• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Miscellaneous Updates

Brother-sister duo killed, mother critical due to suspected food poisoning last night
BREAKING: ବିଷାକ୍ତ ଖାଦ୍ୟ ଖାଇ ଭାଇ-ଭଉଣୀ ମୃତ, ମା ଗୁରୁତର

ବିଷାକ୍ତ ଖାଦ୍ୟ ଖାଇ ଭାଇ ଭଉଣୀ ମୃତ, ମା ଗୁରୁତର । ଗଂଜାମ ଜିଲ୍ଲା ରମ୍ଭା ଥାନା ଗଡ଼ଗୁମା ଗାଁରେ ବିଷାକ୍ତ ଖାଦ୍ୟ ଖାଇ ଭାଇ, ଭଉଣୀଙ୍କର ମୃତ୍ୟୁ ହୋଇଥିବାବେଳେ ମାଆ ଗୁରୁତର ଅଛନ୍ତି ।

News Fuse
ରଙ୍ଗ ଦେଖାଉଛି ଲେମ୍ବୁ, ମୋବାଇଲ କିଣିଲେ ଫ୍ରୀ ମିଳିବ ଲେମ୍ବୁ

ଲେମ୍ବୁର ଭାଉ କିଛି କମ୍‌ ନୁହେଁ। ଦର ଏତେ ଅଧିକ ହେଲାଣି ଯେ, ଏବେ ମୋବାଇଲ ଦୋକାନରେ ୧୦ ହଜାରିଆ ମୋବାଇଲ କିଣିଲେ ମିଳିବ ଫ୍ରୀ ଲେମ୍ବୁ। ଆଉ ଯଦି...

Greatness of Auto Driver
ଲକ୍ଷାଧିକ ଟଙ୍କାର ସୁନାଗହଣାକୁ ଫେରାଇଦେଲେ ଅଟୋ ଡ୍ରାଇଭର

୩ କିଲୋମିଟର ଆସିବା ପରେ ଗୋଟେ ଭ୍ୟାନିଟି କିଏ ଛାଡିଥିବା ଦେଖିଥିଲେ।

Srimandir Corridor Project
ଶ୍ରୀମନ୍ଦିର ନିଷିଦ୍ଧାଞ୍ଚଳରେ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପ ଲାଗି ନିଷିଦ୍ଧାଞ୍ଚଳରେ ନିର୍ଣାଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁମତି ଦେଇନି ASI । ଏନେଇ ସୂଚନା ଅଧିକାର ଆଇନ ବଳରେ ସାମ୍ନାକୁ ଆସିଛି ତଥ୍ୟ ।

Power Outage
ବିଦ୍ୟୁତ୍ ବଳକା ରାଜ୍ୟ କୁହାଯାଉଥିବା ଓଡ଼ିଶା କାହିଁକି ୨୪ ଘଣ୍ଟିଆ ବିଜୁଳି ଯୋଗାଣରେ ବିଫଳ?

ଘନ ଘନ ବିଜୁଳି କାଟ୍ ଅଘୋଷିତ ଭାବେ ମନଇଛା ହେଉଥିବା ପାୱାର କଟ୍‌କୁ ନେଇ ବଢୁଛି ଅସନ୍ତୋଷ । ପ୍ରବଳ ଖରା ଓ ଗରମ ସମୟରେ ବିଜୁଳିର ଲୁଚକାଳି ଖେଳ ଲୋକଙ୍କୁ ଆକ୍ତାମାକ୍ତା କରିପକାଯାଉଛି ।

SCB medical
ପୁଣି SCB ମେଡିକାଲରେ ଉତ୍ତେଜନା, ଡାକ୍ତରଙ୍କ ମାଡ଼ରେ ରୋଗୀ ସମ୍ପର୍କୀୟ ଆହତ

ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି ।

Power Outage
ବିଜୁଳି ବଳକା ରାଜ୍ୟ ବୋଲି ଦାବି କରୁଥିବା ଓଡ଼ିଶାରେ କାହିଁକି ନିଅଣ୍ଟ ପଡୁଛି ବିଦ୍ୟୁତ୍ ?

ଘନ ଘନ ପାଓ୍ୱାର କଟ୍‌କୁ ନେଇ ଜନ ଅସନ୍ତୋଷ ପରେ ଚେତିଲେ ରାଜ୍ୟ ସରକାର। ଆଜି ସ୍ଥିତିର ସମୀକ୍ଷା କରି ଦିନରେ ପାଓ୍ୱର କଟ୍ ନକରିବା ଏବଂ ନିରବଛିନ୍ନ ଭାବେ ବିଜୁଳି ଯୋଗାଇ ଦେବାକୁ ଡିସ୍କମ୍ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ତେବେ ବିଜୁଳି ବଳକା ରାଜ୍ୟ ବୋଲି ଦାବି କରୁଥିବା ଓଡ଼ିଶାରେ କାହିଁକି ନିଅଣ୍ଟ ପଡୁଛି ବିଦ୍ୟୁତ୍ ?

Omfed Scam\'- All Eyes Now On Crime Branch Probe
ଆର୍ଥିକ ଅନିୟମିତତାର ଗନ୍ତାଘର ପାଲଟିଛି କି ଓମଫେଡ୍ ?

ରାଜ୍ୟର ଦୁଗ୍ଧଚାଷୀଙ୍କ ପାଇଁ ଲାଭପ୍ରଦ ହେଉ କି ନହେଉ କିଛି ଅଧିକାରୀଙ୍କ ପାଇଁ କିନ୍ତୁ ଯେମିତି ଦୁଧିଆଳୀ ଗାଈ ପାଲଟିଛି ଓମଫେଡ୍। ପୂର୍ବରୁ ପଲିଥିନ୍ କିଣା ଓ ବିଜ୍ଞାପନ ଦୁର୍ନୀତି ଅଭିଯୋଗ ପରେ ଏବେ ବିଭାଗୀୟ ଅଡିଟ୍ ଧରିଥିବା ୨୦୭ କୋଟି ଟଙ୍କାର ଆର୍ଥିକ ଅନିୟମିତତାକୁ ନେଇ ଚର୍ଚ୍ଚା।

Sri Mandir
୨୭ରେ ଅପରାଜିତାଙ୍କ ଶକ୍ତି ପ୍ରଦର୍ଶନ ! ଶ୍ରୀମନ୍ଦିର ବଞ୍ଚାଅ ଅନ୍ଦୋଳନ ଭଣ୍ଡୁର କରିବାକୁ ଚାଲିଛି ବଡ଼ ପ୍ଲାନ୍‌

ଶୋଭାଯାତ୍ରାକୁ ବିରୋଧ ସହ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି କରି ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବହୁ ବୁଦ୍ଧିଜୀବୀ, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ ।

Sri Mandir
ଥମୁନି ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ

ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ପ୍ରକଳ୍ପ କାମକୁ ନେଇ ବଢୁଛି ବିବାଦ। କିଏ କହୁଛି କର, ତ କିଏ କହୁଛି ବନ୍ଦ କର। 

Sarbananda Sonowal
ମହାନଦୀରେ ପ୍ରତିଷ୍ଠା ହୋଇଛି ରାଜ୍ୟର ପ୍ରଥମ ନଦୀଭିତ୍ତିକ ଜେଟ୍ଟି

ଅନ୍ତର୍ଦେଶୀୟ ଜଳମାର୍ଗ ପରିଯୋଜନା ଅନ୍ତର୍ଗତ ଏହି ଜେଟ୍ଟି ନିର୍ମାଣରେ ପ୍ରାଥମିକ ପର୍ଯ୍ୟାୟରେ ଇଫକୋ ସାର କାରଖାନା ୧୦ କୋଟି ଟଙ୍କା ବ୍ୟୟ କରିଛି ।

Orissa High Court
କୋଇଲା ଅଭାବରୁ ନାଲକୋରେ ଅଚଳବସ୍ଥା, ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ନାଲକୋର ଅଚଳବସ୍ଥା କିପରି ଦୂର କରାଯାଇପାରିବ ସେନେଇ ବୈଠକରେ ଆଲୋଚନା କରାଯିବ । ବୈଠକରେ ହୋଇଥିବା ନିଷ୍ପତ୍ତି ସଂପର୍କରେ କୋର୍ଟଙ୍କୁ ପରବର୍ତ୍ତୀ ଶୁଣାଣିରେ ଜଣାଇବାକୁ ନିର୍ଦ୍ଦେଶ ରହିଛି । 

Gajapati Maharaja
ଗଜପତି ମହାରାଜାଙ୍କ ବଡ଼ ବୟାନ୍, ‘ଶ୍ରୀମନ୍ଦିର ସୁରକ୍ଷିତ ଅଛି’

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ସମସ୍ତେ ଆଗେଇ ନେବା ଉଚିତ ।

ASHARA ALOK
ପୁଣି ଏକାଠି ହେଲେ ଆସମାତୁନ୍-ହାଇଦର, ମିଠା ଖାଇଲେ ଖୁଆଇଲେ

ଆର୍ଥିକ ଅନାଟନ ଭାଙ୍ଗି ଦେଇଥିଲା ଘର ସଂସାର। ‘ଆଶାର ଆଲୋକ’ ମିଶେଇ ଦେଲା ଦୁଇ ମନକୁ। ସଂସାର କରି ପୁଣି ଏକାଠି ରହିବାକୁ ନେଲେ ନିଷ୍ପତ୍ତି। ମିଠା ଖାଇ ଆଗକୁ ବଢିବାର ନେଲେ ସଂକଳ୍ପ...

Plane Crashes Into Ocean
ଗାଧୋଉଥିଲେ ପର୍ଯ୍ୟଟକ, ହଠାତ୍ ଆକାଶରୁ ଖସିଲା ବିମାନ...

ସବୁ ଦିନ ଭଳି ସେଦିନ ଚଳଚଞ୍ଚଳ ଥିଲା ସମୁଦ୍ର କୂଳ। ଗାଧୋଉଥିଲେ ପର୍ଯ୍ୟଟକ। ହଠାତ୍ ଆକାଶରୁ ଖସି ପଡିଲା ଗୋଟିଏ ବିମାନ। ଏହା ପରେ କ’ଣ ହେଲା ଦେଖନ୍ତୁ...

THE GREAT ODISHA POLITICAL CIRCUS
ଏପଟେ ଦଉଛନ୍ତି, ସେପଟେ ନଉଛନ୍ତି... ମାଗଣା ଜିନିଷ ଦରକାର ନାହିଁ

ଏପଟେ ସରକାର ଦଉଛନ୍ତି। ସେପଟେ ସବୁକିଛି ନେଇ ଯାଉଛନ୍ତି। ମାତ୍ର ୧ ଟଙ୍କାରେ ଚାଉଳ ଦେଇ ୧୦ ଟଙ୍କାରେ ଲେମ୍ୱୁ ଗୋଟିଏ ନେବାକୁ ବାଧ୍ୟ କରୁଛନ୍ତି...

Entrance Of Bride At Wedding
ବିବାହ ମଣ୍ଡପକୁ ବେଲୁନରେ ଉଡ଼ି ଉଡ଼ି ଆସିଲା କନିଆ...

ଆପଣ ଅନେକ ବାହାଘର ଦେଖିଥିବେ। କେଉଁଠି ବର ଘୋଡା ଚଢି ଆସେ ତ ଆଉ କେଉଁଠି ଗାଡିରେ। ହେଲେ ଏବେ କନିଆର ମଣ୍ଡପ ଏଣ୍ଟ୍ରି ନିଆରା ହୋଇ ପଡିଛି। ଦେଖନ୍ତୁ ଏ ଭିଡିଓ... କେମିତି ବେଲୁନରେ ଉଡି ଉଡି ଆସିଲା କନିଆ...

Taste Of Odisha
ପଣସ କଠା ମସଲା ଖାଇଥିବେ, ଆଜି ଖାଆନ୍ତୁ ବାମ୍ଫ ପଣସ କଠା ଚିଙ୍ଗୁଡ଼ି

ପଣସ କଠା ଏବେ ଯାହାକୁ ଯେତେ ମିଳୁଛି। ଘରେ ଘରେ ବିଭିନ୍ନ ରେସିପି ହେଉଛି। ହେଲେ ଆଜି ଘରକୁ କିଛି ଚିଙ୍ଗୁଡ଼ି ଆଣି ତିଆରି କରନ୍ତୁ ବାମ୍ଫ ପଣସ କଠା ଚିଙ୍ଗୁଡ଼ି...

Symptoms Of New Covid Variant
କରୋନାର ୪ର୍ଥ ଲହର ମାଡ଼ି ଆସୁଛି; ପିଲାଙ୍କ ଶରୀରରେ ଦେଖା ଦେଉଛି ଏସବୁ ଲକ୍ଷଣ !

ରାଜ୍ୟକୁ କରୋନାର ଚତୁର୍ଥ ଲହରି ଆସିବା ଅଧିକ ବିଳମ୍ବ ନୁହେଁ। ଆଉ କିଛି ସପ୍ତାହ ଭିତରେ ରାଜ୍ୟରେ ସଂକ୍ରମଣ ବଢ଼ିପାରେ। ଦିଲ୍ଲୀରେ ସଂକ୍ରମଣ ହାର ଦ୍ରୁତ ଗତିରେ ବଢୁଥିବା ବେଳେ ପିଲାଙ୍କ ପାଇଁ ଏହା ବିପଜ୍ଜନକ ନୁହେଁ ବୋଲି କୁହାଯାଉଛି।

Dancing Chennai team
ବାହାଘର ପୂର୍ବରୁ ଝୁମିଲା ଚେନ୍ନାଇ ଟିମ୍; ପାରମ୍ପରିକ ପୋଷାକ ପିନ୍ଧି ନାଚିଲେ ଧୋନୀ

ବିବାହ ଉତ୍ସବକୁ କେହି ହାତ ଛଡା କରିବାକୁ ଚାହାଁନ୍ତିନି। ଯେମିତି ଚେନ୍ନାଇ ଟିମ୍। ଡେଭନ କନୱେଙ୍କ ବିବାହ ପୂର୍ବ ଉତ୍ସବରେ ଧୋନୀଙ୍କ ସମେତ ଚେନ୍ନାଇ ଟିମର ଅନେକ ଖେଳାଳି ଗୀତର ତାଳେ ତାଳେ ନାଚିଲେ...

SBI Asks Customers Not To Pick Call
SBI ଗ୍ରାହକ ହୋଇଥିଲେ... ଏହି ୨ଟି ମୋବାଇଲ ନମ୍ବରରୁ କଲ୍ ଆସିଲେ ଫୋନ ଉଠାନ୍ତୁ ନାହିଁ

ଆପଣଙ୍କ ମୋବାଇଲ ଚେକ କରନ୍ତୁ। ଏହି ୨ଟି ମୋବାଇଲ ନମ୍ବରରୁ ଆପଣଙ୍କ ପାଖକୁ ଫୋନ କଲ୍ ଆସିନାହିଁ ତ! ଯଦି ଆସିଥାଏ, ତେବେ ହୋଇଯାଆନ୍ତୁ ସାବଧାନ। ନଚେତ୍ ଆପଣଙ୍କ ଆକାଉଣ୍ଟ ସାଙ୍ଗେ ସାଙ୍ଗେ ଖାଲି ହୋଇଯିବ...

News Fuse
କିଟିମିଟିଆ ଅନ୍ଧାର ଘର, ଏ ଘର ଭିତରେ ଏ କ’ଣ ଚାଲିଛିରେ ନାରଣ

କିଟି କିଟି ଅନ୍ଧାର ଘର ଭିତରେ ଏ ମହିଳା ଜଣକ କରୁଛନ୍ତି ଚେକିଂ। ହଇରେ ନାରଣ ଏମିତି ତୁ କେବେ ଦେଖିନଥିବୁ। ଅନ୍ଧାର ଘର ଭିତରେ ଲାଇଟ ପକେଇ ଚାଲିଛି ସେବା...

Odisha govt directs power discoms to ensure power supply in all urban and rural areas
ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।

Mining reforms push up state’s revenue by 300%
ବଢିଛି ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ; ମାଇନିଂ କ୍ଷେତ୍ରରେ ବ୍ୟବହାର ହେବ ଡ୍ରୋନ୍ ଟେକ୍ନୋଲୋଜି

ବଢିଛି ରାଜ୍ୟ ସରକାରଙ୍କ ଖଣି ରାଜସ୍ୱ । ୨୦୨୧-୨୨ରେ ରାଜ୍ୟ ସରକାଙ୍କ ଖଣି ରାଜସ୍ୱ ୩୫୦ ପ୍ରତିଶତ ବଢ଼ି ୪୯ ହଜାର କୋଟି ଟଙ୍କାରେ ପହଞ୍ଚିଛି ।

arrest
ଜିଲ୍ଲାପାଳଙ୍କ ଗାଡି ଭଙ୍ଗାରୁଜା ମାମଲା : ୯ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କଲା ପୋଲିସ

ଜିଲ୍ଲାପାଳଙ୍କ ଗାଡିକୁ ପଥର ମାରି ବନ୍ଧା ହେଲେ । ୯ ଜଣଙ୍କୁ ଗିରଫ କଲା ପୋଲିସ୍ । ଆଗାମୀ ସମୟରେ ଗିରଫଦାରୀ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି ।