• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

ଶ୍ୟାମାପ୍ରକାଶ ସେନାପତି
ଘରେ ତିଆରି କରିଛନ୍ତି ମ୍ୟୁଜିୟମ: ଫଟୋ ବଖାଣୁଛି ସ୍ମୃତି

ଯେଉଁଥିରେ ସାଇତା ହୋଇ ରହିଛି ୩୦ବର୍ଷର ସ୍ମୃତି ଓ ଅନୁଭୂତି ।

Special Story | Rajasthan Woman Leads By Example, Educates & Marries Off Widowed Daughter-In-Law
ପୁଅ ଯିବା ପରେ ବିଧବା ବୋହୂର ଦ୍ୱିତୀୟ ବିବାହ କଲେ ଶାଶୂ, ପ୍ରଶଂସାର ଛୁଟିଲା ସୁଅ

ପୁଅ ଚାଲିଯିବା ପରେ ବିଧବା ବୋହୂର ଦ୍ୱିତୀୟ ବିବାହ କରିଦେଲେ ଶାଶୂ। କହିଲେ, ବୋହୂ ନୁହେଁ ଝିଅ ଥିଲା ସେ ମୋର...ଏତେ ପାଠ ପଢେଇ ଚାକିରି କଲି। କନ୍ୟାଦାନ କରି ମହାପୂଣ୍ୟ କଲି...ଶାଶୂଙ୍କୁ ଚାରିଆଡ଼େ କରାଗଲା ପ୍ରଶଂସା…

Writer Shyama Prakash Displays Photos Clicked With Celebrities In Puri
କଲଚୁରାଲ ଆମ୍ୱାସାଡର, ଘରେ କରିଛନ୍ତି ମିନି ମ୍ୟୁଜିୟମ

ଏମିତି ଜଣେ ମଣିଷ ଯିଏ ଜୀବନକୁ ଭଲ ପାଆନ୍ତି, ସଂସ୍କୃତିକୁ ଭଲ ପାଆନ୍ତି । ନାଁ କମେଇଛନ୍ତି ଜଣେ କଲଚୁରାଲ ଆମ୍ୱାସଡର ଭାବେ । ଘରେ ତିଆରି କରିଛନ୍ତି ଏକ ମ୍ୟୁଜିୟମ । ଏଥିରେ ସାଇତିଛନ୍ତି ସ୍ମୃତି ଓ ଅନୁଭୂତି । ଭେଟନ୍ତୁ, ଏଇ ନିଆରା ମଣିଷଙ୍କୁ ।

Watch Village Politics In Panchayat Circus
ମୁଁ କିଛି ଜାଣିନି...ତୁ ମତେ ଯୋଉଠି କହିବୁ, ମୁଁ ସେଇଠି ଖାଲି ଢାଳିଚାଲିବି

ଆରେ ଆରେ...ସେ ଝିଅକୁ ବୟସ ୧୬...ତା’ପାଖରେ ଢାଳିଳେ କ’ଣ ହେବ? ସେ କ’ଣ ତୁମକୁ ଭୋଟ୍‌ ଦେବ?

Watch Making News Only On OTV
ପାନ ଦୋକାନରେ କି ଯାତ୍ରା ହେଉଛି କି? ଏମିତି ଗହଳି କାହିଁକି ହେଉଛି ବାବା?

ଇଲୋ ହେଇଲୋ...ଗୀତା ଭାଉଜ ଆଉ ଭାଗବତ ଭାଈ ଏଇଠି କ’ଣ କରୁଛ? ମୋ ପାନ ଥରେ ଖାଇଲେ ପାଗଳା ହୋଇଯିବେ ପାନୁଆ...ବେଶି ଦେଢ ଚାଲାଖିଆ କଥାବାର୍ତ୍ତା କରନି କହୁଛି...

Know The Rape Cases That Shocked Odisha
ଏହି ସବୁ ଗଣଦୁଷ୍କର୍ମ ମାମଲାରେ ଦୋହଲିଯାଇଥିଲା ରାଜ୍ୟ ଶାସନ ଗାଦି, ବିରୋଧୀଙ୍କ ଆକ୍ରମଣରେ ଥରହର ହୋଇଥିଲା ସରକାର

ଏହି ସବୁ ଗଣଦୁଷ୍କର୍ମ ମାମଲାକୁ ନେଇ ଦୋହଲିଯାଇଥିଲା ରାଜ୍ୟ ଶାସନଗାଦି। ଉଠିଥିଲା ପଡ଼ିଥିଲା ସାରା ଓଡ଼ିଶା...ବିରୋଧୀଙ୍କ ଗର୍ଜନରେ ବଳି ପଡ଼ିଯାଇଥିଲେ ମନ୍ତ୍ରୀ...୯୯ ମସିହାରେ ସରକାର ବି ଭାଙ୍ଗିଯାଇଥିଲା..

Jewellery Aficionado Bappi Lahiri\'s Life In A Nutshell
ଭାରି ସୁନା ପ୍ରିୟ ବାପି ଦା’। ନିଇତି ପିନ୍ଧୁଥିଲେ ୬୦୦ ଗ୍ରାମ ଓଜନର ଅଳଙ୍କାର

ସୁନାପ୍ରିୟ ଥିଲେ ବାପି ଦା’। ନିଇତି ପିନ୍ଧୁଥିଲେ ପାଖାପାଖି ୬୦୦ ଗ୍ରାମ୍‌ର ସୁନା ଅଳଙ୍କାର। ହାତରେ ରହୁଥିଲା ୧୫ ମୁଦି, ବେକରେ ପଡ଼ୁଥିଲା ୨୫୦ ଗ୍ରାମ୍‌ର ଚେନ୍‌...ଗୀତରେ ବାୟା ହେଉଥିଲେ ଦର୍ଶକ

Cyber Crime Rise In Odisha । Bhubaneswar Man Gets Duped Of Over Rs 10 Lakh
ସିମ୍‌ BSNLକରିବାକୁ ଯାଇଥିଲେ, ଏପଟେ ବ୍ୟାଙ୍କରୁ କଟିଗଲା ୧୨ ଲକ୍ଷ ଟଙ୍କା

ସିମ୍‌ BSNLକରିବାକୁ ଯାଇଥିଲେ। ଦୋକାନୀ କହିଲା ୩ଦିନ ପରେ ହେବ, ଏପଟେ ବ୍ୟାଙ୍କରୁ କଟିଗଲା ୧୨ ଲକ୍ଷ ଟଙ୍କା...ଦେଖନ୍ତୁ କେମିତି ଥିଲା ପୂରା ଘଟଣା...

Class V Girl Becomes Dausa District Collector For A Day
ପଂଚମ ଶ୍ରେଣୀରେ ପାଠ ପଢି କଲେକ୍ଟର ହେଲେ ନବ୍ୟା...ସ୍କୁଲରେ ଲାଇବ୍ରେରୀ କରିବା ପାଇଁ ଦେଲେ ଅର୍ଡ଼ର

ମାତ୍ର ପଂଚମ ଶ୍ରେଣୀ ପାଠ ପଢି କଲେକ୍ଟର ହେଲେ କୁନି ଝିଅ ନବ୍ୟା। ସିଟ୍‌ରେ ବସିବା ସାଙ୍ଗେ ସାଙ୍ଗେ ଦେଲେ ଅର୍ଡ଼ର। କହିଲେ, ସ୍କୁଲରେ ତୁରନ୍ତ ତିଆରି କର ଲାଇବ୍ରେରୀ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ

Asha॥ New Mega Serial ।Tarang TV ॥Know Details
ଫୁଲରେ ମହକରେ ମହକୁଛି ଆଶାଙ୍କ ଘର, ଫୁଲରେ ସଜେଇ ହୋଇଗଲାଣି ପୂରା ଘର

ମନରେ ପୂଳାଏ ସ୍ୱପ୍ନ ରହିଛି। ରାସ୍ତା ଲମ୍ବା ଜାଣି ବି ହାର ମାନିନାହାନ୍ତି ବରଂ ନିଜକୁ ସଫଳ କରିବାକୁ ଚେଷ୍ଟା କରୁଛନ୍ତି...ଦେଖନ୍ତୁ କେମିତି ସଂଘର୍ଷ କରି ଚାଲିଛନ୍ତି “ଆଶା”

To save life this person donated kidney and got a bill of 10 lakhs
କିଡ୍‌ନୀ ଦାନ କରି ବ୍ୟକ୍ତିଙ୍କୁ ବଞ୍ଚେଇଲେ; ବଦଳରେ ଆସିଲା ୧୦ ଲକ୍ଷର ବିଲ୍

କୁହାଯାଏ ଯିଏ ଅନ୍ୟର ମଙ୍ଗଳ କରେ ତା’ ମଙ୍ଗଳ ଭଗବାନ କରନ୍ତି। କିନ୍ତୁ ଜଣେ ବ୍ୟକ୍ତିଙ୍କ ପାଇଁ ଏଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇଛି। ଏହି ବ୍ୟକ୍ତି ଅନ୍ୟ ଜଣଙ୍କ ଜୀବନକୁ ବଞ୍ଚେଇବା ନେଇ ନିଜ କିଡ୍‌ନୀ ଦାନ କରିଦେଲେ। କିନ୍ତୁ ପ୍ରତି ବଦଳରେ ଡାକ୍ତରଖାନା ତରଫରୁ ତାଙ୍କୁ ମିଳିଲା ୧୦ ଲକ୍ଷ ଟଙ୍କାର ବିଲ୍।

Apana Eka Nuhanti । Ailing Youth From Cuttack Niali Seeks Help
ପାରାଲିସିସ୍‌ ରୋଗରେ ପଡ଼ିଛି ଭେଣ୍ଡିଆ ପୁଅ।ସାହାଯ୍ୟ ମାଗୁଛି ବୁଢୀ ମାଆ

ବୋଝ ବୋହି ବୋହି ନିଜେ ବୋଝ ପାଲଟିଗଲେ ଅକ୍ଷୟ। ୨ ବର୍ଷ ହେଲାଣି ପାରାଲିସିସ୍‌ ପୀଡ଼ିତ। ଚିକିତ୍ସା ପାଇଁ ବାସନକୁସନ, ସୁନାଗହଣା ସବୁ ବିକି ସାରିଲେଣି। କଥା କହୁନାହାନ୍ତି କି ଚାଲୁନାହାନ୍ତି...ବୁଢୀ ମାଆ କେମିତି ଭେଣ୍ଡିଆ ପୁଅର ଚିକିତ୍ସା କରିବ ତାହାକୁ ଚିନ୍ତା କରି କାନ୍ଦୁଛି ମାଆ। ଆପଣ ସାହାଯ୍ୟ କଲେ ଅକ୍ଷୟଙ୍କର ହେବ ଚିକିତ୍ସା

Meet Brave Odisha Forest Homeguard Who Has Become Internet Sensation
ସାହସୀ ଫରେଷ୍ଟ ଗାର୍ଡ, ମାଡ଼ି ଆସିଲା ଦନ୍ତା, କିନ୍ତୁ ପଛକୁ ହଟିଲେ ନାହିଁ

ରକ୍ତମୁଖା ଦନ୍ତାହାତୀ ଆଗକୁ ଯିବା ବିପଦଜନକ। ଏଭଳି ଦୁଃସାହସିକ କାମ କରିବା ଆଦୌ ଠିକ୍ ନୁହେଁ। କିନ୍ତୁ ଏହି ସାହସୀ ଫରେଷ୍ଟ ଗାର୍ଡ ଜଣକ ଯାହା କରିଛନ୍ତି, ଭିଡିଓ ଦେଖିଲେ ଆପଣଙ୍କ ଦେହ ଥରିଉଠିବ। ଜନବସତିକୁ ପଶି ଆସିଥିବା ଏକ ବଣୁଆ ଦନ୍ତା ହାତୀକୁ ଘଉଡ଼େଇବା ବେଳେ ତାହା ରାଗିଯାଇ ମାଡ଼ି ଆସିଥିଲା। ସମସ୍ତେ ଦଉଡ଼ି ପଳାଇଥିଲେ। କିନ୍ତୁ ପାଦେ ମଧ୍ୟ ପଛକୁ ହଟି ନଥିଲେ ଏହି ଫରେଷ୍ଟଗାର୍ଡ ଜଣକ। ମନେରଖନ୍ତୁ, ବିନା ତାଲିମରେ ହାତୀ ଆଗକୁ ଭୁଲରେ ମଧ୍ୟ ଯାଆନ୍ତୁ ନାହିଁ।

 ଫରେଷ୍ଟଗାର୍ଡ ଚିତ୍ତରଞ୍ଜନ
ଛିଡା ହେଲେ ଫରେଷ୍ଟ ଗାର୍ଡ, ଫେରିଗଲା ହାତୀ

ହାତୀ ଘଉଡ଼େଇବାର ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି

IAS Namita Sharma cleared UPSC at 5th attempt
UPSCରେ ୫ ଥର ଫେଲ୍ ହେବା ପରେ ସଫଳତା ପାଇଲେ ନମିତା

ଯୁବବର୍ଗଙ୍କ ପାଇଁ ପ୍ରେରଣା ସାଜିଛନ୍ତି ନମିତା ଶର୍ମା। ୫ ଥର UPSC ପରୀକ୍ଷାରେ ଫେଲ୍ ହୋଇ ମଧ୍ୟ ଭାଙ୍ଗିଦେଇ ନଥିଲେ ନିଜର ସ୍ୱପ୍ନ। ନିଜର ଏହି ଇଛାଶକ୍ତି ତାଙ୍କୁ ଶେଷରେ ଦେଲା ସଫଳତା। ବନିଗଲେ IAS ଅଧିକାରୀ।

Red wine can protect you from covid19
ରେଡ୍ ୱାଇନ୍ ଦୂର କରିବ କି କୋଭିଡ୍ ସଂକ୍ରମଣ?

କରୋନା ଭାଇରସ କବଳରୁ ରକ୍ଷା ପାଇବା ନେଇ ଚାଲିଛି ଅନେକ ଗବେଷଣା। ଏହାରି ଭିତରେ ଏମିତି ଏକ ତଥ୍ୟ ଆସିଛି ଯାଗା ସମସ୍ତଙ୍କୁ ଚକିତ କରିବା ଭଳି। ଏକ ଅନୁସନ୍ଧାନରୁ ଜଣାପଡିଛି ଯେ ରେଡ୍ ୱାଇନ୍ ଦୂର କରିବ କୋଭିଡ୍ ଆଶଙ୍କା।

Odia Youth in Ukraine
ୟୁକ୍ରେନ୍‌ରେ ଫଢୁଛି ଓଡ଼ିଆ ପୁଅ, ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ସାରା ପରିବାର

କ୍ରିମିଆ ଅଞ୍ଚଳରେ ସମରାଭ୍ୟାସ କରୁଥିବା ଋଷ ସୈନ୍ୟ ନିଜ ଶିବିରକୁ ଫେରିବା ଆରମ୍ଭ କରିଛନ୍ତି।

Panchayat Election
୨୩ ପ୍ରାର୍ଥୀଙ୍କ ମୃତ୍ୟୁ: ସ୍ଥଗିତ ହେଲା ନିର୍ବାଚନ

ପ୍ରାୟ ୭୦ ପ୍ରତିଶତ ଭୋଟିଂ ହୋଇଥିବା ରାଜ୍ୟ ନିର୍ବାଚନ କମିଶନ୍‌ଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Election Violence
ଭୋଟ୍‌ ବେଳେ ସୀମା ଟପିଗଲା ରାଜନୈତିକ ହିଂସା

ପୁରୀ ଜିଲ୍ଲାର କଣାସ ବ୍ଲକ ବଡାଲ ପଞ୍ଚାୟତରେ ମତଦାନବେଳେ ବୁଥ୍ ଜବରଦଖଲ ଉଦ୍ୟମ ଅଭିଯୋଗ ହୋଇଛି, ଯାହାର ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିଲେ ଜବରଦଖଲକାରୀ। 

SEC Aditya Prasad Padhi
ନିର୍ବାଚନୀ ହିଂସାକୁ ନେଇ କଣ କହିଲେ ନିର୍ବାଚନ କମିଶନ

ପୋଲିସ ଉପସ୍ଥିତିରେ ଦୁର୍ବୃତ୍ତମାନେ ଆସି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। 

80 year old woman English created a sensation on social media
୮୦ ବର୍ଷର ବୁଢିମା’ଙ୍କ ଇଂରାଜୀ ଶୁଣିଲେ ଆପଣ ବି ତାଜୁବ୍ ହେବେ

ଆଶ୍ଚର୍ଯ୍ୟ କରୁଛି ବୁଢିମା’ଙ୍କ ଇଂରାଜୀ। ୮୦ ବର୍ଷରେ ପହଞ୍ଚି ଥିଲେ ବି ତାଙ୍କର ସ୍ପଷ୍ଟ ଇଂରାଜୀ ଅନେକ ଯୁବକଙ୍କୁ ବି ପଛରେ ପକେଇଦେବ। ସୋସିଆଲ୍ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି।

This person is driving two bikes very comfortably
ପୋଖତ ବାଇକର୍; ଏକାବେଳେ ଦୁଇଟି ବାଇକ୍ ଚଳେଇବାରେ ସିଦ୍ଧହସ୍ତ

ସୋସିଆଲ୍ ମିଡିରେ ଏମିତିରେ ଅନେକ ଭିଡିଓ ଭାଇରଲ ହେଉଛି। କିନ୍ତୁ ଏମିତି କିଛି ଭିଡିଓ ଅଛି ଯାହା ଆଶ୍ଚର୍ଯ୍ୟ କରିଦେବା ଭଳି। ବର୍ତ୍ତମାନ ସେମିତି ଏକ ଭିଡିଓ ସାମ୍ନାକୁ ଆସିଛି। ଥରେ ଦେଖି ନିଅନ୍ତୁ…

BSF Jawans saves life
ବିଏସ୍‌ଏଫ୍ ଯବାନଙ୍କ ମହନୀୟତା: ବଞ୍ଚାଇଲେ ଦୁଇ ରୋଗୀଙ୍କ ଜୀବନ

ମାନବିକତାର ପରିଚୟ ଦେଇ ଦୁଇ ରୋଗୀଙ୍କ ଜୀବନ ରକ୍ଷାକଲେ ବିଏସ୍‌ଏଫ୍ ଯବାନ୍ । ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି । ବିଏସ୍ଏଫ୍ ଯବାନଙ୍କ ଏହି ମହତ କାର୍ଯ୍ୟକୁ ସ୍ଥାନୀୟ ଲୋକେ ବେସ୍ ପ୍ରଶଂସା କରିଛନ୍ତି ।

 ନିଜ ଗାଁରେ କ୍ରୀଡ଼ା ମନ୍ତ୍ରୀ ହଟହଟା
ନିଜ ଗାଁରେ ହଟହଟା ହେଲେ କ୍ରୀଡ଼ାମନ୍ତ୍ରୀ : ନିର୍ବାଚନ ପ୍ରଚାରରେ ଯାଇଥିବା ବେଳେ ଘେରିଲେ ସାଧାରଣ ଲୋକେ

ନିର୍ବାଚନ ପ୍ରଚାର କରୁଥିବା ବେଳେ ଏପରି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା।

elephant
ମିଳିବ କି ଗଜରାଜଙ୍କୁ ନ୍ୟାୟ ? ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦବେଗ

ରାଜ୍ୟରେ ବଢୁଥିବା ହାତୀ ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ଉଦବେଗ । ସହିଦନଗର ସ୍ଥିତ ପ୍ରକୃତିଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ପ୍ରାଣୀପ୍ରେମୀ ଓ ବନ୍ୟପ୍ରାଣୀ ବିଶେଷଜ୍ଞ । ଜଙ୍ଗଲରେ ଶିକାରୀ ରାଜ୍ ଏବଂ ନରସିଂହପୁର ଜଙ୍ଗଲରେ ହାତୀ କଙ୍କାଳ ମିଳିବା ଆଦି ଘଟଣାର ଧିମା ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ । ଗତ ୧୦ ବର୍ଷରେ ରାଜ୍ୟରେ ୭୭୦ ହାତୀଙ୍କ ମୃତ୍ୟୁ ହୋଇଛି ।