ମୁଁ ଚାର୍ଟଡ୍ ଆକାଉଣ୍ଟାଣ୍ଟ ହେବି ମୋ ବାପାର କଷ୍ଟ ଦୂର କରିବି। ଆଉ ମୋ ବାପା ଅଟୋ ଚଲେଇବେନି, କି ଆମେ ଆଉ ଏହି ଛୋଟିଆ ଘରେ ରହିବୁନି। ହେଲେ ବିଡ଼ମ୍ବନା, ଅଧୁରା ରହିଗଲା ଭୁବନେଶ୍ୱର ଶାସ୍ତ୍ରୀ ନଗରର ଶୁଭଲକ୍ଷ୍ମୀ ସାହୁଙ୍କର ଏ ଇଚ୍ଛା।
Published: Chandan Shishu
Last updated: 22 April 2022, 10:53 PM IST
ବଡ଼ ବଡ଼ ବିଲ୍ଡିଂରେ ଲୋକମାନଙ୍କ ଯିବା ଆସିବା ପାଇଁ ଲିଫ୍ଟର ବ୍ୟବସ୍ଥା ଥାଏ । ଲିଫ୍ଟରେ ଯିବା ସମୟରେ ସେଥିରେ ଲାଗିଥିବା ଦର୍ପଣ କେବେ ଦେଖିଛନ୍ତି କି? ଆପଣ ଭାବିଛନ୍ତି କି ଲିଫ୍ଟରେ କାହିଁକି ଦର୍ପଣ ଲଗାଯାଇଥାଏ? ଏହା ପଛରେ ଏକ ମଜାଦାର କାରଣ ରହିଛି । ଆସନ୍ତୁ ଜାଣିବା।