କିଏ ଜାଣିଥିଲା ଏମିତି ହେବ ବୋଲି। ଦିନେ ଜଙ୍ଗଲରେ ବୁଲି ବୁଲି ପୋଲିସ ବିରୋଧରେ ସଂଗ୍ରାମ କରୁଥିଲେ। ଆଜି ସେହି ପୋଲିସ ଉପସ୍ଥିତିରେ ହାତକୁ ଦି’ହାତ ହୋଇଛନ୍ତି ଏହି ଦୁଇ ନକ୍ସଲ। ଦେଖନ୍ତୁ କେମିତି ହେଲା ଏହି ବାହାଘର..
Published: Pallipuspa Samal
Last updated: 23 April 2022, 09:53 AM IST
ଗତକାଲି ଆମକୁ ବ୍ୟକ୍ତିଗତ ଆକ୍ଷେପ କରାଯାଇଥିଲା । କ୍ଷମା ନ ମାଗିବା ଯାଏଁ ବଡୁ କଣ ତାହା ଦେଖେଇଦେବୁ ବୋଲି ଚେତାବନୀ ଶୁଣାଇଛନ୍ତି ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ।