Advertisment

ଚାଳ ନାହିଁ କି ଛପର ନାହିଁ... ଭଙ୍ଗା ଘରେ ବିତୁଛି ଜୀବନ, ରୋଷେଇ କରୁ କରୁ କୁକୁର ଟାଣି ନେଉଛି ଖାଇବା

ଚାଳ ନାହିଁ କି ଛପର ନାହିଁ। ଦିନରେ ସୂର୍ଯ୍ୟ ତ ରାତିରେ ଦିଶୁଛି ଚନ୍ଦ୍ର...ନୂଆଁଣିଆ ଭଙ୍ଗା ଚାଳଘରେ ବିତୁଛି ଜୀବନ। ଛପର କରିବାକୁ ଟଙ୍କା ନାହିଁ...ରୋଷେଇ କରୁ କରୁ ଅଧାବେଳେ କୁକୁର ନେଉଛି ଟାଣି। ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ଘର ଖଣ୍ଡିଏ ବି ମିଳିଲାନି…

author-image
Otv Khabar Bureau

ଚାଳ ନାହିଁ କି ଛପର ନାହିଁ। ଦିନରେ ସୂର୍ଯ୍ୟ ତ ରାତିରେ ଦିଶୁଛି ଚନ୍ଦ୍ର...ନୂଆଁଣିଆ ଭଙ୍ଗା ଚାଳଘରେ ବିତୁଛି ଜୀବନ। ଛପର କରିବାକୁ ଟଙ୍କା ନାହିଁ...ରୋଷେଇ କରୁ କରୁ ଅଧାବେଳେ କୁକୁର ନେଉଛି ଟାଣି। ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ଘର ଖଣ୍ଡିଏ ବି ମିଳିଲାନି… 

Advertisment
Kendrapara Apana Eka Nuhanti Thatched House Dilapidated Family Suffers
Advertisment
Advertisment