• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Mughal emperor queen and princesses get huge salary
ଘରେ ରହୁଥିଲେ ବି ମୋଟା ଅଙ୍କର ଦରମା ପାଉଥିଲେ ମୋଗଲ ରାଣୀ-ରାଜକୁମାରୀ

ଘରେ ରହୁଥିଲେ, କିନ୍ତୁ ମୋଟା ଅଙ୍କର ଦରମା ପାଉଥିଲେ ମୋଗଲ ରାଣୀ ଓ ରାଜକୁମାରୀମାନେ। କିଏ ଏହି ପରମ୍ପରା ଆରମ୍ଭ କରିଥିଲେ। କେଉଁ ମହିଳା ପାଉଥିଲେ ସବୁଠାରୁ ଅଧିକ ଟଙ୍କା, ଜାଣିବା ପାଇଁ ପଢନ୍ତୁ…

Diwakar modified his car to helicopter
କାର୍ ହେଇଗଲା ହେଲିକପ୍ଟର; ଖର୍ଚ୍ଚ ହେଲା ସାଢେ ୩ ଲକ୍ଷ

କାର୍‌କୁ ହେଇଗଲା ହେଲିକପ୍ଟର। ଏନେଇ ଖର୍ଚ୍ଚ ହେଲା ସାଢେ ୩ ଲକ୍ଷ ଟଙ୍କା। କାର୍‌କୁ ଦେଖିବାକୁ ଜମୁଛି ଲୋକ ଭିଡ। ଲୋକମାନେ ଏହାକୁ ବିବାହ ପାଇଁ ବୁକିଂ ମଧ୍ୟ କରୁଛନ୍ତି। ଗୋଟିଏ ଭଡାକୁ ୧୧ ହଜାର ଟଙ୍କା।

Two and a half year old unique girl made 72 paintings in 37-ways
ବୟସ ମାତ୍ର ଅଢେଇ; ୩୭ଟି କୌଶଳରେ କରିସାରିଲେଣି ୭୨ ଚିତ୍ର

ତାଙ୍କ ବୟସ ମାତ୍ର ଅଢେ‍ଇ ବର୍ଷ ହୋଇଥିବା ବେଳେ ସେ ୭୨ଟି ଅଦ୍ଭୁତ ଚିତ୍ର ତିଆରି କରି ତାଙ୍କ ନାମରେ ଏକ ଚମତ୍କାର ରେକର୍ଡ ତିଆରି କରିଛନ୍ତି। ୱାର୍ଲ୍ଡ ରେକର୍ଡ ସହିତ ଇଣ୍ଡିଆ ରେକର୍ଡ ମଧ୍ୟ କରିସାରିଲେଣି।

kotia
କୋଟିଆକୁ ନିଜର କରିବାକୁ ଯେମିତି ପଣ କରିଛି ପଡ଼ୋଶୀ ଆନ୍ଧ୍ର

ଓଡ଼ିଶାରେ ପଶି ଆନ୍ଧ୍ରର ନୂଆ ଦାଦାଗିରି । ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ଅଙ୍ଗନବାଡ଼ି କେନ୍ଦ୍ର ଉପରେ ହକ୍ ଜାହିର କରିବାକୁ ପ୍ରୟାସ । କୋଟିଆ ପଞ୍ଚାୟତର ଉପର ସେମ୍ବିର ଅଙ୍ଗନବାଡ଼ି କେନ୍ଦ୍ର କାନ୍ଥରେ ଅଣୁ ଜଳବିଭାଜିକା ପ୍ରକଳ୍ପର ମାନଚିତ୍ର ଆଙ୍କି ବିବରଣୀ ପ୍ରଦାନ କରିଛନ୍ତି ଆନ୍ଧ୍ର ସରକାର । ସେହିପରି ଫଗୁଣସିନେରୀରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । 

Doctors Operate Patient Under Flash Light
ମହମବତୀ, ମୋବାଇଲ ଟର୍ଚ୍ଚରେ ଚାଲିଛି ସ୍ୱାସ୍ଥ୍ୟ ବିଭାଗ !

ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ବଲଙ୍ଗୀରର ପାଟଣାଗଡ଼ ଗଞ୍ଜାମର ପୋଲସରା ଗୋଟିଏ ଉପଖଣ୍ଡସ୍ତରୀୟ ଚିକିତ୍ସାଳୟ, ଅନ୍ୟଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ସ୍ଥାନ ଭିନ୍ନ ହେଲେ ବି ଘଟଣା କିନ୍ତୁ ସମାନ ।

Man Donates Eyes
ନିୟତି ଭାଙ୍ଗିଦେଲା ଗରିବ ବାପାର ସୁନେଲୀ ସ୍ୱପ୍ନ

ମୁଁ ଚାର୍ଟଡ୍‌ ଆକାଉଣ୍ଟାଣ୍ଟ ହେବି ମୋ ବାପାର କଷ୍ଟ ଦୂର କରିବି। ଆଉ ମୋ ବାପା ଅଟୋ ଚଲେଇବେନି, କି ଆମେ ଆଉ ଏହି ଛୋଟିଆ ଘରେ ରହିବୁନି।  ହେଲେ ବିଡ଼ମ୍ବନା, ଅଧୁରା ରହିଗଲା ଭୁବନେଶ୍ୱର ଶାସ୍ତ୍ରୀ ନଗରର ଶୁଭଲକ୍ଷ୍ମୀ ସାହୁଙ୍କର ଏ ଇଚ୍ଛା। 

Man Donates Eyes
ଦୁଇ ଝିଅଙ୍କ ଅକାଳ ବିୟୋଗ ପରେ ଅନ୍ୟକୁ ଚକ୍ଷୁଦାନ କଲେ ବାପା

ଶୁଭଲକ୍ଷ୍ମୀ ଓ ଭାଗ୍ୟ ଲକ୍ଷ୍ମୀଙ୍କ ସିନା ଅକାଳରେ ଆରପାରିକୁ ଚାଲିଗଲେ, ହେଲେ ସେ ଦୁହିଁଙ୍କ ଆଖିରେ ଆଉ କିଏ ଦୁନିଆ ଦେଖିବ। 

Doctors Operate Patient Under Flash Light
ମହମବତୀ, ମୋବାଇଲ ଟର୍ଚ୍ଚରେ ଚାଲିଛି ସ୍ୱାସ୍ଥ୍ୟ ବିଭାଗ ! ପାଓ୍ୱାର କଟ୍ ହେଲେ ହସ୍ପିଟାଲରେ ଅନ୍ଧାରର ରାଜୁତି

ରାଜ୍ୟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର । ମୋବାଇଲ ଓ ମହମବତୀରେ ମହିଳାଙ୍କ ଡେଲିଭରି ।

Matric Exam
ପ୍ରଶ୍ନପତ୍ର ଗୁଜବକାରୀଙ୍କ ପ୍ରତି ହେବ କଡ଼ା କାର୍ଯ୍ୟାନୁଷ୍ଠାନ

ଏପ୍ରିଲ ୨୯ରୁ ମେ ୭ ମାଟ୍ରିକ ଓ ଏପ୍ରିଲ ୨୮ରୁ ମେ ୩୧ ହେବ +୨ ପରୀକ୍ଷା ଆରମ୍ଭ ହେବ। 

kotia
ଓଡ଼ିଶା ହାତରୁ ଖସିଯିବ କି କୋଟିଆ ? କଳ, ବଳ, କୌଶଳ ଲଗାଇ ଦେଲାଣି ଆନ୍ଧ୍ର

କୋଟିଆ ଦଖଲ ଅଭିଯାନ କ୍ରମରେ ଚଳିତ ମାସ ପହିଲାରେ କୋଟିଆର ୨୮ଟି ଗାଁକୁ ନବ ଗଠିତ ମାନ୍ୟମ ଜିଲ୍ଲାର ନକ୍ସାରେ ସାମିଲ କରିଛି ଆନ୍ଧ୍ର ।

accident
ଘାଟିରେ ଓଲଟି ପଡ଼ିଲା ବସ୍, ୧୫ ଯାତ୍ରୀ ଆହତ

‍ବସ୍‌ ଓଲଟି ୧୫ ଯାତ୍ରୀ ଆହତ

Artisans
ଚାନ୍ଦବାଲିରେ ପ୍ରସ୍ତୁତ ହେଉଛି କଲିକତାର ପ୍ରସିଦ୍ଧ ନଦିଆ ମୃଦଙ୍ଗ

ମୃଦଙ୍ଗ ତିଆରି କରି ନାଁ କମାଇବା ସହ ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ଦୁଇ କାରିଗର ।

 odisha
ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କଲେ ବାପ, ଝିଅ

ପୋଲିସ୍‌ ଠାରୁ ନ୍ୟାୟ ନମିଳିବାରୁ ବାପ, ଝିଅ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ।

News Fuse
ଇଏ ଉତୁପାତିଆ ଗୋଷ୍ଠୀର...ଓଭରବ୍ରିଜ୍‌ ଦେଖୁନାହାନ୍ତି କେମିତି ଦେଖାଉଛନ୍ତି ଷ୍ଟଣ୍ଟ୍‌....

ମାଉସୀ ମାଉସୀ, ପୁଅ ଟା ବିଗିଡିଗଲା। ଇଏ କୋଉ ଉତୁପାତିଆ ଗୋଷ୍ଠୀର କିରେ !! ଲୋ ବୋଉ...ଦେଖୁନାହାନ୍ତି କେମିତି ଓଭରବ୍ରିଜ୍‌ ଉପରେ ଗୋଡ଼ ଟେକି ଥେଇ ଥେଇ ନାଚୁଛନ୍ତି

Rayagada Farmer
ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି ଶ୍ରୀନିବାସ : ଆନ୍ଧ୍ରରୁ ଆସି ରାୟଗଡାରେ ଫଳାଉଛନ୍ତି ସୁନା

ଜୈବିକ ସାରରେ ଉତ୍ପାଦିତ ପନିପରିବା ପାଉଥିବାରୁ ଉତ୍ସାହର ସହ ଗ୍ରାହକ କିଣି ନେଉଛନ୍ତି ।

naxal marriage
ଛାଡ଼ିଲେ ବନ୍ଧୁକ, ପଡ଼ିଲା ହାତଗଣ୍ଠି : ବିବାହ ବନ୍ଧନରେ ବାନ୍ଧିହେଲେ ଦୁଇ କ୍ୟାଡର ମାଓବାଦୀ

ବିବାହ ବନ୍ଧନରେ ବାନ୍ଧିହେଲେ ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ।

puri
ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ : ଆଜି ଆଗତ ହେବ ୨୩୭କୋଟି ଟଙ୍କାର ବଜେଟ୍

ନୂତନ ଭାବେ ଦାୟିତ୍ୱ ନେଇଥିବା ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କର ଏହା ପ୍ରଥମ ପରିଚାଳନା କମିଟି ବୈଠକ

 Ayushman Bharat health mela
ଆଦିବାସୀ ଅଧ୍ୟୁଷିତ ଇଲାକାରେ 'ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା' ଅନୁଷ୍ଠିତ

ଆଦିବାସୀ ଅଧ୍ୟୁଷିତ ଇଲାକାରେ ଆୟୋଜିତ ହୋଇଛି ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ୱାସ୍ଥ୍ୟ ମେଳା । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅନ୍ତର୍ଗତ ଏକୁଲସେକୁଲ ଇଲାକାରେ ଆରମ୍ଭ ହୋଇଛି ଏହି ମେଳା ।

Home Delivery Of PDS Ration Brings Smile On Faces Of Villagers In Jayapatna
ପ୍ରତିଶ୍ରୁତି ପାଳନ କଲେ ବ୍ଲକ୍‌ ଚେୟାରମ୍ୟାନ। ନିଜ ପକେଟ୍‌ରୁ ଟଙ୍କା ଖର୍ଚ୍ଚ କରି ଲୋକଙ୍କ ଘରେ

ନେତା ହେବ ତ ଏମିତି। ନିର୍ବାଚନ ଜିତିବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ ଆଜି ପାଳନ କଲେ। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ଗାଁ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି ରାସନ୍‌...ଭୂରି ଭୂରି ପ୍ରଶଂସା କରୁଛନ୍ତି ଅଞ୍ଚଳବାସୀ

Jajpur Potters Stare At Grim Future Due To Dip In Sale
ଏବେ ଅଲୋଡ଼ା ହୋଇପଡ଼ିଛି ମାଟିର ସାମଗ୍ରୀ, ଚିନ୍ତାରେ କାରିଗର

ଦିନ ଥିଲା ମାଟିପାତ୍ରର ଚାହିଦା ଢେର ଅଧିକ ଥିଲା, କିନ୍ତୁ ଆଧୁନିକ ଯୁଗରେ ପ୍ରାୟତଃ ଅଲୋଡା ମାଟି ସାମଗ୍ରୀ । ଆଉ ଅଦରକାରୀ ହୋଇପଡିଲେଣି ମାଟି କାରୀଗର । ଗୋଟେପଟେ କଂଚାମାଲ ର ଅଭାବ ଅନ୍ୟପଟେ ନିଜ ଉଦ୍ୟମରେ ଯାହା କିଛି ତିଆରି ହେଉଛି ତାହା ବିକ୍ରି ହେବା ବି କଷ୍ଟକର । ସରକାରୀ ପ୍ରୋତ୍ସାହନ ସହ କଂଚାମାଲର ଅଭାବ ଓ ବିକ୍ରି ଲାଗି ବଜାର ସୁବିଧା ନଥିବାରୁ ବେଉସା ଛାଡିବାକୁ ବସିଲେଣି କୁମ୍ଭକାର ପରିବାର ।

Lake natron is world’s most dangerous lake
ଅଜବ ହ୍ରଦ, ଯିଏ ପଶିଲା ସିଏ ପଥର ହେଲା

ହ୍ରଦର ନାମ ନାଟ୍ରନ୍। ପାଣି କ୍ଷାରୀୟ। ଏହି ହ୍ରଦ ଅତ୍ୟନ୍ତ ବିପଜ୍ଜନକ। କୁହାଯାଏ ଯେ ଏହି ହ୍ରଦ ସଂସ୍ପର୍ଶରେ ଆସୁଥିବା ଜୀବ ପଥରରେ ପରିଣତ ହୋଇଯାଆନ୍ତି।

ଗାଁକୁ ଗାଁ ବ୍ୟାପୁଛି କିଡ୍‌ନୀ ରୋଗ; ଗଲାଣି ୫ ନିରିହ ଜୀବନ

ବଢ଼ିବାରେ ଲାଗିଛି କିଡ୍‌ନୀ ରୋଗୀଙ୍କ ସଂଖ୍ୟା। ରେଢାଖୋଲ ବ୍ଲକ ର ବଂଶାଜାଲ ପଚାଂୟତର ହେଲେଇ ଗାଁରେ ଏବେ ୬ ଜଣ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ପଡିଥିବାବେଳେ ଏହି ରୋଗରେ ୫ଜଣଙ୍କ ଜୀବନ ଗଲାଣି ।

Ambi Rajani postgraduate sweeper to assistant entomologist
ସୁଇପରରୁ ହେଇଗଲେ ସହକାରୀ ଏଣ୍ଟୋମୋଲୋଜିଷ୍ଟ୍‌

ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଭଲ ନ ଥିବାରୁ ସୁଇପର ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ତାଙ୍କର ଦକ୍ଷତା ଓ ପରିଶ୍ରମ ଲୁଚି ରହିଲା ନାହିଁ। ତାଙ୍କର ଜୋସ୍‌ ତାଙ୍କୁ ସଫଳତା ଦେଇଥିଲା। ସେ ହେଉଛନ୍ତି ହାଇଦ୍ରାବାଦର ପୋଷ୍ଟ୍‌ ଗ୍ରାଜୁଏଟ୍ ସୁଇପର ଅମ୍ବି ରଜନୀ।

Born in 1832, oldest tortoise alive turns 190 in 2022
୧୯୦ ବର୍ଷରେ ପାଦ ଥାପିଛି ବିଶ୍ୱର ସବୁଠୁ ବୟସ୍କ ପାଣୀ ଜୋନାଥନ୍ କଇଁଛ

ବିଶ୍ୱର ସବୁଠୁ ବୟସ୍କ ପାଣୀ ପାଲଟିଛି ଜୋନାଥନ୍ କଇଁଛ । ଚଳିତ ବର୍ଷ ଜୋନାଥନ୍ ୧୯୦ ବର୍ଷରେ ପାଦ ଥାପିଛି ।

Railway Minister Ashwini Vaishnaw To Visit Odisha’s Malkangiri on Today
ଆଜି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ମାଲକାନଗିରି ଗସ୍ତ

ଆଜି ମାଲକାନଗିରି ଜିଲ୍ଲା ଗସ୍ତରେ ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ମାଲକାନଗିରି ଡିଆର୍ଡିଏ କନ୍ଫରେନ୍ସ ହଲରେ ସେ ବିଭିନ୍ନ ଯୋଜନାର ସମୀକ୍ଷା କରିବେ ।