• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

 The legislator was distributing the sari; Villagers and former legislators arrested
ଶାଢ଼ୀ ବାଣ୍ଟୁଥିଲେ ବିଧାୟକ; ଧରିଲେ ଗ୍ରାମବାସୀ ଓ ପୂର୍ବତନ ବିଧାୟକ

ବିଧାୟକଙ୍କ ନାଁରେ ଶାଢ଼ୀ ବାଣ୍ଟିବା ଅଭିଯୋଗ । ଡାବୁଗାଁ ବିଧାୟକ ମନୋହର ରନ୍ଧାରୀଙ୍କ ଗାଡ଼ିରୁ ଶାଢ଼ୀ, ଟାଓ୍ୱଲ ଓ ଉତ୍ତରୀୟ ମିଳିବା ଘଟଣା । ବ୍ଲକ୍ ନିର୍ବାଚନ ଅଧିକାରୀ ଘଟଣାସ୍ଥଳରୁ ଗାଡ଼ିକୁ ଜବତ କରି ପାପଡ଼ାହାଣ୍ଡି ଥାନାକୁ ଆଣିଛନ୍ତି।

andhra
ନିଜ ଲୋକଙ୍କୁ ପଚାରୁନି, କୋଟିଆ ବାସୀଙ୍କୁ ବିକାଶର ଗୋଲାପୀ ସ୍ୱପ୍ନ ଦେଖାଉଛି ଆନ୍ଧ୍ର

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳକୁ ଲାଗି ରହିଥିବା ୫ରୁ ୬ଟି ଗାଁକୁ ଅବହେଳିତ ଅବସ୍ଥାରେ ଛାଡିଦେଇଛି ‌ଆନ୍ଧ୍ର । ଏହି ଗାଁ ଗୁଡିକରେ ଲୋକେ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ବାରମ୍ବାର ଅଭିଯୋଗ, ଦାବି ଓ ଗୁହାରି ପ୍ରଶାସନର କାନ ନ ଭେଦିବାରୁ, ଏବେ ମାଲକାନଗିରି ଜିଲ୍ଲା

OTV Kholakatha - Union Min Bisheswar Tudu Gets Candid Over Charges Of Thrashing Govt Officials
ମୁଁ ନିଜେ ଗୋଟିଏ ସରକାର କିନ୍ତୁ ମୋ ପାଖକୁ ଫାଇଲ ଆସିବନି କେମିତି?

ମୁଁ ନିଜେ ପରା ଗୋଟେ ସରକାର। ମୋ ପାଖକୁ ସରକାରୀ ଫାଇଲ ଆସିବନି କେମିତି? ମୁଁ ଚୌକି ଉଠେଇ ମାରିବାର କିଏ ଦେଖିଛି?

Special Story | Pushpa Print Sarees Taking Markets By Storm
ବଜାରକୁ ଆସିଲା ପୁଷ୍ପା ପୋଷ୍ଟର ଥିବା ଶାଢୀ, ମାର୍କେଟ କରୁଛି ହଲଚଲ୍

‘ପୁ‌ଷ୍ପା’ ପୋଷ୍ଟର ଶାଢୀର ବହୁତ ଡିମାଣ୍ଡ। ତିଆରି ହେଉଛି ଅଧିକରୁ ଅଧିକ ‘ପୁ‌ଷ୍ପା’ ଶାଢୀ। ଯେଉଁଥି ପାଇଁ ‘ତିଆରି କରିବା ଲୋକ ପାଖକୁ ଅନେକ ଅର୍ଡର। ଏବେ ଜାଣନ୍ତୁ ପୂରା କଥା...

Special Story | US Warns India Of Chinese Aggression, Vows To Work Together
ଭାରତ ଉପରେ ଆକ୍ରମଣ ପାଇଁ ସଜବାଜ ହେଉଛି ଚୀନ, ସତର୍କ କରାଇଲା ଆମେରିକା...

ଭାରତ ଉପରେ ଆକ୍ରମଣ କରିବ କି ଚାଇନା? ସୀମାରେ ଜୋରସୋରରେ ପ୍ରସ୍ତୁତି ଚଲାଇଥିବା ନେଇ ହ୍ୱାଇଟ୍‌ ହାଉସ ଦେଲା ସୂଚନା। କହିଲା, ସତର୍କ ଥାଅ, କେଉଁ ମୁହୂର୍ତ୍ତରେ ବି ହୋଇପାରେ ଆକ୍ରମଣ…

Five arrested on Mao posters
ମାଓ ପୋଷ୍ଟର ଲଗାଇବା ଅଭିଯୋଗରେ ୫ ଗିରଫ

ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ତହସିଲ ଅଫିସ ଫାଟକ, ବୁଡ଼ାଗୁଡ଼ା ଠାରେ ଥିବା ରାସ୍ତା ର୍ନିମାଣ କରିଥିବା ଠିକା ସଂସ୍ଥାର ଗୋଟିଏ ଟ୍ରକ ପୋଡ଼ି ଦେବା ଘଟଣାରେ ଆଜି ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Viral Video - Take A Look At This Real Life Spider Man
ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଏହି ବ୍ୟକ୍ତି

୧୫ ସେକେଣ୍ଡରେ ତିନି ମହଲା କୋଠାକୁ ଚଢ଼ି ଗଲେ ଏହି ବ୍ୟକ୍ତି। ସ୍ପାଇଡର୍ ମ୍ୟାନଠାରୁ କୌଣସି ଗୁଣରେ କମ ନୁହଁନ୍ତି ଏହି ବ୍ୟକ୍ତି। ଏବେ ଦେଖନ୍ତୁ ତାଙ୍କ କୋଠା ଚଢିବା ଶୈଳୀ...

Tribute To Mihir - The Life Journey & Magnificent Career Of Actor Mihir Das
ଏବେ ବି ମିହିର ଦାସଙ୍କ ଆକ୍ଟିଂକୁ ଝୁରୁଛନ୍ତି ଲୋକ...

ସେ ନାହାନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଝୁରୁଛି ପୂରା ରାଜ୍ୟ। ହିରୋ ହେଉ କି ଗୁଣ୍ଡା....କମେଡ଼ି ହେଉ କି ନେତା...ସବୁ ଆକ୍ଟିଂ ପାଇଁ ସେ ଥିଲେ ପୂରା ଫିଟ୍‌, ଦେଖନ୍ତୁ ତାଙ୍କ ଦମଦାର ଆକ୍ଟିଂର କିଛି ସତେଜ୍‌ ଦୃଶ୍ୟ...

Odisha Class 10 Student Compiles Book On India Govt Welfare Schemes, Lauded By PM, Vice Prez
ଷୋହଳ ବର୍ଷ ବୟସରେ କଲେ ଏମିତି କାମ, ପ୍ରଶଂସା କଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନାଁ ଯେମିତି କାମ ବି ସେମିତି । ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଉଛନ୍ତି ଛାତ୍ର ସମ୍ଭବ ମିଶ୍ର । କୋଭିଡ କଟକଣା ବେଳେ ଘରେ ବସି ଲେଖିଦେଲେ ଏକ ବହି । ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଛୁଟି ଆସିଲା ପ୍ରଶଂସା ଉପରେ ପ୍ରଶଂସା । ଅନ୍ୟ କ୍ଷେତ୍ରରେ ମଧ୍ୟ ଦେଖାଉଛନ୍ତି ନିଜର କମାଲ । ଭେଟନ୍ତୁ ଏଇ ପ୍ରତିଭାବାନ ଛାତ୍ରଙ୍କୁ ।

News Fuse - Govt Hospital Staff Caught Napping, Here\'s What She Says
ଆଗରୁ ତାଲା ଦେଇ ଭିତରେ ଘୁଙ୍ଗୁଡ଼ି ମାରୁଥିଲେ ଦିଦି...ଆମକୁ ଦେଖିଲେ ରାଗିଯାଇ କହିଲେ, ୧୩ ନାଇଟ୍‌ ଡ୍ୟୁଟି କଲିଣି

ଗେଟ୍‌ରେ ତାଲା ଦେଇ ଭିତରେ ଘୁଙ୍ଗୁଡ଼ି ମାରୁଛନ୍ତି ଦିଦି। କ୍ୟାମେରା ଲାଇଟ୍‌ ପଡ଼ିଲାରୁ ଉଠିଲେ...ରାଗ ତମ ତମ ହୋଇ ମୁଁ ୧୩ ଟା ନାଇଟ୍‌ କଲିଣି...ଏବେ ରେଷ୍ଟ ନେଉଛି ବୋଲି କହି ଚିଡ଼ି ଗଲେରେ ନାରଣ...ମିଡ଼ିଆ ଲାଇଟ୍‌ ଦେଖେଇକି କହୁଛ ନିଅ ଛୁଟି...

High Profile Breakups In Odisha Over The Years, Take A Look
ଏଇ ୫ ସ୍ୱାମୀ-ସ୍ତ୍ରୀ ଝଗଡ଼ା ରାଜ୍ୟରେ ବେଶ୍‌ ଚର୍ଚ୍ଚିତ ଥିଲା...

ରାଜ୍ୟରେ ଏହି ୫ ସ୍ୱାମୀ-ସ୍ତ୍ରୀ କଳି ବେଶ୍‌ ଚର୍ଚ୍ଚିତ ହୋଇଥିଲା। ଟିଭିଠୁ ସୋସିଆଲ ମିଡ଼ିଆଲ ସବୁଠି ଦେଖିବାକୁ ମିଳିଥିଲା ଏହିମାନଙ୍କ ଆରୋପ-ପ୍ରତ୍ୟାରୋପର କଥା..ଦେଖନ୍ତୁ ଏହି ଭିଡ଼ିଓ…

accident
ଭୋଜି ଖାଇ ଫେରୁଥିବା ବେଳେ ଛକି ବସିଥିଲା ମୃତ୍ୟୁ ! ଦୁର୍ଘଟଣାରେ ୪ ମୃତ; ୫ ଗୁରୁତର

ଭୋଜି ଖାଇ ଫେରିବା ବେଳେ ବିଳମ୍ବିତ ରାତିରେ ଟ୍ରକ୍ ପଛରେ ଏକ କାର୍ ଧକ୍କା ଦେବାରୁ ୪ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି ।

India’s first woman chief minister Sucheta Kriplani
ଆସନ୍ତୁ ଜାଣିବା ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀଙ୍କ ସଂଗ୍ରାମୀ ଜୀବନ

ଏବେ ଭାରତୀୟ ରାଜନୀତିରେ ଅନେକ ମହିଳାଙ୍କ ଯୋଗଦାନ ଦେଖିବାକୁ ମିଳେ। ଅନେକ ମଧ୍ୟ ବଡ ବଡ ପଦବୀରେ ଥିବା ପ୍ରମାଣ ରହିଛି। କିନ୍ତୁ ଆପଣ ଜାଣନ୍ତି କି ଭାରତରେ କିଏ ହୋଇଥିଲେ ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ। ଆସନ୍ତୁ ଜାଣିବା ତାଙ୍କ ସଂଗ୍ରାମୀ ଜୀବନୀ ବିଷୟରେ।

Turkish man turned barren hill into green forest
ବ୍ୟକ୍ତିଙ୍କ ଛୁଆଁରେ ବନ୍ଧ୍ୟା ପାହାଡ ଜଙ୍ଗଲରେ ହେଲା ପରିଣତ

ଦିନେ ଏଠି କଅଁଳୁ ନଥିଲା ଘାସ। ବନ୍ଧ୍ୟା ପାହାଡ ଭାବେ ଲୋକଙ୍କ ପାଖରେ ଥିଲା ତା’ର ପରିଚୟ। ଜଣେ ବ୍ୟକ୍ତିଙ୍କ ଛୁଆଁରେ ଏବେ ସବୁଜୀମାରେ ପରିପୂର୍ଣ୍ଣ ଏହି ଜାଗା। ଏଠାରେ ଏବେ ୩୦୦ ଲକ୍ଷରୁ ଅଧିକ ଗଛ ରହିଛି।

My Vote My Right
ମୋ ଭୋଟର ମୋ ଅଧିକାର ସଚେତନତା କର୍ମଶାଳା

ଜନସାଧାରଣ ସବୁ ନିୟମ ପାଳନ କରି ସେମାନଙ୍କର ସାମ୍ବିଧାନିକ ଅଧିକାର ସାବ୍ୟସ୍ତ କରନ୍ତୁ ବୋଲି ଉପସ୍ଥିତ ବିଶିଷ୍ଟ ବକ୍ତାମାନେ ମତପୋଷଣ କରିଥିଲେ।

Vaccination workshops
ଟୀକାକରଣ କାର୍ଯ୍ୟକ୍ରମକୁ ନେଇ କର୍ମଶାଳା

'ମୋ ଭୋଟ୍ ମୋ ଅଧିକାର' ତଥା କୋଭିଡ ସମୟରେ ଉପଯୁକ୍ତ ବ୍ୟବହାର ଓ ଟୀକାକରଣ କାର୍ଯ୍ୟକ୍ରମକୁ ନେଇ କର୍ମଶାଳା ।  ସଚେଚନତାର କର୍ମଶାଳାର ପ୍ରଥମ ଦିନ ଅନୁଷ୍ଠିତ ହୋଇଯାଇଛି । କେନ୍ଦୁଝର ସୂଚନା ଓ  ପ୍ରସାରଣ ମନ୍ତ୍ରାଳୟ ଅଧିନସ୍ଥ କ୍ଷେତ୍ର ଜନ ସଂପର୍କ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀ,SHG ଗୋଷ୍ଠିର ମାଆ ମାନଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ ।

Panchayat Election
ଭୋଟିଂରୁ ବଞ୍ଚିତ ହେବେ ୭ ଲକ୍ଷ ଯୁବ ଭୋଟର !

୧୬ ରୁ ୨୪ ମଧ୍ୟରେ ଅଫଲାଇନ ପରୀକ୍ଷା ପାଇଁ ନୋଟିସ୍ ଜାରି କରିଛନ୍ତି।

Maoist Posters Urge People To Boycott Panchayat Polls In Kandhamal, Kalahandi
ସ୍କୁଲ୍‌ରେ ଲାଗିଲା ମାଓ ବ୍ୟାନର; ଭୋଟ୍‌ ବର୍ଜନ ପାଇଁ ଆହ୍ୱାନ୍‌

କନ୍ଧମାଳ ଜିଲ୍ଲା କୋଟଗଡ ଥାନା ଅଧିନ ରଢ଼ିଗୁମା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଲାଗିଛି ମାଓ ବ୍ୟାନର । ସିପିଆଇ ମାଓବାଦୀ ବାଘୁନା ଡିଭିଜନାଲ କମିଟି ପକ୍ଷରୁ ଏହି ବ୍ୟାନର ଲାଗିବା ସହ ଭୋଟ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି । ମାଓ ବ୍ୟାନର ଦେଖି ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

President’s Puri Visit । Dist Admin Review Preps, 40 Platoons Of Police Force To Be Deployed
ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ସମସ୍ତ ଅଦିକାରୀଙ୍କ ସହ ଆଲୋଚନା ହୋଇଛି ।

Two lives were lost in a road accident
ସଡ଼କ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ, ଡ୍ରାଇଭର ଗୁରୁତର

ସଡ଼କ ଦୁର୍ଘଟଣାରେ ୨ ମୃତ । ବାଲେଶ୍ୱର ଖନ୍ତାପଡ଼ା ଥାନା ଦାଣ୍ଡକାଳି ମନ୍ଦିର ନିକଟରେ ହୋଇଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଆମ୍ପୁଲାନ୍ସ ସହ ଟ୍ରେଲର ଧକ୍କା ଫଳରେ ଦୁର୍ଘଟଣା ହୋଇଥିବା ଜଣାପଡିଛି ।

Railway Projects For Odisha
ଓଡ଼ିଶା ପାଇଁ ୫ ରେଳ ପ୍ରକଳ୍ପକୁ ମିଳିଲା ମଞ୍ଜୁର

ଓଡ଼ିଶା ପାଇଁ ୫ଟି ରେଳ ପ୍ରକଳ୍ପ ମଞ୍ଜୁର କରାଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଭାଗିତାରେ ଏହି ପ୍ରକଳ୍ପର କ୍ରିୟାନ୍ୱୟନ ହେବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।

Where All Stars Have Gone! Check
ଆଗକୁ ଆଉ ଆକାଶରେ ଦେଖାଯିବନି ତାରା, ଜାଣନ୍ତୁ କାହିଁକି ଓ କେବେଠୁ?

ବୈଜ୍ଞାନିକଙ୍କ ବଡ଼ ଖୁଲାସା। ଆଗାମୀ ଦିନରେ ଆକାଶରେ ଆଉ ଦେଖାଯିବନି ତାରା...କେବଳ ଏହି କାରଣକୁ କରାଯାଇଛି ଦାୟୀ। ଜାଣନ୍ତୁ କେବେଠୁ ଓ କାହିଁକି ଏମିତି ଘଟଣା ଘଟିବା ନେଇ ଆଶଙ୍କା କଲେ ଗବେଷକ

Varsha Priyadarshini Files Defamation Complaint Against Hubby Anubhav’s Friend Jagrati Shukla
ବର୍ଷା ଅନୁଭବ କଳିରେ ସାମ୍ନାକୁ ଆସିଲେ ଥାର୍ଡ ପର୍ସନ, କିଏ ଦିଲ୍ଲୀର ଏହି ଯୁବତୀ?

ହିନ୍ଦିରେ ଫିଲ୍ମଟିଏ ଅଛି। ଯାହାର ନାଁ- ପତି ପତ୍ନୀ ଔର୍ ୱ। ଏବେ ଓଡ଼ିଶାର ଦୁଇଜଣ ଚର୍ଚ୍ଚିତ ଅଭିନେତା ଅଭିନେତ୍ରୀଙ୍କ ବାସ୍ତବ ଜୀବନରେ ମଧ୍ୟ ଏହା ଦେଖିବାକୁ ମିଳିଛି। ବିଜେଡିର କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବୈବାହିକ କଳିରେ ଜଣେ ତୃତୀୟ ବ୍ଯକ୍ତି ସାମ୍ନାକୁ ଆସିଛନ୍ତି। ସେ ହେଲେ ଦିଲ୍ଲୀର ଜଣେ ଯୁବତୀ। ଯାହାଙ୍କ ନାଁରେ ବର୍ଷା ଗତକାଲି ମାମହାନି ଅଭିଯୋଗ ଆଣି ଥାନାରେ ପହଞ୍ଚିଛନ୍ତି।

Odisha Panchayat Polls- Cobbler In Kakatpur Contesting Elections As Sarpanch Candidate
ପେଟ ପାଇଁ କଲି ଜୋତା ପଲିସ୍, ନ୍ୟାୟ ପାଇଁ କରିବି ପଲିଟିକ୍ସ

ଜୋତା ପଲିସ୍ କଲେ କାର୍ତ୍ତିକ ରାଓଙ୍କର ପରିବାର ଚଳେ। ସେ ଭୂମିହୀନ, ବାସ ହୀନ, ଅର୍ଥହୀନ। ସରକାରଙ୍କ ପାଖକୁ ଦୌଡ଼ି ଦୌଡ଼ି ସେ ନୟାନ୍ତ ହୋଇଛନ୍ତି। ବହୁବାର ପ୍ରତାରଣାର ଶିକାର ହୋଇଛନ୍ତି। ଖାସ୍ ସେଇ ରାଗରେ ନିର୍ବାଚନ ଲଢ଼ୁଛନ୍ତି କାର୍ତ୍ତିକ ରାଓ।

News Fuse- Odisha Panchayat Polls । Candidates Adopt Different Approach For Campaigning
ନିର୍ବାଚନ ପାଇଁ ବାଡ଼ି ପଟେ ପ୍ରବେଶ କଲେ ନେତା, କିନ୍ତୁ ପୁସିଂ କାର୍ଡ଼ ଧରିବାକୁ ନାରାଜ ଭୋଟର

ନିର୍ବାଚନ ପାଇଁ ବାଡ଼ି ପଟ କାଦୁଅ ନାଳ ପାର ହୋଇ ଉଭା ହେଲେ ନେତା। ହେଲେ ଭୋଟର କହୁଛନ୍ତି ମୋ ହାତରେ କାଦୁଅ ଲାଗିଛି, ତୁମ ପୁସିଂ କାର୍ଡ଼ ନେବିନି...ମାରିଦେଲୁରେ ନାରଣ, ଏ ତ କାର୍ଡ ନେଉନାହାନ୍ତି ଭୋଟ ଦେବେ ତ?