ବିବାହ ଉତ୍ସବକୁ କେହି ହାତ ଛଡା କରିବାକୁ ଚାହାଁନ୍ତିନି। ଯେମିତି ଚେନ୍ନାଇ ଟିମ୍। ଡେଭନ କନୱେଙ୍କ ବିବାହ ପୂର୍ବ ଉତ୍ସବରେ ଧୋନୀଙ୍କ ସମେତ ଚେନ୍ନାଇ ଟିମର ଅନେକ ଖେଳାଳି ଗୀତର ତାଳେ ତାଳେ ନାଚିଲେ...
Published: Pallipuspa Samal
Last updated: 25 April 2022, 12:45 PM IST
କୁକୁର ଏମିତି ହେବା ପଛରେ ମଣିଷଙ୍କର କିଛି ଭୂମିକା ନାହିଁ । ବୈଜ୍ଞାନିକ କାରଣ କୁହେ, ବାଇକ ବା କାରର ଟାୟାରରୁ ବାହାରୁଥିବା ଗନ୍ଧ ଏଥିପାଇଁ ଦାୟୀ । ଯେହେତୁ କୁକୁରଙ୍କ ଘ୍ରାଣ ଶକ୍ତି ଖୁବ ପ୍ରଖର ତେଣୁ ସେମାନେ ଗାଡ଼ିର ଟାୟାରରୁ ଅନ୍ୟ କୁକୁରର ଗନ୍ଧ ଆଘ୍ରାଣ କରିପାରନ୍ତି । ତେଣୁ ସେମାନେ ଆକ୍ରମଣାତ୍ମକ ହୋଇପଡ଼ନ୍ତି ଏବଂ ଖୁବ ଜୋରରେ ଭୁକିବା ଆରମ୍ଭ କରି ଦିଅନ୍ତି ।