• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Special Story | Vehicle Skids Off Hill, Passengers Safe
ଭୟଙ୍କର ଦୁର୍ଘଟଣାରୁ ଉଦ୍ଧାର କଲେ ମା ମଣିନାଗେଶ୍ୱରୀ

ସପରିବାର ଖୋର୍ଦ୍ଧା ଟାଙ୍ଗିରୁ ଯାଉଥିଲେ ନୟାଗଡ଼ର ମଣିନାଗେଶ୍ୱରୀ ପୀଠ। ଘାଟି ରାସ୍ତା ଦେଇ ଯାଉଥିବା ବେଳେ ପାହାଡ଼ରୁ ତଳକୁ ଖସିପଡ଼ିଲା କାର୍। କାର୍ ଭିତରେ ଛୋଟ ଛୁଆ ବି ଥିଲେ। ଗାଡ଼ି ଭାଙ୍ଗି ଚୁରମାର୍। ମାଆର ଦୟା... ଦେଖନ୍ତୁ କେମିତି ହେଲେ ଉଦ୍ଧାର

Know History Behind The Laxmi-Baraha Temple In Kendrapara\'s Aali
କେମିତି ଯାଜପୁରରୁ ଆଳି ଆସିଲେ ପ୍ରଭୁ ଲକ୍ଷ୍ମୀବରାହ

କେନ୍ଦ୍ରାପଡ଼ା ଜିଲ୍ଲା ଆଳିର ଆରାଧ୍ୟ ଦେବତା ପ୍ରଭୁ ଲଷ୍ମୀବାରହ। କରୋନା କଟକଣା ଭିତରେ ପ୍ରଭୁଙ୍କର ଜନ୍ମଦିନ ପାଳନ କରାଯାଇଛି। ଯାଜପୁରରୁ ଆସି କେନ୍ଦ୍ରାପଡ଼ା ଆଳିରେ କେମିତି ପ୍ରଭୁ ପୂଜା ପାଇଲେ ଦେଖନ୍ତୁ ଏହି କାହାଣୀରେ

The Great Odisha Political Circus। Wrong Information In Campaign Song Irate Sarpanch Candidate
ନେତାଙ୍କ ଗୀତ ଭୁଲ୍ କରିଦେଲେ ଗୀତିକାର

ମୁଁ ଗୀତ ଲେଖି ବାକୁ ଦେଇଥିଲି। ମୁଁ ଗୋଟାଏ କ୍ୟାଣ୍ଡିଡେଟ୍। ଠିକ୍ ନିର୍ବାଚନ ପ୍ରଚାର ତାଉ ବେଳକୁ ମୋ ବିରୋଧୀ ଗାଁ ଗାଁରେ ପ୍ରଚାର ଗୀତ ବଜେଇ ତାଉ କରିଦେଲେଣି। ଏ ଗୀତିକାର ମୋ ଗୀତ ଭୁଲ୍ କରିଦେଇଛି, ଚିହ୍ନ ବଦଳେଇ ଦେଇଛି।

News Fuse ।BJD Leader Pramila Mallik Threaten To Work If Locals Vote BJD Only In Panchayat Polls
ହେଇଟି ପ୍ରମିଳା ଅପା ତେମେ ଧମକଉଛ ନା ହାତ ଯୋଡ଼ୁଛ

ଇଲୋ ବୋଉ... ହଇରେ ନାରଣ, ଆମ ପ୍ରମିଳା ଅପା ତ କଥା କହି ଜାଣି ନାହାନ୍ତି। ନିଜ ଦଳ ପାଇଁ ଭୋଟ୍ ମାଗିଲେ ତ ମାଗିଲେ, ହେଲେ ଏଇ ମାଛ ଦଳ କିଏ କିରେ? ଶଙ୍ଖ ଭିତରେ କଣ ମାଛ ପଶିକି ଅଛି?

Khola Katha With Senior Congress Leader Ganeswar Behera
ଆମ ଘରେ ବାଡ଼ିଆ କୁଟା, ତାଙ୍କ ଘରେ ଫାଇଦା

‘ଆମ ଦଳର ଫାଟ ସକାଶେ ଅନ୍ୟମାନେ ଫାଇଦା ଉଠାଉଛନ୍ତି। ସେଇଥି ପାଇଁ ଆମେ ହାରୁଛୁ। ଏଥିରେ ସନ୍ଦେହ ନାହିଁ!’

How Safe Online Transactions Are, Know More
ଭୁଲରେ କରନ୍ତୁ ନାହିଁ ଏହି ୫ ଭୁଲ୍‌, ଏମିତି କଲେ ଖାଲି ହୋଇଯିବ ଆପଣଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ

ଜାଣତରେ ହେଉ କି ଅଜାଣତରେ କେବେ ହେଲେ ଏପରି ଭୁଲ୍ କରନ୍ତୁନି। ଯଦି କରି ଦିଅନ୍ତି, ତେବେ ଖାଲି ହୋଇ ଯାଇଥାଏ ଆପଣଙ୍କର ସବୁ ଟଙ୍କା। ଏବେ ଜାଣି ନିଅନ୍ତୁ ସେହି ୫ ଭୁଲ୍‌...

Experiments on dead bodies to make them alive
ମାନବ ପାଇଁ ଖୁସି ଖବର; ମୃତ ବ୍ୟକ୍ତି ଜୀବିତ ହେବ

ବିଜ୍ଞାନ ଆଣିଛି ଅଜବ ଖବର। ବର୍ତ୍ତମାନ ମୃତ ବ୍ୟକ୍ତିମାନେ ପୁନର୍ବାର ଜୀବିତ ହୋଇପାରିବେ। ଏହି କଥା ଶୁଣିଲା ପରେ ଆପଣଙ୍କ ମୁଣ୍ଡ ନିଶ୍ଚିତ ଘୂରି ଯିବଣି। ଆପଣ ଆଶ୍ଚର୍ଯ୍ୟ ହୋଇ ଭାବୁଥିବେ ଏହା କିପରି ସମ୍ଭବ। କିନ୍ତୁ ବର୍ତ୍ତମାନ ଏହାକୁ ନେଇ ଏକ ପରୀକ୍ଷଣ କରାଯାଉଛି।

First digital beggar story goes viral on social media
ମାର୍କେଟକୁ ଆସିଲେ ଡିଜିଟାଲ ଭିକାରୀ

ମାର୍କେଟ୍‌ରେ ଏବେ ହାଇ ଟେକ୍ ଭିକାରୀ। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଡିଜିଟାଲ ଭିକାରୀର କାହାଣୀ। ଯିଏ କହୁଛି ଖୁଚୁରା ନାହିଁ ତାକୁ ଦେଖେଇ ଦେଉଛି ବାର୍ କୋଡ୍ ମେସିନ୍।

The President returned to visit the Lord Jagannath
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନ

ଆଜି ଥିଲା ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନ। ରାତି ପାହିଲା ବେଳକୁ ଚଳଚଞ୍ଚଳ ହୋଇଯାଇଥିଲା ବଡ଼ଦାଣ୍ଡ। ସୁରକ୍ଷାକର୍ମୀଙ୍କ ତନ୍ନତନ୍ନ ଯାଞ୍ଚ୍ ଚାଲିଥିଲା। ଦିନ ପ୍ରାୟ ସାଢ଼େ ୧୦ଟା ବେଳକୁ ପହଞ୍ଚିଲା ରାଷ୍ଟ୍ରପତିଙ୍କ କାର୍କେଡ୍। 

Russia vs Ukraine
ଋଷ-ୟୁକ୍ରେନ୍‌ ବିବାଦ ତେଜୁଛି, ସୁନା ଦର ବଢ଼ୁଛି ! ଆଗକୁ ତେଲ ଦର ବି ବଢ଼ିବ..

ଭୁବନେଶ୍ୱରରେ ଫେବ୍ରୁଆରୀ ୪ରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ଥିଲା ୪୯ ହଜାର ୬୫୦ ଟଙ୍କା । ଏ ଭିତରେ ୨ ହଜାର ୮୦ ଟଙ୍କା ବଢ଼ି ଆଜି ପହଞ୍ଚିଛି ୫୧ ହଜାର ୭୩୦ ଟଙ୍କାରେ ।

  • Sunday, 20 February 2022
The President returned to visit the Lord Jagannath
ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଗଲେ ରାଷ୍ଟ୍ରପତି

ରାଷ୍ଟ୍ରପତିଙ୍କ ପୁରୀ ଗସ୍ତର ଦ୍ୱିତୀୟ ଦିନରେ ଚଳଚଞ୍ଚଳ ହୋଇଯାଇଥିଲା ବଡ଼ଦାଣ୍ଡ। କଡ଼ା ସୁରକ୍ଷା ବଳୟରେ ଶ୍ରୀଚୈତନ୍ୟ ଗୌଡ଼ୀୟ ମଠ ପରିଦର୍ଶନ କଲେ ରାଷ୍ଟ୍ରପତି। ସାଙ୍ଗରେ ଥିଲେ ପତ୍ନୀ ତଥା ଦେଶର ପ୍ରଥମ ମହିଳା ସବିତା କୋବିନ୍ଦ ଓ ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ।

Kim Jong-Un Sends Gardeners To Ruthless Labour Camp After Flowers Didn’t Bloom In Time
ବାପାଙ୍କ ଶ୍ରାଦ୍ଧ ଦିବସରେ ବଗିଚାରେ ଫୁଲ ଫୁଟିଲାନି, ସବୁ ମାଳିଙ୍କୁ ଦେଲେ କଠୋର ଦଣ୍ଡ

କିମ୍‌ଙ୍କ ବର୍ବରତା। ବାପାଙ୍କ ଶ୍ରାଦ୍ଧ ଦିବସରେ ବଗିଚାରେ ଫୁଟିଲାନି ଫୁଲ...ରାଗି ଗଲେ କିମ୍‌। ସବୁ ମାଳିଙ୍କୁ ଦେଲେ କଠୋର ଦଣ୍ଡ। ଅଖିଆପିଆ ବଗିଚାରେ ଖଟୁଛନ୍ତି ମାଳି…

Khola Katha With Congress Leader Ganeswar Behera
ଷ୍ଟାର ପ୍ରଚାରକ ଘୋଷଣା ହେଲା ସତ, କିନ୍ତୁ ନେତାଙ୍କ ଦର୍ଶନ ମିଳୁନି... କୁଆଡ଼େ ଗଲେ କଂଗ୍ରେସିଆ?

ଷ୍ଟାର ପ୍ରଚାରକ ତାଲିକାରେ ୨୦ କଂଗ୍ରେସିଆଙ୍କ ନାଁ ଅଛି। କିନ୍ତୁ ନିର୍ବାଚନରେ ସେମାନଙ୍କ ଦେଖା ଦର୍ଶନ ହିଁ ନାହିଁ... କୁଆଡ଼େ ଗଲେ? କୋଉଠି ଅଛନ୍ତି ଏ କଂଗ୍ରେସିଆ ନେତା... ଶୁଣନ୍ତୁ କଣ କହୁଛନ୍ତି କଂଗ୍ରେସ ନେତା ଗଣେଶ୍ୱର ବେହେରା…

Kerala Bizman Gifts Mercedes-Benz To Employee For 22 Years Service
କର୍ମଚାରୀଙ୍କ କାମରେ ଖୁସି ହୋଇଗଲେ ମାଲିକ, ଦେଇଦେଲେ ମର୍ସିଡିଜ୍‌ କାର...

କର୍ମଚାରୀଙ୍କ କାମରେ ଖୁସ୍‌ ହୋଇଗଲେ ମାଲିକ। ଦେଇଦେଲେ ମର୍ସିଡିଜ୍‌ର କାର୍‌... ଫିତା କଟାଇଲେ, ମିଠା ଦେଇ କାର ଚାବି ଦେଲେ... ସୋସିଆଲ ମିଡ଼ିଆରେ ଭିଡ଼ିଓ ହେଉଛି ଭାଇରାଲ…

Forest Dept ‘Illegally’ Dig Laterite Soil To Repair Road In Simlipal Tiger Reserve
ରାସ୍ତା ତିଆରି ନାଁରେ ଲୁଟି ନେଲେ ଲକ୍ଷାଧିତକ ଟଙ୍କାର ମୋରମ

ରାସ୍ତା ତିଆରି ନାଁରେ ଚୋରି କରିନେଲେ ଲକ୍ଷାଧିକ ଟଙ୍କାର ମୋରମ। ଅଭୟାରଣ୍ୟ ଭିତର ପୁଣି କୋର୍‌ ଏରିଆରୁ ଉଠାଇ ନେଲେ ମୋରମ୍‌, ଆଇନ କାନୁନ୍‌କୁ ଫୁ କରିଦେଲେ ସରକାରୀ ଅଧିକାରୀ…

Bride Refuses To Marry Groom Over Dowry Demand In Haryana
ବାହାଘର ଦିନକ ପୂର୍ବରୁ ବର ମାଗିଲା ଦାମୀ କାର୍‌… କନିଆ କହିଲା, ଗେଟ୍‌ ଆଉଟ୍‌

ବାହାଘର ଗୋଟିଏ ଦିନ ଥିଲା... ବର ମାଗିଲା ମତେ ଦରକାର ଦାମୀକିଆ କାର। କନିଆ କହିଲା ଗେଟ୍‌ ଆଉଟ୍‌, ଶେଷରେ ଭାଙ୍ଗିଗଲା ବାହାଘର। କନିଆ ଘର ଲୋକେ କହିଲେ, ଗୋଟିଏ ପରେ ଗୋଟିଏ ଡିମାଣ୍ଡ ପୂରଣ କରିବା ଆମ ପକ୍ଷରେ ସମ୍ଭବ ନୁହେଁ…

Australian Scuba Diver Killed In Shark Attack
ଆଉ ୭ ଦିନ ଥିଲା ବାହାଘର, ସ୍କୁବା ଡ୍ରାଇଭରଙ୍କୁ ଖାଇଦେଲା ସାର୍କ... ପାଲିଙ୍କି ବଦଳରେ ଉଠିଲା କୋକେଇ

ବାହାଘରକୁ ଥିଲା ୭ ଦିନ। ସ୍କୁବା ଡ୍ରାଇଭରଙ୍କୁ ଖାଇଦେଲା ସାର୍କ...ପାଲିଙ୍କି ଉଠିଲାନି କିନ୍ତୁ କୋକେଇ ଉଠିଲା...ଡିଜେ ବଦଳରେ ଶୁଭିଲା ରାମ ରାମ ସତ୍ୟହେ...ହରିନାମ ସତ୍ୟ ହେ...

Special Story | Why Prez Kovind’s Vehicle Doesn’t Have Number Plate
ପୁରୀରେ ଯିବା ଆସିବା କରୁଛନ୍ତି ମହାମହିମ... ରାଷ୍ଟ୍ରପତିଙ୍କ ଗାଡ଼ିର ନମ୍ବର ପ୍ଲେଟ୍ କେତେ ?

ଓଡ଼ିଶାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ୨ ଦିନିଆ ଗ୍ରସ୍ତରେ ଆସି ଶ୍ରୀକ୍ଷେତ୍ର ପୁରୀ‌ରେ ସେ ଅଛନ୍ତି। ହେଲେ ରାଷ୍ଟ୍ରପତିଙ୍କ ଗାଡ଼ିରେ ନାହିଁ ନମ୍ବର ପ୍ଲେଟ୍‌ ! କଥାଟା ଟିକେ ଅଡ଼ୁଆ ଲାଗୁଥିଲେ ବି ସତ। ଓଡିଶାରେ ଯିବା ଆସିବା ପାଇଁ ବ୍ୟବହାର କରୁଥିବା ଗାଡି କଥା ଆମେ କହୁନୁ। ରାଷ୍ଟ୍ରପତି ଚଢୁଥିବା ସ୍ୱତନ୍ତ୍ର ଗାଡ଼ିରେ କୌଣସି ନମ୍ବର ପ୍ଲେଟ୍ ନଥାଏ କାହିଁକି?

News Fuse | Brother Beats Sister’s BF On Road
ଭଉଣୀ ପ୍ରେମ କଲା ବୋଲି... ବିଚ୍‌ ରାସ୍ତାରେ ଭଉଣୀ ଓ ପ୍ରେମିକଙ୍କୁ ମୁଥା ମାରିଲା ଭାଇ

ଭଉଣୀ ପ୍ରେମ କଲା ବୋଲି...ରାସ୍ତା ଉପର, ବିଚ୍‌ ବଜାରରେ ଭଉଣୀ ଓ ପ୍ରେମିକଙ୍କୁ ମୁଥା ମାରିଲା ଭାଇ। ସ୍ଥାନକାଳ ପାତ୍ର କିଛି ଦେଖିଲାନି, ଭିଡ଼ିଓ ହେଉଛି ଭାଇରାଲ…

Special Story | \'Gundaraj’ Of Police In Dhinkia – Locals Shed Blood, JSW Supporters Enjoy Scene
ଗୁଣ୍ଡା ପାଲଟିଛନ୍ତି JSW ସମର୍ଥକ ଓ ପୋଲିସ୍, କମ୍ପାନୀ ବିରୋଧୀଙ୍କୁ ଧମକାଉଛନ୍ତି, ମୁହଁ ଖୋଲିଲେ ବାନ୍ଧିବୁ

JSW କମ୍ପାନୀ ପାଇଁ ଢିଙ୍କିଆ ଗାଁ ଦାଣ୍ଡ ରକ୍ତରେ ଭିଜିଛି। କମ୍ପାନୀ ପାଇଁ ଗୁଣ୍ଡା ପାଲଟିଛନ୍ତି ଏହାର ସମର୍ଥକ ଆଉ ଜିଲ୍ଲା ପୋଲିସ୍। ହାଇକୋର୍ଟ କମିଟି ଆଗରେ, କମ୍ପାନୀ ବିରୋଧରେ କହିବାକୁ ଆସୁଥିବା ଲୋକଙ୍କୁ, କମିଟି ଆଗରେ ହିଁ ସମର୍ଥକମାନେ ପିଟି ରକ୍ତାକ୍ତ କରିଦେଲେ। ଗୁଣ୍ଡାଙ୍କ ଭୟରେ ଲୋକମାନେ ଆସିବାକୁ ଡରିବାରୁ, କମିଟି ସଦସ୍ୟମାନେ ବାଧ୍ୟ ହୋଇ ଘରକୁ ଘର ବୁଲି ମତ ସଂଗ୍ରହ କରିଥିଲେ।

watch Ashara Alok episode
ସବୁ ପୁଅମାନେ ନିଶ୍ଚୟ ଦେଖନ୍ତୁ, ଲୁହରେ ଭରିଗଲା ବାପା-ମାଆଙ୍କ ଆଖି

ଯାହାର ଆକଟ ଆମକୁ ଶିଖାଇଛି ନୀତି ଆଦର୍ଶ। ଯାହାର ସ୍ନେହ ପାଇ ଆମେ ଆଜି ଅନ୍ୟକୁ ଦେଇ ପାରୁଛୁ ସ୍ନେହ। ସେହି ବାପା-ମାଆଙ୍କ ଆଖିରେ ଲୁହ ଦେବା ଠିକ ନୁହେଁ। କାରଣ ଦିନେ ସେହି ଲୁହ ଆପଣଙ୍କ ପାଇଁ ପାଲଟି ଯାଇପାରେ ଅଭିଶାପ...

Director Of UN WFP Meets CM Naveen Patnaik
ଶିଶୁଙ୍କ ଅପପୃଷ୍ଟି ରୋକିବା ଦିଗରେ ଓଡ଼ିଶା ସରକାରଙ୍କୁ ପ୍ରଶଂସା

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ୟୁନାଇଟେଡ ନେସନ ୱାର୍ଲଡ଼ ଫୁଡ କାର୍ଯ୍ୟକ୍ରମର କଣ୍ଟ୍ରି ଡାଇରେକ୍ଟର ବିଶ୍ୱ ପାରାଜୁଲି । ରାଜ୍ୟରେ ଖାଦ୍ୟକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରାଯାଇଛି ।

Little boy lifted tractor with the power of his hands
ଟ୍ରାକ୍ଟରଟିକୁ ସହଜରେ ଉଠାଇଦେଲା ଏକ ଛୋଟ ପିଲା

ସୋସିଆଲ୍ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ୍‌ ହେଉଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। କାରଣ ଏକ ଅସମ୍ଭବ କାମକୁ କରି ଦେଖେଇ ଦେଇଛି ଏକ ଛୋଟ ପିଲା। ସେ ଏକ ଟ୍ରାକ୍ଟରକୁ ସହଜରେ ଟେକିଦେଉଥିବା ଦେଖିବାକୁ ମିଳୁଛି।

Restaurant bans to serve food who wearing expensive clothes
ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ରେଷ୍ଟୁରାଣ୍ଟରେ ମିଳିବନି ସେବା

ରେଷ୍ଟୁରାଣ୍ଟରେ ଅଜବ ନିୟମ। ଦାମୀ ପୋଷାକ କି ଅଳଙ୍କାର ପିନ୍ଧି ଆସିଲେ ମିଳିବନି କୌଣସି ସେବା। ସମସ୍ତଙ୍କୁ ଆସିବାକୁ ହେବ ସାଧାରଣ ମଣିଷ ଭାବେ। ଏଠି କେହି ଗରିବ ନୁହେଁ କି ଧନୀ ବି ନୁହେଁ।

ଆମ୍ୱୁଲାନ୍ସ ଡ୍ରାଇଭର
ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଫେରାଇଦେଲେ ଆମ୍ବୁଲାନ୍ସ ଡ୍ରାଇଭର

ସଚ୍ଚୋଟପଣିଆକୁ ପ୍ରଶଂସା କରି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।