Advertisment

ବୁଢା ମଉସାଙ୍କ ପ୍ରେମ କାହାଣୀ। କହିଲେ, ମୋ ବୁଢୀ ନାହିଁ... ମୁଁ ରାତିରେ ଶୋଇବି କେମିତି?

ବୟସ ଦେଖେନି ପ୍ରେମ। ବୁଢା ବୟସରେ ବି କମିନି ପ୍ରେମ... ବୁଢୀ ମାଉସୀକୁ ନଦେଖି କହିଲେ ସେ କୁଆଡ଼େ ଗଲା? ତା’କୁ କାହିଁକି ଆଣିଲନି... ମୁଁ ରାତିରେ ଏକା କେମିତି ରହିବି? ଦେଖନ୍ତୁ, ଆଉ କ’ଣ କହୁଛନ୍ତି ମଉସା...

author-image
Otv Khabar Bureau

ବୟସ ଦେଖେନି ପ୍ରେମ। ବୁଢା ବୟସରେ ବି କମିନି ପ୍ରେମ... ବୁଢୀ ମାଉସୀକୁ ନଦେଖି କହିଲେ ସେ କୁଆଡ଼େ ଗଲା? ତା’କୁ କାହିଁକି ଆଣିଲନି... ମୁଁ  ରାତିରେ ଏକା କେମିତି ରହିବି? ଦେଖନ୍ତୁ, ଆଉ କ’ଣ କହୁଛନ୍ତି ମଉସା... 

Advertisment
Love Story Old Man News Fuse Wife
Advertisment
Advertisment