• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Maharashtrian Couple
କି ପାପ କରିଥିଲା ନିଷ୍ପାପ ଶିଶୁ; ବାପା ମାଆ ଚାଲି ଗଲେ, ସାଙ୍ଗରେ ପିଲାଟାକୁ ବି ନେଇଗଲେ

ଭୁବନେଶ୍ୱର ଚିନ୍ତାମଣିଶ୍ୱରରେ ରହୁଥିବା ଏକ ଭଡ଼ାଘରୁ ବାପା, ମା ଓ ଝିଅର ମୃତଦେହ ମିଳିଛି । ବୁଧବାର ରାତି ପ୍ରାୟ ୧୦ଟାବେଳେ ଜଣାପଡ଼ିଥିଲା କି ଏମାନେ ବନ୍ଦ କୋଠରୀରେ ଆତ୍ମହତ୍ୟା କରିଛନ୍ତି ।

Acharya Harihar Cancer Hospital
ଏମିତି ବିଶ୍ୱସ୍ତରୀୟ ବ୍ୟବସ୍ଥା ! ପୂର୍ବ ଭାରତର ସବୁଠୁ ବଡ଼ କ୍ୟାନ୍‌ସର ହସ୍ପିଟାଲ ଆଗରେ ପ୍ରଚଣ୍ଡ ଖରାରେ ରୋଗୀ

ମୁଣ୍ଡଫଟା ଖରାରେ ଯେତେବେଳେ ସହର ଜଳୁଛି, ମଣିଷ ତ ମଣିଷ ଚଢେଇ ଚିରୁଗୁଣୀ ବି ନିଜ ବସାରୁ ବାହାରିବାକୁ ଡରୁଛନ୍ତି ।

  • Thursday, 28 April 2022
Yellow Water Mellon
ନାଲି ନୁହେଁ, ହଳଦିଆ ତରଭୁଜ ! ମିଠା ଆଉ ସ୍ୱାଦ କଥା କହିଲେ ନସରେ..

ରାୟଗଡାର ଡି.ଶ୍ରୀନିବାସ ଜୈବିକ ପଦ୍ଧତିରେ ଫଳାଉଛନ୍ତି ଭଳିକି ଭଳି ପନିପରିବା ଓ ଫଳ। ଏହାସହ ୫୦ରୁ ଉର୍ଦ୍ଧ ଲୋକଙ୍କୁ ଦେଇଛନ୍ତି ରୋଜଗାର ।

Mahula Fula
ଆଦିବାସୀଙ୍କୁ ମିଳୁନି ତାଙ୍କ ପ୍ରାପ୍ୟ ! ବଜାର ଦରଠୁ ଖୁବ୍‌ କମ୍‌ ଦାମ୍‌ରେ ବିକୁଛନ୍ତି ମହୁଲ ଫୁଲ..

ସକାଳ ହେଲେ ଜଙ୍ଗଲରେ ପହଞ୍ଚିଯାଆନ୍ତି ଆଦିବାସୀ ଲୋକେ । ପିଲାଠୁ ବୁଢା ସମସ୍ତେ ଲାଗିପଡ଼ନ୍ତି ମହୁଲ ଗୋଟାଇବାରେ ।

  • Thursday, 28 April 2022
Balasore
ଏମିତି ପୁଅ କାହାକୁ ନଦିଅନ୍ତୁ ଭଗବାନ ! ଭଙ୍ଗାଦଦରା ପାଇଖାନା ଘରେ ବାପାକୁ ଫୋପାଡ଼ି ଦେଲା..

ଭଙ୍ଗାଦଦରା ପାଇଖାନା ଭିତରେ ବୁଢା ବାପାଟାକୁ ଫୋପାଡ଼ି ଦେଇଛନ୍ତି ପୁଅ ବୋହୂ ।

Kendrapada Collector
ଲାଞ୍ଚ ଦେବା ପରେ ବି କାମ ହେଲାନି ! ଜିଲ୍ଲାପାଳଙ୍କ ଗାଡ଼ି ଆଗରେ ଶୋଇ ପ୍ରତିବାଦ କଲେ

ଲାଞ୍ଚ ଦେବା ପରେ ମଧ୍ୟ କାମ ନହେବାରୁ ଉପଜିଲ୍ଲାପାଳଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କରିଛନ୍ତି ଆବେଦନକାରୀ ।

e-news
୮୦ ଦଶକର ଫିଲ୍ମ ସତ, ହେଲେ ଏବେବି ତାଜା ଅଛି...

ଗୋଟେ ନିରୀହ ନିର୍ଦ୍ଦୋଶ ଝିଅର ବାହାଘର ଭାଙ୍ଗିଦେବା କଣ ପାପ ନୁହେଁ? ସଂସ୍କାର ଧର୍ମୀ ଚଳଚ୍ଚିତ୍ର ଭାବେ ସେତେବେଳେ ବେଶ୍‌ ଖ୍ୟାତି ଅର୍ଜନ କରିଥିଲା ଆଉ ଆଜି ବି ଦର୍ଶକଙ୍କ ମନ କିଣୁଛି ଏହି ଅଭିନେତାଙ୍କ ଅଭିନୟ

  • Thursday, 28 April 2022
  • ENews
Village Residents In Bhadrak Reel Under Crisis Of Drinking Water, Heat Wave Turns Double Whammy
ସଚଳ ହେଉନି ଅଚଳ ପାନୀୟ ଜଳ ପ୍ରକଳ୍ପ, ଟୋପେ ପାଣି ପାଇଁ ଡହଳବିକଳ

ଡହ ଡହ ଖରାରେ ପାଣି ଢୋକେ ମିଳୁନାହିଁ। ଖରା ବଢିବା ସାଙ୍ଗକୁ ଉତ୍କଟ ହୋଇଛି ପିଇବା ସମସ୍ୟା। ପ୍ରଚଣ୍ତ ଖରା ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ବାସୁଦେବପୁର ପୌରପାଳିକା କହୁଛି ଏମିତି କଥା...

Yellow Watermelon Farming
ଦାଦନରୁ ଫେରିଆସିଲେ, ଗାଁରେ ହଳିଦିଆ ତରଭୁଜ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା

ବେଙ୍ଗାଲୁରୁରେ ଦାଦନ ଖଟିବାକୁ ଯାଇଥିଲେ। ଏବେ ଗାଁକୁ ଫେରି ହଳଦିଆ ତରଭୁଜ ଚାଷ କଲେ। ବଜାରର ଚାହିଦା ଏତେ ଅଧିକ ଯେ, ପାଳ ପାଖରୁ ତରଭୁଜ ନେଇ ଯାଉଛନ୍ତି ବେପାରୀ। ରୋଜଗାର ହେଉଛି ଲକ୍ଷ ଲକ୍ଷ ଟଙ୍କା।

Kachcha Badam Fame
କଚାବାଦାମ ଗୀତିକାର ଭୁବନ ବାଦ୍ୟକାରଙ୍କୁ ଚାକିରି ଦେଲା ରେଲୱେ !! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ....

କଚାବାଦାମ ଗୀତ ସୋସିଆଲ ମିଡ଼ିଆର ସେନସେସନ ପାଲଟିଲା ପରେ ଭୁବନ ବାଦ୍ୟକାର ପାଇଲେ କି ଚାକିରି? ରେଲୱେର ଷ୍ଟେସନ ମ୍ୟାନେଜର ପୋଷ୍ଟରେ ଚାକିରି ପାଇଥିବା ସାମ୍ନାକୁ ଆସିଲା ଭିଡ଼ିଓ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏହି ଭିଡ଼ିଓ, ଜାଣନ୍ତୁ ସତ କଣ?

Apana Eka Nuhanti
ଦାନ୍ତ ରୁଟ୍‌ କେନାଲ ଲାଗି ଯାଇଥିଲେ, କ୍ୟାନସର ରୋଗ ନେଇ ଘରକୁ ଫେରିଲେ...

ମନର କଥା କହୁଛି କଲମ। ପାଟିରେ ପାଇପ୍‌ ଲାଗିଛି, ନିଜର ବେଦନାକୁ କଲମରେ ପରିପ୍ରକାଶ କରୁଛନ୍ତି। କାରଣ ଦାନ୍ତ ରୁଟ୍‌ କେନାଲ କରିବାକୁ ଡାକ୍ତରଖାନା ଯାଇଥିଲେ, ହେଲେ କ୍ୟାନସର ରୋଗ ନେଇକି ଆସିଲେ। କଥା ତ କହିପାରୁନାହାନ୍ତି....ରୋଗ ଭଲ କରିବାକୁ ଯାଇ ପାଞ୍ଚ ପାଞ୍ଚ ଥର ଅପରେସନ୍‌ କଲେଣି ସତ ହେଲେ କିଛି ଲାଭ ମିଳୁନି...ଏବେ ସାହାଯ୍ୟ ଅପେକ୍ଷାରେ ସୂର୍ଯ୍ୟ

Making News
କହନା କହନା...ମୋ ପାନ ଗନ୍ଧ ଶୁଣିକି ତୁ ବେହୋସ ହୋଇଯାଉଛୁ?

ଛି ଛି ଏ ପାନ ଗନ୍ଧ ଶୁଣିକି ମୋ ପେଟ କଇଁ ଧରୁଛି। ଏଇନା ମୁଁ ବାନ୍ତି କିରିବି। ମୋର ଦୁଃଖକୁ ଧ ପଡ଼ୁଥିଲା ତୁମ ପାଖରେ ନେସି ହେବା ପାଇଁ...ମାଆ କହିଲା ବେଳକୁ ଦେହରେ ନିଆଁ ଲାଗିଯାଉଛି...

Youth In Odisha Dies After Learning About Father's Death
ମୃତ୍ୟୁ ଏମିତି ବି ଆସେ !! ବାପାଙ୍କ ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଗଲା ଜୀବନ....

ସତରେ ମୃତ୍ୟୁ କେତେବେଳେ ଆସିବ କିଏ କହିପାରିବ? ବାପାର ମୃତ୍ୟୁ ଖବର ଶୁଣି ବଡ଼ ପୁଅର ଜୀବନ ଚାଲିଯିବ ବୋଲି କେହି କେବେ ଚିନ୍ତା କରିନଥିବେ, ହେଲେ ଏହା ବାସ୍ତବ ରୂପ ନେଇଛି। ବାପାଙ୍କର ବିୟୋଗର ପୁଅ ପିଣ୍ଡରୁ ଚାଲିଯାଇଛି ପ୍ରାଣ....ଶୋକାକୂଳ ପରିବେଶରେ ପୂରା ପରିବାର

Love For Birds
ଯୁବ ଇଞ୍ଜିନିୟରଙ୍କ ପକ୍ଷୀ ସଉକ, ନିଶା ପାଲଟି ଯାଇଛି ବେଉସା

ପକ୍ଷୀ ସଉକକୁ ବେଉସା କରିଲେଣି ଯୁବ ଇଂଜିନିୟର। ମୁମ୍ବାଇରୁ ଚାକିରୀ ଛାଡି ଗାଁରେ ତିଆରି କରିଛନ୍ତି ପକ୍ଷୀ ବିହାର। ୪୨ ପ୍ରଜାତିର ନାମିଦାମୀ ପକ୍ଷୀ ରଖି କରୁଛନ୍ତି ମ୍ୟୁଟେସନ ଓ ବ୍ରିଡିଙ୍ଗ। ନିଜେ ସ୍ୱାବଲମ୍ବୀ ହେବା ସହ ବେକାରୀ ଯୁବକଙ୍କୁ ଦେଉଛନ୍ତି ରୋଜଗାର...

News Fuse
ଚାଉଳ ପାଇଲେନି, ତାଲା ପକାଇ ଦେଲେ ଗାଁ ଲୋକେ...

ଆଲୋ ପିକୁଳି ବୋଉ ନବୀନା ରାଇଜରେ ଚାଉଳ ସରିଲା କେମିତି? ଇଲୋ ବୋଉ ଏଇଠି ଚାଉଳ ନେବ କ’ଣ? ଚେପା ହୋଇଯିବରେ ନାରଣ। ନାଏବ ସରପଞ୍ଚ ଆଉ ଲୋକଙ୍କ ମଧ୍ୟରେ ଏମିତି ଚାଉଳ ଫୁଟିଲା ଯେ ଭାତ ପୂରା ଜାଉ ହୋଇଗଲା....

Meal Of 'Love' Served On Banana Leaf In Bengaluru @Rs 50
୫୦ ଟଙ୍କାରେ କଦଳୀ ପତ୍ରରେ ପରସା ଯାଉଛି ଦେଶୀ ଖାଦ୍ୟ, ଏଇଠି ପଇସା ନୁହେଁ ସ୍ନେହ ବଡ଼

ବେଙ୍ଗାଲୁରୁ ଭଳି ମେଟ୍ରୋ ସିଟି। ଏଇଠି ପୁଣି ୫୦ ଟଙ୍କାରେ ଦେଶୀ ଖାଦ୍ୟ ମିଳୁଛି ପୁଣି ପୂରା ଦେଶୀ ଷ୍ଟାଇଲ୍‌ରେ। ଭାତ ସହିତ ଭଳିକି ଭଲି ସୁଆଦିଆ ଭଜା ତରକାରୀ ବାଢି ଦେଉଛନ୍ତି ଏହି ବୃଦ୍ଧ ଦମ୍ପତ୍ତି। କହୁଛନ୍ତି, ଆମକୁ ଟଙ୍କାର ଲୋଭ ନାହିଁ, ମମତା ଓ ସ୍ନେହ ପାଇଁ ଚାଲିଛି ଆମର ଏହି ଛୋଟିଆ ହୋଟେଲ୍‌। ଲୋକେ ବି ବେଶ୍‌ ଭିଡ଼ ଜମାଉଛନ୍ତି....ଦେଖନ୍ତୁ କେମିତି ପରସା ଯାଉଛି ଖାଇବା

3 Members Of A Family Found Dead In Bhubaneswar
ହୃଦୟବିଦାରକ ଘଟଣା: ଝୁଲି ପଡ଼ିଲେ ବାପା, ମା’; କୋଳରେ ୧୫ ମାସର ଛୁଆ

ରାଜଧାନୀରେ ଚାଞ୍ଚଲ୍ୟ। ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି।

Engineering Student Deadbody Found From Hostel Room
କପି ଧରାପଡ଼ିବାରୁ ଜୀବନ ହାରିଲେ ଇଞ୍ଜିନିୟରିଂ ଛାତ୍ର ! ହଷ୍ଟେଲରୁ ମିଳିଲା ମୃତଦେହ

କପି କରି ଧରାପଡ଼ି ଯିବାରୁ ଜଣେ ଛାତ୍ର ଜୀବନ ହାରିଥିବା ସୂଚନା ମିଳିଛି। କଲେଜ କର୍ତ୍ତୃପକ୍ଷ ତାଙ୍କୁ ଦୁର୍ବ୍ୟବହାର କରି କ୍ଲାସ୍‌ ରୁମ୍‌ରୁ ବାହାର କରି ଦେଇଥିଲେ ବୋଲି ବୈଷ୍ଣବଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

15 passengers injured after the bus in which they were travelling overturns near Jhariapali
ଭାରସାମ୍ୟ ହରାଇ ଓଲଟିଲା ବସ୍; ୧୫ ଆହତ

ପୁଣି ବସ୍‌ ଓଲଟି ଯାତ୍ରୀ ଆହତ । ସୁନ୍ଦରଗଡ ଜିଲ୍ଲା ଝରିଆପାଲି ନିକଟରେ ବସ୍ ଓଲଟି ୧୫ ଜଣ ଆହତ ହୋଇଛନ୍ତି । ଭାରସାମ୍ୟ ହରାଇ ବସ୍‌ଟି ଓଲଟି ପଡ଼ିଥିବା ସୂଚନା ମିଳିଛି ।

 Accused Nabbed By Police Escape
କାଲି ଧରାପଡ଼ିଥିଲେ, ଆଜି ଖସି ପଳାଇଲେ...

କାଲି ଧରାପଡ଼ିଥିଲେ, ଆଜି ଖସି ପଳାଇଲେ। ଡକାୟତି ମାମଲାରେ ଅଟକ ଥିବା ୨ ଜଣ ଅଭିଯୁକ୍ତ ଥାନାରୁ ଚମ୍ପଟ ମାରିଥିବା ଜଣାପଡ଼ିଛି।

Locals Detain Two Constable In Koraput
ଗଞ୍ଜେଇ ଚାଲାଣ ପଣ୍ଡ କରିବାକୁ ଯାଇଥିଲେ କନଷ୍ଟେବଲ, ହେଲେ ଫସିଗଲେ ନିଜେ...

ରାତି ଅଧରେ ଗାଁରେ ପଶି ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗରେ ୨ ଜଣ ଅବକାରୀ ବିଭାଗର କନଷ୍ଟେବଲଙ୍କୁ ଗାଁ ଲୋକେ ଅଟକ ରଖିଥିବା ସୂଚନା ମିଳିଛି। 

  • Thursday, 28 April 2022
  • Ganja
Real 'Nagin Dance'- Snake Charmer Dances With Cobra During Wedding Procession In Odisha
ନାଗ ସହ ‘ନାଗିନ୍ ଡ୍ୟାନ୍ସ’ ଗୀତରେ ନାଚିଲେ ବରଯାତ୍ରୀ

ନାଗ ସହ ନାଗିନ୍‌ ଡ୍ୟାନ୍ସ...କେବେ ଦେଖିଛନ୍ତି କି ? ଭିଡିଓରେ ଦେଖନ୍ତୁ ଏହି ଅବିଶ୍ୱାସନୀୟ ଦୃଶ୍ୟ...

Heatwave In Odisha | SCB Medical College And Hospital Sets Up Heatstroke Ward
ଏଣିକି ଅଂଶୁଘାତ ରୋଗୀଙ୍କୁ ମିଳିଲା ଆଶ୍ୱସ୍ତି; SCBରେ ଖୋଲିଲା ସ୍ୱତନ୍ତ୍ର ‘ଅଂଶୁଘାତ ଓ୍ୱାର୍ଡ’

ଅସହ୍ୟ ତାତିରେ ପ୍ରଭାବିତ ଲୋକଙ୍କ ପାଇଁ କଟକ ଏସସିବି ପରିସରରେ ଖୋଲିଲା ସ୍ୱତନ୍ତ୍ର ଅଂଶୁଘାତ ଓ୍ୱାର୍ଡ ।

America plan to nuclear explosion on moon
ଚନ୍ଦ୍ରରେ ପରମାଣୁ ବିସ୍ଫୋରଣ ନେଇ ଆମେରିକାର ଯୋଜନା

ଆମେରିକାର ଏକ ଯୋଜନାର ଖୁଲାସା ହୋଇଛି। ଏହି ଖୁଲାସା ପରେ ସାରାଦୁନିଆରେ ଉତ୍ତେଜନା ଦେଖାଦେଇଛି। ଏକ ଡକ୍ୟୁମେଣ୍ଟରେ ଦର୍ଶାଯାଇଛି ଯେ ଚନ୍ଦ୍ରରେ ପରମାଣୁ ବମ ବିସ୍ଫୋରଣ ପାଇଁ ଆମେରିକା ଯୋଜନା ଉପରେ ବିଚାର କରୁଛି।

The struggleful life of Suchismita Nanda
ନିଜର ଉଦ୍ୟମ ବଳରେ ଅନ୍ୟମାନଙ୍କୁ ସ୍ୱାବଲମ୍ବୀ କରାଇଛନ୍ତି ସୁଚିସ୍ମିତା

ଆଜି ସକଳ କ୍ଷେତ୍ରରେ ସମୟ ସହ ତାଳଦେଇ ଆଗକୁ ବଢୁଛି ନାରୀ। ଅସମ୍ଭବ କାମକୁ ସମ୍ଭବ କରିଦେଖାଉଛି। ସେଥିପାଇଁ ତ ସେ ଅନନ୍ୟା। ସେହି ନାରୀମାନେ ଆମ ସମାଜ ପାଇଁ ଜଣେ ଜଣେ ପ୍ରେରଣା। ସେମିତି ଜଣେ ନାରୀ ହେଲେ ସୁଚିସ୍ମିତା ନନ୍ଦ। ଆସନ୍ତୁ ଜାଣିବା ତାଙ୍କ ପିଲାଦିନର ସ୍ୱପ୍ନ…