• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Paresh Rawal

Film Sharmaji Namkeen
ରିଲିଜ୍‌ ହେଲା ରିଷି କପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍’

କଳାକାର କେବେ ମରେନି। ମୃତ୍ୟୁ ସିନା ତାର ହୁଏ, ଦୁନିଆରେ ରହିଯାଏ ତାଙ୍କର କଳା ଆଉ ଛାପ। ଏକଥାକୁ ସତ ଭାବେ ପ୍ରମାଣିତ କରିଛନ୍ତି ଅନେକ ଅଭିନେତା। ଯେପରି ଭେଟେରାନ୍ ରିଷି କପୁର।

Paresh Rawal To Akshay Kumar- Bollywood Actors Who Played Transgender In Films
ପୁଅ ହୋଇବି ଏମାନେ କିନ୍ନର ଆକ୍ଟିଂରେ ମାହିର... ଦର୍ଶକଙ୍କ ଜିଣି ନେଇଛନ୍ତି ହୃଦୟ...

ଏମାନେ ରିଏଲ ଲାଇଫ୍‌ରେ ପୁରୁଷ କିନ୍ତୁ ରିଲ୍‌ରେ କିନ୍ନର। ନିଜର ଜବରଦସ୍ତ ଆକ୍ଟିଂରେ କିଣି ନେଇଛନ୍ତି ଦର୍ଶକଙ୍କ ମନ... ଟିଭିର ତାଳିମାଡ଼ଠାରୁ ସିନେମା ହଲରେ ହେଉଥିଲା ଅଧିକ ତାଳିମାଡ଼... ଦେଖନ୍ତୁ, କେଉଁମାନେ କିନ୍ନର ଆକ୍ଟିଂରେ ଦେଖାଇଛନ୍ତି ନିଜର ଜଲଓ୍ୱା...

Sharmaji Namkeen
ସାମ୍ନାକୁ ଆସିଲା ଋଷି କପୁରଙ୍କ ‘ଶର୍ମାଜୀ ନମକୀନ’ର ପ୍ରଥମ ପୋଷ୍ଟର

ଋଷି କପୁରଙ୍କ ଫିଲ୍ମ ‘ଶର୍ମାଜୀ ନମକୀନ’ର ପ୍ରଥମ ପୋଷ୍ଟର ଜାରି ହୋଇଛି। ଋଷି କପୁରଙ୍କ ଏହି ଅନ୍ତିମ ଫିଲ୍ମକୁ ଦେଖିବା ନେଇ ତାଙ୍କ ପ୍ରଶସଂକମାନେ କେବେଠାରୁ ଚାହିଁ ବସିଛନ୍ତି। ଶେଷରେ ଅଭିନେତାଙ୍କ ୬୯ତମ ଜନ୍ମଦିନ ଅବସରରେ ନିର୍ମାତା ଦର୍ଶକମାନଙ୍କୁ ଏକ ସ୍ୱତନ୍ତ୍ର ଉପହାର ଦେଇଛନ୍ତି। ନିର୍ମାତା ‘ଶର୍ମାଜୀ ନମକୀନ’ର ପ୍ରଥମ ଲୁକ୍ ଜାରି କରିଛନ୍ତି। ଫିଲ୍ମର ପ୍ରଥମ ଲୁକ ଜାରି ହେଉ ହେଉ ଟ୍ୱିଟରରେ ଟ୍ରେଣ୍ଡ୍ ହେବାରେ ଲାଗିଛି। ନିର୍ମାତା ଏହି ଫିଲ୍ମର ଦୁ‍ଇଟି ପୋଷ୍ଟର ରିଲିଜ୍ କରିଛନ୍ତି।