• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Top 5 women players of India whos life full of struggle
ଜାଣନ୍ତୁ, ୫ ଭାରତୀୟ ମହିଳା ଖେଳାଳିଙ୍କ ସଂଘର୍ଷମୟ ଜୀବନ

ମହିଳାମାନେ ସର୍ବଦା ଶାରୀରିକ ସାମର୍ଥ୍ୟରେ ପୁରୁଷଙ୍କଠାରୁ କମ୍ ବୋଲି ବିବେଚନା କରାଯାଏ। ଏହି ଧାରଣ ଏବେ ଭୁଲ୍ ପ୍ରମାଣିତ ହୋଇଛି। ଆଜି କ୍ରିକେଟ୍ ଠାରୁ ଆରମ୍ଭ କରି ବ୍ୟାଡ୍‌ମିଣ୍ଟନ୍, ବକ୍ସିଂ ଓ ଲଙ୍ଗ୍‌ ଜମ୍ପ୍‌ ପର୍ଯ୍ୟନ୍ତ ମହିଳାମାନେ ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି।

 Govt Safeguarding Keonjhar Collector
କେନ୍ଦୁଝର କଲେକ୍ଟର ଆଶିଷ ଠାକରେଙ୍କ ପ୍ରତି ରାଜ୍ୟ ସରକାରଙ୍କର କାହିଁକି ଏତେ ଦରଦ?

କେନ୍ଦୁଝର କଲେକ୍ଟର ଆଶିଷ ଠାକରେଙ୍କ ପ୍ରତି ରାଜ୍ୟ ସରକାରଙ୍କର କାହିଁକି ଏତେ ଦରଦ? ଆଦିବାସୀଙ୍କ ସମସ୍ୟାକୁ ଅଣଦେଖା କରୁଥିବା ଜଣେ ଜିଲ୍ଲାପାଳଙ୍କୁ ବଞ୍ଚେଇବାକୁ କଣ ପାଇଁ ଏତେ ଆନ୍ତରିକତା? ତାକୁ ନେଇ ଆଲୋଚନା ସମାଲୋଚନା ଚାଲିଥିବାବେଳେ ଜିଲ୍ଲାପାଳଙ୍କୁ ସୁରକ୍ଷା ଦେବାକୁ କେମିତି ଅଣ୍ଟା ଭିଡ଼ିଛନ୍ତି ସରକାର, ଇଏ ତାର ପ୍ରମାଣ। 

Unscheduled Power Cuts
ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ

ଡହଡହ ଖରାରେ ଜୀବନ ଡହଳ ବିକଳ। ନା ଘରେ ରହି ହେଉଛି ନା ବାହାରେ। ତା ସାଙ୍ଗକୁ ପୁଣି ବେଡ଼ି ଉପରେ କୋରଡ଼ା ମାଡ଼ କରୁଛି ଘନଘନ ବିଜୁଳି କାଟ।

 Govt Safeguarding Keonjhar Collector
ଆଶିଷ ଠାକ୍‌ରେଙ୍କ ସ୍ଥାନରେ ହାଜର ହେବେ ସୁପ୍ରିମକୋର୍ଟ ଓକିଲ

ଆଦିବାସୀ ବିରୋଧୀ ଅଫିସରଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ କହିଛି କଂଗ୍ରେସ।

  • Saturday, 23 April 2022
Unscheduled Power Cuts
ବିଦ୍ୟୁତ୍ ବଳକା ରାଜ୍ୟ ଓଡ଼ିଶାରେ କାହିଁକି ହେଉଛି ଅଘୋଷିତ ପାୱାରକଟ୍‌ ?

ପ୍ରଶ୍ନ, ବିଦ୍ୟୁତ୍ ବଳକା ରାଜ୍ୟ ହେବା ସତ୍ତ୍ୱେ କାହିଁକି ବିଜୁଳି କାଟ୍ ହେଉଛି ?

collector
ଲୋକଙ୍କ ପଥର ମାଡ଼ରେ ଗାଡ଼ି କାଚ ଭାଙ୍ଗିଲା, ବର୍ତ୍ତିଗଲେ ଜିଲ୍ଲାପାଳ

ପଞ୍ଚାୟତ ଅଫିସ ସ୍ଥାନାନ୍ତର ଦାବିରେ ରାସ୍ତାରୋକ କରିଥିଲେ ଲୋକେ । ସେହି ସମୟରେ ଜିଲ୍ଲାପାଳଙ୍କ ଗାଡ଼ି ଆସିବାରୁ ଉତ୍ତେଜନା ଦେଖାଯାଇଥିଲା ।

  • Saturday, 23 April 2022
ଲାଇନ୍‌ ପାର ହେବା ବେଳେ ମାଡ଼ିଆସିଲା ଟ୍ରେନ୍
୨୭ ମଇଁଷିଙ୍କୁ ଦଳିଦେଲା ଲୌହ ଦାନବ

ପିତାମହଲ ନିକଟରେ ମଇଁଷି ପଲକୁ ଏକ୍ସପ୍ରେସ ଟ୍ରେନ୍ ଧକ୍କା ଦେଇଛି। 

Viral Video – Mother Bird Stops JCB From Destroying Its Egg
ମାଡ଼ି ଆସୁଥିଲା ଜେସିବି...ଡେଣା ମେଲାଇ ଗର୍ଜନ କଲା, ଛୁଆର ଜୀବନ ବଞ୍ଚାଇଲା ଏଇ ଚଢେଇ

ବିକଟାଳ ଶବ୍ଦ କରି ମାଡ଼ି ଆସୁଥିଲା ଜେସିବି। ଡେଣା ମେଲାଇ ଗର୍ଜନ କରି ଉଠିଲା ଏଇ ଚଢେଇ...ଛୁଆର ଜୀବନ ବଞ୍ଚାଇବାକୁ ଭୟଙ୍କର ରୂପ ଧାରଣ କଲା ମାଆ ଚଢେଇ...ଟ୍ୱିଟର ପେଜ୍‌ରେ ଭିଡ଼ିଓ ସେୟାର କରି ଏମିତି ଲେଖିଲେ ଆନନ୍ଦ ମହିନ୍ଦ୍ରା

Jojonara Na Hariloot
ବଞ୍ଚିଥିବା ଲୋକକୁ ମିଳୁନି, ହେଲେ ମଲା ଲୋକଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା

ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ ।

News Fuse
ପୁଣି କଟକ ନାଁ... ଦାମୀ କମ୍ପାନୀ ପ୍ୟାକରେ ନକଲି ଜିନିଷ...

ସତରେ ଏମାନେ କଟକ ପାଇଁ କଳଙ୍କରେ ନାରଣ। କୁଆଡୁ ଏମାନେ ସବୁ ଆସି ସବୁ ଅସଲି ଜିନିଷକୁ କପି କରି କଟକରେ ରହି ନକଲି ତିଆରି କରି ଦେଉଛନ୍ତି। ଯେମିତି ଏ ଲୁଗାଧୂଆ ଗୁଣ୍ଡ

Bolangir Man Seeks President’s Permission For ‘Euthanasia’
ଯନ୍ତ୍ରଣାରେ ଛଟପଟ ଅମିତ୍... ଇଛାମୃତ୍ୟୁ ପାଇଁ ରାଷ୍ଟ୍ରପତିଙ୍କୁ କଲେ ଅବେଦନ

ବିପଦ କେତେବେଳେ, କେମିତି ଓ କିପରି ଆସେ ତାହା କେହି କହିପାରେ ନାହିଁ। ଆଉ ବିପଦ ଆସିଲେ ଦେଇଥାଏ ଅନେକ ଦୁଃଖ ଓ ଯନ୍ତ୍ରଣା। ଦୁର୍ଘଟଣାରେ ଗୋଟିଏ ଗୋଡ଼ କଟିଗଲା, ଗୋଟିଏ ହାତ ବି କାମ ଦେଉନି। ବଂଚିବା ହୋଇପଡିଛି କଷ୍ଟକର। ଏମିତି ସମୟରେ ରାଷ୍ଟ୍ରପତିଙ୍କୁ ଇଛାମୃତ୍ୟୁ ପାଇଁ ଅବେଦନ କଲେ ଅମିତ୍...

The popular Khan Gupchup
ଲୋକପ୍ରିୟ ଖନାଭାଇ ଗୁପଚୁପ୍… ବିନା କଥାବାର୍ତ୍ତାରେ ୨୦ବର୍ଷର ବେପାର

କାନକୁ ଶୁଭେନି, କିମ୍ବା କଥା କହିପାରନ୍ତି ନାହିଁ। କିନ୍ତୁ ଗୁପଚୁପ୍ ବେପାରୀ ଭାବରେ ଖନାଭାଇଙ୍କର ଲୋକପ୍ରିୟତା କାହିଁରେ କଣ। କଥାରେ ଅଛି କହିବୋଲି ପାରିଲେ ବେପାର ଚାଲେ। କିନ୍ତୁ ଖନାଭାଇଙ୍କ କଥା ନିଆରା। ଗଲା ୨୦ ବର୍ଷ ଧରି ସେ ବିନା କଥାବାର୍ତ୍ତାରେ କେବଳ ଠରାଠରିରେ ହୋଇପାରିଛନ୍ତି ଜଣେ ସଫଳ ବେପାରୀ। ଆସନ୍ତୁ ତାଙ୍କୁ ଭେଟିବା ଓ ଭିଡିଓଟିକୁ ସେୟାର କରି ସମସ୍ତଙ୍କୁ କହିଦେବା ତାଙ୍କ ସଫଳତାର କାହାଣୀ। ଆପଣ ବି ଦୁଇପଦ ଲେଖି ତାଙ୍କୁ ଉତ୍ସାହିତ କରିପାରିବେ।

Cyber Crime
ପ୍ରଫେସରଙ୍କୁ ଦେଖାଇଲେ ଲୋଭ, ଲାଇଫ ଟାଇମ ଅଫର ନାଁରେ ଲୁଟି ନେଲେ...

ସେମାନଙ୍କ ମାୟା ଜାଲରେ ଯିଏ ଥରେ ପଡିଛି, ସବୁ କିଛି ହରାଇ କାଙ୍ଗାଳ ହୋଇ ଯାଇଛି। ଯେମିତି ଏ ପ୍ରଫେସର। ଲାଇଫ ଟାଇମ ଅଫରର ଲୋଭ ଦେଖାଇ ଲୁଟି ନେଲେ ହଜାର ହଜାର ଟଙ୍କା। ଆଉ ତା’ପରେ...

Kholakatha
ଯେତେବେଳେ ଦୁଃଖ ଆସେ, ସେତେବେଳେ ଆଶାର ଆଲୋକ ଝରକା ଖୋଲିଯାଏ...

କେମିତି ସ୍ୱପ୍ନରୁ ଜୀବନ ସାଉଁଟିଥିଲେ ସ୍ୱାଭିମାନର ଫାଉଣ୍ଡର ତଥା ସିଇଓ ଡ. ଶ୍ରୁତି ମହାପାତ୍ର... ଆଜିର ଖୋଲାକଥାରେ ଶୁଣନ୍ତୁ ତାଙ୍କ ମୁହଁରୁ ସେହି ସଂଘର୍ଷର କଥା...

Apana Eka nuhanti
ହାତ ଯୋଡିଲା ସୁହାନା... ମୋ ସାଙ୍ଗମାନେ ସ୍କୁଲ ଯାଉଛନ୍ତି, ମୁଁ ଯିବାକୁ ଚାହୁଁଛି

ଭଗବାନ କାହାକୁ ଏମିତି ଦୁଃଖ ନ ଦିଅନ୍ତୁ। ଯେମିତି କୁନିଝିଅ ସୁହାନା। ଯେଉଁ ବୟସରେ ହସିଖେଳି ପାଠ ପଢିବା କଥା, ସେ ବୟସରେ ତାକୁ ହୋଇଛି ରକ୍ତ କର୍କଟ ରୋଗ

Yojanara Na Hariloot
ମଲା ଲୋକ ନାଁରେ ଉଠିଲା ଭତ୍ତା ଟଙ୍କା… ଜାଣନ୍ତୁ, ଏମିତି କେମିତି ?

କେବଳ ଦିନେ ନୁହେଁ କି ମାସେ। ବର୍ଷ ବର୍ଷ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଟଙ୍କା ଉଠାଯାଉଛି। କଟକ ଜିଲ୍ଲାର ଟାଙ୍ଗୀ ବ୍ଲକର ସବୁ ପଞ୍ଚାୟତରୁ ଆସିଛି ଏମିତି ମାଳ ମାଳ ଅଭିଯୋଗ.

Illegal Sand Quarrying
ଉତ୍ପାତ କରୁଛନ୍ତି ବାଲି ମାଫିଆ ! ଲୁଟୁଛନ୍ତି ଟ୍ରକ ଟ୍ରକ ବାଲି...

ଲୋକଙ୍କ ସମସ୍ୟା ବୁଝିବାକୁ ନାରାଜ। ବାଲି ମାଫିଆଙ୍କ କଥାରେ ଚାଲୁଛି କି ପ୍ରଶାସନ। ବାଲି ମାଫିଆମାନେ ଯେତେ ବେଆଇନ କାମ କଲେ ମଧ୍ୟ ଚୁପ୍ ହୋଇ ନ ଦେଖିଲା ଭଳି ଅଭିନୟ କରୁଛି ରାଜସ୍ୱ ବିଭାଗ। ଲୋକେ ଅଭିଯୋଗ କଲେ ପାଲଟା ଧମକ ମିଳୁଛି...

murder
କୁଳାଙ୍ଗାର ପୁଅ : ମାତ୍ର ୧୦୦ ଟଙ୍କା ପାଇଁ ମା’ର ଜୀବନ ନେଇଗଲା

ମା’ର ମମତା ତୁଚ୍ଛ ହେଲା, ଜୀବନରୁ ମାରିଦେଲା ପୁଅ ।

  • Saturday, 23 April 2022
  • Murder
Auto Rickshaw Driver Donates Eyes Of Both His Daughters
ନିଜ ଦୁନିଆ ଅନ୍ଧାର ହୋଇଗଲା… ଝିଅମାନଙ୍କ ଆଖି ଦାନ କରି ଦୁନିଆକୁ ଦେଖାଇଲେ ଆଲୁଅ...

କଥାରେ ଅଛି, କନ୍ୟା ଦାନଠାରୁ ମହତ କାମ ଆଉ କିଛି ନାହିଁ। ଆଉ ଯିଏ, ଦୁଇଟି କନ୍ୟାର ପିତା ସେ ନିଜକୁ କେତେ ଭାଗ୍ୟବାନ ମନେ କରୁ ନଥିବ ଏଥିରୁ ଆପଣ ଜାଣୁଥିବେ। କିନ୍ତୁ ଯଦି ସେଇ କନ୍ୟାରତ୍ନ ଅକାଳରେ ଝଡ଼ି ପଡେ, ତାହାଲେ ସେ ବାପା-ମାଙ୍କୁ କେତେ କଷ୍ଟ ହେଉନଥିବ… ଦୁଇ ଉଚ୍ଚ ଶିକ୍ଷିତା ଝିଅଙ୍କୁ ଏକା ସଙ୍ଗେ ହରାଇ ମ୍ରିୟମାଣ ପୂରା ପରିବାର। ହେଲେ ଏଭଳି ମହତ କାମ ପାଇଁ ଚର୍ଚ୍ଚାରେ ଏ ଅଟୋ ଚାଳକ...

Rituraj Mohanty sings OTV's theme song
ଋତୁରାଜ ମହାନ୍ତିଙ୍କ କଣ୍ଠରେ ଓଟିଭି’ର ଥିମ୍ ସଙ୍ଗ୍ ‘ସଂପର୍କ ଏ ଭରସାର’...

ଓଟିଭି ମଂଚରେ ସୁନାମଧନ୍ୟ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି। ଦୀର୍ଘ ୨୫ ବର୍ଷର ସୁଦୀର୍ଘ ଯାତ୍ରାକୁ ନେଇ ଓଟିଭି’ର ଥିମ୍ ସଙ୍ଗ୍ ‘ସଂପର୍କ ଏ ଭରସାର’ ଗୀତକୁ ମଂଚରେ ଗାଇଲେ। ଥରେ ଶୁଣନ୍ତୁ ସେ ଗୀତଟି...

Puri Srimandir
ଏପ୍ରିଲ ୨୯ରୁ ପଶ୍ଚିମ ଦ୍ୱାର ଦେଇ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ

ଆସନ୍ତା ୨୯ ତାରିଖରୁ ଭକ୍ତମାନେ ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ପ୍ରସ୍ତାନ କରିବେ। 

2 Hardcore Maoists Culminated In Marriage
ଦିନେ ନକ୍ସଲ ହୋଇ ଜଙ୍ଗଲରେ ଏକାଠି ବୁଲୁଥିଲେ, ଆଜି ଅଗ୍ନିକୁ ସାକ୍ଷୀ ରଖି ସ୍ୱାମୀ-ସ୍ତ୍ରୀ ହେଲେ...

କିଏ ଜାଣିଥିଲା ଏମିତି ହେବ ବୋଲି। ଦିନେ ଜଙ୍ଗଲରେ ବୁଲି ବୁଲି ପୋଲିସ ବିରୋଧରେ ସଂଗ୍ରାମ କରୁଥିଲେ। ଆଜି ସେହି ପୋଲିସ ଉପସ୍ଥିତିରେ ହାତକୁ ଦି’ହାତ ହୋଇଛନ୍ତି ଏହି ଦୁଇ ନକ୍ସଲ। ଦେଖନ୍ତୁ କେମିତି ହେଲା ଏହି ବାହାଘର..

Bus carrying barat party from Jharkhand to Sundargarh challaned Rs 3.70 lakh fine
ଚାଲିଛି କଡ଼ା ଚେକିଂ; ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଭରିଲା ବରଯାତ୍ରୀ ଗାଡି

ଝାଡ଼ଖଣ୍ଡର କୁର୍ଡେଗକୁ ବାହାଘର ପାଇଁ ଯାଇଥିବା ବରଯାତ୍ରୀ ଗାଡ଼ିକୁ ମୋଟା ଅଙ୍କର ଫାଇନ ଲଗାଯାଇଛି । ଚେକିଂ ବେଳେ ବରଯାତ୍ରୀ ଗାଡ଼ିକୁ ୩ ଲକ୍ଷ ୭୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।

MBBS student of Bolangir medical college dies
ରହସ୍ୟ ଘେରରେ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ: ୫ ମହଲାରୁ ଡେଇଁ ଆତ୍ମହତ୍ୟା, ନା ଘଟଣା ପଛରେ...

ରହସ୍ୟ ଘେରରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ୍‌ କଲେଜର ଛାତ୍ର ନିଶାନ୍ତ କୁମାରଙ୍କ ମୃତ୍ୟୁ। କେମିତି ହେଲା ମୃତ୍ୟୁ ? ଏହା ଆତ୍ମହତ୍ୟା ନା ଏହା ପଛରେ ଆଉ କିଛି କାରଣ ରହିଛି ? 

16 Taken Ill After Eating Food At Marriage Feast In Sambalpur
ବାହାଘର ଭୋଜି ଖାଇ୧୬ ଅସୁସ୍ଥ

ବାହାଘର ଭୋଜି ହେଲା କାଳ । ବାହାଘର ଭୋଜି ଖାଇ କନ୍ୟାପକ୍ଷ ଅସୁସ୍ଥ ହୋଇଛନ୍ତି । ଗତକାଲି ୧୬ ଜଣ ଅସୁସ୍ଥ ହୋଇ ସମ୍ବଲପୁର ସଦର ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।