/odishatv-khabar/media/post_attachments/uploadimage/library/16_9/16_9_0/IMAGE_1640402959.jpg)
SCB medical
ପୁଣି SCB ମେଡିକାଲରେ ଉତ୍ତେଜନା । କଟକ SCBରେ ରୋଗୀଙ୍କ ସମ୍ପର୍କୀୟ ଓ ଡାକ୍ତର ହାତାହାତି ହୋଇଥିବା ଅଭିଯୋଗ । ଡାକ୍ତରଙ୍କ ମାଡ଼ରେ ଜଣେ ରୋଗୀ ସମ୍ପର୍କୀୟ ଆହତ ହୋଇଥିବା ଜଣାପଡ଼ିଛି । ଡାକ୍ତରଙ୍କ ନାଁରେ ମଙ୍ଗଳାବାଗ ଥାନାରେ ଏତଲା ମଧ୍ୟ ରୁଜୁ ହୋଇଛି । ଅଭିଯୋଗକୁ ଆଧାର କରି ପୋଲିସ ମାମଲା ରୁଜୁ କରିଛି ।
Advertisment
ସୂଚନାଯୋଗ୍ୟ, ପୁରୀ ଅଞ୍ଚଳରୁ ଜଣେ ରୋଗୀ ଚିକିତ୍ସା ପାଇଁ SCBରେ ଭର୍ତ୍ତି ହୋଇଥିଲେ । ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଥିଲା । ଏଥିପାଇଁ ପରିବାର ଲୋକ ଚିକିତ୍ସା ଅବହେଳାକୁ ଦାୟୀ କରିଛନ୍ତି । ଫଳରେ ଉତ୍ତେଜନା ପ୍ରକାଶ ପାଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)