ୍ତ।
ଭାଇଲୋ…ଏ ଭାଇ। ଦେଶୀ ନା ବିଦେଶୀ? ନେତାଏ ପେଟେ ପିଇବାକୁ ଦେଇଛନ୍ତି , ଆଉ ଭାଇ ବି ଜମା ଫୁରସତ ଦେଇନାହାନ୍ତି। ଏ ବ୍ୟାଗ ଭିତରେ କଣ ଅଛି କିରେ ନାରଣ? କୁକୁଡ଼ା ବୋଧହୁଏ ପଶିଛି...
ୟୁକ୍ରେନ ସହ ଯୁଦ୍ଧ ଘୋଷଣା ହେବା ପୂର୍ବରୁ ସକାଳୁ ସକାଳୁ ଏହି ନେତାଙ୍କୁ ଫୋନ୍ କରିଥିଲେ ପୁଟିନ୍। ବେଶ୍ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା କଥାବାର୍ତ୍ତା...ପରେ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍। ଜାଣନ୍ତୁ କାହାକୁ ଥିଲା ସେହି ଫୋନ୍ କଲ?
ଆରେ ଆରେ...ସେ ଝିଅକୁ ବୟସ ୧୬...ତା’ପାଖରେ ଢାଳିଳେ କ’ଣ ହେବ? ସେ କ’ଣ ତୁମକୁ ଭୋଟ୍ ଦେବ?
ପ୍ରେମ କେତେବେଳେ ହେବ କହିହେବନି...ଏଇ ଯେମିତି ଅଧାଲେଖା ଗପରେ ନାୟିକାଙ୍କୁ ଦେଖୁ ଦେଖୁ ପ୍ରେମରେ ପଡ଼ିଗଲେ ନାୟକ। ଆଉ ତା’ପରେ ନିଦର ସ୍ୱପ୍ନରେ ହେଉ କି ରାସ୍ତା ଘାଟରେ ସବୁଆଡ଼େ କେବଳ ଦେଖାଗଲେ ନାୟିକା....
ଗୋଟିଏ ଉଡ଼ାଜାହାଜର ୨ ପାଇଲଟ୍ଙ୍କୁ କାହିଁକି ଦିଆଯାଇଥାଏ ଅଲଗା ଅଲଗା ଖାଇବା? ଏକା ଖାଦ୍ୟ ଖାଇଲେ କଣ ହେବ ଅସୁବିଧା? ଜାଣନ୍ତୁ, ଏହା ପଛର ପ୍ରକୃତ ସତ...
ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ଆନ୍ଧ୍ରପ୍ରଦେଶ.. ଲଗାଣ ବର୍ଷାରେ କଡପ୍ପା ଜିଲ୍ଲାର ରେଲଓ୍ୱେକୋଡୁର ସହରର ନରସରାମପେଟାର ଗୁଞ୍ଜାନେରୁ କେନାଲ ନିକଟରେ କେମିତ ଏକ ଘର ଭାସିଯାଉଛି ଦେଖନ୍ତୁ..ଗତ କିଛି ଦିନ ହେଲା ଏଠାରେ ପ୍ରବଳ ବର୍ଷୁଛି.. ୨ ଦିନ ହେଲା ପାଣି ଘେରରେ ରହିବା ପରେ ଶେଷରେ କେନାଲ ଭିତରକୁ ଭୁଶୁଡ଼ି ପଡିଲା କାହାର ସ୍ୱପ୍ନର ଘର..