ପ୍ରଥମ କରି ଓଡ଼ିଶା ପୋଲିସ ଡଗ୍ ସ୍କ୍ୱାଡ୍ରେ ସାମିଲ ହୋଇଛନ୍ତି ୫ଟି ବେଲଜିଆନ୍ ମାଲିନଏସ ପ୍ରଜାତିର ସନ୍ଧାନୀ କୁକୁର। ଯେକୌଣସି ସ୍ଥାନରେ ଅପରାଧ ଘଟାଇ ଅପରାଧୀ ଖସି ପଳାଇଥିବା ବେଳେ ସେମାନଙ୍କୁ ଧରିବାରେ ଏଭଳି ସନ୍ଧାନୀ କୁକୁର ପୋଲିସକୁ ବେଶ ସହାୟତା କରିବ। ଏନେଇ ଆଶା ବାନ୍ଧିଛି ପୋଲିସ।
ଆନ୍ଧ୍ରରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ । ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମ୍ରେ ଓଡ଼ିଶା ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ୪୭ ଆହତ ହୋଇଛନ୍ତି । NH-୫ ରଣସରନ୍ ନିକଟରେ ଟ୍ରକ୍କୁ ବସ୍ ଧକ୍କା ଦେବା ଫଳରେ ଦୁର୍ଘଟଣା ହୋଇଛି ।
ବାଇକ୍ରେ ୨୦ ହଜାର କିଲୋମିଟର ଭାରତ ଭ୍ରମଣ କରି ରେକର୍ଡ କରିଛନ୍ତି ଓଡ଼ିଆ ଅବସରପ୍ରାପ୍ତ ନାଭାଲ ଅଫିସର ଅମିତ୍ ମଲ୍ଲିକ । ଏକମାତ୍ର ଭାରତୀୟ ଭାବେ ଅମିତ୍ ଏହି ରେକର୍ଡ କରିଛନ୍ତି ।
ବ୍ରିଜ୍ ବାଡ଼ ଭାଙ୍ଗି ନଦୀକୁ ଖସିପଡ଼ିଲା ଲୁହା ବୋଝେଇ ଟ୍ରେଲର। ଏଥିରେ ଗାଡ଼ି ହେଲ୍ପର୍ଙ୍କ ମୃତ୍ୟୁ ଘଟିଥିବା ବେଳେ ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଭୋର ସମୟରେ ଢେଙ୍କାନାଳ ଜିଲ୍ଲାରେ ଏହି ଘଟଣା ଘଟିଛି।
ଆଜି ଦୁଇ ଦିନିଆ ପୁରୀ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଅପରାହ୍ନ ୫ଟାରେ ରାଷ୍ଟ୍ରପତି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ୫ଟା ୪୫ ମିନିଟ୍ରେ ବାହାରିବେ। ଏଥିପାଇଁ ଆଜି ଅପରାହ୍ନ ୪ଟାରୁ ୬ଟା ଯାଏ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।
ଦୁଇ ଯାଆଁଳା ଭଉଣୀ ଦୁଇ ଯାଆଁଳା ଭାଇଙ୍କୁ ବିବାହ କରିଥିଲେ। ଉଭୟଙ୍କ ଜଣେ ଜଣେ ପିଲା ଜନ୍ମ ହେଲେ। ସେମାନେ ବି ହେଲେ ଯାଆଁଳା।
ପୃଥିବୀ ଆଡକୁ ମାଡିଆସୁଛି ବିପଦ। ସମୁଦ୍ର ପତ୍ତନ ବୃଦ୍ଧି ହେତୁ ଗ୍ଲେସିୟର୍ଗୁଡିକ ଦ୍ରୁତ ଗତିରେ ତରଳିବାରେ ଲାଗିଛି। ଯଦି ବାୟୁମଣ୍ଡଳକୁ ଶିତଳ କରିବାର ପ୍ରୟାସ କରା ନ ଯାଏ, ତେବେ ପୃଥିବୀକୁ ସାମ୍ନା କରିବାକୁ ହେବ ଭୟଙ୍କର ବିପଦ।
‘ଶାର୍କ ଟ୍ୟାଙ୍କ୍ ଇଣ୍ଡିଆ’ କୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ଅନୁଷ୍କା ଜଲି। ମାତ୍ର ୧୩ ବର୍ଷରେ ସେ ଏମିତି ଏକ ଆପ୍ ତିଆରି କରିଛନ୍ତି ଯାହା ନେଇ ସେ ସମସ୍ତଙ୍କ ପ୍ରେରଣା ପାଲଟି ଯାଇଛନ୍ତି। ତେବେ କିଏ ଏହି ଅନୁଷ୍କା, ଆସନ୍ତୁ ଜାଣିବା।
ପୁରୀ ଗଜପତି ମହାରାଜା କୋଭିଡ୍ ପଜିଟିଭ୍। ରାଷ୍ଟ୍ରପତିଙ୍କୁ ସ୍ଵାଗତ ସହ ଅନ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି ମହାରାଜା ।
ଗୋଟିଏ ପଟେ ୩ ଜଣ ପୋଲିସ ମତ୍ୟୁ ବରଣ କରିଥିବା ବେଳେ ଅନ୍ୟପଟେ ୧୪ ଜଣ ଆହତ ହୋଇଥିବା ମଧ୍ୟ ଖବର ସାମ୍ନାକୁ ଆସିଛି । ସେମାନଙ୍କ ମଧ୍ୟରେ କିଛି ପୋଲିସ କର୍ମୀ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ।
ତମ୍ବା ପାତ୍ରରେ ପାଣି ପିଇଲେ ମିଳିଥାଏ ଅନେକ ଫାଇଦା। ହଜମ କ୍ରିୟାରେ ଲାଭ ହେବା ସହ ରକ୍ତହୀନତା ଦୂର ହୁଏ, ଥାଏରଏଡ୍ ଗ୍ରନ୍ଥିରେ ସନ୍ତୁଳନ ହୁଏ, ଉଚ୍ଚ ରକ୍ତଚାପ ଓ ଆର୍ଥ୍ରାଇଟିସ୍ ଭଳି ସମସ୍ୟାରୁ ବି ମୁକ୍ତି ମିଳେ।
ବିରୋଧୀଙ୍କୁ ଶକ୍ତ ଝଟ୍କା । ଚାଲି ଚାଲି ଆସିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁମ୍ ଦାମ୍ ଆସିଲେ ଆଉ ଚାଲିଗଲେ । ସାରା ରାଜ୍ୟରେ ନିର୍ବାଚନୀ ମାହୋଲ । ଆଉ ଏହି ନିର୍ବାଚନୀ ମାହୋଲ ଭିତରେ ମୁଖ୍ୟମନ୍ତ୍ରୀ ଅସୁସ୍ଥ ଥିବା ନେଇ ଯେଉଁ ଅପପ୍ରଚାର ହେଉଥିଲା, ତା’ଉପରେ ପୂର୍ଣ୍ଣଛେଦ୍ ଟାଣିଛନ୍ତି ନିଜେ ନବୀନ ପଟ୍ଟନାୟକ ।
ପୋଷା ପଶୁଙ୍କ ମଜାଳିଆ ଭିଡିଓ କିଏ ବା ଦେଖିବାକୁ ଭଲ ନପାଏ। ସେ ବିଲେଇ ହେଉ କି କୁକୁର। ଏବେ କୁକୁରର ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯିଏ ମସାଜ୍ର ମଜା ନେଉଛି।
ଭିଜିଲାନ୍ସ ଜାଲରେ ଆଉ ଜଣେ ସରକାରୀ ବାବୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା ସୁନାବେଡ଼ା ପୌରପରିଷଦର ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି।
ପୋଲିସ୍ କମ୍ୟୁନିକେସନ୍ର ଅତିରିକ୍ତ ଏସ୍ପି ତ୍ରିନାଥ ମିଶ୍ରଙ୍କ ପତ୍ନୀ ଦୀପ୍ତିମୟୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତ୍ରିନାଥ ମିଶ୍ରଙ୍କୁ ଗିରଫ କରିଛନ୍ତି।
ଜିଅନ୍ତା ଜଳିଗଲେ ଡ୍ରାଇଭର ଓ ହେଲ୍ପର୍। ଦ୍ରୁତ ଗତିରେ ଆସୁଥିବା ଟ୍ରେଲରଟି ରାସ୍ତାକଡ଼ରେ ଛିଡ଼ା ହୋଇଥିବା ମାଲ୍ ବୋଝେଇ ହାଇୱାକୁ ପଛ ପଟୁ ଜୋରରେ ଧକ୍କା ଦେଇଥିଲା। ଏହାପରେ ଟ୍ରେଲରରେ ନିଆଁ ଲାଗି ଯାଇଥିଲା।
ପ୍ରାୟ ୪୮ ଘଣ୍ଟା ପରେ ମିଳିଲେ ଢେଙ୍କାନାଳର ନିଖୋଜ ସମିତି ସଭ୍ୟ ପ୍ରାର୍ଥିନୀଙ୍କ ସ୍ୱାମୀ। ଓଭରବ୍ରିଜ୍ ତଳୁ ପୋଲିସ ମୁମୂର୍ଷୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଛି।
ଇଂରେଜ ଶାସନ ସମୟରେ ‘କଳା ପାଣି’ ଦଣ୍ଡ ଚର୍ଚ୍ଚିତ ଥିଲା। ସେଠାକୁ ଯେଉଁ କଏଦୀ ଭାବେ ଯାଏ, ସେ ଆଉ ଫେରେ ନାହିଁ। ସେଠାକାର ସେଲ୍ୟୁଲର ଜେଲ ଆଜି ବି କହୁଛି ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ। ବର୍ତ୍ତମାନ ଏହା ରାଷ୍ଟ୍ରୀୟ ସ୍ମାରକରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେଠାରେ ଥିଲା ଏମିତି ସବୁ...
ଇଂରେଜ ଶାସନ ସମୟରେ ‘କଳା ପାଣି’ ଦଣ୍ଡ ଚର୍ଚ୍ଚିତ ଥିଲା। ସେଠାକୁ ଯେଉଁ କଏଦୀ ଭାବେ ଯାଏ, ସେ ଆଉ ଫେରେ ନାହିଁ। ସେଠାକାର ସେଲ୍ୟୁଲର ଜେଲ ଆଜି ବି କହୁଛି ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ। ବର୍ତ୍ତମାନ ଏହା ରାଷ୍ଟ୍ରୀୟ ସ୍ମାରକରେ ପରିବର୍ତ୍ତନ ହୋଇଥିଲେ ମଧ୍ୟ ସେଠାରେ ଥିଲା ଏମିତି ସବୁ...
ଇଏ ଏମିତି ଜଣେ ରାଣୀ ମହୁମାଛି। ଯିଏ ପ୍ରଧାନମନ୍ତ୍ରୀଙ୍କ ପ୍ରେମରେ ପଡ଼ିଥିଲେ। ବାସଭବନରେ ସାକ୍ଷାତ କରୁଥିବା ସମୟରେ PMଙ୍କୁ କରିଥିଲେ ପ୍ରେମ ନିବେଦନ...
ଏମାନେ ରିଏଲ ଲାଇଫ୍ରେ ପୁରୁଷ କିନ୍ତୁ ରିଲ୍ରେ କିନ୍ନର। ନିଜର ଜବରଦସ୍ତ ଆକ୍ଟିଂରେ କିଣି ନେଇଛନ୍ତି ଦର୍ଶକଙ୍କ ମନ... ଟିଭିର ତାଳିମାଡ଼ଠାରୁ ସିନେମା ହଲରେ ହେଉଥିଲା ଅଧିକ ତାଳିମାଡ଼... ଦେଖନ୍ତୁ, କେଉଁମାନେ କିନ୍ନର ଆକ୍ଟିଂରେ ଦେଖାଇଛନ୍ତି ନିଜର ଜଲଓ୍ୱା...
ବୟସ ଦେଖେନି ପ୍ରେମ। ବୁଢା ବୟସରେ ବି କମିନି ପ୍ରେମ... ବୁଢୀ ମାଉସୀକୁ ନଦେଖି କହିଲେ ସେ କୁଆଡ଼େ ଗଲା? ତା’କୁ କାହିଁକି ଆଣିଲନି... ମୁଁ ରାତିରେ ଏକା କେମିତି ରହିବି? ଦେଖନ୍ତୁ, ଆଉ କ’ଣ କହୁଛନ୍ତି ମଉସା...
ଗାଁ ମଶାଣୀକୁ ପାର୍କ କରିବାକୁ କହି ଲୁଟି ନେଲେ ଲକ୍ଷାଧିକ ଟଙ୍କା। ଖାଲି ଶ୍ମଶାନ ନୁହେଁ, ସ୍କୁଲ ନାଁରେ ବି ଖାଇ ଦେଇଛନ୍ତି ଟଙ୍କା... ଯେତେ ଖୋଳିଲେ ସେତେ ବାହାରୁଛି ଦୁର୍ନୀତିର ଚେର…
Airtel ରୁ BSNL କରିବାକୁ ଯାଇଥିଲେ ଦୋକାନ। OTP ଦିଅନ୍ତୁ ବୋଲି କମ୍ପାନୀରୁ ଆସିଲା ଫୋନ କଲ। ନମ୍ବର ପୋର୍ଟାବିଲିଟି ହେବ କ’ଣ? ଆକାଉଣ୍ଟରୁ କଟିଚାଲିଲା ଲକ୍ଷାଧିକ ଟଙ୍କା...
ଚାଳ ନାହିଁ କି ଛପର ନାହିଁ। ଦିନରେ ସୂର୍ଯ୍ୟ ତ ରାତିରେ ଦିଶୁଛି ଚନ୍ଦ୍ର...ନୂଆଁଣିଆ ଭଙ୍ଗା ଚାଳଘରେ ବିତୁଛି ଜୀବନ। ଛପର କରିବାକୁ ଟଙ୍କା ନାହିଁ...ରୋଷେଇ କରୁ କରୁ ଅଧାବେଳେ କୁକୁର ନେଉଛି ଟାଣି। ପ୍ରଶାସନ ପାଖକୁ ଦଉଡ଼ି ଦଉଡ଼ି ଘର ଖଣ୍ଡିଏ ବି ମିଳିଲାନି…