• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Electricity Power Crisis

Electricity
ଡିବିରି ଆଲୁଅରେ ଭବିଷ୍ୟତ ଗଢୁଛନ୍ତି ଆଦିବାସୀ ପିଲା

ଚାରିଆଡ଼େ କିଟି କିଟି ଅନ୍ଧାର... ଦୀପ ଜାଳି ମିଞ୍ଜି ମିଞ୍ଜି ଆଲୁଅରେ ଅକ୍ଷର ଚିହ୍ନୁଛନ୍ତି କୁନିକୁନି ପିଲା । ବହିରେ ସିନା 'ଅ'ରେ ଅରଟ, 'ଆ'ରେ ଆତ... ହେଲେ ୩ ମାସ ହେଲା ବିନା ବିଜୁଳିରେ ଚଳୁଥିବା ବସ୍ତିର ପିଲାଙ୍କ ପାଇଁ 'ଅ'ରେ ଅନ୍ଧାର... 'ଆ'ରେ ଆଉଟୁପାଉଟୁ ।

Orissa High Court Order Jindal Power To Provide 120 Megawatt Electricity To GRIDCO
ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପ୍ରତିଦିନ ଗ୍ରୀଡକୋକୁ ୧୨୦ ମେଗାଓ୍ୱାଟ୍‌ ବିଦ୍ୟୁତ୍‌ ଯୋଗାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ୟୁନିଟ୍ ପିଛା ୩ ଟଙ୍କା ୩୬ ପଇସା ଦରରେ ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Odisha govt directs power discoms to ensure power supply in all urban and rural areas
ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

ରାଜ୍ୟରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ମୁଖ୍ୟ ଶାସନ ସଚିବ ଏହି ନିର୍ଦ୍ଦେଶ ଦେଇଛନ୍ତି।

power crisis
ଭାରତରେ ଚୀନ ପରି ବିଜୁଳି ସଙ୍କଟ ସମ୍ଭାବନା : ୭୨ ପାୱାର ପ୍ଲାଣ୍ଟରେ ବଞ୍ଚିଛି ମାତ୍ର ୩ ଦିନର କୋଇଲା

ଦେଶରେ ବିଜୁଳି ସଙ୍କଟ ସମ୍ଭାବନା । ଘୋର ବିଜୁଳି ସଙ୍କଟ ଦେଇ ଗତି କରୁଥିବା ଚୀନ ପରି ଭାରତର ମଧ୍ୟ ସ୍ଥିତି ହୋଇପାରେ । ଅନେକ ଶିଳ୍ପ ଗୁଡିକର ବିଦ୍ୟୁତ୍ କାଟ୍ କରାଯାଉଛି । ଏହାର ପ୍ରଭାବ ଶିଳ୍ପ ଗୁଡିକର ଅର୍ଥ ବ୍ୟବସ୍ଥା ଉପରେ ପଡ଼ିପାରେ ବୋଲି କୁହାଯାଉଛି । କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଏବଂ ଅନ୍ୟାନ୍ୟ ଏଜେନ୍ସି ଦ୍ୱାରା ଦିଆଯାଇଥିବା କୋଇଲା ତଥ୍ୟର ମୂଲ୍ୟାଙ୍କନ କରି ବିଶେଷଜ୍ଞମାନେ ଏପରି ଚେତାବନୀ ଦେଇଛନ୍ତି